ଦୀପାବଳୀ ପରେ ଖୋଲିପାରେ ପ୍ରଥମରୁ ସପ୍ତମ
ଭୁବନେଶ୍ୱର: ରାଜ୍ୟର ପ୍ରଥମ ଶ୍ରେଣୀରୁ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ ପାଇଁ ଶ୍ରେଣୀଗୃହ ଶିକ୍ଷାଦାନ ଦୀପାବଳୀ ପରେ ଆରମ୍ଭ ହେବାର ସମ୍ଭାବନା ରହିଛି ବୋଲି ରବିବାର ଦିନ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶ ସୂଚନା ଦେଇଛନ୍ତି । ଯେହେତୁ କୋଭିଡ-୧୯ ତୃତୀୟ ଲହରର ସମ୍ଭାବନା କମ୍ ରହିଛି, ତେଣୁ ଆମେ ପର୍ଯ୍ୟାୟକ୍ରମେ ଓ ପ୍ରଥମରୁ ସପ୍ତମ ଶ୍ରେଣୀ ପାଇଁ ବିଦ୍ୟାଳୟଗୁଡ଼ିକୁ ଖୋଲିବାକୁ ଯୋଜନା କରୁଛୁ । ତେବେ ଏପର୍ଯ୍ୟନ୍ତ କୌଣସି ଚୂଡ଼ାନ୍ତ ନିଷ୍ପତ୍ତି ନିଆଯାଇ ନାହିଁ ବୋଲି ଶ୍ରୀ ଦାଶ...
କେହି ଶୋଇବେନି ଖୋଲା ଆକାଶ ତଳେ
ଭୁବନେଶ୍ୱର: ସହରାଞ୍ଚଳରେ ରହୁଥିବା ବାସହୀନ ଲୋକେ ଶୀତଦିନେ ଯେଭଳି ଖୋଲା ଆକାଶ ନସୁଅନ୍ତି ସେଥିପାଇଁ ପଦକ୍ଷେପ ନେବାକୁ କୁହାଯାଇଛି । ଏମାନଙ୍କୁ ଏକ ସୁରକ୍ଷିତ ନିରାପଦ ଆଶ୍ରୟସ୍ଥଳୀରେ ରଖାଯିବ । ବାସହୀନ ଲୋକଙ୍କ ଦୁଃଖକୁ ଦେଖି ରାଜ୍ୟ ସହରାଞ୍ଚଳ ବିକାଶ ସଂସ୍ଥା (ସୁଡା) ସମସ୍ତ ମହାନଗର ନିଗମର କମିଶନର ଏବଂ ସମସ୍ତ ମ୍ୟୁନିସିପାଲିଟି ଏବଂ ଏନଏସିର କାର୍ଯ୍ୟର୍ନିବାହୀ ଅଧିକାରୀମାନଙ୍କୁ ଏହି ଶୀତ ଋତୁରେ ସମସ୍ତ ସହରାଞ୍ଚଳର ବାସହୀନ ଏବଂ ଅନ୍ୟାନ୍ୟ ଲୋକଙ୍କୁ ସ୍ଥାନାନ୍ତରିତ କରିବା ପାଇଁ ଏକ ଶୀତକାଳୀନ କାର୍ଯ୍ୟ ଯୋଜନା ପ୍ରସ୍ତୁତ କରିବାକୁ...
Smart City Boosts Cycling
Bhubaneswar: In order to promote non-motorised transport and cycling across the Smart City, the Bhubaneswar Smart City Limited (BSCL) Sunday organised an exclusive cyclothon of transgenders between Ekamra Kshetra Plaza near Sishu Bhawan Square and Temple Plaza near Ram Mandir Square. Members of SAKHA, a community-based organisation of transgenders actively participated in the event with great enthusiasm. Notably, the Temple City,...
NEP For Future Ready Youth
New Delhi: Union Education Minister Dharmendra Pradhan today said that the education sector in India is undergoing an unprecedented transformation. He said National Education Policy 2020 introduced by the Government under the leadership of Prime Minister Narendra Modi aims at preparing our youth to be future-ready, socially aware, global citizens of the 21st century. He was virtually addressing the...
Center Unveils Creativity Competetion
New Delhi: Ministry of culture is holding a nationwide competition as #UnityInCreativity for all the above three activities starting from Tehshil/Taluka level to National level. The detailed guidelines for participation are available at ‘Azadi Ka Amrit Mahotsav’ (AKAM) website amritmahotsav.nic.in. This initiative aims to encourage participation so as to ensure substantive ‘Jan bhagidaari’. These competitions were digitally introduced to public...
Class I- VII To Open After Diwali
Bhubaneswar: The class room teaching for Class I to VII students in the State is likely to resume after Diwali, informed School and Mass Education Minister Samir Ranjan Dash here on Sunday. “As the possibility of COVID-19 third wave is minimal, we are planning to reopen the schools for classes I to VII in a phased manner. However, no final...
Highway Projects On Fast Track
Bhubaneswar: The mega projects of National Highways Authority of India (NHAI) have been put on fast track mode by Secretary Works, Dr Krishan Kumar. Recently, Dr Kumar held a meeting with the senior NHAI officials and emphasized for fastest implementation of projects like Raipur-Visakhapatnam Economic Corridor, Coastal Highway and Capital Region Ring Road. The Raipur-Visakhapatnam Economic Corridor (length 464 km) is...
Winter Action Plan For Urban Homeless
Bhubaneswar: With onset of winter, persons living in homelessness in urban zones face severe challenges resulting from the absence of a safe and secure home and from living in precarious conditions. Looking at their plight, the State Urban Development Agency (SUDA) has asked Commissioners of all Municipal Corporations and the Executive Officers of all Municipalities & NACs to prepare a...
ପୂରଣ ହେଉନି ଅଣପାରମ୍ପରିକ ଶକ୍ତି ଖରିଦ ଲକ୍ଷ୍ୟ
ଭୁବନେଶ୍ୱର : ଅଣପାରମ୍ପରିକ ଶକ୍ତି ଖରିଦ ପାଇଁ ରାଜ୍ୟମାନଙ୍କ ପାଇଁ ଯେଉଁ ଲକ୍ଷ୍ୟଧାର୍ଯ୍ୟ କରାଯାଉଛି ତାହା ପୂରଣ ହେଉନାହିଁ । କେନ୍ଦ୍ର ସରକାର ଓଡିଶା ସମେତ ସମସ୍ତ ରାଜ୍ୟମାନଙ୍କୁ ଏହି ଲକ୍ଷ୍ୟ ଦେଉଥିବାବେଳେ ତାହା କାର୍ଯ୍ୟକାରୀ ହେଉନଥିଲେ ମଧ୍ୟ ଖିଲାପକାରୀମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ହେଉନାହିଁ । ରାଜ୍ୟରେ ଯେତିକି ବିଜୁଳି ବ୍ୟବହୃତ ହେଉଛି ତାହାର କିଛି ପ୍ରତିଶତ ଅଣପାରମ୍ପରିକ ଶକ୍ତି ଖରିଦ ପାଇଁ ରାଜ୍ୟମାନଙ୍କୁ କେନ୍ଦ୍ରୀୟ କର୍ତ୍ତୃପକ୍ଷ ନିର୍ଦ୍ଦେଶ ଦେଉଛନ୍ତି । ବିଜୁଳି ବଣ୍ଟନକାରୀ କମ୍ପାନୀମାନେ ଏହାକୁ ଗ୍ରହଣ କରି ତଦନୁଯାୟୀ ସୌର ଓ...
ମହିଳା ଅତ୍ୟାଚାରରେ ଓଡ଼ିଶାଠୁ ବହୁ ରାଜ୍ୟ ଆଗରେ
ଭୁବନେଶ୍ୱର : ମହିଳାମାନଙ୍କ ପ୍ରତି ଘଟୁଥିବା ବିଭିନ୍ନ ଅପରାଧ ପ୍ରସଙ୍ଗରେ ସମଗ୍ର ଦେଶରେ ଏବେ ପ୍ରାୟ ୨୦ଲକ୍ଷ ମାମଲା ବିଚାରାଧୀନ ଥିବାବେଳେ ଓଡ଼ିଶାରେ ଏହି କିସମର ମାମଲା ସଂଖ୍ୟା ପାଖାପାଖି ୧ଲକ୍ଷ ୪୦ ହଜାର ବୋଲି ଜଣାପଡିଛି । ପଶ୍ଚିମବଙ୍ଗରେ ଏହି କିସମର ସର୍ବାଧିକ ୩ଲକ୍ଷରୁ ଅଧିକ ମାମଲା ଚଳିତବର୍ଷ ଆରମ୍ଭ ବେଳକୁ ଆଇନ ଅଦାଲତଗୁଡିକରେ ବିଚାର ପ୍ରତୀକ୍ଷାରେ ଥିବାବେଳେ ଉତ୍ତରପ୍ରଦେଶରେ ଏହି ସଂଖ୍ୟା ୨ଲକ୍ଷ ୨୫ ହଜାରରୁ ଅଧିକ । ତେବେ ଏ କ୍ଷେତ୍ରରେ ମହାରାଷ୍ଟ୍ର ଉତ୍ତରପ୍ରଦେଶ ଠାରୁ ଆଗରେ ଅଛି ।...









