ସୋଆରେ ଡାକ୍ତରୀ ପୁସ୍ତକ ଲୋକାର୍ପିତ

0

ଭୁବନେଶ୍ୱର : ଡାକ୍ତରୀ ଛାତ୍ରଛାତ୍ରୀମାନଙ୍କ ନିମନ୍ତେ ଉଦ୍ଦିଷ୍ଟ “ମାନୁଆଲ୍ ଅଫ୍ କ୍ଲିନିକାଲ୍ କେସେସ୍ ଇନ୍ ଇଏନ୍‌ଟି ଆଣ୍ଡ ହେଡ୍‌-ନେକ ସର୍ଜରୀ” ପୁସ୍ତକ ଗୁରୁବାର ଦିନ ସୋଆ ବିଶ୍ୱବିଦ୍ୟାଳୟରେ ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡକ୍ଟର) ମନୋଜରଞ୍ଜନ ନାୟକଙ୍କ ଦ୍ୱାରା ଲୋକାର୍ପିତ କରାଯାଇଛି । ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ଇଏନ୍‌ଟି ବିଭାଗର ମୁଖ୍ୟ ପ୍ରଫେସର (ଡାକ୍ତର) ସନ୍ତୋଷ କୁମାର ସ୍ୱାଇଁ ଏହି ପୁସ୍ତକଟି ଲେଖିଛନ୍ତି । କମ୍ପିଟେନ୍‌ସି ବେସ୍‌ଡ ମେଡିକାଲ୍ ଏଜୁକେସନ୍‌ର ଆବଶ୍ୟକତାକୁ ଆଖିରେ ରଖି ପୁସ୍ତକଟିକୁ ପ୍ରସ୍ତୁତ କରାଯାଇଛି ବୋଲି...

Sports Projects on Track

0

Bhubaneswar: Chief Minister Naveen Patnaik today visited the Kalinga Stadium and reviewed the progress of the major sports infrastructure projects ongoing within its premises, particularly the indoor aquatic center, which once complete, will be an iconic facility for Swimmers.  In addition, the Indoor Athletics Stadium, will be the first such facility in India.  The projects are on track and...

ମେଡିକାଲ୍‌ ଆସେସ୍‌ମେଣ୍ଟ ବୋର୍ଡ ପୁନଃଗଠିତ

0

ଭୁବନେଶ୍ୱର : ରାଜ୍ୟର ବିଭିନ୍ନ ମେଡିକାଲ କଲେଜଗୁଡ଼ିକରେ ଚିକିତ୍ସା ମୂଲ୍ୟାଙ୍କନ ବୋର୍ଡ (ମେଡିକାଲ ଆସେସ୍‌ମେଣ୍ଟ ବୋର୍ଡ)ର ପୁନର୍ଗଠନ କରାଯାଇଛି । ଏହି ବୋର୍ଡଗୁଡ଼ିକ ଭିନ୍ନକ୍ଷମ ପ୍ରମାଣପତ୍ର ପ୍ରଦାନରେ ଉପୁଜୁଥିବା ବିଭିନ୍ନ ସମସ୍ୟାର ସମାଧାନ ଦିଗରେ ଅପିଲ୍‌ ପ୍ରାଧିକରଣଙ୍କୁ ସହାୟତା ଦେବେ । ଭିନ୍ନକ୍ଷମ ପ୍ରମାଣପତ୍ରର ସମୀକ୍ଷା ଓ ପୁନଃଆକଳନ ପାଇଁ ବୋର୍ଡଗୁଡ଼ିକ କାର୍ଯ୍ୟକରିବେ । ଫକୀର ମୋହନ ମେଡିକାଲ୍‌ କଲେଜ୍‌ ଓ ହସ୍‌ପିଟାଲ୍‌ (ବାଲେଶ୍ୱର) ଅଧୀନରେ ବାଲେଶ୍ୱର ଓ ଭଦ୍ରକ ଜିଲ୍ଲା ରହିଥିବାବେଳେ ଗଞ୍ଜାମ, ଗଜପତି ଓ କନ୍ଧମାଳ ଜିଲ୍ଲା ଏମ୍‌କେସିଜି ମେଡିକାଲ୍‌ କଲେଜ୍‌...

ସାମାଜିକ ଉତ୍ସବ ଯୋଗୁଁ ବ୍ୟାପିପାରେ ଓମିକ୍ରନ

0

ଭୁବନେଶ୍ୱର : ବାହାଘର ଭୋଜି ପରି ସାମାଜିକ ଉତ୍ସବ, ରାଜନୈତିକ ସମାବେଶ, ପର୍ଯ୍ୟଟନଋତୁ ଓ ଆଗାମୀ ପଞ୍ଚାୟତ ନିର୍ବାଚନ ଓଡିଶାରେ କରୋନାର ନୂଆ ପ୍ରଜାତି ‘ଓମିକ୍ରନ’ ବଢାଇପାରେ ବୋଲି ବିଶେଷଜ୍ଞମାନେ ଆଶଙ୍କାବ୍ୟକ୍ତ କରିବା ସହ ଏବେ ଠାରୁ ପ୍ରଶାସନ ଓ ସାଧାରଣ ଲୋକେ ଏ ଦିଗ ପ୍ରତି ସତର୍କ ରହିବାକୁ ବାରମ୍ବାର ଚେତାବନୀ ଦେଉଛନ୍ତି । କରୋନାର ପ୍ରଥମ ପର୍ଯ୍ୟାୟ ଲହରୀ ସମୟରେ ସାମାଜିକ, ଧାର୍ମିକ ଓ ରାଜନୈତିକ କାର୍ଯ୍ୟକଳାପ ଉପରେ କଡା କଟକଣା ରହିଥିଲା । ୫୦ ଲୋକଙ୍କ ମଧ୍ୟରେ ବିବାହ ଉତ୍ସବ...

କେସିଙ୍ଗା ଆରଓବିକୁ କେନ୍ଦ୍ରର ଅନୁମୋଦନ

0

ଭୁବନେଶ୍ୱର : କଳାହାଣ୍ଡି ଜିଲ୍ଲାର କେସିଙ୍ଗାରେ ୪ଲେନ୍‍ ବିଶିଷ୍ଟ ରୋଡ ଓଭର ବ୍ରିଜ (ଆରଓବି) ନିର୍ମାଣକୁ କେନ୍ଦ୍ର ସଡକ ପରିବହନ ଓ ରାଜପଥ ମନ୍ତ୍ରୀ ନିତିନ ଗଡକରୀ ଅନୁମୋଦନ କରିଛନ୍ତି । ଏଥିପାଇଁ ୩୨୪କୋଟି ୯ଲକ୍ଷ ଟଙ୍କା ଖର୍ଚ୍ଚ ହେବବୋଲି ଆକଳନ କରାଯାଇଛି । କେସିଙ୍ଗାର ଜନସାଧାରଣ ସହର ମଧ୍ୟ ଦେଇ ଯାଇଥିବା ଜାତୀୟ ରାଜପଥ-୨୬ ଉପରେ ଆରଓବି ନିର୍ମାଣରେ ଅହେତକୁ ବିଳମ୍ବକୁ ନେଇ ପ୍ରତିବାଦ କରି ଆସୁଥିଲେ । ଏହି ପ୍ରକଳ୍ପ ପାଇଁ ଜମି ଅଧିଗ୍ରହଣ ଖର୍ଚ୍ଚକୁ ନେଇ କେନ୍ଦ୍ର ଓ ରାଜ୍ୟ...

ସକାଳ ୫.୩୦ରୁ ଖୋଲିବ ଶ୍ରୀମନ୍ଦିର

0

ପୁରୀ: ଭକ୍ତମାନନେ ଶ୍ରୀମନ୍ଦିରରେ ଯେଭଳି ବିନା ବାଧାରେ ତିନି ଦିଅଁଙ୍କୁ ସୁରୁଖୁରୁରେ ଦର୍ଶନ କରିାପରିବେ ସେଥିପାଇଁ ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରଶାସନ ସକାଳ ୫.୩୦ ରୁ ଭକ୍ତଙ୍କ ପାଇଁ ମନ୍ଦିର ଖୋଲିବାକୁ ନିଷ୍ପତ୍ତି ନେଇଛି । ଏକ ଆଦେଶରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର କ୍ରିଷନ କୁମାର କହିଛନ୍ତି ଯେ, ପ୍ରତିଦିନ ସକାଳ ୫.୩୦ ରୁ ରାତ୍ର ୯.୩୦ ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ପାଇଁ ମନ୍ଦିର ଖୋଲା ରହିବେ । ପୂର୍ବ ଆଦେଶ ଅନୁଯାୟୀ, କାର୍ତ୍ତିକ ମାସରେ କିଛି ଦିନ ପାଇଁ ଦୁଇ ଘଣ୍ଟା...

Darshan Opens From 5.30 AM

0

Puri: In an aim to ensure hassle-free darshan of Lord Jagannath and his siblings for the devotees visiting the Puri temple, the Shree Jagannatha Temple Administration (SJTA) has decided to open the temple from morning 5.30 AM for the devotees. In an order, the SJTA Chief Administrator Dr Krishan Kumar said the devotees can enter the temple for the darshan...

Center Approves Kesinga ROB

0

New Delhi: Union Minister for Road Transport and Highways Nitin Gadkari has approved Construction of 4 Lane Kesinga Road Over Bridge (ROB) in Kalahandi District of Odisha. This is including land acquisition in lieu of the Level Crossing No RV-172 at Km 176 of NH-201 (presently NH-26) at Kesinga in Odisha with a budget outlay of Rs 324.09 Crores. People of...

UG PG Exams Offline Mode

0

Bhubaneswar: With the improvement in Covid-19 situation in the State, the Department of Higher Education on Wednesday ordered all upcoming undergraduate (UG) and postgraduate (PG) examinations through offline mode.     In this regard, Principal Secretary, Higher Education, Saswat Mishra has issued an instruction to all vice-chancellors of all State universities and principals of all government/ non-government degree colleges. “In supersession of all previous...

Window Clears Seven Projects

0

Bhubaneswar: Hemant Sharma, Principal Secretary Industries said the State Level Single Window Clearance Authority (SLSWCA) today accorded in-principle approval to seven investment projects envisaging investment of around Rs.511.19 crore, and employment opportunity for 6,402 persons. Notably, SLSWCA earlier approved other eight projects worth Rs 1872.11 cr with employment opportunities for 3461 persons before 23 days. Within these 23 days, the committee...