ନୂଆ ବର୍ଷରେ ଆଇଏଏସ୍ ସ୍ତରରେ ବଡ ବଦଳି
ଭୁବନେଶ୍ୱର : ନୂଆ ବର୍ଷରେ ରାଜ୍ୟ ସରକାର ଆଜି ଆଇଏଏସ୍ ଅଫିସର ସ୍ତରରେ ବଡ ଧରଣର ଅଦଳ ବଦଳ କରିଛନ୍ତି । ୧୯୮୭ ବ୍ୟାଚ୍ ଆଇଏଏସ୍ ରାଜ କୁମାର ଶର୍ମାଙ୍କୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଦାୟିତ୍ୱ ପ୍ରଦାନ କରିଛନ୍ତି । ଶ୍ରୀ ଶର୍ମା ଅତିରିକ୍ତ ମୁଖ୍ୟ ଶାସନ ଭାବେ ଏହି ଦାୟିତ୍ୱ ତୁଲାଇବେ ଏବଂ ଏଥି ସହିତ ଓଡିଶା ଔଷଧ ନିଗମର ଅତିରିକ୍ତ ଦାୟିତ୍ୱରେ ରହିବେ । ସେହିଭଳି ୧୯୯୦ ବ୍ୟାଚ୍ ଆଇଏଏସ୍ ଅଫିସର ସଞ୍ଜୀବ ଚୋପ୍ରାଙ୍କୁ କୃଷି ଉତ୍ପାଦନ କମିଶନର...
ଅପରାଜିତାଙ୍କୁ ଡି.ଲିଟ୍ ଉପାଧି
ଭୁବନେଶ୍ୱର: ପୂର୍ବତନ ପ୍ରଶାସିକା ତଥା ଭୁବନେଶ୍ୱର ସାଂସଦ ଅପାରାଜିତା ଷଡଙ୍ଗୀଙ୍କୁ ଜାନୁଆରୀ ୯ ରେ ସମ୍ମାନଜନକ ଡି.ଲିଟ୍ ଡିଗ୍ରୀ ମିଳିବ । ଆନ୍ତର୍ଜାତୀୟ ସ୍ତରରେ ସ୍ୱୀକୃତିପ୍ରାପ୍ତ ପୁଣେର ଏମ୍ଆଇଟି-ଏଡିଟି ବିଶ୍ୱବିଦ୍ୟାଳୟ ଏହାର ସମାବର୍ତ୍ତନ ସମାରୋହରେ ଶ୍ରୀମତୀ ଷଡଙ୍ଗୀଙ୍କୁ ସମ୍ମାନିତ କରିବ ବୋଲି କୁଳପତି ଡ. ମଙ୍ଗେଶ ଟି କର୍ନାଡ ସୂଚନା ଦେଇଛନ୍ତି । ଶ୍ରୀମତୀ ଷଡଙ୍ଗୀଙ୍କୁ ଏକ ପତ୍ରରେ ଡକ୍ଟର କର୍ନାଡ ସୂଚନା ଦେଇଛନ୍ତି ଯେ ପୁଣେରେ ଜାନୁଆରୀ ୯ ରେ ହେବାକୁ ଥିବା ଚତୁର୍ଥ ସମାବର୍ତ୍ତନ ସମାରୋହରେ ଏମ୍ଆଇଟି-ଏଡିଟି ବିଶ୍ୱବିଦ୍ୟାଳୟ ତାଙ୍କୁ ସମ୍ମାନିତ କରିବ...
Changes Affected In Bureaucracy
Bhubaneswar: Affecting a major reshuffle in senior bureaucracy, the State Government Sunday appointed Agriculture Production Commissioner Raj Kumar Sharma as the Additional Chief Secretary of Health & Family Welfare Department. The 1987-batch IAS Officer is also allowed to remain in additional charge of Chairman, OSMCL, in addition to his own duties. Similarly, Additional Chief Secretary to the Home Department Sanjeev Chopra...
Aparajita Sarangi To Get D.Litt
Bhubaneswar: Former Top Notch Administrator and Member of Parliament (MP) from Bhubaneswar, Aparajita Sarangi will receive prestigious D.Litt Degree on 9 January. Internationally Recognized MIT-ADT University, Pune will honor Shrimati Sarangi in its Convocation Ceremony, informed Vice Chancellor, Dr.Mangesh T Karnad. In an appreciation letter to Shrimati Sarangi, Dr.Karnad has informed that MIT-ADT University will honor her on the occasion of...
ସ୍କୁଲ ଖୋଲାଯିବା ନିଷ୍ପତ୍ତି ସାମୟିକ ଭାବେ ସ୍ଥଗିତ
ଭୁବନେଶ୍ୱର : ରାଜ୍ୟ ସରକାର ଚଳିତ ଶିକ୍ଷା ବର୍ଷରେ ପ୍ରଥମ ଶ୍ରେଣୀଠାରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀମାନଙ୍କ ପାଇଁ ବିଦ୍ୟାଳୟ ପୁନଃ ଖୋଲାଯିବା ନିମନ୍ତେ ଆଦେଶ ଜାରି କରିଥିଲେ । ଏହି ଅଦେଶ ମୁତାବକ, ପାଖାପାଖି ୨୩ ହଜାର ବିଦ୍ୟାଳୟ ଆସନ୍ତା ଜାନୁଆରୀ ୩ ତାରିଖ (ସୋମବାର)ଠାରୁ ଖୋଲିବାର ବନ୍ଦୋବସ୍ତ କରାଯାଉଥିଲା ଏବଂ ବାକି ୩୦୯୩ ବିଦ୍ୟାଳୟକୁ ଜାନୁଆରୀ ୧୦ ତାରିଖ ଦିନଠାରୁ ଖୋଲିଥାନ୍ତା । ଇତି ମଧ୍ୟରେ ପଦାଧିକାରୀମାନେ ବିଭିନ୍ନ ସ୍କୁଲଗସ୍ତକରି ବିଦ୍ୟାଳୟ ସହ ଜଡ଼ିତ ବ୍ୟକ୍ତିବିଶେଷମାନଙ୍କ ସହିତ ଆଲୋଚନା କରିଛନ୍ତି...
ୱିକିପିଡିଆରେ ମୁଖ୍ୟମନ୍ତ୍ରୀଙ୍କ ସଂକ୍ରାନ୍ତରେ ଭୁଲ୍ ସୂଚନା
ଭୁବନେଶ୍ୱର : ୱିକିପିଡିଆରେ ଉପଲବ୍ଧ ତଥ୍ୟରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସଂପର୍କରେ କେତେକ ତ୍ରୁଟିପୂର୍ଣ୍ଣ ତଥ୍ୟ ରହିଛି । ଦେଶ ବିଦେଶର ଲୋକେ ଏହି ତଥ୍ୟ ଦେଖି ତାହାର ଉପଯୋଗ କରୁଥିବାରୁ ତ୍ରୁଟି ସଂଶୋଧନ ପାଇଁ ଦାବି ହେଉଛି । ଜଣେ ଅଣଓଡ଼ିଆ ଲେଖକ ଇଂରାଜୀରେ ପ୍ରକାଶ କରିବାକୁ ଯାଉଥିବା ଏକ ପୁସ୍ତକ ରଚନା ବେଳେ ଏଭଳି ତ୍ରୁଟି ଘେନି ଦ୍ୱନ୍ଦ୍ୱରେ ପଡି ସଠିକ୍ ତଥ୍ୟ ଜାଣିବା ଲାଗି ଇଣ୍ଟରନେଟ୍ ଓ ଅନ୍ୟାନ୍ୟ ସୂତ୍ରରୁ ସଂଗ୍ରହ କରିଥିବା ବିଷୟବସ୍ତୁରୁ ଏଭଳି ଦ୍ୱନ୍ଦ୍ୱ ଉପୁଜିଛି...
କୋଭିଡ କଟକଣା ବାହାରେ ପାର୍କ
ଭୁବନେଶ୍ୱର : ଜନଗହଳି ଏଡାଇବାକୁ ରାଜ୍ୟ ସରକାର ଭୋଜି ଭାତ ଉପରେ କଟକଣା ଲଗାଇଥିବାବେଳେ ବିଏମ୍ସି କର୍ତ୍ତୃପକ୍ଷ ବି ଦୋକାନ ବଜାରରେ ତାଲା ପକାଇବାରେ ଲାଗିଛନ୍ତି । ହେଲେ ରାଜଧାନୀର ପାର୍କଗୁଡିକ ଖୋଲା ଥିବାରୁ ନୂଆବର୍ଷରେ ଏଠାରେ ନାହିଁ ନଥିବା ଜନଗହଳି ପରିଲକ୍ଷିତ ହେଉଛି । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନର ଡିସେମ୍ବର ୩୧ତାରିଖରୁ ଜାନୁୟାରୀ ୨ତାରିଖ ପର୍ଯ୍ୟନ୍ତ ନୂଆବର୍ଷ ପାଳନ ବିଶେଷକରି ଭୋଜିଭାତ, ଜିରୋନାଇଟ୍ ଉପରେ କଡା କଟକଣା ଲଗାଇଛନ୍ତି । ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି...
GST Collection Up By 43%
Bhubaneswar: Odisha has recorded 43 per cent growth in GST collection during the month of December 2021 compared to the same month of last year. GST collection of Odisha has touched new heights with a collection of Rs 4,080 crore during December 2021 as against Rs 2860 crore collected during December 2020 registering a growth of 43 per cent. In...
Naveen Seeks Lord’s Blessings
Bhubaneswar: Chief Minister Naveen Patnaik begins the first day of New Year 2022 seeking blessings from the Lord Jagannath at his residence Naveen Niwas. Soon after waking up in the morning, Patnaik came out from his bedroom and prayed before Lord Jagannath put up at one of the walls in his residence. A video of 1.06 minute of this moment...
ସମ୍ ହସ୍ପିଟାଲ ଆଇସିଏମ୍ଆର କ୍ଲିନିକାଲ୍ ଟ୍ରାଏଲ୍ କେନ୍ଦ୍ର
ଭୁବନେଶ୍ୱର : ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସେସ୍ ଆଣ୍ଡ ସମ୍ ହସ୍ପିଟାଲକୁ ଇଣ୍ଡିଆନ୍ କାଉନ୍ସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ (ଆଇସିଏମ୍ଆର୍) ଦ୍ୱାରା ପୂର୍ବ ଭାରତରେ ଆଇସିଏମ୍ଆର୍ କ୍ଲିନିକାଲ୍ ଟ୍ରାଏଲ୍ ସେଂଟର୍ ଭାବେ ଚୟନ କରାଯାଇଛି । ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ଫ୍ୟାକଲ୍ଟି ଅଫ୍ ମେଡିସିନ୍ ଆଇଏମ୍ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍ ଇଣ୍ଡିଆନ୍ କ୍ଲିନିକାଲ୍ ଟ୍ରାଏଲ୍ ଆଣ୍ଡ ଏଜୁକେସନ୍ ନେଟୱାର୍କ (ଇନ୍ଟେଂଟ) ରେ ଭାଗ ନେବା ପାଇଁ ଆଗ୍ରହ ପ୍ରକାଶ କରିଥିଲା । ଏ ନେଇ ଅନୁଷ୍ଠାନ ପକ୍ଷରୁ ପ୍ରଦାନ କରାଯାଇଥିବା ଆବେଦନ ପତ୍ରକୁ...









