ପଞ୍ଜିକରଣ ଫି ଫେରାଇବାକୁ ଦାବି

0

ଭୁବନେଶ୍ୱର : ବିଭିନ୍ନ ସରକାରୀ ସଂସ୍ଥା ଆବଣ୍ଟନ କରିଥିବା ଜମି ଓ ଘରର ପଞ୍ଜିକରଣ ପାଇଁ ଅଧିକ ଅର୍ଥ ନିଆଯାଇଥିବାରୁ ତୁରନ୍ତ ଏହା ଫେରସ୍ତ କରିବାଲାଗି ଏବେ ଜମି ମାଲିକମାନେ ଦାବି କରୁଛନ୍ତି । ଖୋଦ ରାଜଧାନୀରେ ଆଇନ୍‍ କାନୁନ୍‍କୁ ଜଳାଞ୍ଜଳି ଦେଇ ସବରେଜିଷ୍ଟ୍ରର ଅଫିସ୍‍ରେ ସରକାରଙ୍କ ଧାର୍ଯ୍ୟ ଦର ତୁଳନାରେ ଢେର ଅଧିକ ଖର୍ଚ୍ଚରେ ଜମିଜମା ପଞ୍ଜିକରଣ ହୋଇଥିବା ଦର୍ଶାଇ ଲୋକେ ଅର୍ଥ ଫେରସ୍ତ ପାଇଁ ଦାବି କଲେଣି । ତେବେ କେଉଁଠୁ ଏହି ଅର୍ଥ ଆଣି ଲୋକଙ୍କୁ ଫେରାଇବେ ତାହା...

Acharya Targets Center

0

New Delhi: Senior BJD MP Prasanna Acharya on Friday targeted the Centre asking about steps taken to fulfill the promise made for doubling farmers' income by 2022. While participating in the debate on the Motion of Thanks on the President's address in the Rajya Sabha, Mr.Acharya said, "Farmers income has not doubled. The Union Government had promised that by 2022,...

State Fixes School Timing

0

Bhubaneswar: A day after announcing reopening of schools and colleges, the State Government on Friday fixed the time table for teaching for students of various classes. Principal Secretary, School & Mass Education, Bishnupada Sethi has written a letter to the SPDs of OSEPA, OAVS, Directors of Higher Secondary Education, Secondary Education, Elementary Education, the CHSE Chairman and the President, BSE.  The...

ପତିତ ଜଙ୍ଗଲ ଜମିରେ ହେବ ବନୀକରଣ

0

ଭୁବନେଶ୍ୱର : ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ତରଫରୁ ୨୬,୫୦୦ ଏକର ରାଜସ୍ୱ ଜଙ୍ଗଲ ପତିତ ଜମି ଗତ ଏକ ମାସ ମଧ୍ୟରେ ଚିହ୍ନଟ କରାଯାଇ ଜଙ୍ଗଲ ବିଭାଗକୁ ନୂତନ ବନୀକରଣ ନିମନ୍ତେ ହସ୍ତାନ୍ତର କରାଯାଇ ଅଛି । ସରକାରଙ୍କର ଏହି ଅଭିନବ ଆଭିମୁଖ୍ୟ ଓ ପ୍ରୟାସ ଦ୍ୱାରା ଭବିଷ୍ୟତରେ ସବୁଜ ବଳୟ ସୃଷ୍ଟି ହେବା ସହ ପରିବେଶ ସ;ୁଳନ ଦିଗରେ ଏହା ସହାୟକ ହୋଇପାରିବ । ଅନ୍ୟ ପକ୍ଷରେ ଏହାଦ୍ୱାରା ବିଭିନ୍ନ ସରକାରୀ ପ୍ରକଳ୍ପ ପାଇଁ ଆବଶ୍ୟକ ହେଉଥିବା ଜଙ୍ଗଲ...

୭ରୁ ଖୋଲିବ ଏମ୍‍ସ ଓପିଡି

0

ଭୁବନେଶ୍ୱର: ରାଜ୍ୟରେ କୋଭିଡ -୧୯ ସ୍ଥିତିରେ ଉନ୍ନତି ଆସିବାପରେ ବନ୍ଦ ଥିବା ଭୁବନେଶ୍ୱର ଏମ୍‍ସର ଓପିଡି ଫେବୃଆରୀ ୭ ରୁ ପୁନଃ କାର୍ଯ୍ୟ ଆରମ୍ଭ କରିବ । ରାଜ୍ୟରେ ଚାଲିଥିବା କୋଭିଡ ସ୍ଥିତିର ସମୀକ୍ଷା କରିବା ପରେ ଓପିଡି ସେବା ପୁନଃ ଆରମ୍ଭ କରିବାକୁ ନିଷ୍ପତ୍ତି ନିଆଯାଇଛି ବୋଲି ଅଧିକାରୀମାନେ କହିଛନ୍ତି । ସମସ୍ତ ବିଭାଗ ପୂର୍ବ ପରି ଓପିଡି ନିୟମାବଳୀ ଅନୁସରଣ କରିବେ । ରୋଗୀମାନଙ୍କର ଚେକ-ଅପ୍ ଏମ୍‍ସ ଭୁବନେଶ୍ୱର ସମସ୍ତ ମୋବାଇଲ୍ ଆପ୍ ଏବଂ ଟେଲି ମେଡିସିନ୍ ମାଧ୍ୟମରେ ପୂର୍ବ ଭଳି ଜାରି...

ପ୍ରତି ପରିବାରକୁ ଇଣ୍ଟରନେଟ୍‍ ପାଇଁ ରାଜ୍ୟ ଦେଇଛି ପ୍ରସ୍ତାବ

ନୂଆଦିଲ୍ଲୀ : ଘର ତକ ଫାଇବର କାର୍ଯ୍ୟକ୍ରମ ଜରିଆରେ ପ୍ରତ୍ୟେକ ପରିବାରକୁ ଇଣ୍ଟରନେଟ ସୁବିଧା ଯୋଗାଇବା ପାଇଁ ରାଜ୍ୟ ସରକାର ନିକଟରେ ଏକ ପ୍ରସ୍ତାବ ଦାଖଲ କରିଛନ୍ତି । ଆଜି ରାଜ୍ୟସଭାରେ ବିଜେଡି ସାଂସଦ ସୁଜିତ କୁମାରଙ୍କ ଏକ ପ୍ରଶ୍ନର ଉତ୍ତର ଦେଇ ଯୋଗାଯୋଗ ମନ୍ତ୍ରୀ ଦେବୁସିଂ ଚୌହାନ କହିଛନ୍ତି ଯେ ସମସ୍ତ ଗ୍ରାମ ପଞ୍ଚାୟତ (ଜିପି) ରେ ବ୍ରଡବ୍ୟାଣ୍ଡ ସଂଯୋଗ ଯୋଗାଇବା ପାଇଁ ଭାରତନେଟ ପ୍ରକଳ୍ପ ପର୍ଯ୍ୟାୟକ୍ରମେ କାର୍ଯ୍ୟକାରୀ ହୋଇଛି । ଓଡିଶାରେ ଭାରତନେଟ ଦ୍ୱିତୀୟ ପର୍ଯ୍ୟାୟ ରାଜ୍ୟ ସରକାର କାର୍ଯ୍ୟକାରୀ କରୁଛନ୍ତି ।...

State Submits Ghar Tak Fibre Project

0

New Delhi: The State Government has recently submitted a proposal to Centre to provide internet facility to every household under the Ghar Tak Fibre programme. While replying to an unstated question of BJD MP Sujeet Kumar in Rajya Sabha on Friday, Minister of State (MoS) for Communications, Devusinh Chauhan said BharatNet project is implemented in a phased manner to provide...

AIIMS OPD Opens From 7 FEB

0

Bhubaneswar: With the improvement in Covid-19 situation in the State, OPD services in All India Institute of Medical Sciences (AIIMS), Bhubaneswar will resume from February 7. The decision to resume the OPD service was taken after reviewing the prevailing Covid situation in the State, officials said. All departments will follow the OPD schedule as before. Overall routine check-ups of patients will...

ସୋଆ ସଭାପତିଙ୍କ ସହ ଏନ.ସି.ସି.ବି.ଏମ ଡିଜିଙ୍କ ଆଲୋଚନା

0

ଭୁବନେଶ୍ୱର : ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡ.) ମନୋଜରଞ୍ଜନ ନାୟକଙ୍କୁ ଏଠାରେ ଗୁରୁବାର ସୌଜନ୍ୟ ମୂଳକ ସାକ୍ଷାତ କରିଛନ୍ତି ନ୍ୟାସନାଲ କାଉନସିଲ ଫର ସିମେଂଟ ଆଣ୍ଡ ବିଲ୍ଡିଂ ମ୍ୟାଟେରିଆଲ୍ସର ଡାଇରେକ୍ଟର ଜେନେରାଲ ଡକ୍ଟର ବିବେକାନନ୍ଦ ମହାପାତ୍ର । ସାକ୍ଷାତ ସମୟରେ ଦୁଇ ଅନୁଷ୍ଠାନ ମଧ୍ୟରେ ଗବେଷଣା, ପ୍ରଶିକ୍ଷଣ ଓ କୌଶଳ ବିକାଶକୁ ନେଇ ସହଭାଗିତା ଏବଂ ଛାତ୍ରଛାତ୍ରୀ, ଶିକ୍ଷକ ଏବଂ ବୈଜ୍ଞାନିକଙ୍କ ଆଦାନପ୍ରଦାନ ନେଇ ଆଲୋଚନା ହୋଇଥିଲା । ଏହି ଆଲୋଚନା ସମୟରେ ସୋଆର ରେଜିଷ୍ଟ୍ରାର ପ୍ରଫେସର ବିଭୂତି ଭୂଷଣ...

ଜିଲ୍ଲା ପରିଷଦ ମଇଦାନରେ ୩୪୦୭ ପ୍ରାର୍ଥୀ

0

ଭୁବନେଶ୍ୱର : ୮୫୩ଟି ଜିଲ୍ଲା ପରିଷଦ ଜୋନ୍‍ ମଧ୍ୟରୁ ଗୋଟିକରେ ପ୍ରାର୍ଥୀ ର୍ନିଦ୍ୱନ୍ଦରେ ନିର୍ବାଚିତ ହୋଇଥିବାବେଳେ ଆଉ ଗୋଟିକରେ ପ୍ରଚାର ସମୟରେ ପ୍ରାର୍ଥୀଙ୍କ ମୃତ୍ୟୁ ଯୋଗୁଁ ନିର୍ବାଚନ ସ୍ଥଗିତ ରହିଛି । ଏହାଛଡା ଅନ୍ୟ ୮୫୧ଟି ଜୋନ୍‍ରେ ଜିଲ୍ଲା ପରିଷଦ ସଦସ୍ୟ ପାଇଁ ନିର୍ବାଚନୀ ଲଢେଇ ଦଳୀୟ ଭିତ୍ତିରେ ଘମାଘୋଟ ହେଉଛି । ବରଗଡ ଜିଲ୍ଲା ଆମ୍ବାଭୋନା ବ୍ଲକର ଦୁଇ ନମ୍ବର ଜେନ୍‍ରେ ବିଜେଡି ପ୍ରାର୍ଥୀ କଳ୍ପନା ପ୍ରଧାନ ର୍ନିଦ୍ୱନ୍ଦରେ ନିର୍ବାଚିତ ହୋଇଥିବାବେଳେ କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକର ୮ ନମ୍ବର ଜୋନ୍‍ର ବିଜେଡି...