Odisha Celebrates Dola Jatra
Bhubaneswar: The culture rich State, Odisha has started celebrating one of the biggest Hindu festivals Dola Jatra with pomp and gaiety amid COVID restrictions. Holi is one of the most visual festivals in the world. Although most associate it with throwing lots of abeer (coloured powder) in the air, its rituals are filled with symbolism. Holi signifies the arrival of spring,...
ଓଡିଶାରେ ୨.୯ କୋଟି ବ୍ରଡବ୍ୟାଣ୍ଡ୍ ଗ୍ରାହକ
ଭୁବନେଶ୍ୱର : ଓଡିଶାରେ ବିଏସ୍ଏନ୍ଏଲ୍ ବ୍ରଡବ୍ୟାଣ୍ଡ୍ ସଂଯୋଗ ନେଇଥିବା ଗ୍ରାହକଙ୍କ ସଂଖ୍ୟା ୨କୋଟିରୁ ଅଧିକ ରହିଛି । କେନ୍ଦ୍ର ଯୋଗାଯୋଗ ରାଷ୍ଟ୍ରମନ୍ତ୍ରୀ ଦେବୁସିଂ ଚୌହାନ ଲୋକସଭାରେ ବିଜେଡି ସାଂସଦ ରମେଶ ଚନ୍ଦ୍ର ମାଝିଙ୍କର ଏକ ପ୍ରଶ୍ନର ଉତ୍ତରରେ ଏହା ଦର୍ଶାଇଛନ୍ତି । ମନ୍ତ୍ରୀ ତାଙ୍କ ଲିଖିତ ଉତ୍ତରରେ କହିଛନ୍ତି ଯେ ଚଳିତବର୍ଷ ପ୍ରାରମ୍ଭରେ ଟ୍ରାଇ ଦ୍ୱାରା ପ୍ରକାଶିତ ରିପୋର୍ଟରେ ଦିଆଯାଇଥିବା ସୂଚନା ଅନୁଯାୟୀ ଓଡିଶା ଟେଲିକମ ସର୍କଲରେ ବ୍ରଡବ୍ୟାଣ୍ଡ୍ ଗ୍ରାହକଙ୍କ ସଂଖ୍ୟା ୨.୦୯ କୋଟି ରହିଛି । ଓଡିଶା ସମେତ ଦେଶର ସମସ୍ତ ପଞ୍ଚାୟତକୁ...
ଏପ୍ରିଲ୍ ୨୮ରୁ ଅଫ୍ଲାଇନରେ +୨ ପରୀକ୍ଷା
ଭୁବନେଶ୍ୱର: ଆସନ୍ତା ଏପ୍ରିଲ୍ ୨୮ତାରିଖରୁ ଅପ୍ଲାଇନ୍ ମୋଡରେ ଯୁକ୍ତ ଦୁଇ ପରୀକ୍ଷା ହେବ ବୋଲି ଆଜି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍ଏସ୍ଇ) ଘୋଷଣା କରିଛି । ଦ୍ୱାଦଶ ଶ୍ରେଣୀର ସମସ୍ତ ଛାତ୍ରଛାତ୍ରୀଙ୍କ ପାଇଁ ପରୀକ୍ଷା ପାଇଁ ବାଧ୍ୟତାମୂଳକ, ଯାହା ମେ ୨୪ ପର୍ଯ୍ୟନ୍ତ ଚାଲିବ । କଳା, ବିଜ୍ଞାନ, ବାଣିଜ୍ୟ ଏବଂ ଧନ୍ଦାମୂଳକ ବିଷୟରେ ୩.୨ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ପରୀକ୍ଷା ପାଇଁ ହାଜର ହେବେ । କୋଭିଡ -୧୯ ମହାମାରୀ ହେତୁ ଛାତ୍ରଛାତ୍ରୀମାନେ କଠିନ ପରିସ୍ଥିତିର ସମ୍ମୁଖୀନ ହେଉଥିବାରୁ ପରିଷଦ ଶିକ୍ଷକ, ଛାତ୍ର...
ଗ୍ରୀଷ୍ମ-ପ୍ରବାହ ମୁକାବିଲା ପାଇଁ ପ୍ରଶାସନ ପ୍ରସ୍ତୁତ
ଭୁବନେଶ୍ୱର : ଚଳିତବର୍ଷ ସମ୍ଭାବ୍ୟ ଗ୍ରୀଷ୍ମପ୍ରବାହ ଏବଂ ଅଂଶୁଘାତର ମୁକାବିଲା ନିମନ୍ତେ ପ୍ରଶାସନିକ ପ୍ରସ୍ତୁତିକୁ ଚୁଡାନ୍ତରୂପ ଦିଆଯାଇଛି । ଆଜି ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ପ୍ରସ୍ତୁତି କମିଟି ବୈଠକର ଆଲୋଚନାରୁ ଏହା ଜଣାପଡିଛି । ରାଜ୍ୟ ଲୋକସେବା ଭବନରୁ ଡ଼ିଜିଟାଲ୍ ମୋଡରେ ଅନୁଷ୍ଠିତ ଏହି ବୈଠକରେ ଉନ୍ନୟନ କମିଶନର ତଥା ସ୍ୱତନ୍ତ୍ର ରିଲିଫ୍ କମିଶନର ଶ୍ରୀ ପ୍ରଦୀପ କୁମାର ଜେନା ଗ୍ରୀଷ୍ମ ପ୍ରବାହ ମୁକାବିଲା ସମ୍ବନ୍ଧିତ କାର୍ଯ୍ୟପନ୍ଥା ଆଲୋଚନା ନିମନ୍ତେ ଉପସ୍ଥାପନ କରିଥିଲେ...
Offline Exam For Class XII
Bhubaneswar: The Council of Higher Secondary Education (CHSE) on Thursday announced that the annual Higher Secondary (Class-XII) examination will be held in offline mode from April 28. It is mandatory for all Class-XII students to appear for the test, which will continue till May 24. More than 3.2 lakh students in arts, science, commerce and vocational streams will appear for...
JSW Terminal Loads 1.41L Tons
Paradip: The JSW Paradip Terminal Private Limited (JSW PTPL) loaded the highest ever of 1,41,200 tonnes of iron ore in a cape vessel ‘MV Star Lyra’. The cargo was shipped by JSW Steel Ltd and this is the record breaking iron ore loaded in a single vessel in Paradip port since its inception, the company claimed. JSW Infrastructure and JSW Steel’s...
Paid Holiday On Poll Date
Bhubaneswar: Following the recommendation of the State Election Commission (SEC), the State Government on Thursday announced paid holiday for their employees to vote during the Urban Election in their respective area. Revenue Department Joint Secretary Susamarani Devi has written a letter to all Departments, Heads of Departments, RDCs and Collectors on Thursday. The General Election to the three Municipal...
ରବୀନ୍ଦ୍ର ମଣ୍ଡପରେ ‘ବୃନ୍ଦାବନ ମହୋତ୍ସବ’
ଭୁବନେଶ୍ୱର : ପବିତ୍ର ଦୋଳପୂର୍ଣ୍ଣିମା ଓ ହୋଲି ପର୍ବ ଅବସରରେ ହିନ୍ଦୁସ୍ଥାନୀ ଶାସ୍ତ୍ରୀୟ ସଙ୍ଗୀତ ସନ୍ଧ୍ୟା ‘ବୃନ୍ଦାବନ ମହୋତ୍ସବ’ର ଷଷ୍ଠ ସଂସ୍କରଣ ଚଳିତ ମାସ ୧୯ ତାରିଖ ସନ୍ଧ୍ୟାରେ ରାଜ୍ୟ ପର୍ଯ୍ୟଟନ ବିଭାଗ ଏବଂ ବୃନ୍ଦାବନ ଗୁରୁକୁଳର ମିଳିତ ଆନୁକୂଲ୍ୟରେ ସ୍ଥାନୀୟ ରବୀନ୍ଦ୍ର ମଣ୍ଡପରେ ଅନୁଷ୍ଠିତ ହେବ । ଗୋଟିଏ ମଞ୍ଚରେ ଶାସ୍ତ୍ରୀୟ ସଙ୍ଗୀତ ଜଗତର ବିଶିଷ୍ଟ ପ୍ରତିଭାମାନଙ୍କୁ କଳାପ୍ରେମୀମାନେ ଏକାଠି ପାଇପାରିବେ ବୋଲି ବିଶିଷ୍ଟ ବଂଶୀବାଦକ ପଦ୍ମବିଭୂଷଣ ପଣ୍ଡିତ ଡ. ହରିପ୍ରସାଦ ଚୌରାସିଆ ଆଜି ପୂର୍ବାହ୍ନରେ ଘାଟିକିଆ ବୃନ୍ଦାବନ ଗୁରୁକୁଳରେ ଆୟୋଜିତ ସାମ୍ବାଦିକ...
ସୋଆ ପ୍ରତିଷ୍ଠାତା ସଭାପତିଙ୍କ ମାତୃବିୟୋଗ
ଭୁବନେଶ୍ୱର : ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ପ୍ରତିଷ୍ଠାତା ସଭାପତି ପ୍ରଫେସର ଡ଼ଃ ମନୋଜରଞ୍ଜନ ନାୟକଙ୍କ ମାତା ଶ୍ରୀମତୀ ସତ୍ୟଭାମା ନାୟକଙ୍କ ଗୁରୁବାର ଅପରାହ୍ନ ୧୨.୧୦ ମିନିଟ ସମୟରେ ବିୟୋଗ ଘଟିଛି | ଭୁବନେଶ୍ୱର ସ୍ଥିତ କଳିଙ୍ଗ ବିହାର ବାସଭବନରେ ହୃଦଘାତରେ ମୃତ୍ୟୁବରଣ କରିଛନ୍ତି ସତ୍ୟଭାମା । ମୃତ୍ୟୁବେଳକୁ ତାଙ୍କୁ ୮୨ ବର୍ଷ ବୟସ ହୋଇଥିଲା । ଦୀର୍ଘଦିନ ଧରି ସେ ବାର୍ଦ୍ଧକ୍ୟ ଜନିତ ବ୍ୟାଧିରେ ପୀଡିତ ଥିଲେ । ସେ କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ଫୁଲପାଟଣା (ବଲୁରିଆ ) ଗ୍ରାମର ସ୍ୱର୍ଗତଃ...
A Day For Irrigation
Bhubaneswar: To speed up the process for execution of irrigation projects, the State Government has asked all District Collectors to hold Secha Samikshya, a monthly district-level review meeting of all irrigation schemes.Additional Chief Secretary, Water Resources Department, Anu Garg has written a letter to all Collectors, for this purpose. “I would request you to fix a particular day in the...










