Paid Holiday On Poll Day
Bhubaneswar:The State Government on Tuesday asked all concerned authorities to allow their employees to go on Special Casual Leave to vote during the Panchayat Election in their respective area. Panchayati Raj & Drinking Water Department Principal Secretary Ashok Kumar Meena has written a letter all Secretaries, Heads of Department, Revenue Divisional Commissioners, District Collectors, Public Sector Undertakings, Corporations and...
Naveen Axe On Five More
Bhubaneswar: Continuing its zero tolerance towards corruption policy, the State Government has given compulsory retirement to five more officials. The officials include one engineer, a CDPO, Anganwadi Supervisor, one police inspector and one revenue supervisor. With this, so far, 146 officials have been suspended or sent on retirement by the Government for indulging in corrupt practices. Assistant Engineer of Integrated Tribal...
ଗବେଷଣା କାର୍ଯ୍ୟରେ ଉପଯୋଗ ହେବ ବିଧାନସଭା ପାଠାଗାର
ଭୁବନେଶ୍ୱର : ବାଚସ୍ପତି ଡ. ସୂର୍ଯ୍ୟ ନାରାୟଣ ପାତ୍ର ବିଧାନସଭା ପାଠାଗାର ପରିଚାଳନା କ୍ଷେତ୍ରରେ ଏକ ଉଲ୍ଲେଖନୀୟ ନିଷ୍ପତ୍ତି ଗ୍ରହଣ କରିଛନ୍ତି । ଏଣିକି ବିଧାନସଭା ପାଠାଗାରରେ ଅଧ୍ୟୟନ ସହ ଗବେଷଣାମୂଳକ କାର୍ଯ୍ୟକ୍ରମରେ ମଧ୍ୟ ଶିକ୍ଷାବିତ୍ ଗବେଷକ, ଲେଖକ, ସାମ୍ବାଦିକ, ସମ୍ବାଦପତ୍ର ସଂପାଦକ ଓ ରିସର୍ଚ୍ଚ ସ୍କଲାରମାନେ ବିଧାନସଭା ପାଠାଗାରର ଉପଯୋଗ କରିପାରିବେ । ସରକାରୀ କାର୍ଯ୍ୟଦିବସର କାର୍ଯ୍ୟନିର୍ଘଣ୍ଟ ସମୟସୀମା ଦିବା ୧୦ ଘଟିକାଠାରୁ ଅପରାହ୍ନ ୫ଟା ୩୦ ମିନିଟ୍ ପର୍ଯ୍ୟନ୍ତ ସେମାନେ ଏହି ସୁଯୋଗ ପାଇପାରିବେ । ତେବେ ତା’ପୂର୍ବରୁ ସେମାନଙ୍କୁ ଏଥି ପାଇଁ...
ମୃତ ସାମ୍ବାଦିକଙ୍କ ପରିବାରକୁ ଅନୁକମ୍ପା ରାଶି ପ୍ରଦାନ
ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ଫେବୃଆରୀ ୫ ତାରିଖ ଶନିବାର ଏକ ଲ୍ୟାଣ୍ଡମାଇନ ବିସ୍ପୋରଣରେ ପ୍ରାଣ ହରାଇଥିବା “ଧରିତ୍ରୀ’’ ଖବରକାଗଜର କଳାହାଣ୍ଡି ଜିଲ୍ଲା ମଦନପୁର-ରାମପୁର ବ୍ଲକ୍ ସାମ୍ବାଦିକ ରୋହିତ ବିଶ୍ୱାଳଙ୍କ ପରିବାରକୁ ୪ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ରାଜ୍ୟ ସରକାରଙ୍କ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ପ୍ରଦାନ କରାଯାଇଛି । ଫେବୃଆରୀ ୫ ତାରିଖ ଦିନ ମଦନପୁର-ରାମପୁର ଓ ମୋହନଗିରି ମଧ୍ୟସ୍ଥ ଡୋମକର୍ଲାଖୁଣ୍ଟା ପୋଲ ନିକଟରେ ସମ୍ବାଦ ସଂଗ୍ରହ କରୁଥିବା ବେଳେ ରୋହିତ ବିଶ୍ୱାଳ ଏକ ଲ୍ୟାଣ୍ଡମାଇନ ବିସ୍ପୋରଣରେ...
ଆଉ ପାଞ୍ଚ ଅଧିକାରୀ ଚାକିରିରୁ ବିଦା ହେଲେ
ଭୁବନେଶ୍ୱର : ରାଜ୍ୟ ସରକାରଙ୍କ ଶୂନ୍ୟ ସହିଷ୍ଣୁତା ଆଭିମୁଖ୍ୟ ଅନୁଯାୟୀ ଏବେ ଆଉ ୫ ଜଣ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି ଏବଂ ଏଥିରେ ବିଭିନ୍ନ କ୍ଷେତ୍ରରେ ଅଧିକାରୀ, ଯଥା - ଇଞ୍ଜିନିୟର, ସିଡିପିଓ, ଅଙ୍ଗନବାଡୀ ସୁପରଭାଇଜର, ପୋଲିସ ଇନ୍ସପେକ୍ଟର, ରେଭେନ୍ୟୁ ସୁପରଭାଇଜର ପ୍ରମୁଖ ଅନ୍ତର୍ଭୁକ୍ତ । ଏହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା ୧୪୬ ଜଣ ଅଧିକାରୀଙ୍କୁ ଚାକିରୀରୁ ବରଖାସ୍ତ ବା ବାଧ୍ୟତାମୂଳକ ଅବସର ଦିଆଯାଇଛି । ଏହି ୫ ଜଣଙ୍କ ମଧ୍ୟରୁ ମୟୂରଭଂଜ ଜିଲ୍ଲା ବାରିପଦା ଆଇ.ଟି.ଡି.ଏ ର ଆସିଷ୍ଟାଣ୍ଟ ଇଂଜିନିୟର ଶ୍ରୀ...
Spending Limit For Urban Poll Candidates
Bhubaneswar: After enhancing the spending limit for candidates during Panchayat elections, the State Election Commission (SEC) has increased the poll expenditure limit for Councilors, Corporators, Chairpersons and Mayors. Aditya Prasad Padhi, State Election Commissioner held discussion with senior officials of SEC and has taken this decision after taking into consideration various aspects on election spending. Accordingly he directed officials to communicate...
ବ୍ୟାଙ୍କରେ ଜମା ଅଧିକ, ଋଣ କମ୍
ଭୁବନେଶ୍ୱର : ଓଡ଼ିଶାରେ ବ୍ୟାବସାୟିକ ବ୍ୟାଙ୍କଗୁଡିକ ଯେତେ ଜମା ସଂଗ୍ରହ କରୁଛନ୍ତି ତାହାର ଅଧା ବି ରାଜ୍ୟରେ ବିନିଯୋଗ କରୁନାହାନ୍ତି । ଓଡ଼ିଶାରୁ ସଂଗୃହୀତ ଅର୍ଥ ଏହି ବ୍ୟାଙ୍କମାନେ ଅନ୍ୟତ୍ର ଖଟାଉଛନ୍ତି । ବିଶେଷକରି କୃଷିଋଣ ଦେବା ପାଇଁ ରାଷ୍ଟ୍ରାୟତ ଓ ଘରୋଇ ବ୍ୟାଙ୍କଗୁଡିକ କୁନ୍ଥୁ କୁନ୍ଥୁ ହେଉଥିବା ବେଳେ ଚାଷୀମାନଙ୍କର ଏକମାତ୍ର ଭରସା ହେଉଛି ସମବାୟ ବ୍ୟାଙ୍କ । କେନ୍ଦ୍ର ସରକାରଙ୍କ ଆର୍ଥିକ ସର୍ଭେ ରିପୋର୍ଟର ତଥ୍ୟ ମୁତାବକ ଓଡ଼ିଶାରେ କାରବାର କରୁଥିବା ସିଡ୍ୟୁଲ୍ଡ ବ୍ୟାଙ୍କଗୁଡିକ ୨୦୨୦-୨୧ ବର୍ଷରେ ୩,୩୬,୫୬୭ କୋଟି ଟଙ୍କାର...
ଓଡିଶାକୁ ମିଳୁଛି ୪୬% ଏମ୍ସିଏଲ୍ କୋଇଲା
ଭୁବନେଶ୍ୱର : ମହାନଦୀ କୋଲ ଫିଲ୍ଡ (ଏମସିଏଲ୍)ରୁ ଯେତେ କୋଇଲା ପଠାଯାଉଛି ତାହାର ୪୬ ପ୍ରତିଶତ ଓଡିଶାର ବିଭିନ୍ନ ଶିଳ୍ପସଂସ୍ଥାକୁ ମିଳୁଛି । କେନ୍ଦ୍ର କୋଇଲା ମନ୍ତ୍ରୀ ପ୍ରହଲାଦ ଯୋଶୀ ବିଜେଡି ସାଂସଦ ଅମର ପଟ୍ଟନାୟକଙ୍କ ଏକ ପ୍ରଶ୍ନରେ ଏହି ସୂଚନା ଦେଇଛନ୍ତି । କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ଜାଳେଣି ଯୋଗାଣ ଚୁକ୍ତିନାମା (ଏଫ୍ଏସ୍ଏ) ଅନୁଯାୟୀ ଏମ୍ସିଏଲ୍ ସହିତ ହୋଇଥିବା ରାଜିନାମା ଆଧାରରେ ଶିଳ୍ପସଂସ୍ଥା ସହିତ ଘରୋଇ ତାପଜ ବିଦ୍ୟୁତ୍ କେନ୍ଦ୍ରକୁ ବି କୋଇଲା ଯୋଗାଣ ହେଉଛି । ଚଳିତ ଆର୍ଥିକ ବର୍ଷରେ ଡିସେମ୍ବର...
MCL Sends 46 % Coal To Odisha Industries
New Delhi: Union Coal Minister Pralhad Joshi Monday said that about 46 Percent of the total coal dispatched by Mahanadi Coalfields Limited (MCL) was supplied to industries in Odisha. Giving a written reply to a question asked by BJD MP Amar Patnaik in Parliament, Joshi said supply of coal to local industries including Captive Power Plants (CPPs) having Fuel Supply...
ପ୍ରଥମ ଦିନରେ ଆସିଲେ ୧୪ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ
ଭୁବନେଶ୍ୱର : ଆଜି ରାଜ୍ୟର ସମସ୍ତ ୩୦ଟି ଜିଲ୍ଲାରେ ଅଷ୍ଟମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ବିଦ୍ୟାର୍ଥୀମାନଙ୍କ ନିମନ୍ତେ ଶିକ୍ଷାନୁଷ୍ଠାନ ଖୋଲିଛି । ୩୭,୫୩୩ଟି ସରକାରୀ, ସରକାରୀ ଅନୁଦାନପ୍ରାପ୍ତ, ଅନୁସୂଚିତ ଜନଜାତି ଓ ଅନୁସୂଚିତ ଉପଜାତି ପରିଚାଲିତ ବିଦ୍ୟାଳୟ ଏବଂ ଅଣ ଅନୁଦାନପ୍ରାପ୍ତ ବେସରକାରୀ ବିଦ୍ୟାଳୟରେ ଅଧ୍ୟୟନରତ ୨୪,୪୫,୪୦୭ ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ଆଜି ପ୍ରଥମ ଦିବସରେ ୧୪,୪୨,୭୯୦ ଜଣ ଛାତ୍ରଛାତ୍ରୀ ବିଦ୍ୟାଳୟରେ ଯୋଗଦେଇଥିଲେ । ଦେବଗଡ଼ ଜିଲ୍ଲାରେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଗୁଡ଼ିକରେ ସର୍ବାଧିକ ୮୫ ପ୍ରତିଶତ ବିଦ୍ୟାର୍ଥୀ ଉପସ୍ଥାନ ଦେଇଥିବାବେଳେ ମାଧ୍ୟମିକ ବିଦ୍ୟାଳୟଗୁଡ଼ିକରେ ମଧ୍ୟ...










