NOTA Option In Urban Poll
Bhubaneswar: The State Election Commission (SEC) has decided to provide NOTA (None of the above) option to the voters in the upcoming Urban Election in the State. SEC has issued an order on Friday as per the power vested under Article 243-ZA of the Constitution. The Article has given power of superintendence, direction and control of preparation of electoral roll...
ସୁସ୍ଥ ହାର ୯୭ ପ୍ରତିଶତ ଟପିଲା
ନୂଆଦିଲ୍ଲୀ : ଭାରତର କୋଭିଡ ସୁସ୍ଥ ହାର ବର୍ତ୍ତମାନ ୯୭ ପ୍ରତିଶତ ଅତ୍ରିକ୍ରମ କରି ୯୭.୧୭%ରେ ପହଞ୍ଚିଛି । ସମନ୍ୱିତ କୋଭିଡ-୧୯ ଟୀକାକରଣ ୧୭୧.୭୯ ଟପିଥିବାବେଳେ ଗତ ୨୪ ଘଣ୍ଟା ମଧ୍ୟରେ ୪୮.୧୮ ଲକ୍ଷରୁ ଅଧିକ ଟିକା ପ୍ରଦାନ କରାଯାଇଛି । କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟର ସୂଚନା ଅନୁଯାୟୀ ଗତ ୨୪ ଘଣ୍ଟା ମଧ୍ୟରେ ୫୮,୦୭୭ ନୂତନ ମାମଲା ରିପୋର୍ଟ ହୋଇଛି । ଭାରତର ବର୍ତ୍ତମାନ ୬,୯୭,୮୦୨ ଟି ସକ୍ରିୟ ମାମଲା ରହିଛି । ସାପ୍ତାହିକ ପଜିଟିଭ ହାର ବର୍ତ୍ତମାନ...
Center Sanctions 127 Cr For Odisha Tourism
New Delhi: The Union Government has sanctioned Rs 126.97 crore for the development of tourism infrastructures in Odisha under various schemes, Union Tourism Minister G. Kishan Reddy told Rajya Sabha on Thursday. While replying to a question of BJD MP Bhaskar Rao Nekkanti, Minister Mr.Reddy said there is a substantial tourism potential in the State of Odisha. The Ministry of Tourism,...
Amar Demands AIIMS Sundargarh
New Delhi: Senior BJD leader and MP Amar Patnaik has made a special mention in the Rajya Sabha today demanding establishment of AIIMS in Sundargarh. In his special mention statement, Mr.Patnaik said he has adopted Sundergarh District under the MPLAD scheme and have decided to pursue the demand of the people. Sundargarh is the second-largest district of Odisha and has 50.7%...
Center Yet To Receive Parishad Proposal
New Delhi: Making a very surprising statement, Union Minister of Law and Justice, Kiren Rijiju on Thursday informed Parliament that the Centre yet to receive any resolution adopted for formation of Legislative Council or Vidhan Parishad in Odisha. Minister Mr.Rijiju made this statement in Rajya Sabha while replying to a question of BJD MP Prasanna Acharya. Mr.Acharya has asked, “Whether Odisha...
Maoists Target Civilains
Bhubaneswar: Maoists are now targeting civilians and it seems ahead of the three-tier Panchayat Elections, the Left Wing Extremists (LWE)s are now active. They have triggered violence as the cases are reported in Kalahandi and Kandhamal, which were experiencing peaceful period during earlier days. Within a week, two innocent civilians have been killed in two landmine blasts, which were planted by...
କେନ୍ଦ୍ର ପାଇନି ବିଧାନ ପରିଷଦ ପ୍ରସ୍ତାବ
ଭୁବନେଶ୍ୱର : ଓଡ଼ିଶାରେ ବିଧାନ ପରିଷଦ ଗଠନ ପାଇଁ ରାଜ୍ୟ ବିଧାନସଭା ଗ୍ରହଣ କରିଥିବା ପ୍ରସ୍ତାବ ଏଯାବତ କେନ୍ଦ୍ର ସରକାର ପାଇନାହାନ୍ତି । ଆଇନ ଓ ନ୍ୟାୟ ବିଭାଗ କେନ୍ଦ୍ରମନ୍ତ୍ରୀ କିରଣ ରିଜିଜୁ ସଂସଦରେ ଏହି ସୂଚନା ଦେଇଛନ୍ତି । ଏଠାରେ ଉଲ୍ଲେଖନୀୟ ଯେ ୨୦୧୮ ସେପ୍ଟେମ୍ବର ୬ ତାରିଖରେ ରାଜ୍ୟ ବିଧାନସଭାରେ ବିଧାନ ପରିଷଦ ଗଠନ ଘେନି ବିଧିବଦ୍ଧ ସଂକଳ୍ପ ପାରିତ ହୋଇଥିଲା । ୧୪୭ ସଦସ୍ୟ ବିଶିଷ୍ଟ ରାଜ୍ୟ ବିଧାନସଭାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ୧୦୪ ଜଣ ସଦସ୍ୟ ଏହି...
ପଞ୍ଚାୟତ ନିର୍ବାଚନ ବେଳେ ମାଓବାଦୀଙ୍କ ହିଂସା
ଭୁବନେଶ୍ୱର : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଚାଲୁଥିବା ବେଳେ କେତେକ ଅଞ୍ଚଳରେ ବାମପନ୍ଥୀ ଉଗ୍ରବାଦୀଙ୍କ ହିଂସାକାଣ୍ଡରେ ସାଧାରଣ ଲୋକେ ବଳି ପଡୁଛନ୍ତି । ବିଶେଷକରି ଅବିଭକ୍ତ କଳାହାଣ୍ଡି, କନ୍ଧମାଳ ଓ ବଲାଙ୍ଗୀର ଜିଲ୍ଲାରେ ଏମାନଙ୍କ କାର୍ଯ୍ୟକଳାପ ବୃଦ୍ଧି ପାଇବାରେ ଲାଗିଛି । ସପ୍ତାହକ ମଧ୍ୟରେ ମାଓବାଦୀଙ୍କ ଭୂତଳ ବୋମା ବିସ୍ଫୋରଣରେ ଜଣେ କାର୍ଯ୍ୟରତ ସାମ୍ବାଦିକ ଓ ଜଣେ ସାଧାରଣ ଲୋକଙ୍କ ପ୍ରାଣହାନୀ ଘଟିବା ପରେ ରାଜ୍ୟ ପୋଲିସ ଓ କେନ୍ଦ୍ରୀୟ ସୁରକ୍ଷା ବଳର ଯବାନମାନେ ଘଟଣାକୁ ଗମ୍ଭୀରତାର ସହ ନେଇଛନ୍ତି । ତେଣୁ ଯେକୌଣସି...
Class I-VII Resumes From 28 Feb
Bhubaneswar: After reviewing the situation, the Principal Secretary to Government, School & Mass Education Department, Bishnupada Sethi has directed concerned officials to resume physical classes for Class I to VII students from February 28 instead of February 14. Sethi has issued fresh instructions to the SPDs of OSEPA, OAVS, directors of Higher Secondary Education, Secondary Education, Elementary Education, the...
ପିଲାମାନେ ସ୍କୁଲ ଆସିବେ ୨୮ରୁ
ଭୁବନେଶ୍ୱର : ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଚଳିତ ଫେବୃଆରୀ ୧୪ ତାରିଖରୁ ପ୍ରଥମରୁ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ପିଲାମାନଙ୍କର ପାଠପଢ଼ା ବିଦ୍ୟାଳୟରେ ହେବାକୁ ଥିବାବେଳେ ତାହାକୁ ଆଜି ଫେବୃଆରୀ ୨୮ ତାରିଖକୁ ଘୁଞ୍ଚାଇ ଦିଆଯାଇଛି । ବିଭିନ୍ନ ଜିଲ୍ଲାପାଳମାନଙ୍କଠାରୁ ମିଳିଥିବା ରିପୋର୍ଟ ଆଧାରରେ ବିଭାଗ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି । ପୂର୍ବରୁ ରାଜ୍ୟ ସରକାର ପ୍ରଥମରୁ ସପ୍ତମ ଶ୍ରେଣୀ ପିଲାଙ୍କ ନିମନ୍ତେ ବିଦ୍ୟାଳୟରେ ପାଠପଢ଼ା ନିଷ୍ପତ୍ତି ନେଇଥିଲେ ମଧ୍ୟ ଦୀର୍ଘ ଦୁଇ ବର୍ଷ ଧରି ବିଦ୍ୟାଳୟଗୁଡ଼ିକ ବନ୍ଦ ଥିବା ଯୋଗୁଁ...








