ଜୁନ୍ ପହିଲାରୁ ତ୍ୱରାନ୍ୱିତ ହେବ ଟିକାକରଣ

0

ନୂଆଦିଲ୍ଲୀ : ରାଜ୍ୟ ଏବଂ କେନ୍ଦ୍ରଶାସିତ କ୍ଷେତ୍ରରେ କୋଭିଡ-୧୯ ଟିକାକରଣର ମାତ୍ରା ଉଲ୍ଲେଖନୀୟ ଭାବେ ହ୍ରାସ ପାଇଥିବାରୁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଉଦ୍ବେଗ ପ୍ରକାଶ ପାଇଛି ଏବଂ ମନ୍ତ୍ରଣାଳୟ ପକ୍ଷରୁ ସେହିସବୁ ରାଜ୍ୟ ଓ କେନ୍ଦ୍ରଶାସିତ କ୍ଷେତ୍ରଗୁଡ଼ିକୁ ପୁଣି ଉଲ୍ଲେଖନୀୟ ଭାବେ ଟିକାକରଣ ମାତ୍ରାକୁ ବୃଦ୍ଧି କରିବା ସହ ସଂପୂର୍ଣ୍ଣ ଟିକାକରଣର ଲକ୍ଷ୍ୟ ହାସଲ ଏବଂ ସମସ୍ତ ଯୋଗ୍ୟ ହିତଧାରକଙ୍କୁ ଟିକାକରଣ କରାଯିବା ପାଇଁ ପରାମର୍ଶ ଦିଆଯାଇଛି । ଏହି ପରାମର୍ଶ ସମସ୍ତ ରାଜ୍ୟ ଏବଂ କେନ୍ଦ୍ରଶାସିତ କ୍ଷେତ୍ରଙ୍କୁ ଜଣାଇ ଦିଆଯାଇଛି ବୋଲି...

PRI For Localization SDG

0

New Delhi:The Ministry of Panchayati Raj has issued detailed guidelines describing the role of responsibilities of Centre and Panchayati Raj Institutions (PRIs) for localization of Sustainable Development Goals (LSDGs). Additional Secretary Panchayatiraj Chandra Sekhar Kumar has issued detailed Guidelines. The Sustainable Development Goals (SDGs) are the blueprint to achieve a better and more sustainable future for all. The 17 SDGs and...

ଜୁନ୍‍ ୧୫ ସୁଦ୍ଧା ୨୫ ହଜାର ଜଳ ଅମଳ ସଂରଚନା ପ୍ରକଳ୍ପ

ଭୁବନେଶ୍ୱର : ଆସନ୍ତା ମାସ ୧୫ତାରିଖ ସୁଦ୍ଧା ରାଜ୍ୟର ପୌରାଞ୍ଚଳଗୁଡିକରେ ଆଉ ୨୫ହଜାର ଜଳ ଅମଳ ସଂରଚନା ପ୍ରକଳ୍ପ କାର୍ଯ୍ୟ ସମୂର୍ଣ୍ଣ ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ପ୍ରତି ୱାର୍ଡରେ ଥିବା ଖୋଲାସ୍ଥାନ ଓ ଛାତ ଉପରେ ଯେଭଳି ଶତ ପ୍ରତିଶତ ପ୍ରକଳ୍ପ ପ୍ରତିଷ୍ଠା ହେବ ସେଥିପାଇଁ ରାଜ୍ୟ ପୌର ନିର୍ଦ୍ଦେଶକ ସଂଗ୍ରାମଜିତ ନାୟକ ନିର୍ଦ୍ଦେଶ ଦେଇଛନ୍ତି । ପୌର ନିର୍ଦ୍ଦେଶକ ଶ୍ରୀ ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ସମୀକ୍ଷା ବୈଠକରେ ଜଳ ଅମଳ ପ୍ରକଳ୍ପର ସ୍ଥିତି ଅନୁଧ୍ୟାନ ସହିତ ଏହି ନୂତନ...

NDB To Optimize Impact

0

New Delhi: Union Minister of Finance & Corporate Affairs and India’s Governor for the New Development Bank (NDB), Nirmala Sitharaman chaired the 7th Annual Meeting of Board of Governors of NDB. The  meeting was also attended by Governors/Alternate Governors of Brazil, China, Russia, South Africa and the newly joined members Bangladesh and United Arab Emirates (UAE). Due to ongoing pandemic, this Annual...

୧୦ଲକ୍ଷ ହେକ୍ଟର ଚାଷଜମି କମିଛି

ଭୁବନେଶ୍ୱର : ତିରିଶ ବର୍ଷ ଭିତରେ ଓଡିଶାରେ ଚାଷ ଜମିର ପରିମାଣ ଅନ୍ୟୁନ ୧୦ଲକ୍ଷ ହେକ୍ଟର କମିଛି । ଗୋଟିଏ ପଟେ ଜନସଂଖ୍ୟା ବୃଦ୍ଧି ପାଉଥିବାବେଳେ ଅନ୍ୟ ପଟେ ଚାଷ ହେଉଥିବା ଜମିର ପରିମାଣ ବର୍ଷକୁ ବର୍ଷ କମିବା ଉଦବେଗଜନକ ବୋଲି ଯୋଜନା, କୃଷି ଓ ଅର୍ଥନୀତି ବିଶେଷଜ୍ଞମାନେ ଉଦ୍‍ବେଗର ସହ ମତବ୍ୟକ୍ତ କରୁଛନ୍ତି । ରାଜ୍ୟ ସରକାରଙ୍କ ପ୍ରକାଶିତ ତଥ୍ୟ ମୁତାବକ ୧୯୯୦-୯୧ ବର୍ଷରେ ଓଡିଶାରେ ୬୩ଲକ୍ଷ ୪ହଜାର ହେକ୍ଟର ଜମିରେ ଚାଷ କରାଯାଉଥିବାବେଳେ ୨୦୦୦-୦୧ ବେଳକୁ ତାହା କମି କମି ୫୮ଲକ୍ଷ...

ବିକ୍ରି ହେଉନି ଧାନ ବିହନ

ଭୁବନେଶ୍ୱର : ଚଳିତ ବର୍ଷ ପୁଣିଥରେ ଚାଷୀଙ୍କୁ ବିହନ ବାବଦ ସବସିଡ୍‍ ଅର୍ଥ ଡିବିଟି ଜରିଆରେ ଦେବାପାଇଁ କୃଷି ବିଭାଗ ନିଷ୍ପତ୍ତି ନେବାପରେ ରାଜ୍ୟରେ ଧାନ ବିହନ ବିକ୍ରି ଧିମେଇ ଯାଇଛି । ଚାଷୀମାନେ ସ୍ମର୍ଟଫୋନ୍‍ରେ ନିଜକୁ ପଞ୍ଜିକୃତ କରିବା ଓ ଆଗୁଆ ଭାବେ ସମ୍ପୂର୍ଣ୍ଣ ଅର୍ଥ ଦେବାକୁ ରାଜିହେଉ ନଥିବାରୁ ଚାରିବର୍ଷ ତଳେ ବିହନ ନିଗମର ଯେଉଁ କ୍ଷତି ହୋଇଥିଲା ତାହାର ପୁଣି ପୁନରାବୃତ୍ତି ହେବାର ଆଶଙ୍କା ଉପୁଜିଲାଣି । କୃଷି ବିଭାଗ ପକ୍ଷରୁ ପ୍ରତିବର୍ଷ ଚାଷୀମାନଙ୍କୁ ରିହାତି ଦରରେ ଉନ୍ନତମାନର ଅମଳକ୍ଷମ...

ମେ ୨୦ରେ ବିଶ୍ୱ ମହୁମାଛି ଦିବସ

ନୂଆଦିଲ୍ଲୀ : ଭାରତ ସରକାରଙ୍କ କୃଷି ଏବଂ କୃଷକ କଲ୍ୟାଣ ମନ୍ତ୍ରଣାଳୟ ୨୦ ମେ ୨୦୨୨ରେ ଗୁଜରାଟର ଟେଂଟ ସିଟି – ଟୁ, ଏକତା ନଗର, ନର୍ମଦା ଠାରେ ମହୁମାଛି ଦିବସ ପାଳନ କରିବ । ବିଶ୍ୱ ମହୁମାଛି ଦିବସ ସମାରୋହ ଅବସରରେ ମାନନୀୟ କେନ୍ଦ୍ର କୃଷି ଏବଂ କୃଷକ କଲ୍ୟାଣ ମନ୍ତ୍ରୀ ଶ୍ରୀ ନରେନ୍ଦ୍ର ସିଂହ ତୋମାର ସାମିଲ୍ ହେବେ । ଏମ୍ଓଏ ଆଣ୍ଡ୍ ଏଫ୍ଡବ୍ଲ୍ୟୁ ଦେଶର କ୍ଷୁଦ୍ର କୃଷକମାନଙ୍କ ହିତ ପାଇଁ ମହୁମାଛି ପାଳନକୁ ପ୍ରୋତ୍ସାହିତ କରିବା ନିମନ୍ତେ ଏହି ମହତ୍ୱପୂର୍ଣ୍ଣ...

Development Plan For Chandi Mandir

Bhubaneswar: Chief Minister Naveen Patnaik Thursday approved the development plan of the Chandi Mandir in Cuttack at a cost of Rs 80 crore under the 5T charter. The plan envisages a spiritual atmosphere for the devotees with various facilities and opportunities. The project will be completed within a year. Project has been prepared by Odisha Bridge & Construction Corporation (OBCC). The...

Tribal Dance Fest Kick Starts

0

Bhubaneswar: Minister, ST & SC Development, Minorities & Backward Classes Welfare Odisha Jagannath Sarka on Thursday inaugurated the three-day eleventh National Tribal Dance Festival here being organized by SCSTRTI, Bhubaneswar with support from the Ministry of Tribal Affairs. Tribal Dance features a cultural show to preserve, propagate and popularize by showcasing the rich cultural wealth of the picturesque tribals of...

ଆରମ୍ଭ ହେଲା ଜାତୀୟ ଜନଜାତି ନୃତ୍ୟ ମହୋତ୍ସବ

0

ଭୁବନେଶ୍ୱର : ଓଡ଼ିଶା ସରକାରଙ୍କ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ଅଧୀନସ୍ଥ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଗବେଷଣା ତଥା ପ୍ରଶିକ୍ଷଣ ପ୍ରତିଷ୍ଠାନ ତରଫରୁ ଏକାଦଶ ଜାତୀୟ ଜନଜାତି ନୃତ୍ୟ ମହୋତ୍ସବ ଆଜିଠାରୁ ତିନିଦିନ ଧରି ରବିନ୍ଦ୍ର ମଣ୍ଡପଠାରେ ଅନୁଷ୍ଠିତ ହେଉଛି । ଭାରତ ସରକାରଙ୍କ ଜନଜାତି ବ୍ୟାପାର ମନ୍ତ୍ରାଳୟ ସହାୟତାରେ ଏହି ନୃତ୍ୟ ମହୋତ୍ସବ ଆଜି ସନ୍ଧ୍ୟରେ ଓଡ଼ିଶାର ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ମନ୍ତ୍ରୀ ଶ୍ରୀ ଜଗନ୍ନାଥ ସାରକାଙ୍କ ଦ୍ୱାରା ଆନୁଷ୍ଠାନିକ ଭାବେ...