ନିର୍ଭୁଲ ଭୋଟର ତାଲିକା ଉପରେ ଗୁରୁତ୍ୱ
ଭୁବନେଶ୍ୱର : ସଠିକ୍ ଓ ନିର୍ଭୁଲ ଭୋଟର ତାଲିକା ପ୍ରସ୍ତୁତି ଏବଂ ଶୃଙ୍ଖଳିତ ପଞ୍ଚାୟତ ନିର୍ବାଚନ ପରିଚାଳନା ନେଇ ରାଜ୍ୟ ନିର୍ବାଚନ କମିଶନର ଆଦିତ୍ୟ ପ୍ରସାଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ସମସ୍ତ ଜିଲ୍ଲାପାଳ ଓ ବିଡ଼ିଓମାନଙ୍କ ସହ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଭିଡ଼ିଓ କନ୍ଫରେନ୍ସିଂ ଜରିଆରେ ଅନୁଷ୍ଠିତ ଏହି ବୈଠକରେ ରାଜ୍ୟ ନିର୍ବାଚନ କମିଶନର ରାଜ୍ୟରେ ଶୃଙ୍ଖଳିତ ପଞ୍ଚାୟତ ନିର୍ବାଚନ ଲାଗି ସଠିକ୍ ଓ ନିର୍ଭୁଲ ଭୋଟର ତାଲିକା ପ୍ରସ୍ତୁତି ନେଇ ସମସ୍ତ ପ୍ରକ୍ରିୟା ଆରମ୍ଭ କରିବାକୁ ଜିଲ୍ଲାପାଳ ଓ ବିଡ଼ିଓମାନଙ୍କୁ ପରାମର୍ଶ...
DRDO Leak Case In HC
Cuttack: The sensitive case on leakage of critical information from ITR Chandipur range of Defence Research and Development Organisation (DRDO) has reached the Orissa High Court. Hearing a petition filed by senior advocate Arun Kumar Budhia seeking Central Bureau of Investigation (CBI) or the National Investigation Agency (NIA) probe into the case, the High Court has issued notices to all...
Boost For Kalahandi Varsity
Bhawanipatna: A day after Chief Minister Naveen Patnaik’s visit to Kalahandi district, Mo College Abhiyan chairperson Akash Dasnayak visited Kalahandi University in Bhawanipatna on Monday. He interacted with the Vice Chancellor Prof Sanjay Kumar Satpathy along with 100 of NCC cadets and university staff members and stated all alumni should connect to their Alma mater and alumni of the university...
No Balijatra 2021 Too
Cuttack: Like previous year, the historic Balijatra in Millennium city Cuttack will not be held this year too due to Covid-19 pandemic. The Cuttack District Administration has taken this decision for the larger interest of public health, said Cuttack Collector Bhabani Shankar Chayani. “In view of restrictions imposed due to Covid-19, we will not be able to conduct the annual...
ଶିଖାଗଲା ଦାନ୍ତ ଘଷିବାର ଶୈଳୀ
ଭୁବନେଶ୍ୱର : ଦାନ୍ତ ଓ ମାଢ଼ି ସୁସ୍ଥ ରଖିବା ନିମନ୍ତେ ଦାନ୍ତ ଘଷିବାର ଉପଯୁକ୍ତ ଶୈଳୀ ହେଉଛି ପ୍ରଥମ ପଦକ୍ଷେପ । ଯଦିଓ ଅଧିକାଂଶ ଲୋକ ପ୍ରତ୍ୟେକ ଦିନ ଦାନ୍ତ ଘଷନ୍ତି ତେବେ ଠିକ୍ ଭାବରେ କିଭଳି ଦାନ୍ତ ଘଷାଯାଏ ତାହା ସେମାନଙ୍କୁ ଜଣାନଥାଏ ବୋଲି ରବିବାର ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପକ୍ଷରୁ ଆୟୋଜିତ ଜାତୀୟ ଦାନ୍ତ ଘଷା ଦିବସ ଅବସରରେ ଦନ୍ତ ବିଜ୍ଞାନ ବିଶେଷଜ୍ଞମାନେ ମତ ପ୍ରକାଶ କରିଛନ୍ତି । ଜଣେ ବ୍ୟକ୍ତି ନିଜର ଟୁଥବ୍ରସ୍କୁ ମାଢ଼ି ଉପରେ ୪୫ ଡିଗ୍ରୀରେ...
Murugesan Gets OMBADC Charge
Bhubaneswar: Senior IFS Officer, K Murugesan has been assigned charge of a crucial assignment-CEO of Odisha Mineral Bearing Areas Development Corporation (OMBADC). Dr.Murugesan, an IFS Officer of 1994 Batch is serving as Member Secretary Odisha State Pollution Control Board (OSPCB). While OMBADC was handled by Uma Nanduri, an IFS Officer of 1993 Batch, she had been appointed as Joint Secretary Azadi...
ପଞ୍ଚାୟତ ନିର୍ବାଚନ ରାଜନୀତି ସରଗରମ
ଭୁବନେଶ୍ୱର : ଆସନ୍ତା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଗତଥର ଅପେକ୍ଷା ଅଧିକ ଆସନ ଦଖଲ ପାଇଁ ବିଜୁ ଜନତା ଦଳ ପ୍ରାଣମୂର୍ଚ୍ଛା ଉଦ୍ୟମ ଚଳାଇଥିବା ବେଳେ ବିଜେଡିକୁ ରୋକିବା ଲାଗି ବିଜେପି ଓ କଂଗ୍ରେସ ଭଳି ଦୁଇଟି ଜାତୀୟ ରାଜନୈତିକ ଦଳ ଓଡ଼ିଶାରେ ସେମାନଙ୍କ ଅଭିଯାନ ବଳବତ୍ତର ରଖିଛନ୍ତି । ନିର୍ବାଚନ ଘୋଷଣା ହୋଇନଥିଲେ ମଧ୍ୟ ଗାଁ ଗହଳରୁ ଭୁବନେଶ୍ୱର ପର୍ଯ୍ୟନ୍ତ ଏବେ ରାଜନୈତିକ ବାତାବରଣ ବେଶ୍ ସରଗରମ ରହିଛି । ବର୍ଷାଧିକ କାଳ ଧରି ବିଜେଡି ପଞ୍ଚାୟତ, ପୌର ଓ ସମବାୟ ନିର୍ବାଚନକୁ...
ପ୍ରତିବର୍ଷ ବଢୁଛି ଲୁହାପଥର ରପ୍ତାନି
ଭୁବନେଶ୍ୱର : ଆର୍ନ୍ତଜାତୀୟ ବଜାରରେ ଲୁହାପଥରର ଆକାଶଛୁଆଁ ଦର ଓଡିଶାର ଅର୍ଥନୀତିକୁ ସହାୟ ହୋଇଥିବାବେଳେ ରାଜ୍ୟରୁ ଉତ୍ପାଦିତ ଲୁହାପଥରର ଅଧାରୁ ଅଧିକ ରାଜ୍ୟ ବାହାରକୁ ରପ୍ତାନି ହେଉଛି । ପ୍ରତିବର୍ଷ ରପ୍ତାନି ପରିମାଣ ମଧ୍ୟ ବଢିବାରେ ଲାଗିଛି । ମିଳିଥିବା ସୂଚନା ଅନୁଯାୟୀ ୨୦୧୭-୧୮ ବର୍ଷରେ ରାଜ୍ୟରେ ଯେତିକି ଲୁହାପଥର ଉତ୍ପାଦିତ ହୋଇଥିଲା ତାହାର ପାଖପାଖି ୪୫ ପ୍ରତିଶତ ରାଜ୍ୟ ଭିତରେ ବିନିଯୋଗ ହୋଇଥିବାବେଳେ ରାଜ୍ୟ ବାହାରକୁ ୫୨ ପ୍ରତିଶତରୁ ଅଧିକ ଯାଇଥିଲା । ସେହିବର୍ଷ ଉତ୍ପାଦିତ ମୋଟ୍ ଲୁହାପଥରର ୩.୩୭ ପ୍ରତିଶତ ରପ୍ତାନି...
ଭୋଟର ତାଲିକା ପାଇଁ ଚୂଡ଼ାନ୍ତ କାର୍ଯ୍ୟସୂଚୀ
ଭୁବନେଶ୍ୱର : ପଞ୍ଚାୟତ ନିର୍ବାଚନ-୨୦୨୨ ନିମନ୍ତେ ଆଜି ରାଜ୍ୟ ନିର୍ବାଚନ କମିଶନର ଆଦିତ୍ୟ ପ୍ରସାଦ ପାଢ଼ୀ ବାଲେଶ୍ୱର ଜିଲ୍ଲା ବ୍ୟତୀତ ସମସ୍ତ ଜିଲ୍ଲାର ୱାର୍ଡୱାରୀ ଭୋଟର ତାଲିକା ପ୍ରସ୍ତୁତ ନିମନ୍ତେ ଚୂଡ଼ାନ୍ତ କାର୍ଯ୍ୟସୂଚୀ ଘୋଷଣା କରିଛନ୍ତି । ଘୋଷଣା ହୋଇଥିବା କାର୍ଯ୍ୟସୂଚୀ ଅନୁଯାୟୀ ଚଳିତ ୨୦୨୧ ମସିହା ନଭେମ୍ବର ୧୬ ତାରିଖରେ ପ୍ରାଥମିକ ଭୋଟର ତାଲିକା ଗ୍ରାମପଞ୍ଚାୟତ ସଦର ମହକୁମାରେ ପ୍ରକାଶ ପାଇବ । ଏହି ତାରିଖଠାରୁ ୨୦୨୧ ନଭେମ୍ବର ୨୩ ତାରିଖ ପର୍ଯ୍ୟନ୍ତ ଆବେଦନକାରୀ ଭୋଟର ତାଲିକା ସଂପର୍କିତ ସମସ୍ତ ଦାବି ଓ...
140 Cr For Maa Samaleswari
Bhubaneswar: To start the projects for development of Maa Samaleswari temple in Sambalpur, State Government has approved nearly Rs.140 crore for different projects. Secretary Works, Dr Krishan Kumar has given in-principle administrative approval for 40 projects worth Rs 139.56 crore for the redevelopment of the shrine under Samaleswari Temple Area Management and Local Economic Initiative (SAMALEI) Plan on Turnkey...










