Steel Hub With Rungta Push
Dhenkanal: Chief Minister Naveen Patnaik on Wednesday said that the goal of his government was to invest in Dhenkanal's mineral resources and make it an industrially prosperous district. The proposed steel plant project is an important step in this direction, he said responding to a ovation by the people from the district. The Chief Minister said that when he took office...
ପଶୁସମ୍ପଦ ପ୍ୟାକେଜରେ ଓଡିଶା ଲାଭବାନ
ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆର୍ôଥକ ବ୍ୟାପାର ସଂକ୍ରାନ୍ତ କମିଟି(ସିସିଇଏ)ରେ ପଶୁ ପାଳନ କ୍ଷେତ୍ର ସହ ଜଡ଼ିତ ଥିବା ଓଡିଶା ସମେତ ଦେଶର ୧୦ କୋଟି ଚାଷୀଙ୍କ ପାଇଁ ୯ ହଜାର ୮୦୦ କୋଟି ଟଙ୍କାର ସ୍ୱତନ୍ତ୍ର ପଶୁସମ୍ପଦ ପ୍ୟାକେଜକୁ ମଞ୍ଜୁରି ଦେଇଥିବାରୁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ୨୦୨୧-୨୨ ଆର୍ôଥକ ବର୍ଷରେ ଆରମ୍ଭ ହେବାକୁ ଥିବା ଏହି ଯୋଜନାରେ ପଶୁ ପାଳନ ଏବଂ ଦୁଗ୍ଧ ବିଭାଗ ଅନ୍ତର୍ଭୃକ୍ତ ଯୋଜନାରେ ଆଗାମୀ ୫ ବର୍ଷରେ ୫୪...
Cancer Care Gets Boost
Bhubaneswar: Chief Minister Naveen Patnaik on Wednesday said that his government is upgrading facilities for treatment of cancer in the State. As a result the people of the State need not go outside seeking better treatment facilities of Cancer, he said dedicating MRI and CT Scan services at Acharya Harihar Post Graduate Institute of Cancer in Cuttack on the virtual...
ତୈଳ ଦରବୃଦ୍ଧି ପ୍ରତିବାଦରେ ସାଇକେଲ୍ ଶୋଭାଯାତ୍ରା
ଭୁବନେଶ୍ୱର : ତୈଳ ଦରବୃଦ୍ଧି ପ୍ରତିବାଦରେ ରାଜ୍ୟ କଂଗ୍ରେସ ପକ୍ଷରୁ ଜୁଲାଇ ୭ ରୁ ଜୁଲାଇ ୧୭ ପର୍ଯ୍ୟନ୍ତ ବିଭିନ୍ନ ପର୍ଯ୍ୟାୟରେ ଆନ୍ଦୋଳନ ଜାରି ରହିଛି । ଆଜି ଏହି ଆନ୍ଦୋଳନର ଅଂଶବିଶେଷ ସ୍ୱରୂପ ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ନେତୃତ୍ୱରେ ରାଜଧାନୀରେ ଏକ ସାଇକେଲ୍ ଶୋଭାଯାତ୍ରା ସହର ପରିକ୍ରମା କରିଥିଲା । ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦରର ବ୍ୟାରେଲ୍ ପିଛା ଦର କମୁଥିବା ବେଳେ ଭାରତରେ ପେଟ୍ରୋଲ୍, ଡିଜେଲ୍ ଦର କ୍ରମାଗତ ଭାବେ ବୃଦ୍ଧି ପାଇବା ମୋଦି ସରକାରର ଆଚ୍ଛେଦିନର...
ମହଙ୍ଗା ପଡିଲା ବିନା ଲାଇସେନ୍ସରେ ଗାଡି ବିକ୍ରି
ଭୁବନେଶ୍ୱର : ବିନା ଟ୍ରେଡ ଲାଇସେନ୍ସରେ ନୂଆ ଦୁଇ ଚକିଆ ଗାଡି ବିକ୍ରିକରୁଥିବା ନାଚୁଣିର ଜଣେ ବ୍ୟବସାୟୀଙ୍କୁ ମହଙ୍ଗା ପଡିଛି । ଭୁବନେଶ୍ୱର ଏକ ନମ୍ବର ଆଞ୍ଚଳିକ ପରିବହନ କର୍ତ୍ତୃପକ୍ଷ ଚଢଉ କରି ଗାଡିଗୁଡିକ ଜବତ କରିବା ସହିତ ପ୍ରାୟ ଦେଢ ଲକ୍ଷ ଟଙ୍କା ଜୋରିମାନା ଆଦାୟ କରିଛନ୍ତି । ମିଳିଥିବା ସୂଚନା ଅନୁଯାୟୀ ଭୁବନେଶ୍ୱରର ରୋହନ ମୋଟର୍ସ ଠାରୁ ଦୁଇ ଚକିଆ ହିରୋହୋଣ୍ଡା ଗାଡି ନେଇ ନାଚୁଣିର ଜଣେ ବ୍ୟବସାୟୀ ନିଜ ଅଞ୍ଚଳରେ ବିକ୍ରି କରୁଥିଲେ । ଗାଡି ନାଚୁଣିରେ ବିକ୍ରି ହେଉଥିଲେ...
HC Opens Telegram Channel
Cuttack: To ensure ease and convenience for the Advocates and litigant members of the public in accessing Court related information through use of Information and Communication Technology, a supplementary platform for instantaneous information sharing-- an official Telegram channel of the High Court of Orissa- has been created. Through this channel it is aimed to provide Advocates, litigants and members of...
ବଢିଲା ମହଙ୍ଗା ଭତ୍ତା
ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ସମିତି ଆଜି କେନ୍ଦ୍ର ସରକାରୀ କର୍ମଚାରୀଙ୍କୁ ଦିଆଯାଉଥିବା ମହଙ୍ଗା ଭତ୍ତା (ଡିଏ) ଓ ପେନସନଭୋଗୀଙ୍କ ପାଇଁ ମହଙ୍ଗା ସହାୟତା (ଡିଆର)କୁ ବୃଦ୍ଧି କରିଛନ୍ତି। ମୂଳ ଦରମା/ପେନସନରେ ଡିଏ/ଡିଆର ପରିମାଣକୁ ପୂର୍ବ ହାର 17%ରୁ ବୃଦ୍ଧି କରି 28% କରି ଦିଆଯାଇଛି, ଅର୍ଥାତ୍ ଏଥିରେ 11% ବୃଦ୍ଧି ହୋଇଛି। ଏହି ବୃଦ୍ଧି 01.07.2021 ଠାରୁ ଲାଗୁ ହେବ। କୋଭିଡ-19 ମହାମାରୀ କାରଣରୁ ଦେଖାଦେଇଥିବା ଅଭୂତପୂର୍ବ ପରିସ୍ଥିତି କାରଣରୁ କେନ୍ଦ୍ର ସରକାରୀ କର୍ମଚାରୀଙ୍କୁ ଦିଆଯାଉଥିବା ମହଙ୍ଗା...
Center Sets Grievance Redressal Mechanism
Bhubaneswar: Grievance redressal mechanism is the core of the Digital Media Ethics Code-2021 and has been framed as a citizen centric regulation for the benefit of the common man, said Vikram Sahay, Joint Secretary, Ministry of Information and Broadcasting. He was addressing a virtual workshop today with the representatives of media, academicians, researchers and the students of Journalism from Odisha,...
Adapa Abhada For Servitors
Puri: The Shree Jagannath Temple Administration (SJTA) has made all necessary arrangements for the smooth serving of Adapa Abhada of Lord Jagannath and his siblings to the devotees. Since devotees eagerly wait to feast on Adapa Abhada every year, the Temple Administration has made arrangements with Suar and Mahasuar servitors to ensure the availability of Adapa Abhada for devotees on...
City Police Cracks Down Drug Case
Bhubaneswar: Cracking down a major drug case, the Bhubaneswar-Cuttack Police Commissionerate on Wednesday seized 550 gram of brown sugar and Rs 33 lakh cash from a house at Kesura area in Bhubaneswar. A special team of the police today raided a house in Kesura area under Saheed Nagar police limits and seized around 550 gm of brown sugar and Rs...