COVID Rise By 78%

0

Bhubaneswar: State on Wednesday reported 1,216 fresh Covid-19 cases, which is 78.82 per cent more than the cases reported yesterday. The State has reported 1261 cases, of which 187 are of 0-18 age group. On Tuesday, 680 cases were reported in the State while 424 cases were reported on Monday. For the first time since August 2021 second week, the...

ଯକ୍ଷ୍ମା ବିରୁଦ୍ଧ ଲଢ଼େଇରେ ସମ୍ ହସ୍ପିଟାଲ୍‌ର ସହଯୋଗ

0

ଭୁବନେଶ୍ୱର : ସାରା ବିଶ୍ୱ କୋଭିଡ ମହାମାରୀ ସହ ଲଢ଼ୁଥିବା ବେଳେ ଟ୍ୟୁବରକ୍ୟୁଲୋସିସ୍ (ଯକ୍ଷ୍ମା) ଏବଂ ଡ୍ରଗ୍‌-ରେଜିଷ୍ଟାଣ୍ଟ ଟ୍ୟୁବରକ୍ୟୁଲୋସିସ୍ (ଡିଆର୍‌-ଟିବି) ରୋଗର ନିରାକରଣ କ୍ଷେତ୍ରରେ ଧ୍ୟାନ ହଟିବାରେ ଲାଗିଛି । ସାରା ବିଶ୍ୱରେ ସର୍ବାଧିକ ଟିବି ଏବଂ ଡିଆର୍‌-ଟିବି ସମସ୍ୟା ଭାରତରେ ରହିଥିବା ବେଳେ କେବଳ ଭୁବନେଶ୍ୱରରେ ପ୍ରତ୍ୟେକ ବର୍ଷ ୬୦୦୦ ନୂଆ ମାମଲା ସାମ୍ନାକୁ ଆସୁଛି । ତେବେ ଏହି ରୋଗର ନିରାକରଣ ନେଇ ସାମାଜିକ ସଚେତନତା ଓ ସହଯୋଗ ନ ରହିଲେ ଏହି ସମସ୍ୟାର ସମାଧାନ କରିବା ସହଜ ହେବ ନାହିଁ...

୭ ତାରିଖରୁ ଓଡିଶାରେ ବର୍ଷା ସମ୍ଭାବନା

0

ଭୁବନେଶ୍ୱର : ପଶ୍ଚିମା ବାୟୁ ପ୍ରଭାବ ଯୋଗୁଁ ଓଡିଶାର ବିଭିନ୍ନ ଅଞ୍ଚଳରେ ଜାନୁୟାରୀ ୭ରୁ୧୪ ମଧ୍ୟରେ ସାମାନ୍ୟରୁ ପ୍ରବଳ ବୃଷ୍ଟିପାତ ହୋଇପାରେ ବୋଲି ସୋଆ ପରିଚାଳିତ ପରିବେଶ ଓ ଜଳବାୟୁ କେନ୍ଦ୍ର (ସି.ଇ.ସି) ପକ୍ଷରୁ କୁହାଯାଇଛି । ଏହି ବାୟୁପ୍ରଭାବ ଯୋଗୁଁ ରାଜ୍ୟରେ ଜାନୁୟାରୀ ୮ରୁ ୯ ଓ ୧୩ ରୁ ୧୪ ତାରିଖ ମଧ୍ୟରେ ସାମାନ୍ୟରୁ ମଧ୍ୟମ ଧରଣର ବୃଷ୍ଟିପାତ ହୋଇପାରେ । ପଶ୍ଚିମ ଓଡିଶାରେ ଜାନୁୟାରୀ ୯ ଓ ୧୨ ତାରିଖ ମଧ୍ୟରେ ଓ ଉତର ଓ ଉପକୂଳ ଓଡିଶାରେ ଜାନୁୟାରୀ...

ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ଗୁରୁତର ତ୍ରୁଟି

0

ନୂଆଦିଲ୍ଲୀ :  ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ପଞ୍ଜାବ ଗସ୍ତ ସମୟରେ ସୁରକ୍ଷା ବ୍ୟବସ୍ଥାରେ ଗମ୍ଭୀର ତ୍ରୁଟି ପରିଲକ୍ଷିତ ହୋଇଛି। ଆଜି ସକାଳେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ବଠିଣ୍ଡା ବିମାନ ବନ୍ଦର ଠାରେ ବିମାନରୁ ଅବତରଣ କରିଥିଲେ। ସେଠାରୁ ସେ ହୁସୈନୀୱାଲାସ୍ଥିତ ଜାତୀୟ ସହିଦ ସ୍ମାରକୀକୁ ହେଲିକପ୍ଟର ଯୋଗେ ଯାତ୍ରା କରିବାର କାର୍ଯ୍ୟକ୍ରମ ରହିଥିଲା। କିନ୍ତୁ ବର୍ଷା ଏବଂ କମ୍‌ ଆଲୋକ ଥିବାରୁ, ପ୍ରଧାନମନ୍ତ୍ରୀ ପାଗ ସଫା ହେବା ପାଇଁ 20 ମିନିଟ୍‌ ପର୍ଯ୍ୟନ୍ତ ଅପେକ୍ଷା କରିଥିଲେ। ମାତ୍ର ପାଗରେ କୌଣସି ପରିବର୍ତ୍ତନ ନଆସିବା...

ଉଜାଲା ଯୋଜାନକୁ ୮ ଚାଲିଲା

0

ନୂଆଦିଲ୍ଲୀ :ଶକ୍ତି ମନ୍ତ୍ରଣାଳୟ ପକ୍ଷରୁ ଆରମ୍ଭ କରାଯାଇଥିବା ଉଜାଲା କାର୍ଯ୍ୟକ୍ରମ ସଫଳତାପୂର୍ବକ ୭ ବର୍ଷ ପୂରଣ କରିଛି। ଏହି ଫ୍ଲାଗସିପ କାର୍ଯ୍ୟକ୍ରମ ଅଧୀନରେ ସାରା ଦେଶରେ ଏଲଇଡି ଲାଇଟ୍‌ ବିତରଣ ଓ ବିକ୍ରୟ କରାଯାଇଥାଏ। ୨୦୧୫ ମସିହା ଜାନୁଆରୀ ୫ ତାରିଖରେ ମାନନୀୟ ପ୍ରଧାନମନ୍ତ୍ରୀ ‘‘ଉନ୍ନତ ଜ୍ୟୋତି ବାଏ ଆଫର୍ଡେବଲ ଏଲଇଡିଜ୍‌ ଫର ଅଲ୍‌’’ ବା ସମସ୍ତଙ୍କ ପାଇଁ ଶସ୍ତା ଏଲଇଡି ମାଧ୍ୟମରେ ଉନ୍ନତ ଆଲୋକ ବ୍ୟବସ୍ଥା-ଉଜାଲା ଯୋଜନାର ଶୁଭାରମ୍ଭ କରିଥିଲେ। ଅତି କମ ସମୟ ମଧ୍ୟରେ, ଏହି କାର୍ଯ୍ୟକ୍ରମ ବିଶ୍ବର ସର୍ବବୃହତ ଶୂନ୍ୟ ସବସିଡି...

ତିନି ଦିନରେ ତିନି ଗୁଣ କରୋନା

0

ଭୁବନେଶ୍ୱର : ଓଡିଶାରେ କରୋନା ସଂକ୍ରମଣ ତିନି ଦିନରେ ପ୍ରାୟ ତିନିଗୁଣା ବୃଦ୍ଧି ପାଇଛି । ଚଳିତ ମାସ ଦୁଇ ତାରିଖରେ ରାଜ୍ୟରେ ୪୨୪ଜଣ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ୪ତାରିଖରେ ସଂକ୍ରମିତଙ୍କ ସଂଖ୍ୟା ୧୨୧୬ ହୋଇଛି । ସେହଭଳି ଖୋରଧା ଜିଲ୍ଲାର ସଂକ୍ରମଣ ଏହି ସମୟ ମଧ୍ୟରେ ୧୫୧ରୁ ବୃଦ୍ଧି ପାଇ ୪୫୬ରେ ପହଞ୍ଚିଛି । ଗତ ୨୪ଘଣ୍ଟା ମଧ୍ୟରେ ରାଜ୍ୟରେ ୧୨୧୬ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ସେମାନଙ୍କ ମଧ୍ୟାରେ ଖୋରଧା ଜିଲ୍ଲାରୁ ସର୍ବାଧିକ ୪୫୬ ଜଣ ରହିଛନ୍ତି । ସେହିଭଳି କଟରୁ ୮୦,...

GEDCOL Signs Pact with NHPC

0

Bhubaneswar: A promoter’s agreement has been signed between NHPC a Central Miniratna PSU and GEDCOL, a fully owned subsidiary of Gold Rated State PSU OHPC, to form a Joint Venture Company for production of solar power from floating installations in different reservoirs of the state of Odisha with a total capacity 500 MW. The agreement was signed by Bishnupada Sethi,...

OSCPCR Objects Marriage Age Rise

Bhubaneswar: The Odisha State Commission for Protection of Child Rights (OSCPCR) has opposed Centre’s move to increase the minimum marriage age of girls to 21.    OSCPCR Chairperson Sandhyabati Pradhan has written a letter to Chairperson of Parliament Committee on Education, Women, Children, Youth & Sports, Vinay P Sahasrabuddhe on Tuesday. A bill named “Prohibition of Child Marriage Bill, 2021” was...

Sharma Takes IDCO Charge

0

Bhubaneswar: Hemant Sharma took over the charge as Chairman of Odisha Industrial Infrastructure Development Corporation (IDCO) on 4 January. Later Mr.Sharma took a review meeting on the different functions and activities of IDCO. First of all, he emphasized for timely implementation of 5T Action Plan in IDCO and instructed the officers to discharge the works by following the rules as well...

ପରିବେଶକୁ ବିଗାଡିବ ପ୍ଲାଷ୍ଟିକ ବ୍ୟାନର

0

ଭୁବନେଶ୍ୱର : ନିର୍ବାଚନକୁ ଆଖିଆଗରେ ରଖି ସହର ଠାରୁ ଗାଁ ପର୍ଯ୍ୟନ୍ତ ଯେଉଁ ହାରରେ ପ୍ଲାଷ୍ଟିକ ତିଆରି ଶୁଭେଚ୍ଛା ବ୍ୟାନର ଟଙ୍ଗା ଯାଉଛି ତାହା ଆଗାମୀ ଦିନରେ ପରିବେଶ ପ୍ରତି ଘୋର ବିପଦ ସୃଷ୍ଟି କରିବ । ଏହା ଉପରେ କୌଣସି କଟକଣା ନଥିବା ଯୋଗୁଁ ଟନ୍‍ ଟନ୍‍ ଓଜନର ପ୍ଲାଷ୍ଟିକ ତିଆରି ଏହି ସାମଗ୍ରୀ ରାଜ୍ୟସାରା ଛାଇହୋଇ ଗଲାଣି । ମୁଣ୍ଡ ଉପରେ ପଞ୍ଚାୟତ ଓ ଏହା ପରେ ପରେ ପୌର ନିର୍ବାଚନ ହେବାକୁ ଥିବାରୁ ଏବେ ସହର ଠାରୁ ଗାଁ ଗହଳ...