Message For Andhra Pradesh

Bhubaneswar: The State Election Commission (SEC) is taking all necessary steps to conduct Panchayat election in Kotia Gram Panchayat during ensuing polls giving a clear-cut message to Andhra Pradesh, which is claiming Kotia villages under its boundary. During a recent meeting with Collectors and SPs, State Election Commissioner Aditya Prasad Padhi had asked them to give special attention for holding...

State Honors Kamalakant

0

Bhubaneswar: State Sports and Youth Services Department on Monday felicitated para-athlete Kamalakant Nayak with cash award of Rs 1 lakh for his world record feat. Mr.Nayak covered a distance of 213-km in a wheelchair in 24 hours ending on Sunday. If his marathon wheelchair drive is approved by Guinness Book of World Records, he would break the present record of...

କମଲ କାନ୍ତଙ୍କୁ ଅର୍ଥରାଶି ସହିତ ସମ୍ବର୍ଦ୍ଧନା

0

ଭୁବନେଶ୍‌ର : ପାରା-ଆଥଲେଟ୍‌ କମଲ କାନ୍ତ ନାୟକଙ୍କୁ ଆଜି କ୍ରୀଡ଼ା ଓ ଯୁବସେବା ବିଭାଗ ଏକ ଲକ୍ଷ ଅର୍ଥରାଶି ସହିତ ସମ୍ବର୍ଦ୍ଧିତ କରାଯାଇଛି । କ୍ରୀଡ଼ା ଓ ଯୁବସେବା ବିଭାଗ କମିଶନର ତଥା ଶାସନ ସଚିବ ଆର୍‌. ଭିନିଲ୍‌ କ୍ରୀଷ୍ଣା ଆଜି କଳିଙ୍ଗ ହକି ଷ୍ଟାଡିୟମ୍‌ ପରିସରରେ କମଲ କାନ୍ତଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ନିଜର ନିଷ୍ଠା, ଏକାଗ୍ରତା ଓ କଠିନ ପରିଶ୍ରମ ବଳରେ କମଲ କାନ୍ତ ସମଗ୍ର ବିଶ୍ୱରେ ଏକ ନୂତନ ରେକର୍ଡ ପ୍ରତିଷ୍ଠା ସହ ସବୁ କ୍ରୀଡ଼ାବିତ୍‌ ଏବଂ ଯୁବପିଢ଼ିଙ୍କ ଲାଗି...

ତ୍ୱରାନ୍ୱିତ ହେବ ଜମି ଅଧିଗ୍ରହଣ କାର୍ଯ୍ୟ

ଭୁବନେଶ୍ୱର : ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସତ୍ୟବ୍ରତ ସାହୁଙ୍କ ଅଧ୍ୟକ୍ଷତାରେ ଆଜି କେନ୍ଦ୍ରାଞ୍ଚଳ ରାଜସ୍ୱ କମିଶନ ଅଧିନସ୍ଥ ଦଶଗୋଟି ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳଙ୍କ ସହିତ ଏକ ସମୀକ୍ଷା ବୈଠକ ଭିଡିଓ କନଫରେନ୍ସ ଜରିଆରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବିଭାଗର ବରିଷ୍ଠ ଅଧିକାରୀ, କେନ୍ଦ୍ରାଞ୍ଚଳ ରାଜସ୍ୱ କମିଶନର, ଆଇ.ଜି.ଆର, ଓଡିଶା ଓ ଭୂ-ସର୍ବେକ୍ଷଣ ସଂସ୍ଥାର ନିର୍ଦ୍ଦେଶକ ଏବଂ ଅନ୍ୟାନ୍ୟ ଅଧିକାରୀ ଯୋଗଦାନ କରିଥିଲେ । ରାଜ୍ୟରେ ବିଭିନ୍ନ ପ୍ରକାର ଉନ୍ନତିମୂଳକ ତଥା ଭିତ୍ତିଭୂମି ପ୍ରକଳ୍ପଗୁଡିକ...

ନିରପେକ୍ଷ ନିର୍ବାଚନ ଉପରେ ଗୁରୁତ୍ୱ

0

ଭୁବନେଶ୍ୱର : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ୨୦୨୨ ପରିପେକ୍ଷୀରେ ଆଜି ବିିଭିନ୍ନ ଜିଲ୍ଲାଲାଗି ନିଯୁକ୍ତ ନିର୍ବାଚନ ପର୍ଯ୍ୟବେକ୍ଷକ ଏବଂ ଖର୍ଚ୍ଚ ପର୍ଯ୍ୟବେକ୍ଷକମାନଙ୍କ ଏକ ବୈଠକ ରାଜ୍ୟ ନିର୍ବାଚନ କମିଶନର ଶ୍ରୀ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ଗୀତଗୋବିନ୍ଦ ସଦନରେ ଅନୁଷ୍ଠିତ ଏହି ବୈଠକରେ ରାଜ୍ୟ ନିର୍ବାଚନ କମିଶନର ଶ୍ରୀ ପାଢ଼ୀ ସଂପ୍ରତି କୋଭିଡ୍‌ ପରିସ୍ଥିତିରେ ଏକ ସୁରକ୍ଷିତ, ମୁକ୍ତ, ଅବାଧ ଏବଂ ନିରପେକ୍ଷ ନିର୍ବାଚନ ଉପରେ ଗୁରୁତ୍ୱ ଦେଇଥିଲେ । ନିର୍ବାଚନ ସମୟରେ ନିର୍ବାଚନ ପର୍ଯ୍ୟବେକ୍ଷକମାନେ କମିଶନରଙ୍କ ଆଖି...

OASME SoS For Coal

0

Bhubaneswar: With no respite in sight to the ongoing coal crisis that continues to affect the survival of the local industries, the Odisha Assembly of Small and Medium Enterprises (OASME) has sought intervention of Chief Minister Naveen Patnaik in averting the impending crisis within the State and helping sustain industry operations. The shortage, a result of the intermittent coal supplies...

State Sets Task Force

0

Bhubaneswar: As per announcement made by Chief Minister Naveen Patnaik, the State Government has constituted the Task Force against drug trafficking and drug abuse under the Chairmanship of former DGP Abhay.   The Home Department has issued a resolution for this purpose. The Department said the mandate of the Task Force will be to coordinate, suggest action in drug demand...

ଆମେରିକାରେ ପିଲାଏ ଶିଖୁଛନ୍ତି ଓଡିଆ

0

ଭୁବନେଶ୍ୱର : ଓଡିଶାରେ ଓଡିଆ ଭାଷାରେ ପିଲାଙ୍କୁ ପାଠ ପଢାଇବାକୁ ଅନେକ ଶିକ୍ଷିତ ଅଭିଭାବକ ନାକ ଟେକୁଥିବାବେଳେ ଯୁକ୍ତରାଷ୍ଟ୍ର ଆମେରିକାରେ ରହୁଥିବା ବହୁ ଓଡିଆ ପରିବାର ସେମାନଙ୍କ ପିଲାଙ୍କୁ ଓଡିଆ ଭାଷା ଶିଖାଉଛନ୍ତି । ଏଥିପାଇଁ ଦଳେ ସ୍ୱେଚ୍ଛାସେବୀ ପ୍ରାୟ ୨୨ବର୍ଷ ଧରି ପିଲାଙ୍କୁ ଓଡିଆ ଭାଷା ଶିଖାଇବାରେ ଲାଗିଛନ୍ତି । ୨୦୦୦ ମସିହା ଜୁନ୍‍ ୬ତାରିଖରେ ମାତ୍ର ୭ଟି ପିଲାଙ୍କୁ ଧରି ଯୁକ୍ତରାଷ୍ଟ୍ର ଆମେରିକାରେ ଆରମ୍ଭ ହୋଇଥିବା “ଚାଲ ଆମେ ଓଡିଆ ଶିଖିବା” ଅଭିଯାନ ନିରନ୍ତର ଭାବେ ଚାଲିଛି । ବିଦେଶରେ ଓଡିଆ...

ଆସନ୍ତା ତିନି ଦିନ ଘନ କୁହୁଡି

0

ଭୁବନେଶ୍ୱର : ଆସନ୍ତା ତିନି ଦିନ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଘନ କୁକୁଡି ପରିଲକ୍ଷିତ ହେବା । ଏ ନେଇ ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନର ଆଜି ଜିଲ୍ଲାପାଳ ଓ ପରିବହନ ଅଧିକାରୀମାନଙ୍କୁ ସତର୍କ କରାଇଛନ୍ତି । ଏଥି ସହିତ ରାଜ୍ୟର କେତେକ ସ୍ଥାନରେ ରାତି ତାପମାତ୍ରା ମଧ୍ୟ ହ୍ରାସ ପାଇବ । ଏହି ସୂଚନା ମୁତାବକ ୧୮ତାରିଖ ଦିନ ସୁନ୍ଦରଗଡ, କେନ୍ଦୁଝର, ଅନୁଗୁଳ, ଢେଙ୍କାନାଳ, ବୌଦ, ବଲାଙ୍ଗିର, କନ୍ଧମାଳ, କଳାହାଣ୍ଡି ଓ ନବରଙ୍ଗପୁର ଜିଲ୍ଲାର ବିଭିନ୍ନ ସ୍ଥାନରେ ଘନ କୁହୁଡି ପରିଲକ୍ଷିତ ହେବ...

Abhishek Of Trinity Today

0

Puri: On the occasion of Pousha Sukla Pakhsha Purnima Tithi, very special rituals are underway at Lord Jagannath Temple here on Monday. Pushya Abhishek, an important annual ritual of Lord Jagannath and his siblings, is being performed at the world famous Srimandir today. Shree Jagannath Temple Administration (SJTA) has made elaborate arrangements for smooth and timely conduct of the special...