କେନ୍ଦ୍ରୀୟ ମଞ୍ଜୁରୀ ପାଇଁ ଅନୁରୋଧ

0

ଭୁବନେଶ୍ୱର : କେନ୍ଦ୍ର ସରକାର ପୁଞ୍ଜିନିବେଶ, ଭିତ୍ତିଭୂମି ଏବଂ ଅଭିବୃଦ୍ଧି ଉପରେ ଗୁରୁତ୍ୱ ଦେଉôତବାବେଳେ ଧାର୍ଯ୍ୟ ସମୟରେ ଜଙ୍ଗଲ ଓ ପରିବେଶ ଅନୁମତି ଦେଇ ରାଜ୍ୟରେ ଭିତ୍ତିଭୂମି ବିକାଶକୁ ଆଗେଇ ନେବାପାଇଁ ଓଡିଶା ସରକାର ଅନୁରୋଧ କରିଛନ୍ତି । କୋଭିଡ ମହାମାରୀ ସତ୍ୱେ ଓଡିଶାରେ ଗତ ଦୁଇବର୍ଷ ମଧ୍ୟରେ ୪ଲକ୍ଷ କୋଟି ଟଙ୍କାର ପୁଞ୍ଜିନିବେଶ ହୋଇଥିବାବେଳେ ଏହିସବୁ ପ୍ରକଳ୍ପ କାର୍ଯ୍ୟକାରୀ ଲାଗି କେନ୍ଦ୍ର ସରକାରଙ୍କ ଅନୁମତି ଆବଶ୍ୟକ । କେନ୍ଦ୍ର ଅର୍ଥ ମନ୍ତ୍ରାଳୟ ସହିତ ଆଲୋଚନା ସମୟରେ ଓଡିଶା ସରକାର ଏହି ପ୍ରସଙ୍ଗ ଉଠାଇଥିବାବେଳେ...

ଦୁଇ ଆଡୁ ପେନସନ ନେଉଛନ୍ତି ରାଜନେତା

0

ଭୁବନେଶ୍ୱର : ଅନେକ ରାଜନେତା ଏକାଧିକ ପେନ୍‍ସନ ପାଉଥିବା ଘେନି ଏବେ ଚର୍ଚ୍ଚା ଜୋର ଧରିଛି । ସରକାରୀ ଚାକିରିରୁ ଅବସର ନେଇ ଯେଉଁମାନେ ବିଧାନସଭା ଓ ସଂସଦକୁ ନିର୍ବାଚିତ ହେଉଛନ୍ତି ସେମାନଙ୍କ ମଧ୍ୟରୁ ଅଧିକାଂଶ ସଂସଦ ଓ ବିଧାନସଭାର ବେତନ, ଭତ୍ତା, ପେନ୍‍ସନ ଆଦିର ସୁଯୋଗ ନେବା ସହିତ ସରକାରୀ ଚାକିରିକାଳ ପାଇଁ ମଧ୍ୟ ପେନ୍‍ସନ ପାଉଛନ୍ତି । କେବଳ ସେତିକି ନୁହେଁ, ସରକାରୀ ରେକର୍ଡ ମୁତାବକ କେତେକ ପୂର୍ବତନ ସାଂସଦ ସଂସଦରୁ ପେନସନ ପାଇଥିବାବେଳେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ...

କଣ୍ଠଶିଳ୍ପୀ ଆକାଂକ୍ଷା ସାହୁଙ୍କୁ ପିଲାଙ୍କ ଅକ୍ଷୟ ସମ୍ମାନ

0

ଭୁବନେଶ୍ୱର : ଡିଜିଟାଲ ମଞ୍ଚ ରେ ଆଜିଥିଲା ପିକକ୍ ଶିଶୁମେଳାର ଚତୁର୍ଥ ସଂନ୍ଧ୍ୟା । ଆଜିର ସଂନ୍ଧ୍ୟାକୁ ଉତ୍ସର୍ଗ କରଯାଇଥିଲା ଓଡିଶା ର ବିଶିଷ୍ଟ ସଙ୍ଗୀତଜ୍ଞ ଅକ୍ଷୟ ମହାନ୍ତିଙ୍କ ସ୍ମୃତି ଉଦ୍ଦେଶ୍ୟରେ । ଶିଶୁ କଣ୍ଠଶିଳ୍ପୀମାନେ ଅକ୍ଷୟ ମହାନ୍ତିଙ୍କ ଗୀତ ଗାଇ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ତାଙ୍କର ୧୯ ତମ ଶ୍ରାଦ୍ଧ ବାର୍ଷିକୀ ରେ । କାଳଜୟୀ ଗୀତଗୁଡିକ ପରିବେଷଣ କରି ଶ୍ରୋତାମାନଙ୍କୁ ଦୀର୍ଘ ସମୟ ଧରି ବାନ୍ଧି ରଖିଥିଲେ । ଏହି କାର୍ଯ୍ଯକ୍ରମର ଆୟୋଜନ ଗୁରୁ କେଳୁଚରଣ ମହାପାତ୍ର ଓଡିଶୀ ରିସର୍ଚ ସେଣ୍ଟର...

Upadhyay Is New JD CBI

0

Bhubaneswar: 1999 Batch IPS Ghanshyam Upadhyay is new Joint Director of Central Bureau of Investigation (CBI). Mr.Upadhyay is from Odisha Cadre and he is among the three Top Cops, who have been appointed as JD CBI. Other two are 1995 batch IPS Nawal Bajaj and 1998 Batch IPS Vidya Jayant Kulkarni. While Mr.Bajaj is of Maharashtra Cadre, Ms.Kulkarni is from Tamil Nadu...

ଆଶୀର୍ବାଦ ଯୋଜନା ପାଇଁ ପୋର୍ଟାଲ ଲୋକାର୍ପିତ

0

ଭୁବନେଶ୍ୱର : କୋଭିଡ୍‌ ମହାମାରୀ ସମୟରେ ୧ ଅପ୍ରେଲ ୨୦୨୦ରୁ ୧୫ ସେପେଫମ୍ବର ୨୦୨୧ ମଧ୍ୟରେ ପିତାମାତା କିମ୍ବା ପିତାମାତାଙ୍କ ମଧ୍ୟରୁ ଉପାର୍ଜନକାରୀ ଜଣଙ୍କୁ ହରାଇଥିବା ପିଲାଙ୍କୁ ୧୮ ବର୍ଷ ହେବା ପର୍ଯ୍ୟନ୍ତ ସେମାନଙ୍କ ଉପଯୁକ୍ତ ଶିକ୍ଷା ଏବଂ ସୁରକ୍ଷିତ ଭବିଷ୍ୟତ ନିମନ୍ତେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ‘ଆଶୀର୍ବାଦ’ ଯୋଜନାର ଘୋଷଣା କରିଥିଲେ । ଚଳିତ ନଭେମ୍ବର ୧୪ରୁ ୨୦ ତାରିଖ ପର୍ଯ୍ୟନ୍ତ ଶିଶୁ ଅଧିକାର ସପ୍ତାହ ପାଳନ ଅବସରରେ ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ଆଜି ‘ଆଶୀର୍ବାଦ’ ଯୋଜନାର...

More Time For Trinity Darshan

0

 In an aim to ensure hassle-free darshan of Lord Jagannath and his siblings for the devotees visiting the Puri temple from across the globe, the Shree Jagannatha Temple Administration (SJTA) has decided to open the temple for two hours more for the devotees. In an order, the SJTA Chief Administrator Dr Krishan Kumar, who is an ardent devotee of Lord...

ରନ୍ଧନଗ୍ୟାସ ଦରବୃଦ୍ଧି ବିରୁଦ୍ଧରେ ବିଜେଡିର ଆନ୍ଦୋଳନ ଡାକରା

0

ଭୁବନେଶ୍ୱର : ରନ୍ଧନ ଗ୍ୟାସ ଦରବୃଦ୍ଧି ବିରୁଦ୍ଧରେ ବିଜୁ ଜନତାଦଳର ତିନି ଶାଖା ମହିଳା, ଛାତ୍ର ଓ ଯୁବ ସଂଗଠନ ଆନ୍ଦୋଳନକୁ ଓହ୍ଲାଇବେ । ରନ୍ଧନଗ୍ୟାସର ଅହେତୁକ ଦର ବୃଦ୍ଧି ଏବଂ ଉଜ୍ୱଳା ଯୋଜନାର ବିଫଳତା ନେଇ ଦଳ ରାଷ୍ଟ୍ରପତିଙ୍କ ଦୃଷ୍ଟି ଆକର୍ଷଣ କରିବ । ଦଳର ବରିଷ୍ଠ ନେତ୍ରୀ ପ୍ରମିଲା ମଲ୍ଲିକ, ବିଧାୟକ ବ୍ୟୋମକେଶ ରାୟ, ପ୍ରଣମ ବଳବନ୍ତ ରାୟ ଏବଂ ଦେବୀ ରଞ୍ଜନ ତ୍ରିପାଠୀ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି । ବିଜେଡିର ଏହି ତିନି ନେତା...

Pollution Aggravates Pulmonary Ailments

0

Bhubaneswar: With Delhi facing an environmental emergency and possible lockdown, the limelight has shifted to chronic obstructive pulmonary disease (COPD) which has been on the rise mainly due to air pollution, experts said here on Wednesday. Clean air is the crying need almost everywhere as increasing number of COPD patients struggled to breathe and drastic steps were necessary to tackle...

୩୦ ସୁଦ୍ଧା ଇ-ସର୍ଭିସ ବୁକ୍‍ ଅପଡେଟ୍‍ କର

0

ଭୁବନେଶ୍ୱର : ନଭେମ୍ବର ମାସ ୩୦ ତାରିଖ ସୁଦ୍ଧା ସମସ୍ତ ସରକାରୀ କର୍ମଚାରୀମାନଙ୍କର ଇ-ସର୍ଭିସ ବୁକ୍‍ ସଦ୍ୟତନକରଣ ଶେଷ କରିବାକୁ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ସମସ୍ତ ବିଭାଗ ଏବଂ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ରାଜ୍ୟ ଲୋକସେବା ଭବନରୁ ଡିଜିଟାଲ୍ ମୋଡ୍ରେ ଅନୁଷ୍ଠିତ ଏକ ସମୀକ୍ଷା ବୈଠକରେ ଏହି କାର୍ଯ୍ୟର ଅଗ୍ରଗତି ବିଷୟ ଅନୁଧ୍ୟାନ କରି ସେ ଏହି ନିର୍ଦ୍ଦେଶ ଦେଇଛନ୍ତି । ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର କହିଥିଲେ ଯେ ଇ-ସର୍ଭିସ ବୁକ୍‍ ସରକାରୀ କର୍ମଚାରୀ ମାନଙ୍କ...

AMNS Partners FIH Odisha Hockey Men’s Jr World Cup

0

ArcelorMittal Nippon Steel India (AMNS India) – a joint venture between ArcelorMittal and Nippon Steel, and a leading steelmaker – on Wednesday announced as the Official Partner of the FIH Odisha Hockey Men's Junior World Cup Bhubaneswar 2021. The tournament will be held from November 24 to December 5, 2021 at the iconic Kalinga Hockey Stadium in Bhubaneswar. AMNS India has...