ପ୍ରତିଷ୍ଠା ହେବ ଅଧିକ ୧ ଲକ୍ଷ ବୋରଓ୍ୱେଲ୍
ଭୁବନେଶ୍ୱର : କୃଷିକାର୍ଯ୍ୟରୁ ନିରନ୍ତର ଆୟବୃଦ୍ଧି ଦିଗରେ ଅନ୍ୟ ଏକ ବଳିଷ୍ଠ ପଦକ୍ଷେପ ଭାବେ ବିଜୁ କୃଷକ ବିକାଶ ଯୋଜନା ମାଧ୍ୟମରେ ଗଭୀର ବୋରଓ୍ୱେଲ୍ କାର୍ଯ୍ୟକ୍ରମକୁ ଅଧିକ ସଘନ କରିବା ପାଇଁ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ନିର୍ଦ୍ଦେଶ ଦେଇଛନ୍ତି । ଓଡ଼ିଶା ଜଳ ସେଚନ ନିଗମ ଦ୍ୱାରା ପରିଚାଳିତ ଏହି ଯୋଜନାର ସମୀକ୍ଷା କରି ଶ୍ରୀ ମହାପାତ୍ର ଏହି ନିର୍ଦ୍ଦେଶ ଦେଇଛନ୍ତି । ଏହି ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରେ ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ...
HSRP Tag Mandatory Soon
The State Government is likely to make affixation of high-security registration plates (HSRPs) on all vehicles, including the old ones, compulsory soon. The Union Ministry of Road Transport and Highways had issued a gazette notification in December, 2018 and the Motor Vehicles (High Security Registration Plates) Order, 2018 specifying certain standards to be complied with for making HSRPs for all...
ASI Inspection Tomorrow
Puri: Following hue & cry and Orissa High Court’s order, the Archaeological Survey of India (ASI) is likely to inspect the Jagannath temple Heritage Corridor Project here on Sunday. As the High Court has directed the ASI to submit its affidavit before the court by May 7, the ASI will conduct the inspection along with officials from Odisha Bridge and...
Plants Have Enough Coal
Bhubaneswar:Amid power crisis in several States due to low coal supply, Chief Secretary SC Mahapatra on Saturday said Odisha don’t have any issue with coal supply to power plants so far. Speaking to reporters here, Mr.Mahapatra said There is no coal crisis in Odisha like other States where power supply is being snapped for 10/12 hours per day due to...
ମଧୁବାବୁଙ୍କ ସମ୍ପତ୍ତି ଦଖଲ ପାଇଁ ଲୋଲୁପ ଦୃଷ୍ଟି
ଭୁବନେଶ୍ୱର : ଓଡ଼ିଆ ଜାତୀୟତାର ଜନକ ଭାବେ ଅଗ୍ରଗଣ୍ୟ ଉତ୍କଳ ଗୌରବ ମଧୁସୂଦନ ଦାସ ଓଡ଼ିଶା ପାଇଁ ଦେବାଳିଆ ହୋଇଥିଲେ ବି ଅନ୍ୟର ସମ୍ପତ୍ତି ଆହରଣ କରୁନଥିଲେ । କିନ୍ତୁ ତାଙ୍କ ମୃତ୍ୟୁର ୮୮ବର୍ଷ ପରେ ତାଙ୍କ ପୈତୃକ ସମ୍ପତ୍ତିକୁ ନିଜ ଅକ୍ତିଆରକୁ ନେବା ପାଇଁ କେତେକ ଗୋଷ୍ଠୀ ସକ୍ରିୟ ଉଦ୍ୟମ ଚଳାଇଥିବା ଘେନି ଗୁରୁତର ଅଭିଯୋଗ ହେଉଛି । ମଧୁବାବୁଙ୍କ ଏନ୍ତୁଡିଶାଳ ଏବେବି କଟକ ନିକଟବର୍ତ୍ତୀ ସତ୍ୟାଭାମାପୁର ଗାଁରେ କସ୍ତୁରବା ଗାନ୍ଧୀ ଜାତୀୟ ସ୍ମାରକ ନିଧି ଦ୍ୱାରା ସଂରକ୍ଷିତ ହୋଇ ରହିଛି ।...
ସଫେଇ କର୍ମଚାରୀ ପାଇବେ କ୍ଷତିପୂରଣ
ଭୁବନେଶ୍ୱର : ଦିବ୍ୟାଙ୍ଗ ଓ ଅସୁସ୍ଥ ହେଉଥିବା ସଫେଇ କର୍ମଚାରୀଙ୍କ ପାଇଁ କ୍ଷତି ପୂରଣ ମଞ୍ଜୁର ହୋଇଛି । ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଏହି କ୍ଷତି ପୂରଣ ବ୍ୟବସ୍ଥାକୁ ଅନୁମୋଦନ କରିଥିବାବେଳେ ଏହା ଆମସମାଜର ସବୁଠାରୁ ସମ୍ବେଦନଶୀଳ ଲୋକଙ୍କୁ ସୁରକ୍ଷା ତଥା ସକ୍ଷମ କରିବା ପାଇଁ ରାଜ୍ୟ ସରକାରଙ୍କ ପ୍ରତିବଦ୍ଧତାକୁ ପ୍ରଦର୍ଶନ କରୁଛି ବୋଲି ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଶ୍ରୀ ପ୍ରତାପ ଜେନା କହିଛନ୍ତି । ଭବିଷ୍ୟତରେ ଏହି କଲ୍ୟାଣମୂଳକ ପଦକ୍ଷେପ ପ୍ରଦାନ ଦିଗରେ ପ୍ରତିବଦ୍ଧତା ପ୍ରକ୍ରିୟା ମଧ୍ୟ...
ଘଣ୍ଟା କଟକଣା ଛାତ୍ରଛାତ୍ରୀଙ୍କୁ ସମସ୍ୟା
ଭୁବନେଶ୍ୱର : ପରୀକ୍ଷାର୍ଥୀଙ୍କ ପାଇଁ ଏବେ ଘଣ୍ଟା କଟକଣା ସମସ୍ୟା ହୋଇଛି । ଗୋଟିଏ ପଟେ ପରୀକ୍ଷା ହଲ୍କୁ କର୍ତ୍ତୃପକ୍ଷ ଘଣ୍ଟା ନେଇ ଯିବାକୁ ବାରଣ କରୁଥିବାବେଳେ ଅନ୍ୟ ପଟେ ପରୀକ୍ଷାହଲ୍ରେ କାନ୍ଥଘଣ୍ଟା ନଥିବାରୁ ଛାତ୍ରଛାତ୍ରୀମାନେ ସମସ୍ୟାରେ ପଡୁଛନ୍ତି । ରାଜ୍ୟରେ ଦଶମ ଓ ଏକାଦଶ ବୋର୍ଡ ପରୀକ୍ଷା ଆରମ୍ଭ ହୋଇଥିବାବେଳେ ପିଲାଏ ପ୍ରାୟ ଦୁଇବର୍ଷ ପରେ ଅଫଲାଇନ୍ରେ ପରୀକ୍ଷା ଦେଉଛନ୍ତି । ପରୀକ୍ଷା କେନ୍ଦ୍ରରେ କପି ଜଗିବାକୁ ସମସ୍ତ ପ୍ରକାର ବନ୍ଦୋବସ୍ତ ହୋଇଥିବାବେଳେ ପିଲାଙ୍କୁ ଘଣ୍ଟାପିନ୍ଧି ଯିବାକୁ ଅନୁମତି ମିଳୁନି । ତେବେ...
୩୯୩ ଡାକ୍ତରଖାନାରେ ଗରିବଙ୍କୁ ଚିକିତ୍ସା ସୁବିଧା
ଭୁବନେଶ୍ୱର : ଓଡ଼ିଶା ସରକାରଙ୍କ ସାର୍ବଜନୀନ ସ୍ୱାସ୍ଥ୍ୟସେବା ପ୍ରତିଶୃତି ଯୋଜନା ଉଲ୍ଲେଖନୀୟ ସଫଳତା ହାସଲ କରିଛି । ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ ସ୍ୱାସ୍ଥ୍ୟ ସୋସାଇଟି ପରିଚାଳନା ପରିଷଦ ବୈଠକର ସମୀକ୍ଷାରୁ ଏହା ଜଣାପଡିଛି । ଅନୁଷ୍ଠିତ ଏହି ବୈଠକରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ରାଜ କୁମାର ଶର୍ମା ଯୋଜନା କାର୍ଯ୍ୟାନ୍ୱୟନ ସମ୍ବନ୍ଧିତ ପ୍ରଶାସନିକ ଓ ବୈଷୟିକ ବିଷୟ ଆଲୋଚନା ପାଇଁ ଉପସ୍ଥାପନ କରିଥିଲେ । କାର୍ଯ୍ୟାନ୍ୱୟନ ଅଗ୍ରଗତି...
Odisha On Transformation Mode
Bhubaneswar: Chief Minister Naveen Patnaik Friday said that his government no longer believes in incremental development. “We want to increase the pace of development and therefore, time is very important for our government. We no longer believe in incremental development,” the Chief Minister said addressing the India Today conclave here. The people of the state want transformation to happen and therefore...
Low Pressure In BoB
Bhubaneswar: The India Meteorological Department on Friday said a low pressure area is likely to form over South Andaman Sea and adjoining Bay of Bengal around May 5 with possibility of further intensification. “A cyclonic circulation is likely to form over South Andaman sea and neighborhood around May 4. Under its influence, a low pressure area is likely to form over...










