ରାସ୍ତା ଖୋଳାତଡା ପାଇଁ ଲୋକେ ହନ୍ତସନ୍ତ
ଭୁବନେଶ୍ୱର : ବିଭିନ୍ନ ସରକାରୀ ସଂସ୍ଥା ମଧ୍ୟରେ ତାଳମେଳ ରହୁନଥିବାରୁ ବିପୁଳ ଅର୍ଥ ବ୍ୟୟ ହେଉଥିଲେ ମଧ୍ୟ ରାଜଧାନୀର ଅନେକ ରାସ୍ତାଘାଟ ଅବସ୍ଥା ଶୋଚନୀୟ ହୋଇ ରହୁଛି । ଗୋଟିଏ ବିଭାଗ ରାସ୍ତା ନିର୍ମାଣ କରି ଚାଲିଗଲା ପରେ ଆଉ ଗୋଟିଏ ବିଭାଗ ବିଭିନ୍ନ କାମ ବାହାନାରେ ସେହି ରାସ୍ତାକୁ ଖୋଳିତାଡି ନଷ୍ଟ କରିଦେଉଛନ୍ତି ଏବଂ ଏହା ମରାମତି ହେବା ପାଇଁ ବର୍ଷ ବର୍ଷ ସମୟ ଲାଗି ଯାଉଛି । ଦେଶର ନଗରପାଳିକା ଗୁଡିକ ମଧ୍ୟରେ ଭୁବନେଶ୍ୱରର ସ୍ଥାନ ୧୪୪ରେ ରହିଥିବା ନିକଟରେ ପ୍ରକାଶିତ...
AWCs In School Premises
Bhubaneswar: For early construction of Anganwadi Centres (AWCs) for kids, the State Government has decided to construct AWCs building, as far as possible, inside of the premises of Government Primary School. Women & Child Development, Principal Secretary, Anu Garg and Principal Secretary, School and Mass Education Department, Satyabrata Sahu have jointly written a letter to all Collectors on this issue...
OSBSG New Team Takes Oath
Bhubaneswar: New Team of Odisha State Bharat Scouts & Guides has taken oath of office here at Raj Bhawan in gracious presence of Governor Prof.Ganeshi Lal. MLA Atanu Sabyasachi Nayak takes oath as the President of the Odisha State Bharat Scouts & Guides(OSBSG). Minister Bikram Keshari Arukha, MLAs Ananta Narayan Jena and Sushant Kumar Rout, The Samaja Publisher Niranjan Rath, State...
Plea For Fly BBI-Dubai
Bhubaneswar: Following the request from Odia Society UAE, Dubai, Union Minister Dharmendra Pradhan has urged his Cabinet colleague Jyotiraditya Scindia for introduction of a direct flight from Bhubaneswar to Dubai. More than 10,000 Odia people live in the UAE and there has been a long standing demand for a direct flight to Dubai-Bhubaneswar and vice-versa, Pradhan said in a letter...
BJD Dateline For Demo
Bhubaneswar: Before intensifying its protest against LPG price hike further, the governing Biju Janata Dal (BJD) led by Naveen Patnaik on Thursday gave November 30 ultimate to the Centre. The party has already organized protests in three RDC zones of Odisha on 22-23-24 November, while demanding rollback of price hike in the LPG cylinders. BJD leaders said that the protests organized...
AIIMS Moots More Superspeciality Services
Bhubaneswar: AIIMS Bhubaneswar, the premier health care institution of Eastern India, is going to strengthen its superspeciality services. The Surgical Gastroenterology and Nephrology Departments of AIIMS Bhubaneswar are going to start superspeciality courses soon. The MCh (Master of Chirurgiae ) Course in Surgical Gastroenterology and DM (Doctor of Medicine) Course in Nephrology Departments are proposed to be started shortly at...
ଶିଶୁଙ୍କ ସୁରକ୍ଷା ପାଇଁ ସୁସ୍ଥ ପରିବେଶ ଆବଶ୍ୟକ
ଭୁବନେଶ୍ୱର : ଶିଶୁମାନଙ୍କ ସୁରକ୍ଷା ପାଇଁ ସୁସ୍ଥ ପରିବେଶ ଆବଶ୍ୟକ । ପରିବେଶ ସୁସ୍ଥ ରହିଲେ ଶିଶୁମାନେ ହିଂସା କିମ୍ବା ଯୌନ ଶୋଷଣର ଶିକାର ହେବେନାହିଁ । ଶିଶୁଙ୍କ ବିରୁଦ୍ଧରେ ଘଟୁଥିବା ହିଂସାକୁ ରୋକିବାପାଇଁ ଏଠାରେ ନେସନାଲ ଆକ୍ସନ ଆଣ୍ଡ କୋର୍ଡିନେସନ ଗ୍ରୁପ୍ ଫର ଏନଣ୍ଡିଂ ଭାଇଓଲେନ୍ସ ଏଗନେଷ୍ଟ ଚିଲଡ୍ରେନ (ଏନଏସିଜି ଇଭିଏସି) ଇଣ୍ଡିଆ, ସ୍ୱେଚ୍ଛାସେବୀ ସଂଗଠନ ପିକକ, ଓଡିଶା ଶିଶୁ ଅଧିକାର ସୁରକ୍ଷା ଆୟୋଗ ଏବଂ ଡବ୍ଲ୍ୟୁଭିଆଇ ଓ ବିଏମ୍ଜେଡ୍ର ମିଳିତ ଆନୁକୂଲ୍ୟରେ ଦୁଇ ଦିନିଆ ରାଜ୍ୟ ସ୍ତରୀୟ ସିଭିଲ୍ ସୋସାଇଟି...
ସହରାଞ୍ଚଳ-ଜଙ୍ଗଲର ଗୁରୁତ୍ୱ ବିଷୟରେ ସଚେତନ କର
ଭୁବନେଶ୍ୱର : ସୁସ୍ଥ ଓ ବିକଶିତ ଜୀବନ ପାଇଁ ସହରାଞ୍ଚଳ-ଜଙ୍ଗଲର ପ୍ରତିଦାନ ବିଷୟରେ ଲୋକମାନଙ୍କୁ ସଚେତନ କରାଇବା ନିମନ୍ତେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ରାଜ୍ୟ ପ୍ରଦ୍ୟୁଷଣ ନିୟନ୍ତ୍ରଣ ବୋର୍ଡଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ବୋର୍ଡର ପରିଚାଳନା ପରିଷଦ ବୈଠକରେ ଅଧ୍ୟକ୍ଷତା କରି ଶ୍ରୀ ମହାପାତ୍ର ଏହି ନିର୍ଦ୍ଦେଶ ଦେଇଛନ୍ତି । ବୋର୍ଡର ସଭାଗୃହରେ ଅନୁଷ୍ଠିତ ଏହି ବୈଠକରେ ସଦସ୍ୟ ସଚିବ ଡଃ କେ. ମୁରୁଗେସାନ ପ୍ରଦ୍ୟୁଷଣ ନିୟନ୍ତ୍ରଣ କାର୍ଯ୍ୟଯୋଜନା ସମ୍ବନ୍ଧିତ ବୈଷୟିକ, ପ୍ରଶାସନିକ ଓ ଆର୍ଥିକ ବିଷୟ ଆଲୋଚନା ନିମନ୍ତେ...
COVID Test For Lawmakers
Bhubaneswar: All the Lawmakers and their personal staff will undergo RTPCR test for the winter session of Odisha Legislative Assembly begins from 1 December. The winter session will be held like the previous sessions with strict observance of the Covid 19 guidelines, Speaker Surya Narayan Patro said here on Thursday. All members, Assembly staff, media persons will have to undergo RT-PCR...
୩୦ ସୁଦ୍ଧା ଗ୍ୟାସ ଦର ନକମିଲେ ପୁଣି ଆନ୍ଦୋଳନ
ଭୁବନେଶ୍ୱର : ଆସନ୍ତା ୩୦ ତାରିଖ ସୁଦ୍ଧା ଗ୍ୟାସ ଦର ନକମିଲେ ଆନ୍ଦୋଳନକୁ ଆହୁରି ଜୋରଦାର କରାଯିବ ବୋଲି ବିଜେଡି ପକ୍ଷରୁ ସୂଚନା ଦିଆଯାଇଛି । ବିଜେଡିର ତିନି ବିଧାୟକ ବ୍ୟୋମକେଶ ରାୟ, ପ୍ରଣବ ବଳବନ୍ତରାୟ ଓ ଦେବୀ ରଞ୍ଜନ ତ୍ରିପାଠୀ ଆଜି ଏହି ସୂଚନା ଦେଇଛନ୍ତି । । ଆଜି ଏଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଦଳର ତିନି ବିଧାୟକ କହିଛନ୍ତି ଯେ ବିଶ୍ୱର କୌଣସି ଦେଶରେ କେବେବି ରନ୍ଧନ ଗ୍ୟାସ୍ ଦର ଏତେ ଦ୍ରୁତ ଗତିରେ ଏତେ ପରିମାଣରେ ବଢି...









