ବାଚସ୍ପତି ନିରପେକ୍ଷ ହେଲେ ବିଜେପି ସହଯୋଗ କରିବ

0

ଭୁବନେଶ୍ୱର : ବିଧାନସଭା ସୁରୁଖୁରୁରେ ଚାଲିବାପାଇଁ ମୁଖ୍ୟ ବିରୋଧିଦଳ ବିଜେପି ଏବେ ବାଚସ୍ପତିଙ୍କ କୋର୍ଟକୁ ବଲ ଫିଙ୍ଗିଛି । ବାଚସ୍ପତି ନିରପେକ୍ଷ ଆଚରଣ କଲେ ସୁରୁଖୁରୁରେ ଚଳାଇବାରେ ଦଳ ସହଯୋଗ କରିବ ବୋଲି ଆଜି ଅନୁଷ୍ଠିତ ବିଧାୟକଦଳ ବୈଠକ ପରେ ବିଜେପି ପକ୍ଷରୁ ସୂଚନା ଦିଆଯାଇଛି । ଦଳ ପକ୍ଷରୁ କୁହାଯାଇଛି ଯେ ଆସନ୍ତା କାଲିଠୁ ଆରମ୍ଭ ହେବାକୁ ଥିବା ବିଧାନସଭା ଶୀତକାଳିନ ଅଧିବେସନରେ ରାଜ୍ୟର ସାଂପ୍ରତିକ ପରିସ୍ଥିତି ସମେତ କିଛି ମୁଖ୍ୟ ପ୍ରସଙ୍ଗକୁ ନେଇ ବିଜେପି ଆଲୋଚନା କରିବ । ଏଥି ସହିତ...

ସମଗ୍ର ଉପକୂଳରେ ବର୍ଷିବ

0

ଭୁବନେଶ୍ୱର : ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟ ଲଘୁଚାପ ଅବପାତର ରୂପନେଇ ଓଡିଶା-ଆନ୍ଧ୍ର ଉପକୂଳ ଆଡେ ମୁହାଁଇବାର ସମ୍ଭାବନା ରହିଥିବାବେଳେ ଏହା ସମସ୍ତ ଉପକୂଳ ଜିଲ୍ଲାରେ ବର୍ଷିକ । ଆଜି ଏହି ସୂଚନା ଦେଇଛନ୍ତି ଭାରତୀୟ ପାଣି ପାଗ ବିଭାଗ (ଆଇଏମ୍‍ଡି)ର ମହାନିର୍ଦ୍ଦେଶକ ଡକ୍ଟର ମୃତ୍ୟୁଞ୍ଜୟ ମହାପାତ୍ର । ସମ୍ଭାବ୍ୟ ବାତ୍ୟା ସଂକ୍ରାନ୍ତରେ ସୂଚନା ଦେଇ ଡକ୍ଟର ମହାପାତ୍ର କହିଛନ୍ତି ଯେ ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟ ଲଘୁଚାପଟି ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ଗତି କରି ୨ ତାରିଖରେ ଅବପାତର ରୂପ ନେବ ।...

ମାନବିକ ଆଚରଣ ଆତଙ୍କବାଦୀକୁ ପରିବର୍ତନ କରିପାରେ

0

ଭୁବନେଶ୍ୱର : ମାନବିକ ଆଚରଣ ମନୁଷ୍ୟର ହୃଦୟକୁ ପରିବର୍ତନ କରିବା ନିମନ୍ତେ ଏକ ଶାଣିତ ଅସ୍ତ୍ର । ଏହା ଜଣେ ଆତଙ୍କବାଦୀଙ୍କୁ ମଧ୍ୟ ପରିବର୍ତନ କରିବାକୁ ସମର୍ଥ । ପାକିସ୍ତାନରେ ଦୁଇବର୍ଷ ତାଲିମ ପାଇବା ପରେ କାଶ୍ମୀରର ଜଣେ ଯୁବକ ଆତଙ୍କବାଦୀ ସଂଗଠନ ହୁଜିରେ ଯୋଗ ଦେଇଥିଲେ । ଅବିଶ୍ୱାସ୍ୟ ମନେ ହେଲେ ମଧ୍ୟ ୨୦୦୧ ଡିସେମ୍ବର ମାସରେ ସେନାବାହିନୀ ଦ୍ୱାରା ଅନନ୍ତନାଗ ଜିଲ୍ଲାରେ ଧରା ପଡ଼ିଥିବା ଏହି ଯୁବକ ଆଜି ସ୍ଥଳବାହିନୀରେ ହାବିଲଦାର ଭାବେ କାର୍ଯ୍ୟ କରୁଛନ୍ତି । ଏହି ବିଷୟ ବର୍ଣ୍ଣନା କରିଛନ୍ତି...

Odisha Gets 6430 CR GST Shortfall

0

New Delhi: The Government of India has released Rs 6430 crore to Odisha Government as back-to-back loan to help the State to meet the resource gap due to shortfall in release of GST compensation. Minister of State (MoS), Ministry of Finance, Pankaj Chaudhary in a written reply informed to the Lok Sabha on Monday. As per decision in 43rd GST Council...

ଓଡିଶାକୁ ମିଳିଲା ୬୪୩୦ କୋଟିର ଋଣ

0

ଭୁବନେଶ୍ୱର : ଜିଏସ୍‍ଟି କ୍ଷତିପୂରଣ ବାବଦରେ କମ୍‍ ଅର୍ଥ ମିଳୁଥିବାବେଳେ ଏ ବାବଦୀୟ ଅଭାବ ଦୂର ପାଇଁ କେନ୍ଦ୍ର ସରକାର ଓଡିଶାକୁ ୬୪୩୦ କୋଟି ଟଙ୍କାର ଋଣ ମଞ୍ଜୁର କରିଛନ୍ତି । କେନ୍ଦ୍ର ଅର୍ଥ ରାଷ୍ଟ୍ରମନ୍ତ୍ରୀ ପଙ୍କଜ ଚୌଧୁରୀ ଆଜି ଲୋକସଭାରେ ଏହି ସୂଚନା ଦେଇଛନ୍ତି । ଜିଏସ୍‍ଟି କାଉନସିଲର ୪୩ତମ ବୈଠକର ନିଷ୍ପତ୍ତି ଅନୁଯାୟୀ କେନ୍ଦ୍ର ସରକାର ବଜାରରୁ ୧.୫୯ କୋଟି ଟଙ୍କାର ଋଣ ଉଠାଣ କରିଥିବାବେଳେ ଏହାକୁ ୨୬ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ଋଣ ଆକାରରେ ଯୋଗାଇ ଦେଇଛନ୍ତି ।...

Advance Facility For Employees

0

Bhubaneswar: The State Government has decided to provide Long Term Advances for construction of houses and buying motor vehicles to the Government employees covered under National Pension Scheme (NPS). Vishal Kumar Dev, Principal Secretary Finance has issued an Office Memorandum to this effect on Monday.    “After careful consideration, Government have been pleased to extend the facility of Long Term Advances...

ସରକାରୀ କର୍ମଚାରୀଙ୍କ ପାଇଁ ନୂଆ ଋଣ ସୁବିଧା

0

ଭୁବନେଶ୍ୱର : ଘର ତିଆରି ଓ ଗାଡି ମୋଟର କିଣିବାପାଇଁ ସରକାରୀ କର୍ମଚାରୀମାନେ ଏଣିକି ସହଜରେ ଋଣ ପାଇ ପାରିବେ । ଏଥିପାଇଁ ସେମାନଙ୍କୁ ସରକାର କମ୍‍ ସୁଧରେ ଦୀର୍ଘମିଆଦୀ ଋଣ ଯୋଗାଇଦେବେ । ପୁରୁଣା ପେନ୍‍ସନ ଯୋଜନାରେ ଅର୍ନ୍ତଭୁକ୍ତ ଥିବା କର୍ମଚାରୀମାନେ ପୂର୍ବରୁ ଏହି ଋଣ ପାଉଥିଲେ ମଧ୍ୟ ୨୦୦୫ରେ ରାଜ୍ୟ ସରକାର ନୂଆ ପେନ୍‍ସନ ଯୋଜନା ଲାଗୁ କରିବାପରେ ଯେଉଁମାନେ ସରକାରୀ ଚାକିରିରେ ନିଯୁକ୍ତି ପାଇଲେ ସେମାନଙ୍କୁ ଘରତିଆରି ଓ ଗାଡି କିଣା ପାଇଁ ରାଜ୍ୟ ସରକାର ଋଣ ଦେଉନଥିଲେ ।...

Officials For Hockey Men’s WC 2023

0

Bhubaneswar: The International Hockey Federation (FIH), world governing body for hockey, has appointed officials in various capacities for the FIH Odisha Hockey Men’s World Cup 2023 Bhubaneswar – Rourkela. The FIH announced its decision on Monday. Hockey India congratulated Sonia Bathla, Col (Dr) Bibhu Kalyan Nayak, Raghu Prasad, and Javed Shaikh on being appointed as the officials in various capacities...

BJP Walks Out Of All Party Meet

0

Opposition BJP on Monday walked out the all-party meeting convened here by Speaker Surjya Narayan Patro protesting denial of permission to allow two other MLAs to participate in place of the Leader of Opposition Pradeep Kumar Naik, who is yet to fully recover from COVID-19. Alleging that the BJP was not being properly treated as the state’s principal opposition party...

ଦେବାଶିଷ ପାଣିଗ୍ରାହୀଙ୍କ ନାମରେ ଭିଜିଲାନ୍ସ୍ ଏକାଡେମୀ ଅଡିଟୋରିଅମ

0

ଭୁବନେଶ୍ୱର : ରାଜ୍ୟରେ କାର୍ଯ୍ୟରତ ଥିବା ମୁଖ୍ୟ ଭିଜିଲାନ୍ସ୍ ଅଧିକାରୀମାନଙ୍କର ସମ୍ମେଳନ ଆଜି ରାଜ୍ୟ ଭିଜିଲାନ୍ସ୍ ଏକାଡେମୀଠାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର ଏକାଡେମୀର ପ୍ରେକ୍ଷାଳୟ (ଅଡିଟୋରିଅମ୍)କୁ ପୂର୍ବତନ ଭିଜିଲାନ୍ସ୍ ଡାଇରେକ୍ଟର ସ୍ୱର୍ଗତଃ ଦେବାଶିଷ୍ ପାଣିଗ୍ରାହୀଙ୍କ ନାମରେ ନାମିତ କରିବା ସହ ସମ୍ମେଳନର ଉଦ୍ଘାଟନ କରିଥିଲେ । ପରେ ପରେ ମୁଖ୍ୟ ଶାସନ ସଚିବ ସ୍ୱର୍ଗତଃ ପାଣିଗ୍ରାହୀଙ୍କର ଉକୃଷ୍ଟସେବା ପାଇଁ ସମ୍ମାନପତ୍ର ଓ ସ୍ମାରକୀ ପ୍ରଦାନ କରିଥିଲେ ।...