Class I-VII Resumes From 28 Feb

0

Bhubaneswar: After reviewing the situation, the Principal Secretary to Government, School & Mass Education Department, Bishnupada Sethi has directed concerned officials to resume physical classes for Class I to VII students from February 28 instead of February 14.   Sethi has issued fresh instructions to the SPDs of OSEPA, OAVS, directors of Higher Secondary Education, Secondary Education, Elementary Education, the...

ପିଲାମାନେ ସ୍କୁଲ ଆସିବେ ୨୮ରୁ

0

ଭୁବନେଶ୍ୱର : ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଚଳିତ ଫେବୃଆରୀ ୧୪ ତାରିଖରୁ ପ୍ରଥମରୁ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ପିଲାମାନଙ୍କର ପାଠପଢ଼ା ବିଦ୍ୟାଳୟରେ ହେବାକୁ ଥିବାବେଳେ ତାହାକୁ ଆଜି ଫେବୃଆରୀ ୨୮ ତାରିଖକୁ ଘୁଞ୍ଚାଇ ଦିଆଯାଇଛି । ବିଭିନ୍ନ ଜିଲ୍ଲାପାଳମାନଙ୍କଠାରୁ ମିଳିଥିବା ରିପୋର୍ଟ ଆଧାରରେ ବିଭାଗ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି । ପୂର୍ବରୁ ରାଜ୍ୟ ସରକାର ପ୍ରଥମରୁ ସପ୍ତମ ଶ୍ରେଣୀ ପିଲାଙ୍କ ନିମନ୍ତେ ବିଦ୍ୟାଳୟରେ ପାଠପଢ଼ା ନିଷ୍ପତ୍ତି ନେଇଥିଲେ ମଧ୍ୟ ଦୀର୍ଘ ଦୁଇ ବର୍ଷ ଧରି ବିଦ୍ୟାଳୟଗୁଡ଼ିକ ବନ୍ଦ ଥିବା ଯୋଗୁଁ...

ପରୀକ୍ଷା ପ୍ରସ୍ତୁତି ନେଇ ଆଲୋଚନା

0

ଭୁବନେଶ୍ୱର : ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀ କହିଛନ୍ତି ଯେ କୋଭିଡ୍‌-୧୯ ଶିକ୍ଷା କ୍ଷେତ୍ର ପାଇଁ ଏକ କଠିନ ସମୟ ସୃଷ୍ଟି କରିଛି ଏବଂ ଏହି ଆହ୍ୱାନଗୁଡ଼ିକୁ ଯଥା ସମ୍ଭବ ସମାଧାନ କରାଯିବ । ଶିକ୍ଷାଦାନର ପୁନରାରମ୍ଭ, ଛାତ୍ରଛାତ୍ରୀଙ୍କ ଉପସ୍ଥାନ ବୃଦ୍ଧି ଏବଂ ଶିକ୍ଷଣ ପ୍ରକ୍ରିୟାରେ ଥିବା ବ୍ୟବଧାନକୁ ଦୂର କରିବା ଉପରେ ଆମେ ପ୍ରଧାନତଃ ଗୁରୁତ୍ୱାରୋପ କରିଛୁ ବୋଲି ପ୍ରମୁଖ ଶାସନ ସଚିବକହିଛନ୍ତି । ରାଜ୍ୟରେ ଚଳିତ ଫେବୃଆରୀ ୭ ତାରିଖଠାରୁ ଅଷ୍ଟମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ...

ତହସିଲଦାର ଦେବେ ପ୍ରଚାର ଅନୁମତି

0

ଭୁବନେଶ୍ୱର : ପଞ୍ଚାୟତ ନିର୍ବାଚନ ସୁପରିଚାଳନା ନିମନ୍ତେ ସ୍ଥାନୀୟ ତହସିଲଦାରମାନଙ୍କୁ ନିର୍ବାଚନରେ ବ୍ୟବହୃତ ହେବାକୁ ଥିବା ଗାଡ଼ି ଓ ଡାକବାଜି ଯନ୍ତ୍ରର ଅନୁମତି ପତ୍ର ପ୍ରଦାନ କରିବା ନିମନ୍ତେ ପ୍ରାଧିକୃତ କରିବା ପାଇଁ ସମସ୍ତ ଜିଲ୍ଲାପାଳମାନଙ୍କୁ ରାଜ୍ୟ ନିର୍ବାଚନ କମିଶନ ନିର୍ଦ୍ଦେଶ ଦେଇଛନ୍ତି । ଫଳରେ ସବୁ ରାଜନୈତିକ ଦଳମାନେ ସହଜରେ ଅନୁମତି ପତ୍ର ପାଇପାରିବେ । ବର୍ତ୍ତମାନ ରାଜ୍ୟରେ ପଞ୍ଚାୟତ ନିର୍ବାଚନ ପାଇଁ ବିିଭିନ୍ନ ରାଜନୈତିକ ଦଳମାନେ ନିର୍ବାଚନରେ ଡାକବାଜି ଯନ୍ତ୍ର ଓ ଗାଡ଼ିର ବ୍ୟବହାର ନିମନ୍ତେ ସଂପୃକ୍ତ ଅଧିକାରୀଙ୍କଠାରୁ ଅନୁମତି ପତ୍ର...

ରକ୍ତଦାନ କାର୍ଯ୍ୟରେ ଯୋଡି ହେଲା ସମ୍ମମ

0

ଭୁବନେଶ୍ୱର : ସମ୍ ଅଲ୍ଟିମେଟ୍ ମେଡିକେୟାର (ସମ୍ମମ୍‌) ପକ୍ଷରୁ ଗୁରୁବାର ଆୟୋଜିତ ଏକ ରକ୍ତଦାନ ଶିବିରରେ ୬୧ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଛି । ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ସହଯୋଗରେ ଆୟୋଜିତ ଏହି ଶିବିରରେ ସମ୍ମମ୍‌ର ଡାକ୍ତର ଓ କର୍ମଚାରୀ ରକ୍ତଦାନ କରିଥିଲେ । ପ୍ରାୟ ୩ ଘଣ୍ଟା ଧରି ଜାରି ରହିଥିବା ରକ୍ତଦାନ ଶିବିର - “ବଣ୍ଡେଡ୍ ବାଏ ବ୍ଲଡ” ଅଭିଯାନକୁ ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ପିଜି ଡିପାର୍ଟମେଂଟ୍ ଅଫ୍ ଟ୍ରାନ୍ସଫ୍ୟୁସନ୍ ମେଡିସିନ୍ ର ଡାକ୍ତର,...

SEC Held Talks For Urban Poll

0

Bhubaneswar: State Election Commissioner (SEC) Aditya Prasad Padhi and his team on Thursday held a meeting with representatives of various political parties of the State for smooth conduct of the upcoming urban election.   Representatives from Governing BJD, Opposition BJP and Congress along with leaders from other political outfits have attended the meeting which was held here at Gita Govinda...

State To Consult Stakeholders on Exam Mode

0

Bhubaneswar: Odisha Government has allowed reopening of classes for Class-VIII to XII from 7 February.2022. Offline, Online and Hybrid Teachings are being conducted, thanks to the initiative of Bishnupada Sethi, Principal Secretary School and Mass Education. Regarding conduct of Examination for the students of Classes X & XII, Board of Secondary Education and Council of Higher Secondary Education, which conduct examinations...

ଦେଶରେ ଟିକାଦାନ ୧୭୧ କୋଟି ଟପିଲା

0

ନୂଆଦିଲ୍ଲୀ : ଭାରତର ସମନ୍ୱିତ କୋଭିଡ-୧୯ ଟୀକାକରଣ ୧୭୧.୨୮ କୋଟି ଅତିକ୍ରମ କରିଛି । ଗତ ୨୪ ଘଣ୍ଟା ମଧ୍ୟରେ ୪୬.୪୪ ଲକ୍ଷରୁ ଅଧିକ ଟିକା ପ୍ରଦାନ କରାଯାଇଛି ଓ ସୁସ୍ଥ ହାର ବର୍ତ୍ତମାନ ୯୬.୯୫% ରେ ରହିଛି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂତ୍ରରୁ ଜଣାଯାଇଛି । ଏହି ସୂଚନା ଅନୁଯାୟୀ ଗତ ୨୪ ଘଣ୍ଟା ମଧ୍ୟରେ ୬୭,୦୮୪ ନୂତନ ମାମଲା ରିପୋର୍ଟ ହୋଇଛି । ଭାରତର ବର୍ତ୍ତମାନ ୭,୯୦,୭୮୯ ଟି ସକ୍ରିୟ ମାମଲା ରହିଛି । ସାପ୍ତାହିକ...

କୋଭିଡଠୁ ଭୟଙ୍କର ମନଇଚ୍ଛା ଔଷଧ ସେବନ

0

ଭୁବନେଶ୍ୱର : ଡାକ୍ତରଙ୍କ ବିନା ପରାମର୍ଶରେ ଆଖିବୁଜା ଅତ୍ୟଧିକ ଭିନାମିନ୍‍, ପ୍ରୋଟିନ୍‍, ରୋଗପ୍ରତିରୋଧକ ଶକ୍ତିବର୍ଦ୍ଧକ, ଆଣ୍ଟିବାୟୋଟିକ, ଷ୍ଟିରଏଡ୍‍ ଏବଂ ଅନ୍ୟାନ୍ୟ ଔଷଧ ସେବନ ଯୋଗୁଁ ବିଭିନ୍ନ ରୋଗବ୍ୟାଧି ବଢିବାରେ ଲାଗିଛି । ଏମିତିକି ଏଥିପାଇଁ ହୃଦ୍‍ଘାତ ଠାରୁ ଆରମ୍ଭକରି ବୃକକ୍‍, ଯକୃତ, ଫୁସ୍‍ଫୁସ୍‍ ସମେତ ଶରୀରର ବିଭିନ୍ନ ଅଙ୍ଗପ୍ରତ୍ୟଙ୍ଗ କ୍ଷତିଗ୍ରସ୍ତ ହେଉଛି ଓ ଏହା କୋଭିଡ ଠାରୁ ଭୟଙ୍କର ହୋଇପାରେ ବୋଲି ବିଶେଷଜ୍ଞମାନେ କହୁଛନ୍ତି । ଦୁଇବର୍ଷ ଧରି କରୋନା ସଂକ୍ରମଣ କାଳରେ ଡାକ୍ତରଙ୍କ ବିନା ପରାମର୍ଶରେ ଅଧିକ ଔଷଧ ସେବନ କରିବା ବଢିଯାଇଛି...

ପିଏମ୍‍-କିଷାନରୁ ଓଡିଶା ଚାଷୀ ପାଇଛନ୍ତି ୫୯୬୯ କୋଟି

0

ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି (ପିଏମ୍‍-କିଷାନ) ଯାଜନାରେ କେନ୍ଦ୍ର ସରକାର ୩୯.୩୬ଲକ୍ଷରୁ ଅଧିକ କୃଷକଙ୍କ ପାଇଁ ୫୯୬୯.୬୧ କୋଟି ଟଙ୍କା ମଞ୍ଜୁର କରିଛନ୍ତି । କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର ଲୋକସଭାରେ ଏହି ସୂଚନା ଦେଇଛନ୍ତି । କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ପିଏମ୍‍-କିଷାନ ଯୋଜନା ସମସ୍ତ ଜମି ଥିବା ଯୋଗ୍ୟ ଚାଷୀମାନଙ୍କୁ ରୋଜଗାର ସହାୟତା ଲକ୍ଷ୍ୟ ନେଇ ଆରମ୍ଭ ହୋଇଛି । ଜମିଦାର ଓ କରଜଦାତାମାନଙ୍କ କବଳରୁ ଚାଷୀଙ୍କୁ ରକ୍ଷା କରିବାପାଇଁ କେନ୍ଦ୍ର ସରକାର...