ଯୁବପୀଢ଼ିଙ୍କ ଏକାଗ୍ରତା ନଷ୍ଟ କରୁଛି ମୋବାଇଲ୍
ଭୁବନେଶ୍ୱର : ମୋବାଇଲ୍ ଫୋନ୍ର ବହୁଳ ବ୍ୟବହାର ଫଳରେ ଯୁବପିଢ଼ିଙ୍କ ମଧ୍ୟରେ ଏକାଗ୍ରତାର ଘୋର ଅଭାବ ଦେଖାଦେଉଛି । ଶରୀର ପାଇଁ ମଧ୍ୟ ଏହା କ୍ଷତିକାରକ ସାବ୍ୟସ୍ତ ହେଉଛି । ନିଜ ଘର ଠାରୁ ୫୦ ମିଟର ଦୂରରେ ମୋବାଇଲ ଟାୱାର ରହିବା ଉଚିତ୍ । ନଚେତ୍ ଏହାର କୁପ୍ରଭାବ ମଣିଷ ଶରୀର ଉପରେ ପଡିବ ବୋଲି କହିଛନ୍ତି ବିଶିଷ୍ଟ ନ୍ୟୁରୋସର୍ଜନ୍ ତଥା ସୋଆ କୁଳପତି ପ୍ରଫେସର (ଡାକ୍ତର) ଅଶୋକ କୁମାର ମହାପାତ୍ର । ଅତ୍ୟଧିକ ମୋବାଇଲ୍ ବ୍ୟବହାରରୁ ବିରତ ରହିବା ନିମନ୍ତେ ଯୁବପିଢ଼ି...
ଯୋଗ ଏକ ବୈଜ୍ଞାନିକ ପ୍ରୟୋଗ
କାଙ୍ଗଡା ଦୁର୍ଗ : ଯୋଗ କେବଳ ଏକ ଶାରିରୀକ ବ୍ୟାୟମ ନୁହେଁ ବରଂ ଶରୀରକୁ ନୂଆ ଉର୍ଜା ଦେଇଥାଏ । କରୋନା ସମୟରେ ବିଶ୍ୱ ସମୁଦାୟକୁ ଯୋଗ ହିଁ ପ୍ରତିଷେଧମୂଳକ ସଦୃଶ ମେଡ଼ିସିନ୍ ହୋଇଥିଲା । ସାମ୍ପ୍ରତିକ ଚାପଗ୍ରସ୍ତ ଦୁନିଆରେ ଯୋଗର ମହତ୍ୱ ବେଶ୍ ପ୍ରାସଙ୍ଗିକତା ହୋଇଛି ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ମଙ୍ଗଳବାର ଆନ୍ତର୍ଜାତିକ ଯୋଗ ଦିବସ ଅବସରରେ ହିମାଚଳ ପ୍ରଦେଶର କାଙ୍ଗଡା ଫୋର୍ଟ ଠାରେ ଆୟୋଜିତ ‘ଯୋଗାଭ୍ୟାସ କାର୍ଯ୍ୟକ୍ରମ’ରେ ସାମିଲ...
Sanjay Singh Takes I&PR Charge
Bhubaneswar: Top Mandarin, Sanjay Kumar Singh took over as Principal Secretary, Information & Public Relations. Mr. Singh, a 1997 batch IAS Officer took charge of the Department of Information & Public Relations on Monday.Director Information & Public Relations Indramani Tripathy welcomed Mr.Singh along with other senior officials. After resuming charge, the Principal Secretary had discussion with senior officials regarding the functioning...
ସୋଆରେ ମାଇକ୍ରୋଗ୍ରିଡ୍ ରିସର୍ଚ୍ଚ ଲ୍ୟାବ୍ ଉଦ୍ଘାଟିତ
ଭୁବନେଶ୍ୱର : ମାଇକ୍ରୋଗ୍ରିଡ୍ ଆପ୍ଲିକେସନ୍ସର ବ୍ୟବହାର କ୍ଷେତ୍ରରେ ଉଚ୍ଚତର ଗବେଷଣାକୁ ପ୍ରୋତ୍ସାହିତ କରିବା ନିମନ୍ତେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର୍)ର ଇଲେକ୍ଟ୍ରିକାଲ୍ ଇଞ୍ଜିନିୟରିଂ ବିଭାଗରେ ସୋମବାର ଏକ ମାଇକ୍ରୋଗ୍ରିଡ୍ ରିସର୍ଚ୍ଚ ଲାବୋରେଟୋରି ଉଦ୍ଘାଟିତ ହୋଇଯାଇଛି । ଲାବୋରେଟୋରିରେ ଓପାଲ୍-ଆର୍ଟି ୪୫୧୦ ସିମୁଲେସନ୍ ସିଷ୍ଟମର ପ୍ରବର୍ତନ କରାଯାଇଛି ଯାହା ଉଭୟ ଗ୍ରିଡ୍ କନେକ୍ଟେଡ ଏବଂ ଆଇଲ୍ୟାଣ୍ଡ ମୋଡ୍ରେ ମାଇକ୍ରୋଗ୍ରିଡ୍ର ସିମୁଲେସନ୍ କରିବାକୁ ସାହାଯ୍ୟ କରିବ ବୋଲି ଇଲେକ୍ଟ୍ରିକାଲ୍ ଇଞ୍ଜିନିୟରିଂ ବିଭାଗର ମୁଖ୍ୟ ପ୍ରଫେସର ରେଣୁ...
ଅଘୋଷିତ ବିଜୁଳି କାଟରୁ ନିସ୍ତାର ନାହିଁ
ଭୁବନେଶ୍ୱର : ଖରାଦିନେ ଚାହିଦା ତୁଳନାରେ କମ୍ ଉତ୍ପାଦନ ଯୋଗୁଁ ବିଜୁଳି କାଟ୍ ହେଉଥିଲା । ଏବେ ବର୍ଷାଦିନେ ମେଘ ଘଡଘଡି ଆସିଲେ ବିଜୁଳି କାଟ୍ ହେଉଛି । ବିଜୁଳ୍ କାଟ୍ ନକରିବାପାଇଁ ଶକ୍ତି ସଚିବଙ୍କ ଠାରୁ ଆରମ୍ଭକରି ମୁଖ୍ୟ ସଚିବଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ନିର୍ଦ୍ଦେଶ ଏବେ ପାଣିର ଗାର । ରାଜ୍ୟରେ ଘନ ଘନ ବିଜୁଳି କାଟ୍ ଯୋଗୁଁ ଅସନ୍ତୋଷ ବଢିବାରୁ ଶକ୍ତି ସଚିବ ଓ ମୁଖ୍ୟ ସଚିବ ଭିନ୍ନ ଭିନ୍ନ ସମୟରେ ବିଦ୍ୟୁତ୍ ଯୋଗାଣର ସମୀକ୍ଷା କରିବା ସହିତ ଅତି ଜରୁରୀ...
ନାକ୍ ଗ୍ରେଡ୍ ମିଳିବା ଆଶଙ୍କା
ଭୁବନେଶ୍ୱର : ଓଡ଼ିଶାର ସରକାରୀ କଲେଜ ଓ ବିଶ୍ୱବିଦ୍ୟାଳୟ ଗୁଡିକରେ ବ୍ୟାପକ ସଂଖ୍ୟକ ଶିକ୍ଷକ ଓ ଅଣଶିକ୍ଷକ ପଦବୀ ଖାଲି ପଡିଥିବାରୁ ବହୁ ଉଚ୍ଚ ଶିକ୍ଷାନୁଷ୍ଠାନ ଭଲ ଗ୍ରେଡର ନାକ୍ ମାନ୍ୟତା ହାସଲ କରିବା ଉପରେ ଶିକ୍ଷାବିତ୍ମାନେ ପ୍ରଶ୍ନବାଚୀ ଉଠାଉଛନ୍ତି । ଏ ପରିପ୍ରେକ୍ଷୀରେ ଅନେକ ଶିକ୍ଷାନୁଷ୍ଠାନ ନ୍ୟାକ୍ ପାଇଁ ଆବେଦନ କରିବାକୁ କୁନ୍ଥୁକୁନ୍ଥୁ ହେଉଛନ୍ତି । ସରକାରୀ ଖର୍ଚ୍ଚ କାଟ୍ର ଆଳ ଦେଖାଇ ପ୍ରାୟ ୨୫ବର୍ଷ ଧରି ରାଜ୍ୟର ବିଶ୍ୱବିଦ୍ୟାଳୟ ଏବଂ ସରକାରୀ ଓ ସାହାଯ୍ୟପ୍ରାପ୍ତ ବେସରକାରୀ କଲେଜଗୁଡିକ ଲାଗି ନିୟମିତ ବ୍ୟବଧାନରେ...
ଲୋକ ମେଳା ଓ କୃଷି ପ୍ରଦର୍ଶନୀ ଉଦଘାଟିତ
ପୁରୀ : ଶ୍ରୀକ୍ଷେତ୍ର ପୁରୀର ଶରଧାବାଲିସ୍ଥିତ ଶ୍ରୀଗୁଣ୍ଡିଚା ମନ୍ଦିର ନିକଟବର୍ତ୍ତୀ ମୁକ୍ତାକାଶ ରଙ୍ଗମଞ୍ଚରେ ସୋମବାର ସନ୍ଧ୍ୟାରେ ବିଂଶତମ ଲୋକମେଳା ଓ ୧୩ ତମ କୃଷି ମେଳା ୨୦୨୨ ଉଦଘାଟିତ ହୋଇଯାଇଛି । କେନ୍ଦ୍ର ଜନଜାତି ବ୍ୟାପାର ଏବଂ ଜଳ ଶକ୍ତି ରାଷ୍ଟ୍ର ମନ୍ତ୍ରୀ ଶ୍ରୀ ବିଶ୍ବେଶ୍ବର ଟୁଡୁ ଏହି ଲୋକ ମେଳା ସମେତ ଜାତୀୟ ସ୍ତରର କୃଷି ପ୍ରଦର୍ଶନୀକୁ ଉଦଘାଟନ କରିଛନ୍ତି । ଏହି ମେଳା ଆସନ୍ତା ୨୪ ତାରିଖ ପର୍ଯ୍ୟନ୍ତ ଚାଲିବ । ମେଳା ପରିସରରେ ବିଭିନ୍ନ ଲୋକ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ...
State Gets New Director Agriculture
Bhubaneswar: Ace Mandarin, Prem Chandra Chaudhary Monday assumed charge of the Director Agriculture & Food Production Odisha here. Mr.Chaudhary, known as one of the most effective IAS Officer, belong to 2010 Batch has been recently posted as the Director Agriculture. Also known for his dynamism Mr.Chaudhary replaced M Muthu Kumar. Immediately after assuming charge Mr.Choudhury participated in the State Level...
ଯୋଗଦେଲେ ନୂଆ କମିଶନର
ଭୁବନେଶ୍ୱର : ଭୁବନେଶ୍ୱର ମହାନଗର ନିଗମ (ବିଏମ୍ସି)ର ନୂତନ କମିଶନର ଭାବେ ଆଜି ଦାୟିତ୍ୱ ଗ୍ରହଣ କରିଛନ୍ତି ବିଜୟ ଅମୃତା କୁଲାଙ୍ଗେ । କାର୍ଯ୍ୟରେ ଯୋଗଦେବା ପରେ ତାଙ୍କୁ ଆନୁଷ୍ଠାନିକ ସ୍ୱାଗତ କରାଯାଇଛି । ଏହାପରେ ସେ ସ୍ମାର୍ଟ ସିଟି, କ୍ରୁଟ୍ ଇତ୍ୟାଦି କାର୍ଯ୍ୟାଳୟ ଯାଇ ସେଠାରେ ପ୍ରଥମ ଦିନର ଆନୁଷ୍ଠାନିକ ପ୍ରକ୍ରିୟା ଶେଷ କରିଛନ୍ତି । ସନ୍ଧ୍ୟାରେ ନୂଆ କମିଶନର ମେୟରଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି । ଏହାପରେ ବିଏମସିର ବିଭିନ୍ନ ଉପବିଭାଗୀୟ ଅଧିକାରୀଙ୍କ ସହିତ ଏକ ସ୍ୱଳ୍ପ ସମୟ ବୈଠକରେ ଯୋଗଦେଇ...
ଚଳିତ ବର୍ଷ ୧୭ଟି ଫସଲ ବୀମା ଅନ୍ତର୍ଭୁକ୍ତ ହେବ
ଭୁବନେଶ୍ୱର : ଚଳିତ ବର୍ଷ ଖରିଫ୍ ଋତୁରେ ୮ ଟି ଫସଲ ଏବଂ ରବି ଋତୁରେ ୯ ଟି ଫସଲକୁ ବୀମାଭୁକ୍ତ କରାଯିବ । ଆଜି ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ଫସଲବୀମା ସମନ୍ୱୟ କମିଟି ବୈଠକରେ ଏହା ସ୍ଥିର ହୋଇଛି । ରାଜ୍ୟ ଲୋକସେବା ଭବନ ସଭାଗୃହରେ ଅନୁଷ୍ଠିତ ଏହି ବୈଠକରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ସ୍ୱତନ୍ତ୍ର ଶାସନ ସଚିବ ଶ୍ରୀ ସଂଜୀବ କୁମାର ଚଢ଼ା ଚଳିତ ବର୍ଷ ପାଇଁ ଫସଲ...










