Odisha Gets 286 Cr GST Compensation

0

Bhubaneswar: State on Wednesday received Rs.286 crore towards GST Compensation as the Union Government has released funds. Last month the State received Rs.1617.65 crore as GST Compensation. The Centre has released GST Compensation of Rs. 17,000 crore to states on Wednesday. Last October, the Union Government had released Rs.40,000 crore in this regard in the country. The total amount of compensation released to...

Prohibitory Orders At Srimandir

0

Puri: The Puri District Administration will impose Section 144 of CrPC at Jagannath Temple on Diwali on Thursday (November 4).Official Sources said that Section 144 will be imposed in and around the temple from 4 am to midnight on tomorrow to avoid any untoward situation in view of restriction imposed for lightening Kaunriya Kathis in front of Singhadwar of...

ହାଇକୋର୍ଟରେ ଏଣିକି ଇ-ଫାଇଲିଂ

0

ଭୁବନେଶ୍ୱର : ରାଜ୍ୟ ସରକାରଙ୍କ ସମସ୍ତ ବିଭାଗ ଓ ସଂସ୍ଥା ଏଣିକି ହାଇକୋର୍ଟରେ ଇ-ଫାଇଲିଂ ବ୍ୟବସ୍ଥା ମାଧ୍ୟମରେ ଆବେଦନ, ଜବାବ, ପ୍ରତିଜବାବ ଆଦି ଦାଖଲ କରିବେ । ଏ ସଂକ୍ରାନ୍ତରେ ଓଡିଶା ହାଇକୋର୍ଟ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି । ଦେଶରେ ଆଇନ୍‍ ଅଦାଲତ ଗୁଡିକରେ ମାମଲା ସଂକ୍ରାନ୍ତରେ ଇ-ଫାଇଲିଂ ବ୍ୟବସ୍ଥାକୁ ସକ୍ରିୟ କରିବାପାଇଁ ସୁପ୍ରିମ୍‍କୋର୍ଟଙ୍କର ଇ-କମିଟି ଏକ ସ୍ୱତନ୍ତ୍ର ଇ-ଫାଇଲିଂ ପୋର୍ଟାଲ ପ୍ରସ୍ତୁତ କରିଛନ୍ତି । ଏହି ପୋର୍ଟାଲ ମାଧ୍ୟମରେ ଓକିଲମାନେ ସେମାନଙ୍କ ମୋକଦ୍ଦମା ଦାୟର କରିପାରୁଛନ୍ତି । ଓଡିଶା ହାଇକୋର୍ଟ ରେଜେଷ୍ଟ୍ରି...

Sanjeeb Sahoo Left BJD

0

Bhubaneswar: Ahead of Panchayat elections, senior BJD leader and a former minister Sanjeeb Sahoo resigned from the ruling party. He sent his resignation letter to BJD President and Chief Minister Naveen Patnaik citing personal problems. Though he has not revealed his future plan, it is believed that Sahoo will join some national party, possibly the BJP.     The 61-year-old politician was first elected...

ସ୍ମାର୍ଟ ଆଣ୍ଟି-ଏୟାରଫିଲ୍ଡ ଯୁଦ୍ଧାସ୍ତ୍ରର ବିମାନ ପରୀକ୍ଷଣ ସଫଳ

0

ନୂଆଦିଲ୍ଲୀ : ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂଗଠନ (ଡିଆରଡିଓ) ଏବଂ ଭାରତୀୟ ବାୟୁ ସେନା ପକ୍ଷରୁ ସ୍ୱଦେଶୀ ଭାବେ ବିକଶିତ ସ୍ମାର୍ଟ ଆଣ୍ଟି-ଏୟାରଫିଲ୍ଡ ଯୁଦ୍ଧାସ୍ତ୍ରର ବିମାନ ପରୀକ୍ଷଣ ସଫଳ ହୋଇଛି। ଉପଗ୍ରହ ଦିଗ ନିର୍ଣ୍ଣୟ ଏବଂ ଇଲେକ୍ଟ୍ରୋ ଅପ୍ଟିକାଲ ସେନ୍ସର ଉପରେ ଦୁଇଟି ଭିନ୍ନ ଭିନ୍ନ କନ୍ଫିଗୁରେସନର ସଫଳ ପରୀକ୍ଷଣ ସମ୍ପାଦିତ ହୋଇଥିଲା। ଦେଶରେ ପ୍ରଥମ ଥର ପାଇଁ ଏହି ଶ୍ରେଣୀୟ ବୋମାର ପ୍ରଥମ ଇଲେକ୍ଟ୍ରୋ ଅପ୍ଟିକାଲ ଅନ୍ୱେଷଣ ଆଧାରିତ  ବିମାନ ପରୀକ୍ଷଣ ସମ୍ପନ୍ନ କରାଯାଇଛି। ଅକ୍ଟୋବର ୨୮ ଏବଂ ନଭେମ୍ବର...

ଉତ୍କଳମଣୀଙ୍କ ଜନ୍ମପୀଠର ବିକାଶ ପାଇଁ ୧୫.୧୬ କୋଟି ଅଟକଳ

0

ଭୁବନେଶ୍ୱର : ଉତ୍କଳମଣୀ ଗୋପବନ୍ଧୁ ଦାସଙ୍କ ଜନ୍ମପୀଠ ବିକାଶ ବିକାଶ ପାଇଁ  ପ୍ରାୟ ୧୫.୧୬ କୋଟି ଟଙ୍କାର ବ୍ୟୟ ଅଟକଳ ହୋଇଛି ।  ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ  ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ  ଉଚ୍ଚସ୍ତରୀୟ  ସମୀକ୍ଷା ବୈଠକରୁ  ଏହା ଜଣାପଡିଛି । ରାଜ୍ୟ ଲୋକସେବା  ଭବନରୁ ଡ଼ିଜିଟାଲ୍ ମୋଡରେ ଅନୁଷ୍ଠିତ ଏହି  ବୈଠକରେ ଓଡ଼ିଆ ଭାଷା ସଂସ୍କୃତି ଓ ସାହିତ୍ୟ ବିଭାଗ ଶାସନ ସଚିବ ସୁରେଶ ଚନ୍ଦ୍ର ଦଳାଇ ପୁରୀ ଜିଲ୍ଲା ଅନ୍ତର୍ଗତ ସୁଆଣ୍ଡୋ ଗ୍ରାମ ଏବଂ  ସେଠାରେ ଥିବା  ଗୋପବନ୍ଧୁଙ୍କ...

ବିଦ୍ୟାଞ୍ଜଳି ରେ ଯୋଡ଼ି ହେବାକୁ ଧର୍ମେନ୍ଦ୍ରଙ୍କ ନିବେଦନ

0

ଭୁବନେଶ୍ୱର : ଆଲୋକ ଏବଂ ଉଲ୍ଲାସର ପର୍ବ ତଥା ଅଜ୍ଞାନର ଅନ୍ଧକାରକୁ ଦୂର କରିବାର ଅବସର ଦୀପାବଳିରେ ସମସ୍ତେ ନିଜର ଜ୍ଞାନ ଏବଂ କୌଶଳକୁ ଅନ୍ୟମାନଙ୍କ ସହ ବାଂଟିବା ତଥା ସ୍କୁଲ ପିଲା ମାନଙ୍କୁ ବିଦ୍ୟାଦାନ ପାଇଁ “ବିଦ୍ୟାଞ୍ଜଳି”ରେ ଯୋଡ଼ିହେବା ପାଇଁ ଓଡିଶା ସମେତ ଦେଶର ଜନସାଧାରଣଙ୍କୁ ଏକ ଭିଡିଓ ବାର୍ତା ଜରିଆରେ ନିବେଦନ କରିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଦେଶବାସୀଙ୍କୁ ପବିତ୍ର ଦୀପାବଳିର ଶୁଭକାମନା ଜଣାଇବା ସହ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି...

ଚୁକ୍ତିଭିତ୍ତିକ କର୍ମଚାରୀଙ୍କ ପାରିଶ୍ରମିକ ୨୫% ବଢିଲା

ଭୁବନେଶ୍ୱର :  ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗରେ ଆଉଟସୋର୍ସିଂ ସଂସ୍ଥା ଜରିଆରେ ତଥା ଚୁକ୍ତିଭିତ୍ତିରେ ନିୟୋଜିତ ହୋଇଥିବା ବ୍ୟକ୍ତି ମାନଙ୍କର ପାରିଶ୍ରମିକରେ ୨୫ ପ୍ରତିଶତ ବୃଦ୍ଧି ବିଷୟ  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  ଘୋଷଣା କରିଛନ୍ତି । ଏହାଦ୍ବାରା  ଓଡିଶା ସରକାରଙ୍କ ବିଭିନ୍ନ ବିଭାଗରେ ନିୟୋଜିତ ପ୍ରାୟ ୩୩ ହଜାର ବ୍ୟକ୍ତି ଉପକୃତ ହେବେ । ଏଥିପାଇଁ ରାଜ୍ୟ ସରକାରଙ୍କୁ ବାର୍ଷିକ  ଅଧିକ ୧୦୦ କୋଟି ଟଙ୍କା ଖର୍ଚ୍ଚ କରିବାକୁ ପଡିବ । ଆଉଟସୋର୍ସିଂ ଓ ଚୁକ୍ତିଭିତ୍ତିରେ ନିୟୋଜିତ ଏହି ବ୍ୟକ୍ତି ମାନଙ୍କର ଇ.ପି.ଏଫ ଓ...

କମିଲା ପେଟ୍ରୋଲ ଡିଜେଲ ଦର

0

ନୂଆଦିଲ୍ଲୀ : ଦୀପାବଳି ପୂର୍ବ ସନ୍ଧ୍ୟାରେ ଭାରତ ସରକାର ପେଟ୍ରୋଲ ଓ ଡିଜେଲ ଉପରେ ଯଥାକ୍ରମେ ୫ ଏବଂ ୧୦ ଟଙ୍କା କେନ୍ଦ୍ରୀୟ ଉତ୍ପାଦ ଶୁଳ୍କ ହ୍ରାସ ପାଇଁ କେନ୍ଦ୍ର ସରକାର ଘୋଷଣା କରିଛନ୍ତି। ଉତ୍ପାଦ ଶୁଳ୍କ ଦରରେ ହ୍ରାସ ଅନୁଯାୟୀ ଦେଶରେ ପେଟ୍ରୋଲ ଏବଂ ଡିଜେଲ ଲିଟର ପିଛା ମୂଲ୍ୟ ମଧ୍ୟ ହ୍ରାସ ପାଇବ। ପେଟ୍ରୋଲ ତୁଳନାରେ ଡିଜେଲ ଉପରେ ଦୁଇ ଗୁଣା ଉତ୍ପାଦ ଶୁଳ୍କ ହ୍ରାସ କରାଯାଇଛି। ଆସନ୍ତା ରବି ଋତୁରେ ଏହା ଦେଶର ଚାଷୀମାନଙ୍କୁ ବିଶେଷ ଭାବେ ଲାଭାନ୍ବିତ କରିବ...

ମିଠା ଦୋକାନରେ ବିଏମସିର ଚଢଉ

0

ଭୁବନେଶ୍ୱର : ଭୁବନେଶ୍ୱରର ବିଭିନ୍ନ ମିଷ୍ଟାନ୍ନ ଭଣ୍ଡାର ଉପରେ ଆଜି ବିଏମ୍‍ସି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଚଢଉ ହୋଇଥିଲା । ଦୀପାବଳୀ ଅବସରରେ ଲୋକମାନେ ନେଉଥିବା ମିଠା ଦ୍ରବ୍ୟକୁ କିଭଳି ସ୍ୱାସ୍ଥ୍ୟପ୍ରଦ ଭାବେ ଦିଆଯାଉଛି ତାହାକୁ ଯାଞ୍ଚ କରିବା ପାଇଁ ବିଏମ୍‍ସିର ସ୍ୱତନ୍ତ୍ର ଖାଦ୍ୟ ସୁରକ୍ଷା ଅଧିକାରୀଙ୍କ ସମେତ ଖାଦ୍ୟ ସୁରକ୍ଷା ସ୍କ୍ୱାଡ୍‍ ସହରର ବିଭିନ୍ନ ମିଠା ଦୋକାନକୁ ଯାଇ ଯାଞ୍ଚ କରିଛନ୍ତି । ଅତିଶୟ ଭିଡ଼, ମିଷ୍ଟାନ୍ନର ମାନ, ଏହାକୁ ପ୍ୟାକିଂ କରିବା ଏବଂ ଖାଦ୍ୟରେ ରଙ୍ଗ ମିଶାଇବା ଇତ୍ୟାଦିରେ ରହିଥିବା ନିୟନ୍ତ୍ରଣ...