କେନ୍ଦ୍ର ତାଲିକାରେ ଆଉ ୯ଜିଲ୍ଲା
ଭୁବନେଶ୍ୱର : ବିକାଶ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ପାଇଁ କେନ୍ଦ୍ର ସରକାର ଓଡିଶାର ୯ ଟି ନୂତନ “ଅଣ ଆଙ୍କାକ୍ଷୀ” ଜିଲ୍ଲାକୁ ତାଲିକାଭୁକ୍ତ କରିଛନ୍ତି । ପୂର୍ବରୁ ୧୦ ଟି ଆଙ୍କାକ୍ଷୀ ଜିଲ୍ଲାରେ ଏଭଳି ପ୍ରୟାସ ଆରମ୍ଭ ହୋଇଥିଲା । ସେହି ନଅଟି ଅଣ-ଆଙ୍କାକ୍ଷୀ ଜିଲ୍ଲା ହେଉଛି ମୟୂରଭଞ୍ଜ, ବାଲେଶ୍ୱର, ଯାଜପୁର, ଜଗତସିଂହପୁର, କେନ୍ଦ୍ରାପଡା, ପୁରୀ, ନୟାଗଡ଼, ଗଞ୍ଜାମ, ଏବଂ ସମ୍ବଲପୁର । ଏହାପୂର୍ବରୁ ୧୦ ଟି ଜିଲ୍ଲା, ବଲାଙ୍ଗୀର, ଗଜପତି, କଳାହାଣ୍ଡି, କନ୍ଧମାଳ, ମାଲକାନଗିରି, ରାୟଗଡା, କୋରାପୁଟ, ନବରଙ୍ଗପୁର, ନୁଆପଡା ଏବଂ ଢେଙ୍କାନାଳକୁ...
ନିର୍ବାଚନ ପ୍ରଚାରରେ ବିଜେଡି ଆଗରେ
ଭୁବନେଶ୍ୱର : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ସାରା ରାଜ୍ୟରେ ରାଜନୈତିକ ବାତାବରଣ ସରଗରମ ଥିବାବେଳେ ପ୍ରଚାର ଅଭିଯାନରେ ବିଜେଡି ଆଗରେ ରହିଛି । ବିଜେଡିକୁ ବିଜେପି ଟକ୍କର ଦେବାପାଇଁ ବର୍ଷାଧିକ କାଳ ଧରି ପ୍ରସ୍ତୁତି ଚଳାଇଥିବାବେଳେ ଏବେ ବାରିପଦାରେ କେନ୍ଦ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁଙ୍କ ବିରୁଦ୍ଧରେ ଥାନାରେ ରୁଜୁ କରାଯାଇଥିବା ସରକାରୀ କର୍ମଚାରୀଙ୍କୁ ମାଡ ଅଭିଯୋଗ ମାମଲା ଦଳକୁ ଅଡୁଆରେ ପକାଇଛି । ଏଠାରେ ଉଲ୍ଲେଖନୀୟ ଯେ ୨୦୧୭ର ପଞ୍ଚାୟତ ନିର୍ବାଚନରେ ବିଜେପି ମୟୁରଭଞ୍ଜ ଜିଲ୍ଲାରେ ଭଲ ପ୍ରଦର୍ଶନ କରିଥିବାବେଳେ ପରବର୍ତ୍ତୀ ସମୟରେ ୨୦୧୯ରେ...
ନାକଚ ହେଲା ୮୬୪୮ ପ୍ରାର୍ଥୀପତ୍ର
ଭୁବନେଶ୍ୱର: ପଞ୍ଚାୟତିରାଜ ଅନୁଷ୍ଠାନର ବିଭିନ୍ନ ପଦବୀ ପାଇଁ ପ୍ରାର୍ଥୀ ଦାଖଲ କରିଥିବା ୮,୬୪୮ ନାମାଙ୍କନପତ୍ର ଯାଞ୍ଚଞ୍ଚ ସମୟରେ ନାକଚ ହୋଇଯାଇଛି । ଜାନୁୟାରୀ ୨୨ ରେ ନାମାଙ୍କନ ପତ୍ରର ଯାଞ୍ଚଞ୍ଚ କରାଯାଇଥିଲା । ଯାଞ୍ଚ ସମୟରେ ୱାର୍ଡ ସଦସ୍ୟ ପଦବୀ ପାଇଁ ୫,୫୪୪ ନାମାଙ୍କନପତ୍ର, ସରପଞ୍ଚ ପଦବୀ ପାଇଁ ୧,୭୫୩ ନାମାଙ୍କନ, ପଞ୍ଚାୟତ ସମିତି ସଦସ୍ୟଙ୍କ ପାଇଁ ୧,୧୧୯ ଏବଂ ୨୩୨ ଟି ଜିଲ୍ଲା ପରିଷଦ ସଦସ୍ୟଙ୍କ ପ୍ରାର୍ଥୀପତ୍ର ନାକଚ କରାଯାଇଥିଲା । ବିଭିନ୍ନ କାରଣରୁ ସମ୍ପୃକ୍ତ କାଗଜପତ୍ର ଦାଖଲ ନକରିବା ଏବଂ ଉପଯୁକ୍ତ ଜାତି...
State On Covid Watch Mode
Bhubaneswar: As the Covid-19 cases are falling down in the State, the Government is on watch mode to know whether the infection has already touched the peak or it will in coming days. Speaking to reporters here, State Director of Health Services, Bijay Mohapatra said the Covid cases are falling down since past few days without decreasing the number...
8648 Nominations Rejected
Bhubaneswar: As many as 8,648 nomination papers submitted by candidates for election to various positions in the Panchayati Raj Institutions (PRIs) have been rejected during scrutiny. The scrutiny of the nomination papers was done on January 22. During the exercise, 5,544 nominations filed for the election to Ward Member position, 1,753 nominations for Sarpanch post, 1,119 for Panchayat Samiti Member...
ତିନି ଦଳ ପାଇଁ ସତର୍କ ଘଣ୍ଟି
ଭୁବନେଶ୍ୱର : ଚଳିତ ପଞ୍ଚାୟତ ନିର୍ବାଚନ ରାଜ୍ୟର ତିନି ପ୍ରମୁଖ ରାଜନୈତିକଦଳ ବିଜେଡି, ବିଜେପି ଓ କଂଗ୍ରେସ ପାଇଁ ବଡ ଆହ୍ୱାନ ହୋଇଛି । ମୁଣ୍ଡ ଉପରେ ଥିବା ପୌର ଓ ସମବାୟ ନିର୍ବାଚନ ଏବଂ ପରେ ପରେ ୨୦୨୪ରେ ହେବାକୁ ଯାଉଥିବା ସାଧାରଣ ନିର୍ବାଚନ ଲାଗି ଏହା ସତର୍କ ଘଣ୍ଟି ହେବ ବୋଲି ରାଜନୈତିକ ପର୍ଯ୍ୟବେକ୍ଷକମାନେ କହୁଛନ୍ତି । ୨୦୧୭ର ପଞ୍ଚାୟତ ନିର୍ବାଚନରେ ୮୫୩ ଜିଲ୍ଲା ପରିଷଦ ଜୋନ୍ ଆସନରୁ ୮୪୬ଟିର ଫଳାଫଳ ପ୍ରକାଶ ପାଇଥିଲା ଏବଂ ସେଥିରେ ବିଜେଡି ସର୍ବାଧିକ ୪୭୩ଟି...
Consensus For A Cause!
Bhubaneswar: Political observers see a new trend that has emerged this time during the ongoing three-tier panchayat elections in Odisha. Instead of multi-corner fights in elections, the parties, leaders and village heads are coming together to field ‘consensus’ candidates for some reason or the other. Though, the reasons behind the groups advocating for consensus candidates, appeared justified, it created...
ପାନୀୟଜଳ ପ୍ରକଳ୍ପରେ ସଡକ ସାଜିଛି ବାଧକ
ଭୁବନେଶ୍ୱର : ପାଇପ୍ ଯୋଗେ ପାନୀୟଜଳ ଯୋଗାଣ କ୍ଷେତ୍ରରେ ଏବେ ରାଜପଥ ବାଧକ । କେବଳ ରାଜପଥ ନୁହେଁ ବିଦ୍ୟୁତ୍ ବିଭାଗ ଠାରୁ ଆରମ୍ଭକରି ରେଳ ବିଭାଗ ଯୋଗୁଁ ବି ଅନେକ ପାନୀୟଜଳ ପ୍ରକଳ୍ପ କାର୍ଯ୍ୟ ଆଗେଇ ପାରୁନାହିଁ । ରାଜ୍ୟ ସରକାର ପ୍ରତ୍ୟେକ ପରିବାରକୁ ପାଇପ୍ ଯୋଗେ ପାନୀୟଜଳ ଯୋଗାଣ କାର୍ଯ୍ୟ ତ୍ୱରାନ୍ୱିତ କରୁଥିବାବେଳେ ବହୁ ଜିଲ୍ଲାରେ ରାଜପଥଗୁଡିକ ଏ କ୍ଷେତ୍ରରେ ଅନ୍ତରାୟ ସୃଷ୍ଟି କରିଛି । ରାଜ୍ୟ ରାଜପଥରେ ସଡକ କାଟି ପାଇପ୍ ବିଛାଇବା ପାଇଁ ଅନୁମତି ମିଳୁନଥିବାରୁ କୋରାପୁଟ, ନୟାଗଡ,...
WFP Chief Lauds Odisha
Bhubaneswar: Country Director WFP India Bishow Parajuli Saturday said that the world has taken note of the innovative programmes launched by the Odisha government for improving food and nutrition security. Addressing a United Nations (UN) World Food Programme (WFP) hosted a multi stakeholder interactive and consultation session on food security, he said that the international agency was happy with its...
ଢ଼ିଙ୍କିଆରୁ ତୁରନ୍ତ ପୋଲିସ୍ ପ୍ରତ୍ୟାହାର କରାଯାଉ
ଭୁବନେଶ୍ୱର : ଢ଼ିଙ୍କିଆ ଗ୍ରାମବାସୀଙ୍କ ଉପରେ ପୋଲିସର ବର୍ବରୋଚିତ ଆକ୍ରମଣ ଘଟଣାର ତଦନ୍ତ କରିବାପାଇଁ ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଏକ ତଥ୍ୟ ଅନୁଧ୍ୟାନ କମିଟି ଗଠନ କରିଥିଲେ । ଏହି ଅବସରରେ ଓଡ଼ିଶା ପ୍ରଭାରୀ ଡ. ଚେଲା କୁମାରଙ୍କ ନେତୃତ୍ୱରେ ଉକ୍ତ ତଥ୍ୟ ଅନୁସଂଧାନ କମିଟି ଢ଼ିଙ୍କିଆ ଗସ୍ତରେ ଯାଇଥିଲେ । ପୋଲିସର ବର୍ବରୋଚିତ ଆକ୍ରମଣରେ ଶୀକାର ହୋଇଥିବା ଆହତଙ୍କ ଘରକୁ ଯାଇଥିଲେ, ଆହତମାନଙ୍କୁ ଭେଟିଥିଲେ ଏବଂ ପରିବାର ସଦସ୍ୟଙ୍କ ସହ ଆଲୋଚନା କରିଥିଲେ । ସେ...










