ବିଜେଡ଼ି କାର୍ଯ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ
ଭୁବନେଶ୍ୱର : ପବିତ୍ର ରଥଯାତ୍ରାରେ ମାନ୍ୟବର ମୁଖ୍ୟମନ୍ତ୍ରୀ ତଥା ଦଳର ସଭାପତି ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ନୂତନ କାର୍ଯ୍ୟାଳୟ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ବର୍ତ୍ତମାନ ଥିବା ଦଳର ରାଜ୍ୟ କାର୍ଯ୍ୟାଳୟ ପରିସରକୁ ଲାଗି ଏହି ନୂତନ ସୌଧ ନିର୍ମାଣ କରାଯିବ । ଏହି କାର୍ଯ୍ୟାଳୟରେ ଓଡ଼ିଶାବାସୀଙ୍କ ସେବା ପାଇଁ ବିଭିନ୍ନ ଶାଖା କାର୍ଯ୍ୟକ୍ଷମ ହେବା ସହିତ ରକ୍ତଦାନ ଏବଂ ଅନ୍ୟାନ୍ୟ ସାମାଜିକ କଲ୍ୟାଣ କାର୍ଯ୍ୟକ୍ରମ ଚାଲୁ ରହିବ । ଏହା କେବଳ ଦଳୀୟ କାର୍ଯ୍ୟାଳୟ ହେବ ନାହିଁ, ବରଂ ଏହା ଓଡ଼ିଶାର...
ଦୁଇ ହଜାର ତଳେ କରୋନା
ଭୁବନେଶ୍ୱର : ଦୁଇ ମାସ ପରେ ରାଜ୍ୟରେ ଦୈନିକ କରୋନା ସଂକ୍ରମଣ ୨ହଜାର ତଳକୁ ଖସିଛି । ଗତ ୨୪ଘଣ୍ଟାରେ ରାଜ୍ୟରେ ୧୯୯୩ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଥିବା ସରକାରୀ ଭାବେ ଦର୍ଶାଯାଇଛି । ଏହାକୁ ମିଶାଇ ରାଜ୍ୟରେ କରୋନା ସଂକ୍ରମଣ ସଂଖ୍ୟା ମୋଟ୍ ୯,୪୧,୭୪୫ରେ ପହଞ୍ଚିଛି । ଚିହ୍ନଟ ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ଖୋରଧାରୁ ସର୍ବାଧିକ ୩୩୨ଜଣ ଥିବାବେଳେ କଟକରୁ ୨୯୭, ବାଲେଶ୍ୱରରୁ ୧୮୧, ପୁରୀରୁ ୧୪୪, ଯାଜପୁରରୁ ୧୪୧, ମୟୁରଭଞ୍ଜରୁ ୧୧୦ଜଣ ଚିହ୍ନଟ ହୋଇଛନ୍ତି । ଅନ୍ୟ ସମସ୍ତ ଜିଲ୍ଲାରେ ନୂଆ...
Leaders Greet On Rath Jatra
On the occasion of Rath Jatra 2021, President Ram Nath Kovind, Vice President M Venkaiah Naidu, Prime Minister Narendra Modi, Chief Minister Naveen Patnaik and many dignitaries on Monday greeted people and prayed for the good health of everyone. Taking to microblogging site twitter, President Ram Nath Kovind wished for the happiness and good health of the people of the...
Count Down Begins For Jatra
Puri: As the countdown begins for the second consecutive devotees less Ratha Jatra of Lord Jagannath, the three gigantic chariots were pulled to the Lion’s Gate (Singhadwara) of Srimandir after the ‘Agyan Mala’ (order from the Lord) reached Ratha Khala. The Shree Jagannath Temple Administration (SJTA) Chief Administrator Krishan Kumar said only servitors will be allowed to pull the chariots...
NPA Rise Worry Bankers
Bhubaneswar: Banking sector officials are a worried lot due to the alarming rate of increase in non-performing assets (NPA) in the State. The NPAs have risen to about Rs 1000 crore within three months as far as Odisha is concerned. While the total NPA, as on December 31, 2020 was Rs.10,199.77 crore, it went up to Rs.11,339.37 crore by March 31,2021,...
୧୧ହଜାର କୋଟିର ଋଣ ବୁଡିବା ଆଶଙ୍କା
ଭୁବନେଶ୍ୱର : ରାଜ୍ୟରେ ପ୍ରାୟ ୧୧ହଜାର କୋଟି ଟଙ୍କାର ଋଣ ବୁଡିବା ଆଶଙ୍କା ଉପୁଜିଛି । ଏଥିନେଇ ବ୍ୟବସାୟିକ ବ୍ୟାଙ୍କ୍ମାନେ ଉଦ୍ବିଗ୍ନ । କରୋନା ମହାମାରୀ ସମୟରେ ଋଣ ନେଇ ପରିଶୋଧ କରୁନଥିବା ଲୋକଙ୍କ ସଂଖ୍ୟା ଦ୍ରୁତ ବେଗରେ ବୃଦ୍ଧି ପାଇବାରେ ଲାଗିଛି । ଉଦାହରଣ ସ୍ୱରୂପ ୨୦୨୦ ଡିସେମ୍ବର ୩୧ରେ ରାଜ୍ୟରେ ନନ୍ ପରଫରମିଂ ଆସେଟ (ଏନ୍ପିଏ)ର ପରିମାଣ ୧୦,୧୯୯.୭୭ କୋଟି ଟଙ୍କା ଥିବାବେଳେ ୩୧ମାର୍ଚ୍ଚ ୨୦୨୧ ବେଳକୁ ଏହା ୧୧,୩୩୯.୩୭ କୋଟି ଟଙ୍କାରେ ପହଞ୍ଚିଗଲା । ତେଣୁ ମାତ୍ର ୩ମାସ ମଧ୍ୟରେ...
ମଧୁ ସ୍ମାରକୀରୁ ଉଦଘାଟନ ପୂର୍ବରୁ ପାଣି ଗଳିଲାଣି
ଭୁବନେଶ୍ୱର : ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ସ୍ମୃତିରକ୍ଷା ଉଦ୍ଦେଶ୍ୟରେ ତାଙ୍କ ଜନ୍ମପୀଠ ସତ୍ୟଭାମାପୁର ଠାରେ ପର୍ଯ୍ୟଟନ ବିଭାଗ ନିର୍ମାଣ କରିଥିବା ସ୍ମାରକୀ ଗୃହ ଛାତରୁ ଉଦଘାଟନ ପୂର୍ବରୁ ପାଣି ଗଳିଲାଣି । ସ୍ଥାନୀୟ ଲୋକେ କହୁଛନ୍ତି ଏହି କାମରେ ରାଜ୍ୟ ସରକାରଙ୍କର ପ୍ରାୟ ୨କୋଟି ଟଙ୍କା ପାଣିରେ ପଡିଛି । ଦୀର୍ଘବର୍ଷ ଧରି ସତ୍ୟଭାମାପୁର ଠାରେ ମଧୁସ୍ମୃତି ସଂଗ୍ରହାଳୟ ନିର୍ମାଣ ପାଇଁ ଦାବିହୋଇ ଆସୁଥିଲା । ନିଜେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସେଥିପ୍ରତି ଆଗ୍ରହ ପ୍ରକାଶ କରିବାରେ ପର୍ଯ୍ୟଟନବିଭାଗ ଏଠାରେ ସ୍ମାରକୀ ନିର୍ମାଣ...
ତିନି ଦିନ ବର୍ଷିବ
ଭୁବନେଶ୍ୱର: ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ରବିବାର ଦିନ ବଙ୍ଗୋପସାଗର ଉପରେ ଏକ ଲଘୁଚାପ ବଳୟ ସୃଷ୍ଟି ହୋଇଥିବା କହିଛି । ଏହାର ପ୍ରଭାବରେ ରାଜ୍ୟରେ ମୌସୁମୀ ସକ୍ରିୟ ହେବା ସହିତ ବର୍ଷା ହେବ । ଆଇଏମଡି କହିଛି ଯେ ପଶ୍ଚିମ କେନ୍ଦ୍ରୀୟ ଏବଂ ବଙ୍ଗୋପସାଗରର ଉତ୍ତର ପଶ୍ଚିମ ଆନ୍ଧ୍ରପ୍ରଦେଶ-ଦକ୍ଷିଣ ଓଡ଼ିଶା ଉପକୂଳରେ ଲଘୁଚାପ ବଳୟ ସୃଷ୍ଟି ହୋଇଛି । ଲଘୁଚାପ ଆସନ୍ତା ତିନି ଦିନ ମଧ୍ୟରେ ରାଜ୍ୟରେ ବର୍ଷା କରିବ ବୋଲି ବୋଲି ଭୁବନେଶ୍ୱର ପାଣିପାଗ କେନ୍ଦ୍ରର ଅଧିକାରୀମାନେ କହିଛନ୍ତି । ଦକ୍ଷିଣ ଓଡ଼ିଶାର ଜିଲ୍ଲା...
IMD Signals 3 Days Rainfall
Bhubaneswar: The India Meteorological Department (IMD) on Sunday said a low pressure area formed on Sunday morning over Bay of Bengal. Under its influence, monsoon activity will resume in the State. “The low pressure has been formed over west central and adjoining Northwest Bay of Bengal off north Andhra Pradesh-south Odisha coasts with the associated cyclonic circulation extending upto mid-tropospheric...