T-20 Intl’ Ticket Online Sale; From1 June
Cuttack: Pankaj Lochan Mohanty, President Odisha Cricket Association (OCA) said that as per the earlier shared schedule the online tickets for the upcoming 2nd T-20 International match in the Paytm Series India Vs South Africa scheduled on 12 June 2022 at the Barabati Stadium, Cuttack will be live for users in the online portal starting 11:00 AM on 1...
ଶ୍ରୀଲିଙ୍ଗରାଜ ମନ୍ଦିର ଅଧ୍ୟାଦେଶ ପାଇଁ କେନ୍ଦ୍ରକୁ ପତ୍ର
ଭୁବନେଶ୍ୱର : ଲିଙ୍ଗରାଜ ମନ୍ଦିରର ସୁପରିଚାଳନା ପାଇଁ ଓଡିଶା ସରକାର ଦେଇଥିବା ଶ୍ରୀ ଲିଙ୍ଗରାଜ ମନ୍ଦିର ଚିଠା ଅଧ୍ୟାଦେଶ ୨୦୨୦ କୁ ମଞ୍ଜୁର କରିବାପାଇଁ ରାଜ୍ୟ ସରକାର କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରାଳୟକୁ ଅନୁରୋଧ କରିଛନ୍ତି । ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଆଜି ଏ ସଂକ୍ରାନ୍ତରେ କେନ୍ଦ୍ର ସ୍ୱରାଷ୍ଟ୍ର ସଚିବଙ୍କୁ ପତ୍ର ଲେଖିଥିବା ଜଣାଯାଇଛି । ମୁଖ୍ୟ ସଚିବ ତାଙ୍କ ପତ୍ରରେ ଦର୍ଶାଇଛନ୍ତି ଯେ କେନ୍ଦ୍ର ସଂସ୍କୃତି ମନ୍ତ୍ରାଳୟ ଏବଂ ସ୍ୱରାଷ୍ଟ୍ର ମନ୍ତ୍ରାଳୟ ଅଧ୍ୟାଦେଶ ଉପରେ ଉଠାଇଥିବା ଆପତ୍ତିର ସ୍ପଷ୍ଟିକରଣ ଦିଆଯାଇଛି...
ଜଳ ସଂରଚନା ପ୍ରକଳ୍ପ ପ୍ରତି ପୌରସଂସ୍ଥା ଅନାଗ୍ରହୀ
ଭୁବନେଶ୍ୱର : ଭୂତଳ ଜଳ ସ୍ତର ରିଚାର୍ଜ ପାଇଁ ‘ମୁକ୍ତା’ ଯୋଜନାରେ ସହରାଞ୍ଚଳରେ ପ୍ରତିଷ୍ଠା ହେଉଥିବା ଜଳ ଅମଳ ସଂରଚନା ପ୍ରକଳ୍ପ ଲାଗି ପୌରସଂସ୍ଥାଗୁଡିକ ସେଭଳି ଆଗ୍ରହ ଦେଖାଉ ନାହାନ୍ତି । ଏହି ଯୋଜନାର ଦ୍ୱିତୀୟ ପର୍ଯ୍ୟାୟରେ ଯେତିକି ଲକ୍ଷ୍ୟ ଧାର୍ଯ୍ୟ ହେଉଛି ତାହା ପୂରଣ କ୍ଷେତ୍ରରେ ଅତ୍ୟନ୍ତ ନୈରାଶ୍ୟଜନକ ପ୍ରଦର୍ଶନ କରୁଛନ୍ତି । ମିଳିଥିବା ସୂଚନା ଅନୁଯାୟୀ ‘କ୍ୟାଚ୍ ଦି ରେନ୍’ର ପ୍ରଥମ ପର୍ଯ୍ୟାୟରେ ସଫଳତା ମିଳିବା ପରେ ଦ୍ୱିତୀୟ ପର୍ଯ୍ୟାୟ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଥିଲା । ଏଥିପାଇଁ ବିଭିନ୍ନ ପୌରସଂସ୍ଥାଗୁଡିକ...
ଗଛ କଟା ବିରୁଦ୍ଧରେ ଗଣଧାରଣା
ଭୂବନେଶ୍ୱର : ବିଧାୟକ ମାନଙ୍କ ପାଇଁ ନୂଆ ଆବାସ ପାଇଁ ସଂପ୍ରତି ଏମ୍.ଏଲ୍.ଏ. କଲୋନୀରେ ନିର୍ମମ ଗଛ କଟା ବିରୁଦ୍ଧରେ ମହାନଦୀ ବଂଚାଅ ଆନ୍ଦୋଳନ ପକ୍ଷରୁ ଆଜି ଗଣ ଧାରଣା ଅନୁଷ୍ଠିତ ହୋଇ ଯାଇଛି । ଏହି ଗଣ ଧାରଣାରେ ଭୂବନେଶ୍ୱର ବହୁ ବିଶିଷ୍ଟ ବ୍ୟକ୍ତିମାନେ ଯୋଗ ଦେଇ ବେଧଡ୍କ ଗଛ କଟାକୁ ସରକାରଙ୍କର ଅପରିଣାଦର୍ଶୀ ଦୃଷ୍ଟିଭଂଗୀ ବୋଲି କହିବା ସହିତ ତୁରନ୍ତ ଗଛ କଟାକୁ ବନ୍ଦ କରିବା ପାଇଁ ଦାବୀ କରିଥିଲେ । ମହାନଦୀ ବଂଚାଅ ଆନ୍ଦୋଳନର ଆବାହକ ଶ୍ରୀ ସୁଦର୍ଶନ ଦାସଙ୍କ...
ପ୍ରଫେସର ସଂଘମିତ୍ରା ମିଶ୍ର ସମ୍ ହସ୍ପିଟାଲର ନୂତନ ଡିନ
ଭୁବନେଶ୍ୱର : ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନଷ୍ଟିଚ୍ୟୁଟ୍ ଅଫ ମେଡିକାଲ ସାଇନସେସ ଆଣ୍ଡ ସମ୍ ହସ୍ପିଟାଲର ନୂତନ ଡିନ ହେଲେ ପ୍ରଫେସର (ଡ଼.) ସଂଘମିତ୍ରା ମିଶ୍ର । ପ୍ରଫେସର ମିଶ୍ର ବୁଧବାର ଦାଇତ୍ୱ ଗ୍ରହଣ କରିବେ । ବର୍ତମାନ ସମ୍ ହସ୍ପିଟାଲର କ୍ରିଟିକାଲ କେୟାର ମେଡିସିନ ବିଭାଗର ପ୍ରଫେସର ଓ ମୁଖ୍ୟ ଭାବେ କାର୍ଯ୍ୟ କରୁଥିବା ପ୍ରଫେସର (ଡ.) ମିଶ୍ର ବର୍ତମାନ ଡିନ ଥିବା ପ୍ରଫେସର (ଡ) ଗଙ୍ଗାଧର ସାହୁଙ୍କ ସ୍ଥାନରେ ଯୋଗ ଦେବେ । ସ୍ତ୍ରୀ ରୋଗ ବିଶେଷଜ୍ଞ ପ୍ରଫେସର (ଡ)...
ତମାଖୁ ମୁକ୍ତ ଓଡିଶା ପାଇଁ ସମସ୍ତଙ୍କ ସହଯୋଗ ଆବଶ୍ୟକ
ଭୁବନେଶ୍ୱର : ତମାଖୁ ମୁକ୍ତ ଓଡିଶା ତଥା ଦେଶ ଗଠନ ପାଇଁ ସମସ୍ତେ ମିଳିମିଶି କାର୍ଯ୍ୟ କରିବା ଆବଶ୍ୟକ । ବ୍ୟାପକ ଜନସଚତନତା ସହିତ ତମାଖୁ ନିୟନ୍ତ୍ରଣ ପାଇଁ ଥିବା କୋଟ୍ପା ଆଇନ୍ ଯେଭଳି କଡାକଡି ଭାବେ କାର୍ଯ୍ୟକାରୀ ହେବ ସେଥିପାଇଁ ସବୁ ସ୍ତରରେ ଉଦ୍ୟମ କରିବାକୁ ମତପ୍ରକାଶ ପାଇଛି । ‘ନୋ ଟବାକୋ’ ଦିବସ ଅବସରରେ ରାଜ୍ୟର ଅଗ୍ରଣୀ ସ୍ୱେଚ୍ଛାସେବୀ ସଂସ୍ଥା ପିପୁଲସ କଲଚରାଣ ସେଣ୍ଟର (ପିକକ), ଇକୋସେଭର ୟୁଥ୍ ନେଟୱାର୍କ ଓଡିଶା, କୋଆଲିସନ ଫର ଟବାକୋ ଫ୍ରି ଓଡିଶା ପକ୍ଷରୁ ଆୟୋଜିତ...
SOA Tops Varsities
Bhubaneswar: Siksha ‘O’ Anusandhan (SOA) Deemed to be University here has been chosen to be the top university in Odisha and 20th in the country in the India Private Universities Rankings 2022-23 conducted by Education World magazine. SOA’s Officer-on-Special Duty Mr. Pritam Nayak received the award from GrayQuest Finance Founder Mr. Rishab Mehta at a special function held at New...
ଘରୋଇ ବିଶ୍ୱବିଦ୍ୟାଳୟ ରାଙ୍କିଙ୍ଗ୍ରେ ସୋଆ ଏକ ନମ୍ବର
ଭୁବନେଶ୍ୱର : ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଓଡ଼ିଶାର ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟ । ଇଂରାଜୀ ପତ୍ରିକା “ଏଜୁକେସନ୍ ୱାର୍ଲ୍ଡ” ପକ୍ଷରୁ ଆୟୋଜିତ ଇଣ୍ଡିଆ ପ୍ରାଇଭେଟ୍ ୟୁନିଭର୍ସିଟିଜ୍ ରାଙ୍କିଙ୍ଗ୍ ୨୦୨୨-୨୩ ରେ ଓଡ଼ିଶାରେ ଏକ ନମ୍ବର ସ୍ଥାନ ହାସଲ କରିଛି ସୋଆ । ଏ ନେଇ ଶନିବାର ଏଜୁକେସନ୍ ୱାର୍ଲ୍ଡ ପକ୍ଷରୁ ନୂଆଦିଲ୍ଲୀରେ ଆୟୋଜିତ ସ୍ୱତନ୍ତ୍ର ଉତ୍ସବରେ ସୋଆକୁ ସମ୍ବର୍ଦ୍ଧିତ କରାଯାଇଛି । ନୂଆଦିଲ୍ଲୀ (ଏନ୍ସିଆର୍) ସ୍ଥିତ ଏକ ପଂଚତାରକା ହୋଟେଲ୍ରେ ଅନୁଷ୍ଠିତ ଏହି ଉତ୍ସବରେ ସୋଆର ଅଫିସର୍ ଅନ୍ ସ୍ପେଶାଲ୍ ଡ୍ୟୁଟି ଶ୍ରୀ ପ୍ରୀତମ...
୪ବିଜେଡି ପ୍ରାର୍ଥୀଙ୍କ ନାମାଙ୍କନପତ୍ର ଦାଖଲ
ଭୁବନେଶ୍ୱର: ଶାସକ ବିଜୁ ଜନତା ଦଳ (ବିଜେଡି) ର ଚାରିଜଣ ପ୍ରାର୍ଥୀ ଯଥାକ୍ରମେ ଜୁନ୍ ୧୦ ଏବଂ ୧୩ ରେ ଧାର୍ଯ୍ୟ ହୋଇଥିବା ରାଜ୍ୟସଭାକୁ ର୍ନିବାଚିତ ପାଇଁ ନାମାଙ୍କନପତ୍ର ଦାଖଲ କରିଛନ୍ତି । ବିଜେଡି ମୁଖପାତ୍ର ସୁଲତା ଦେଓ, ରାଜ୍ୟ ସରକାରଙ୍କ ଗଣମାଧ୍ୟମ ପରାମର୍ଶଦାତା ମାନସ ମଙ୍ଗରାଜ ତଥା ବର୍ତ୍ତମାନର ରାଜ୍ୟସଭା ସଦସ୍ୟ ଡକ୍ଟର ସସ୍ମିତ ପାତ୍ର ପୂର୍ଣ୍ଣକାଳୀନ ରାଜ୍ୟସଭା ପାଇଁ ନାମାଙ୍କନ ଦାଖଲ କରିଥିବାବେଳେ ନିକଟରେ ବିଜେଡିରେ ଯୋଗ ଦେଇଥିବା ଆଦିବାସୀ ନେତା ନିରଂଜନ ବିଶି ରାଜ୍ୟସଭା ନିର୍ବାଚନ ପାଇଁ ନିଜର କାଗଜପତ୍ର...
DGFT Orders Document Check
New Delhi: The Directorate General of Foreign Trade has directed Regional Authorities to physically verify all documents of applicants for export of wheat before issuing Registration Certificates (RCs). Santosh Sarangi, DGFT has issued orders to ensure that the exporters are not issued RCs based on improper documents. In order to plug the loophole, it has been decided that Regional Authorites...









