ସଫେଇ କର୍ମଚାରୀ ପାଇବେ କ୍ଷତିପୂରଣ

ଭୁବନେଶ୍ୱର : ଦିବ୍ୟାଙ୍ଗ ଓ ଅସୁସ୍ଥ ହେଉଥିବା ସଫେଇ କର୍ମଚାରୀଙ୍କ ପାଇଁ କ୍ଷତି ପୂରଣ ମଞ୍ଜୁର ହୋଇଛି । ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଏହି କ୍ଷତି ପୂରଣ ବ୍ୟବସ୍ଥାକୁ ଅନୁମୋଦନ କରିଥିବାବେଳେ ଏହା ଆମସମାଜର ସବୁଠାରୁ ସମ୍ବେଦନଶୀଳ ଲୋକଙ୍କୁ ସୁରକ୍ଷା ତଥା ସକ୍ଷମ କରିବା ପାଇଁ ରାଜ୍ୟ ସରକାରଙ୍କ ପ୍ରତିବଦ୍ଧତାକୁ ପ୍ରଦର୍ଶନ କରୁଛି ବୋଲି ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଶ୍ରୀ ପ୍ରତାପ ଜେନା କହିଛନ୍ତି । ଭବିଷ୍ୟତରେ ଏହି କଲ୍ୟାଣମୂଳକ ପଦକ୍ଷେପ ପ୍ରଦାନ ଦିଗରେ ପ୍ରତିବଦ୍ଧତା ପ୍ରକ୍ରିୟା ମଧ୍ୟ...

ଘଣ୍ଟା କଟକଣା ଛାତ୍ରଛାତ୍ରୀଙ୍କୁ ସମସ୍ୟା

0

ଭୁବନେଶ୍ୱର : ପରୀକ୍ଷାର୍ଥୀଙ୍କ ପାଇଁ ଏବେ ଘଣ୍ଟା କଟକଣା ସମସ୍ୟା ହୋଇଛି । ଗୋଟିଏ ପଟେ ପରୀକ୍ଷା ହଲ୍‍କୁ କର୍ତ୍ତୃପକ୍ଷ ଘଣ୍ଟା ନେଇ ଯିବାକୁ ବାରଣ କରୁଥିବାବେଳେ ଅନ୍ୟ ପଟେ ପରୀକ୍ଷାହଲ୍‍ରେ କାନ୍ଥଘଣ୍ଟା ନଥିବାରୁ ଛାତ୍ରଛାତ୍ରୀମାନେ ସମସ୍ୟାରେ ପଡୁଛନ୍ତି । ରାଜ୍ୟରେ ଦଶମ ଓ ଏକାଦଶ ବୋର୍ଡ ପରୀକ୍ଷା ଆରମ୍ଭ ହୋଇଥିବାବେଳେ ପିଲାଏ ପ୍ରାୟ ଦୁଇବର୍ଷ ପରେ ଅଫଲାଇନ୍‍ରେ ପରୀକ୍ଷା ଦେଉଛନ୍ତି । ପରୀକ୍ଷା କେନ୍ଦ୍ରରେ କପି ଜଗିବାକୁ ସମସ୍ତ ପ୍ରକାର ବନ୍ଦୋବସ୍ତ ହୋଇଥିବାବେଳେ ପିଲାଙ୍କୁ ଘଣ୍ଟାପିନ୍ଧି ଯିବାକୁ ଅନୁମତି ମିଳୁନି । ତେବେ...

୩୯୩ ଡାକ୍ତରଖାନାରେ ଗରିବଙ୍କୁ ଚିକିତ୍ସା ସୁବିଧା

0

ଭୁବନେଶ୍ୱର : ଓଡ଼ିଶା ସରକାରଙ୍କ  ସାର୍ବଜନୀନ ସ୍ୱାସ୍ଥ୍ୟସେବା ପ୍ରତିଶୃତି ଯୋଜନା ଉଲ୍ଲେଖନୀୟ ସଫଳତା ହାସଲ କରିଛି ।  ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ  ସ୍ୱାସ୍ଥ୍ୟ  ସୋସାଇଟି  ପରିଚାଳନା ପରିଷଦ ବୈଠକର ସମୀକ୍ଷାରୁ ଏହା ଜଣାପଡିଛି । ଅନୁଷ୍ଠିତ ଏହି ବୈଠକରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ରାଜ କୁମାର ଶର୍ମା ଯୋଜନା କାର୍ଯ୍ୟାନ୍ୱୟନ  ସମ୍ବନ୍ଧିତ  ପ୍ରଶାସନିକ  ଓ ବୈଷୟିକ ବିଷୟ ଆଲୋଚନା ପାଇଁ  ଉପସ୍ଥାପନ କରିଥିଲେ । କାର୍ଯ୍ୟାନ୍ୱୟନ  ଅଗ୍ରଗତି...

Odisha On Transformation Mode

0

Bhubaneswar: Chief Minister Naveen Patnaik Friday said that his government no longer believes in incremental development. “We want to increase the pace of development and therefore, time is very important for our government. We no longer believe in incremental development,” the Chief Minister said addressing the India Today conclave here. The people of the state want transformation to happen and therefore...

Low Pressure In BoB

Bhubaneswar: The India Meteorological Department on Friday said a low pressure area is likely to form over South Andaman Sea and adjoining Bay of Bengal around May 5 with possibility of further intensification. “A cyclonic circulation is likely to form over South Andaman sea and neighborhood around May 4. Under its influence, a low pressure area is likely to form over...

NABARD Disburses 31K Cr

0

Bhubaneswar: The National Bank for Agriculture and Rural Development (NABARD) has disbursed Rs 31,786 crore in Odisha during the financial year 2021-22, recording an increase of 40% over the preceding year 2020-21. The financial support comprised of Rs 14,077 crore to banks for lending towards crop loans as well as term loans in the State and Rs 3031 crore to...

ସୋଆରେ ବିଶ୍ୱ ପୃଥିବୀ ଦିବସ

0

ଭୁବନେଶ୍ୱର : ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟ(ସୋଆ) ରେ ଚଳିତ ମାସ ୨୨ତାରିଖରେ ‘ବିଶ୍ୱ ପୃଥିବୀ ଦିବସ’ ପାଳିତ ହୋଇଯାଇଛି । ଏହି ଦିବସରେ ଉପକୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦଙ୍କ ଅଧ୍ୟକ୍ଷତାରେ ଏକ ଆଲୋଚନା ଚକ୍ର ଆୟୋଜିତ ହୋଇଯାଇଛି । ଏହି ଆଲୋଚନା ଚକ୍ରରେ ସୋଆର ପୂର୍ବତନ କୁଳପତି ତଥା ଚିଫ୍ କନ୍‌ସଲଟାଂଟ ପ୍ରଫେସର ରାଜେନ୍ଦ୍ର ପ୍ରସାଦ ମହାନ୍ତି ମୁଖ୍ୟବକ୍ତା ଭାବେ ଯୋଗ ଦେଇ ତିନୋଟି ‘ପି’ ଅର୍ଥାତ୍ ‘ପିପୁଲ’, ‘ପ୍ରଫିଟ ଓ ପ୍ଳାନେଟର ସନ୍ତୁଳନ ହିଁ ପୃଥିବୀକୁ ଉଦ୍ଧାର କରିପାରିବ ବୋଲି...

ସନ୍ତୋଷ ଉପାଧ୍ୟାୟ ନୂଆ ଅଗ୍ନିଶମ ଡିଜି

ଭୁବନେଶ୍ୱର : ରାଜ୍ୟ ସରକାର ଆଜି ଆଇପିଏସ୍‍ ସ୍ତରରେ ବଡ ଧରଣର ଅଦଳ ବଦଳ କରିଛନ୍ତି । ୧୯୮୮ ବ୍ୟାଚ୍‍ ଆଇପିଏସ୍‍ ସନ୍ତୋଷ କୁମାର ଉପାଧ୍ୟାୟ ରାଜ୍ୟର ନୂଆ ଅଗ୍ନିଶମ ଡିଜି ହୋଇଥିବାବେଳେ ସେହି ବ୍ୟାଚ୍‍ର ଡକ୍ଟର ମନୋଜ କୁମାର ଛାବ୍ରା ଜେଲ୍‍ ବିଭାଗର ଡିଜି ଭାବେ ବଦଳି ହୋଇଛନ୍ତି । ଶ୍ରୀ ଉପାଧ୍ୟାୟ ଜେଲ୍‍ ବିଭାଗର ଡିଜି ଭାବେ ଦାୟିତ୍ୱ ନିର୍ବାହ କରୁଥିଲେ । ସେହିଭଳି ୧୯୯୪ ବ୍ୟାଚ୍‍ ଆଇପିଏସ୍‍ ସଞ୍ଜୀବ ପଣ୍ଡାଙ୍କୁ ଗୁଇନ୍ଦା ନିର୍ଦ୍ଦେଶକ ଭାବେ ବଦଳି କରଯାଇଥିବାବେଳେ ତାଙ୍କୁ ଅତିରିକ୍ତ...

Arun Bothra Gets Crime Branch

0

Bhubaneswar: 1988 Batch IPS Manoj Kumar Chabra has been appointed as DG Prisons and Correctional Services. Mr.Chabra, one of the senior most Top Cops is serving as DG Special Armed Police (SAP) of Odisha. Veteran Top Cop Santosh Kumar Upadhyay has been appointed as DG Fire Services of Odisha. 1988 Batch IPS Mr.Upadhyay is also DG Home Guards and Director General Civil...

Sanjeeb Panda; New Director Intelligence

0

Bhubaneswar: Odisha Government has appointed Senior Top Cop Sanjeeb Panda as Director Intelligence. 1994 Batch IPS Mr.Panda, an informative Top Cop is eminently suitable for the Top Intelligence assignment, which is crucial for the State. While Mr.Panda has been serving as ADG Crime Branch has handled the crucial assignment with all his sincerity and effectiveness, he is expected to deliver the...