Modern Mineral Lab Opens
Bhubaneswar: To expedite and facilitate the mineral exploration program, Steel & Mines Prafulla Kumar Mallik on Monday inaugurated XRD & XRF Laboratory in the Directorate of Geology. For the very first time this type laboratory is procured by the Government of Odisha. The XRD & XRF Laboratory will step up the analytical aspect of rocks and minerals which in turn...
ଛାତ୍ର ପ୍ରୋତ୍ସାହନ ଯୋଜନାର ଶୁଭାରମ୍ଭ
ଭୁବନେଶ୍ୱର : ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ପକ୍ଷରୁ ‘ଛାତ୍ର ପ୍ରୋତ୍ସାହନ ଯୋଜନା’ର ଶୁଭାରମ୍ଭ ହୋଇଛି । ପ୍ରତ୍ୟେକ ବର୍ଷ ରାଜ୍ୟର ୩୨୦ ଜଣ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ବର୍ଗର ଛାତ୍ରଛାତ୍ରୀଙ୍କୁ ଡାକ୍ତରୀ ଓ ଇଂଜିନିୟରିଂ ପବେଶିକା ପରୀକ୍ଷା ନିମନ୍ତେ ମାଗଣାରେ କୋଚିଂ ଯୋଗାଇଦେବା ଏହି ଯୋଜନାର ମୁଖ୍ୟ ଉଦ୍ଦେଶ୍ୟ । ସଂପ୍ରତି ରାଜ୍ୟର ୧୪ଟି ଜିଲ୍ଲାରେ ବିଭାଗ ଦ୍ୱାରା ପରିଚାଳିତ ୬୨ଟି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରହିଛି । ପ୍ରତ୍ୟେକ ବର୍ଷ ୩୦ ହଜାରରୁ ଊଦ୍ଧ୍ୱର୍...
BMC Curb On Marriage Events
Bhubaneswar: With a view to protect the health of the public and prevent spread of COVID-19 during the ensuing winter season, the Bhubaneswar Municipal Corporation (BMC) has put more restrictions to conduct marriage, thread ceremony and funerals. Maximum 50 persons will be allowed in such functions within the BMC limit. It is the joint responsibility of the host of the...
ଗଜପତିରେ ସ୍ମାର୍ଟ ହେଲ୍ଥ କାର୍ଡ ବଣ୍ଟନ
ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଗଜପତି ଜିଲ୍ଲାରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ ହେଲ୍ଥ କାର୍ଡ ବଣ୍ଟନର ଶୁଭାରମ୍ଭ କରିଛନ୍ତି। ଜିଲ୍ଲାର ୧.୩୫ ଲକ୍ଷ, ପ୍ରାୟ ୯୦ ପ୍ରତିଶତ ଲୋକ ଏହି ସୁବିଧା ପାଇବେ । ଏହି ଅବସରରେ ଜନସାଧାରଣଙ୍କୁ ଉଦ୍ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଗଜପତି ଜିଲ୍ଲା ସହ ବିଜୁ ବାବୁଙ୍କର ସଂପର୍କ ବିଷୟରେ ସମସ୍ତେ ଜାଣନ୍ତି। ତେଣୁ ଗଜପତି ଜିଲ୍ଲା ତାଙ୍କ ପାଇଁ ସ୍ବତନ୍ତ୍ର ଗୁରୁତ୍ବ ବହନ କରେ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ଏଥିପାଇ...
Prison Intercom For Face To Face Talk
Berhampur: Inmates of Berhampur Circle Prison can now speak face to face with their visitors, over the intercom, with just a glass barrier separating them, senior Prison Officer informed. At least 10 such cabins were inaugurated by Director General of Prisons Santosh Upadhyay in the Prison on Saturday. After Bhubaneswar, the Circle Jail in Berhampur is the second Circle Prison to...
CRB Favors World Class Station
Bhubaneswar: Bhubaneswar Station is going to be developed into a World Class Station. Redevelopment plan for Bhubaneswar Station has already been done, said Railway Board Chairman & Chief Executive Officer Suneet Sharma, while reviewing the ongoing projects here today. Talking to media persons, Sharma said, “Railway is coordinating with BDA and a joint plan is being workout. He also informed...
Poor CD Ratio Hits Keonjhar
Bhubaneswar: Mineral rich Keonjhar district, which provides one of the highest revenues to the State Government through mineral royalty, has turned out to be the worst district so far as the credit deposit (CD) ratio is concerned. The district, interestingly, has the lowest investment by banks. A latest report on CD Ratio in State reveals that Keonjhar is the only district in...
ଋଣ ପାଇବାରେ କେନ୍ଦୁଝର ସବୁଠୁ ପଛରେ
ଭୁବନେଶ୍ୱର ଖଣିଜ ସମ୍ପଦରେ ପରିପୂର୍ଣ୍ଣ କେନ୍ଦୁଝର ଜିଲ୍ଲାରେ ଋଣ ପ୍ରଦାନ ସ୍ଥିତି ସବୁଠାରୁ ଖରାପ । ଏପରିକି ଜିଲ୍ଲାରେ ବ୍ୟାଙ୍କ୍ମାନେ ଜମା ତୁଳନାରେ ସବୁଠାରୁ କମ୍ ଅର୍ଥ ବିନିଯୋଗ କରିଛନ୍ତି । ଋଣ ପ୍ରଦାନ ନେଇ ପ୍ରସ୍ତୁତ ସର୍ବଶେଷ ରିପୋର୍ଟ ଅନୁଯାୟୀ କେନ୍ଦୁଝର ହେଉଛି ରାଜ୍ୟର ଏକମାତ୍ର ଜିଲ୍ଲା ଯେଉଁଠାରେ ଜମା ତୁଳନାରେ ୠଣ ପ୍ରଦାନ ୪୦ ପ୍ରତିଶତରୁ କମ୍ ରହିଛି । ବିପୁଳ ଖଣିଜ କାରବାର ଦୃଷ୍ଟିରୁ କେନ୍ଦୁଝର ଜିଲ୍ଲା ବ୍ୟାଙ୍କମାନଙ୍କର ପ୍ରଥମ ପସନ୍ଦ ହୋଇଥିବାବେଳେ ଏଠାରେ ସେମାନଙ୍କର କାରବାର ଅଧିକ ରହିଥାଏ...
କଂଗ୍ରେସର ଅମାନତ ରହୁନି
ଭୁବନେଶ୍ୱର : ଦୁଇ ବର୍ଷରେ ଅନୁଷ୍ଠିତ ତିନିଟି ଯାକ ଉପନିର୍ବାଚନରେ ଶାସକ ବିଜେଡି ବାଜିମାତ କରିଥିବାବେଳେ ଦୁଇଟି ଉପନିର୍ବାଚନରେ କଂଗ୍ରେସ ଅମାନତ ହରାଇଛି । ତେବେ ତିର୍ତ୍ତୋଲ ଆସନରେ ହୋଇଥିବା ଉପନିର୍ବାଚନରେ ଶାସକଦଳର ବିଜୟ ବ୍ୟବଧାନ ସର୍ବାଧିକ ରହିଥିବା ଜଣାଯାଇଛି । ଗତବର୍ଷ ବାଲେଶ୍ୱର ଓ ତିର୍ତ୍ତୋଲ ବିଧାନସଭା ଆସନରେ ଉପନିର୍ବାଚନ ହୋଇଥିବାବେଳେ ଚଳିତବର୍ଷ ପିପିଲି ଆସନରେ ଉପନିର୍ବାଚନ ହୋଇଛି । ଏହି ତିନିଟିଯାକ ଆସନରେ ବିଧାୟକମାନଙ୍କ ଅକାଳ ମୃତ୍ୟୁପରେ ଉପନିର୍ବାଚନ ଅନୁଷ୍ଠିତ ହୋଇଥିଲା । ତିନିଟି ଯାକ ଆସନରେ ମୃତ ବିଧାୟକମାନଙ୍କ ପୁତ୍ରମାନେ...
ଡିଜିଟାଲ ଦୁନିଆରୁ ପିଲାଙ୍କୁ ସୁରକ୍ଷିତ ରଖ
ଭୁବନେଶ୍ୱର : କରୋନା ମହାମାରୀ ସମୟରେ ଶିଶୁଙ୍କ ସୁରକ୍ଷାକୁ ନେଇ ସୃଷ୍ଟି ହୋଇଥିବା ସମସ୍ୟା ସମସ୍ତଙ୍କ ପାଇଁ ଚିନ୍ତାର କାରଣ ହୋଇଯାଇଛି । ସ୍କୁଲ ବନ୍ଦ ଓ ଅନଲାଇନ ପାଠପଢା ଲକ୍ଷ ଲକ୍ଷ ଶିଶୁ ମାନଙ୍କୁ ଅସୁରକ୍ଷିତ ଡିଜିଟାଲ ଦୁନିଆକୁ ନେଇ ଯାଉଛି । ପିଲାମାନଙ୍କୁ ଡିଜିଟାଲ ଦୁନିଆରେ ସୁରକ୍ଷିତ ରଖିବା ଏକ ବଡ ସମସ୍ୟା ଓ ଏଥି ପାଇଁ ଜନସଚେତନତା ର ଆବଶ୍ୟକତା ରହିଛି ବୋଲି ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ପିପୁଲସ୍ କଲଚରାଲ ସେଣ୍ଟର (ପିକକ) ଓ ଫ୍ଲୋରାଦ୍ରାଲୋସା ବାର୍ନର ସହଯୋଗ ଏବଂ...










