କୋଭିଡ ଯୋଗୁଁ ଯକ୍ଷ୍ମା ଚିହ୍ନଟ ପ୍ରକ୍ରିୟା ହ୍ରାସ
ଭୁବନେଶ୍ୱର : ବିଶ୍ୱ ସ୍ତରରେ ୨୦୩୦ ଏବଂ ଏହାର ୫ ବର୍ଷ ପୂର୍ବରୁ ଦେଶରେ ଯକ୍ଷ୍ମା ରୋଗର ସମ୍ପୂର୍ଣ୍ଣ ମୂଳୋତ୍ପାଟନ ନିମନ୍ତେ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିବା ବେଳେ କୋଭିଡ-୧୯ ମହାମାରୀ ଏ କ୍ଷେତ୍ରରେ ବାଧା ସୃଷ୍ଟି କରିଛି । ଫଳରେ ଦେଶରେ ଯକ୍ଷ୍ମା ରୋଗୀଙ୍କ ଚିହ୍ନଟ ପ୍ରକ୍ରିୟା ହ୍ରାସ ପାଇଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ୨୦୨୧ ରିପୋର୍ଟ ଅନୁଯାୟୀ ୨୦୧୯ ଏବଂ ୨୦୨୦ ମଧ୍ୟରେ ଭାରତରେ ଯକ୍ଷ୍ମା ରୋଗୀଙ୍କ ଚିହ୍ନଟ ପ୍ରକ୍ରିୟା ୪୧ ପ୍ରତିଶତ କମିଛି । ଅର୍ଥାତ୍ ଯକ୍ଷ୍ମା ପରୀକ୍ଷା ଏବଂ...
କୋଭିଡ ସଂକ୍ରମଣ ଭୟରେ ଅଭିଭାବକ ଛାନିଆଁ
ଭୁବନେଶ୍ୱର : ସୁନ୍ଦରଗଡ ଜିଲ୍ଲାର ଗୋଟିଏ ସ୍କୁଲ ଓ ସମ୍ବଲପୁର ଜିଲ୍ଲାର ଥିବା ସରକାରୀ ମେଡିକାଲ କଲେଜ ଭୀମସାରରେ କେତେକ ଛାତ୍ରଛାତ୍ରୀ କରୋନା ସଂକ୍ରମିତ ବୋଲି ଚିହ୍ନଟ ହେବା ପରେ ଅନ୍ୟତ୍ର ଭାଳେଣି ପଡିଯାଇଛି । ଏହି କଥା ଜଣାପଡିବା ପରେ ଏବେ ଅଭିଭାବକମାନେ ପିଲାଙ୍କ ନିରାପତ୍ତା ଦୃଷ୍ଟିରୁ ସ୍କୁଲ ପଠାଇବେ କି ନାହିଁ ସେଥିଘେନି ଦ୍ୱନ୍ଦ୍ୱର୍ରେ ପଡିଛନ୍ତି । ଏଠାରେ ଉଲ୍ଲେଖନୀୟ ଯେ ପୂର୍ବରୁ ପର୍ଯ୍ୟାୟକ୍ରମେ ଉଚ୍ଚଶିକ୍ଷା ଓ ବୈଷୟିକ ଶିକ୍ଷାରେ ଶ୍ରେଣୀଗୃହ ପାଠପଢ଼ା ଆରମ୍ଭ ହୋଇଥିଲା । ପରବର୍ତ୍ତୀ ସମୟରେ ନବମରୁ...
ଦକ୍ଷିଣ ଭାରତ ବର୍ଷାରେ ଓଡିଶା ଖାଉଟି ବେହାଲ
ଭୁବନେଶ୍ୱର : ଦକ୍ଷିଣ ଭାରତରେ ବର୍ଷାର ତାଣ୍ଡବର ପ୍ରଭାବ ଏବେ ଓଡିଶାର ପରିବା ବଜାର ଉପରେ ପଡିଛି । ସେଠାରୁ ଆସୁଥିବା ଟମାଟୋ ଭଳି ପରିବା ୧୦୦ ଟଙ୍କା ଛୁଇଁଥିବାବେଳେ ବିନ୍ ଓ ବନ୍ଧାକୋବି ଦର ବି ବଢିବାରେ ଲାଗିଛି । ତେବେ ଓଡିଶା ଖାଉଟିଙ୍କ ଏଭଳି ଅବସ୍ଥା ପାଇଁ ରାଜ୍ୟରେ ଶୀତଳଭଣ୍ଡାର ଅଭାବକୁ ଚାଷୀମାନେ ଦାୟୀ କରୁଛନ୍ତି । ଚାଷୀଙ୍କ ମତରେ ରାଜ୍ୟରେ ଶୀତଳଭଣ୍ଡାରର ଅଭାବ ଯୋଗୁଁ ଟମାଟୋ, ବନ୍ଧାକୋବି, ବିନ୍ ଭଳି ପନିପରିବା ଅମଳ ସମୟରେ ସଂରକ୍ଷଣ ହୋଇପାରୁ ନାହିଁ ।...
ଆଉ ଚାରି ମାସ ମାଗଣା ରାସନ
ନୂଆଦିଲ୍ଲୀ : ଆହୁରି ୪ ମାସ ପାଇଁ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା (ପିଏମଜିକେଏୱାଇ)ର ସମ୍ପ୍ରସାରଣ କରାଯିବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗତ ୦୭.୦୬.୨୦୨୧ରେ କରିଥିବା ଲୋକାଭିମୁଖି ଘୋଷଣାକୁ ଅନୁସରଣ କରି ତଥା କୋଭିଡ-୧୯ ଜନିତ ଆର୍ଥିକ ପ୍ରଭାବକୁ ପ୍ରଶମିତ କରିବା ଲାଗି କେନ୍ଦ୍ର କ୍ୟାବିନେଟ ଆଜି ଏହି ଯୋଜନାର ପଞ୍ଚମ ପର୍ଯ୍ୟାୟ ସମ୍ପ୍ରସାରଣ ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି। ଯାହାଫଳରେ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ (ଏନଏଫଏସଏ) ଅଧୀନରେ ଆସୁଥିବା ସମସ୍ତ ହିତାଧିକାରୀ ଡିସେମ୍ବର ୨୦୨୧ ଠାରୁ ମାର୍ଚ୍ଚ ୨୦୨୨ ପର୍ଯ୍ୟନ୍ତ...
ଜଳ ପରିଚାଳନା ପାଇଁ ବୁଝାମଣା
ଭୁବନେଶ୍ୱର : ରାଜ୍ୟ ଜଳ ସଂପଦ ବିଭାଗ ଏବଂ ୟୁନିସେଫ ମଧ୍ୟରେ ଆଜି ଅପରାହ୍ଣରେ ଏକ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଯାଇଛି । ବିଭାଗର ଯୋଗାଯୋଗ ଓ ନୀତି ଉପକ୍ରମଗୁଡିକର ସୁଦୃଢୀକରଣ ପାଇଁ ସହଯୋଗ ନିମନ୍ତେ କରାଯାଇଥିବା ଏହି ବୁଝାମଣା ପତ୍ର ସ୍ୱାକ୍ଷର କାର୍ଯ୍ୟକ୍ରମରେ ଜଳ ସଂପଦ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ ଅଧ୍ୟକ୍ଷତା କରିଥିଲେ । ପୋଷଣୀୟ ଜଳ ପରିଚାଳନାରେ ବିଭିନ୍ନ ଗୋଷ୍ଠୀମାନଙ୍କୁ ନିୟୋଜିତ କରିବା, ଯତ୍ନଶୀଳ ଓ ବିଜ୍ଞତାର ସହ ଜଳର ସୁବ୍ୟବହାର, ଜଳ ବଣ୍ଟନରେ ସମାନତା,...
ଜନଶୁଣାଣି ପୋର୍ଟାଲ ଲୋକାର୍ପିତ
ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍ଫରେନ୍ସିଂ ଜରିଆରେ ଦୁଇଟି ଗୁରୁତ୍ୱପୂର୍ଣ୍ଣ ୱେବ୍ ପୋର୍ଟାଲ ଲୋକାର୍ପିତ କରିଛନ୍ତି। ଗୋଟିଏ ହେଉଛି ଇଲେକ୍ଟ୍ରୋନିକ୍ସ ଓ ଆଇ.ଟି ବିଭାଗର ଜନଶୁଣାଣି ପୋର୍ଟାଲ ଏବଂ ଦ୍ୱିତୀୟଟି ହେଉଛି ଓଡିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ଦ୍ବାରା ପ୍ରତିଷ୍ଠିତ ଓଡିଆ ଭର୍ଚୁଆଲ ଏକାଡେମୀର ନୂତନ ୱେବ୍ ପୋର୍ଟାଲ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ ଆମର ସମସ୍ତ କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ ହେଉଛନ୍ତି ଜନସାଧାରଣ । ୫-ଟି କାର୍ଯ୍ୟକ୍ରମ ଜରିଆରେ ବୈଷୟିକ...
Panel To Resolve Border Dispute
Bhubaneswar: The State Government on Wednesday formed a eight-member Committee under the Chairmanship of Chief Secretary SC Mahapatra to deliberate on bilateral outstanding issues of mutual interest between the State of Odisha and Andhra Pradesh. Revenue and Disaster Management Principal Secretary Bishnupada Sethi has issued a notification in this regard. The panel will discuss the issues with the officials nominated...
Hockey Men’s JR WC Kick Starts
Bhubaneswar: The much-awaited FIH Odisha Hockey Men's Junior World Cup Bhubaneswar 2021, which will see 16 top teams from across the globe vie for the title, was declared open by his Ganeshi Lal, Governor of Odisha. The Opening Ceremony held on Wednesday here at the iconic Kalinga Hockey Stadium, which has previously hosted marquee events like the FIH Men's World...
Students Face COVID Wrath
Bhubaneswar: Causing much concern COVID-19 Cases have started surfacing in educational institutions. At least 34 MBBS students of VIMSAR, a medical institute and hospital in Odisha's Sambalpur, have tested positive for COVID-19 over the past few days, an official said on Wednesday. They have been admitted to the COVID unit of Veer Surendra Sai Institute of Medical Sciences and Research (Vimsar),...
GSI Clears 5 Mineral Blocks
Bhubaneswar: The Geological Survey of India (GSI) has approved five G-4 mineral blocks for Odisha. Across the country at least 52 potential G-4 mineral blocks have been approved by the Geological Survey of India (GSI). These reports were handed over to 15 State Governments on 23 November in New Delhi during the national conclave on Mines and Minerals by Union Minister...










