5T Boosts Certificate Issuance
Bhubaneswar: Thanks to 5T Action Plan more than 24.5 Lakh Miscellaneous and Caste Certificates have been issued to citizens in the State. Similarly more than 3.57 Lakh Mutation Cases have been disposed off. Bishnupada Sethi, Principal Secretary Revenue and Disaster Management has been monitoring Citizen Centric Services being provided by the DoRDM. DoRDM has undertaken many citizen-centric initiatives under 5T Action...
ଶିଶୁର ଛାତିରୁ ବାହାରିଲା ୫୦୦ ଗ୍ରାମ୍ ଟ୍ୟୁମର୍
ଭୁବନେଶ୍ୱର : ୨୧ ମାସର ଶିଶୁର ଛାତିରୁ ୫୦୦ ଗ୍ରାମ ଓଜନର ଏକ ବଡ ଟ୍ୟୁମର ବାହାର କରିବାରେ ସଫଳ ହୋଇଛନ୍ତି ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍ର ସର୍ଜନମାନେ । ସାଢ଼େ ୮ କେଜି ଓଜନର ଏହି ଶିଶୁ ପୁତ୍ରଟିର ଗତ ୭- ୮ ମାସ ହେବ ଓଜନ କମିବା ସହିତ ସେ ଖୁବ୍ ରୋଗିଣା ଦେଖାଯାଉଥିଲା ଏବଂ ତା’ର ଶରୀରର ଅମ୍ଳଜାନର ସ୍ତର ମଧ୍ୟ କମିବାରେ ଲାଗିଥିଲା ଯାହାକି ଶିଶୁର ପରିବାରର ଚିନ୍ତା ବଢ଼ାଇ ଦେଇଥିଲା । ଶିଶୁଟି ଯେତେବେଳେ...
ପୁରୀ-ହାଟିଆରେ ଏଲ୍ଏଚ୍ବି କୋଚ୍ ପାଇଁ ପତ୍ର
ନୂଆଦିଲ୍ଲୀ : ରାଜଧାନୀ ଏକ୍ସପ୍ରେସ ଭଳି ପୁରୀ- ହାଟିଆ-ପୁରୀ ତପସ୍ୱିନୀ ଏକ୍ସପ୍ରେସକୁ ଲିଙ୍କ୍ ହଫମେନ୍ ବୁଶ (ଏଲଏଚବି) କୋଚରେ ପରିଣତ କରିବା ପାଇଁ ବ୍ୟକ୍ତିଗତ ହସ୍ତକ୍ଷେପ କରିବାକୁ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ପତ୍ର ଲେଖି ଅନୁରୋଧ କରିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ପତ୍ରରେ ଉଲ୍ଲେଖ କରିଛନ୍ତି ଯେ ନିକଟରେ ଓଡ଼ିଶା ଗସ୍ତରେ ସେ ଭୁବନେଶ୍ୱରରୁ ରେଢ଼ାଖୋଲ ପର୍ଯ୍ୟନ୍ତ ପୁରୀ-ହାଟିଆ-ପୁରୀ ତପସ୍ୱିନୀ ଏକ୍ସପ୍ରେସରେ ଯାତ୍ରା କରିଥିଲେ ଏବଂ ଏହି...
ଆନ୍ଦୋଳନ ଆଗରେ ନଇଁଲା ବିଏମ୍ସି
ଭୁବନେଶ୍ୱର : କରୋନା ସଂକ୍ରମଣକୁ କାବୁ କରିବାପାଇଁ କଟକଣା ଜାରି କରିବାର ୨୪ ଘଣ୍ଟା ଭିତରେ ବିଏମ୍ସି ତାହାର ନିଷ୍ପତ୍ତି ବଦଳାଇଛି । ସାମାଜିକ ଉତ୍ସବରେ ୫୦ଜଣ ଯୋଗ ଦେବା ବଦଳରେ ଗୋଟିଏ ଥରରେ ୫୦ଜଣ ସାମିଲ ହୋଇପାରିବେ ବୋଲି ସାନି ଜାରି କରିଥିବା ବିଜ୍ଞପ୍ତିରେ କହିଛି । ଫଳରେ ବିଏମ୍ସିର ଗତକାଲିର ନିଷ୍ପତ୍ତି ବିରୋଧରେ ଆଜି ହୋଇଥିବା ଆନ୍ଦୋଳନ ଆଗରେ କର୍ତ୍ତୃପକ୍ଷ ନଇଁଥିବା ଲକ୍ଷ୍ୟ କରାଯାଇଛି । ଗତକାଲି ଭୁବନେଶ୍ୱର ମହାନଗର ନିଗମ (ବିଏମ୍ସି) କରୋନା ସଂକ୍ରମଣ ନିୟନ୍ତ୍ରଣ ପାଇଁ ବିବାହ, ବ୍ରତ,...
ଗାନ୍ଧୀଭବନ ପ୍ରତିଶ୍ରୁତି ପରେ ଅନଶନ ସ୍ଥଗିତ
ଭୁବନେଶ୍ୱର : ଅନୁଗୁଳ ସହରରେ ଗାନ୍ଧୀଭବନ ନିର୍ମାଣ ପାଇଁ ଜମି ଯୋଗାଇଦେବା ସହ ଆନୁଷଙ୍ଗିକ ଖର୍ଚ୍ଚ ବହନ କରିବାକୁ ପ୍ରଶାସନର ପ୍ରତିଶ୍ରୁତି ପରେ ସେଠାରେ ଚାଲିଥିବା ସତ୍ୟାଗ୍ରହ ଆନ୍ଦୋଳନ ସ୍ଥଗିତ ରହିଛି । ଗାନ୍ଧୀଜୀ ତାଙ୍କର ଆଠଥରର ଓଡିଶା ଗସ୍ତ ସମୟରେ ଅନ୍ୟୁନ ୧୨ଟି ଜିଲ୍ଲା ପରିକ୍ରମା କରିଥିବା ଓ କେତେକ ସ୍ଥାନରେ ଏକାଧିକ ଦିନ ରହଣି କରିଥିବା ପରିପ୍ରେକ୍ଷୀରେ ଏହିସବୁ ଜିଲ୍ଲା ଓ ସ୍ଥାନଗୁଡିକରେ ମଧ୍ୟ ଗାନ୍ଧୀଭବନ ନିର୍ମାଣ ପାଇଁ ଦାବି ଉଠିଛି । ଏଠାରେ ଉଲ୍ଲେଖନୀୟ ଯେ ୧୯୩୪ ମସିହା ମଇ...
ବିହନ ପ୍ରକ୍ରିୟାକରଣ କେନ୍ଦ୍ର ସ୍ଥାନାନ୍ତରକୁ ବିରୋଧ
ଭୁବନେଶ୍ୱର : ଓଡିଶା ରାଜ୍ୟ ବିହନ ନିଗମର ସମ୍ବଲପୁର ଠାରେ ଥିବା ବିହନ ପ୍ରକ୍ରିୟାକରଣ କେନ୍ଦ୍ର ସ୍ଥାନାନ୍ତରକୁ ସାମୟିକ ଭାବେ ସ୍ଥଗିତ ରଖିବାଲାଗି ନିଗମର ବୋର୍ଡ ବୈଠକରେ ସ୍ଥିର ହୋଇଛି । ଏ ସଂକ୍ରାନ୍ତରେ ବିଭାଗୀୟ ମନ୍ତ୍ରୀ ଓ ସଚିବଙ୍କୁ ଭେଟି ଆଲୋଚନା କରାଯିବ । ସମଲେଶ୍ୱରୀ ମନ୍ଦିର ବିକାଶ କାର୍ଯ୍ୟକ୍ରମ ପାଇଁ ବିହନ ନିଗମର ପ୍ରକ୍ରିୟାକରଣ ଜମି ଆବଶ୍ୟକ ପଡୁଥିବାରୁ ଏହାକୁ ସ୍ଥାନାନ୍ତର ପାଇଁ ନିଷ୍ପତ୍ତି ହୋଇଛି । ତେବେ ଚଳିତ ଖରିଫ ଋତୁରେ ୮୦୦ ହେକ୍ଟର ଜମିରେ ବିହନ ଚାଷ ହୋଇଥିବାବେଳେ...
CIL, NALCO JV For Projects
Bhubaneswar: Aluminum Major National Aluminum Company Limited (NALCO) and Coal Major Coal India Limited(CIL) has decided to go for Brown Field Aluminum Projects with an investment of Rs.23,363 Crore. CIL has planned diversification program and under which such an initiative is being taken for futuristic approach. Ministry of Coal(MoC) Agenda for 2021-22 envisages Brown Field Aluminum Project to come up as...
LNG For MCL Heavy Earth Movers
Sambalpur: Coal Major PSU, Mahanadi Coalfields Limited (MCL) has decided to go for a Pilot Project to use Liquefied Natural Gas (LNG) for its Heavy Earth Moving Machinery(HEMM) in the Coal fields to arrest carbon emissions. In fact MCL has selected Bharatpur Opencast mine in Talcher Coalfields Zone for the use of LNG as a Pilot Project. Bharatpur, which has capacity...
Odisha Misses Darshan Funds
Bhubaneswar: In another instance of Central negligence, the Union Government has deprived Odisha from getting funds for development of Buddhist Circuits under Swadesh Darshan Scheme. Despite the request of Chief Minister Naveen Patnaik, the Union Ministry of Tourism has not included any Buddhist site of Odisha under the Scheme. The Union Government had launched the scheme for promoting Buddhist Circuits in...
ଗଞ୍ଜେଇ ଚାଷର ମୂଳୋତ୍ପାଟନ କର
ଭୁବନେଶ୍ୱର : ରାଜ୍ୟରେ ବେଆଇନ୍ ଗଂଜେଇ ଚାଷ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ନିର୍ଦ୍ଦେଶ ଦେଇଛନ୍ତି । ଏ ସମ୍ବନ୍ଧିତ ରାଜ୍ୟ ସ୍ତରୀୟ ସମନ୍ୱୟ ବୈଠକରେ ଅଧ୍ୟକ୍ଷତା କରି ଶ୍ରୀ ମହାପାତ୍ର ଏହି ନିର୍ଦ୍ଦେଶ ଦେଇଛନ୍ତି । ଏହି ବୈଠକରେ ଅବକାରୀ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ସୁଶିଲ କୁମାର ଲୋହନୀ ବେଆଇନ୍ ଗଂଜେଇ ଚାଷ ପ୍ରତିରୋଧ ସମ୍ବନ୍ଧିତ ଆଇନ୍ଗତ ଏବଂ କାର୍ଯ୍ୟାନ୍ୱୟନ ବିଷୟ ଆଲୋଚନା ପାଇଁ ଉପସ୍ଥାପନ କରିଥିଲେ । ଜିଲ୍ଲାଓ୍ୱାରୀ ସ୍ଥିତିର...










