ଆକାଶଛୁଆଁ ନେଟ୍ ଦରରେ ପାଠ ପଢା ଚିନ୍ତା
ଭୁବନେଶ୍ୱର : କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଶିକ୍ଷାନୁଷ୍ଠାନ, କୋଚିଂ ସେଣ୍ଟର ଆଦି ବନ୍ଦ ଘୋଷଣା ପରେ ଏବେ ଅନ୍ଲାଇନ୍ ପାଠପଢା ପାଇଁ ସମସ୍ତେ ପ୍ରସ୍ତୁତ ହେଉଛନ୍ତି । ହେଲେ କୋଭିଡର ଦ୍ୱିତୀୟ ଲହର ପରେ ପରେ ଘରୋଇ ଟେଲିକମ୍ ସଂସ୍ଥାମାନେ ଯେଭଳି ଭାବେ ଫୋନ୍ ଓ ଇଣ୍ଟରନେଟ୍ର ଦର ବୃଦ୍ଧି କରିଛନ୍ତି ତାହା ଅନ୍ଲାଇନ୍ ପାଠପଢା କ୍ଷେତ୍ରରେ ଅନ୍ତରାୟ ଉପୁଜାଇବ ବୋଲି କୁହାଯାଉଛି । ରାଷ୍ଟ୍ରାୟତ ସଂସ୍ଥା ବିଏସ୍ଏନ୍ଏଲ୍କୁ ବାଦ୍ ଦେଲେ ଅନ୍ୟ ଘରୋଇ ଟେଲିକମ୍ କମ୍ପାନୀମାନେ ସେମାନଙ୍କର ଦରବୃଦ୍ଧି କରିଛନ୍ତି ।...
କରୋନା ସଂକ୍ରମଣ ଦୈନିକ ୧୫ହଜାର ଛୁଇଁବ
ଭୁବନେଶ୍ୱର : ଆଠ ଦିନ ଭିତରେ ଓଡିଶାରେ କରୋନା ସଂକ୍ରମଣ ଅନ୍ୟୁନ ୧୨ଗୁଣ ବଢିଛି । ଏହି ହାର ଅବ୍ୟାହତ ରହିଲେ ମାସକ ଭିତରେ ଦୈନିକ ସଂକ୍ରମଣ ସଂଖ୍ୟା ୧୫ହଜାର ଛୁଇଁପାରେ ବୋଲି ବିଶେଷଜ୍ଞମାନେ ଆଶଙ୍କା କରୁଛନ୍ତି । କୋଭିଡ କଟକଣା କଡାକଡି ଭାବେ ଅନୁପାଳନ କରାନଗଲେ ପରିସ୍ଥିତି ଏତେ ଜଟିଳ ହୋଇପାରେ ଯେ ଡାକ୍ତରଖାନାରେ କରୋନା ରୋଗୀଙ୍କ ପାଇଁ ଶଯ୍ୟା ମିଳିବା ବି ମୁସ୍କିତ ହୋଇପଡିବ । ନୂଆବର୍ଷର ପ୍ରଥମ ଦିନରେ ରାଜ୍ୟରେ ୨୯୮ଜଣ ନୂଆ କରୋନା ସଂକ୍ରମିତ ଚିହ୍ନିତ ହୋଇଥିବାବେଳେ ଆଜିର...
ନିରାପଦ ନିର୍ବାଚନ ଉପରେ ଗୁରୁତ୍ୱ
ଭୁବନେଶ୍ୱର: ବର୍ତ୍ତମାନର କୋଭିଡ -୧୯ ପରିସ୍ଥିତିକୁ ଦୃଷ୍ଟିରେ ରଖି ତ୍ରି-ସ୍ତରୀୟ ପଞ୍ଚାୟତ ର୍ନିବାଚନକୁ ସୁରୁଖୁରୁରେ କରିବା ପାଇଁ ରାଜ୍ୟ ର୍ନିବାଚନ ଆୟୋଗ (ଏସ୍ଇସି) ଶନିବାର ଦିନ ରାଜ୍ୟ ସରକାରଙ୍କ ସହ ଆଲୋଚନା କରିଛନ୍ତି । ରାଜ୍ୟ ର୍ନିବାଚନ କମିଶନର ଆଦିତ୍ୟ ପ୍ରସାଦ ପାଢୀଙ୍କ ଅଧ୍ୟକ୍ଷତାରେ ଏହି ଉଚ୍ଚସ୍ତରୀୟ ବୈଠକରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ସ୍ୱତନ୍ତ୍ର ରିଲିଫ୍ କମିଶନର (ଏସଆରସି) ପି.କେ ଜେନା, ଅତିରିକ୍ତ ମୁଖ୍ୟ ଶାସନ ସଚିବ (ସ୍ୱାସ୍ଥ୍ୟ) ଆର.କେ ଶର୍ମା ଏବଂ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ...
Bonanza For Mission Shakti
Bhubaneswar: At the urging of the Mission Shakti movement and at the request of group support staff, Chief Minister Naveen Patnaik Saturday announced a financial package for 50,000 group support workers in various panchayats in the state. All group support staff will receive an annual clothing allowance of Rs 1,000, a release from the chief Minister’s Office said. It said that...
ବାହାରିଲେ ଆଉ ୧୪ ଓମିକ୍ରନ ସଂକ୍ରମିତ
ଭୁବନେଶ୍ୱର: ରାଜ୍ୟରେ ଶନିବାର ଦିନ ଆଉ ୧୪ ଟି ଓମିକ୍ରନ୍ ସଂକ୍ରମିତ ଚିହ୍ନଟ ହେବାପରେ ମୋଟ୍ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୭୫ ରେ ପହଞ୍ଚିଛି । କରୋନାଭାଇରସ୍ ର ଓମିକ୍ରନ୍ ପ୍ରଜାତି ସଂକ୍ରାନ୍ତରେ ଜାଣିବା ପାଇଁ ଜିନୋମ୍ ସିକ୍ୱେନ୍ସିଙ୍ଗ୍ କରୁଥିବା ଇନଷ୍ଟିଚ୍ୟୁଟ୍ ଅଫ୍ ଲାଇଫ୍ ସାଇନ୍ସ (ଆଇଏଲ୍ଏସ୍) ରାଜ୍ୟ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗକୁ ଏହି ନୂତନ ମାମଲା ବିଷୟରେ ସୂଚନା ଦେଇଛି । ତେବେ ନୂତନ ୧୪ ଟି ମାମଲାର ବିବରଣୀ ସ୍ୱାସ୍ଥ୍ୟ ଅଧିକାରୀଙ୍କ ଦ୍ୱାରା ଏପର୍ଯ୍ୟନ୍ତ ପ୍ରକାଶ କରାଯାଇ ନାହିଁ...
ଅଙ୍ଗନବାଡି କର୍ମୀଙ୍କ ପୋତ୍ସାହନ ରାଶିରେ ବୃଦ୍ଧି
ଭୁବନେଶ୍ୱର : ଅଙ୍ଗନବାଡି କର୍ମୀ ମାନଙ୍କ କାର୍ଯ୍ୟର ଗୁରୁତ୍ବ ତଥା ସେମାନଙ୍କ ନିଷ୍ଠାପର କାର୍ଯ୍ୟ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସେବା ନିବୃତ ଅଙ୍ଗନବାଡୀ କର୍ମୀ ମାନଙ୍କ ପ୍ରୋତ୍ସାହନ ରାଶିର ପରିମାଣ ବୃଦ୍ଧି କରିଛନ୍ତି । ଗ୍ରାମାଞ୍ଚଳରେ ପିଲାମାନଙ୍କ ସ୍ବାସ୍ଥ୍ୟ, ପୁଷ୍ଟିସାଧନ ଓ ଶିକ୍ଷା ତଥା ମହିଳା ମାନଙ୍କ ସଚେତନତା କ୍ଷେତ୍ରରେ ଅଙ୍ଗନବାଡି କର୍ମୀ ମାନଙ୍କର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି । ଅଙ୍ଗନବାଡି ସେବା ଯୋଜନାରେ ରାଜ୍ୟରେ ନିଯୁକ୍ତ ଅଙ୍ଗନବାଡୀ କର୍ମୀ, ମିନି ଅଙ୍ଗନବାଡି କର୍ମୀ ଓ ଅଙ୍ଗନବାଡି ସହାୟିକା ମାନେ ୬୨ ବର୍ଷ...
SEC Favors Safe Poll Conduct
Bhubaneswar: The State Election Commission (SEC) on Saturday held a discussion with the State Government officials for safe conduct of the three-tier Panchayat election keeping the prevailing Covid-19 situation in mind. The high-level meeting was held under the chairmanship of State Election Commissioner Aditya Prasad Padhi and attended by Chief Secretary SC Mahapatra, Special Relief Commissioner (SRC) PK Jena, Additional...
Centurion On Waste Management
Bhubaneswar: Center for Waste to Wealth Management, Centurion University, Odisha in collaboration with UNDP organized a Stakeholders' consultation meeting on 'Solid Waste Management on 7 January.This is the joint approach of UNDP & CUTM to understand and learn about the challenges and opportunities in solid waste management from all concerned stakeholders. The main purpose is to create a system thinking approach for...
14 More Omicron
Bhubaneswar: State has reported another 14 Omicron cases on Saturday taking the total tally to 75. Institute of Life Science (ILS), which is conducting genome sequencing required to find out Omicron variant of Coronavirus, has informed about the new cases to the State Health and Family Welfare Department. However, details of the new 14 cases are yet to be revealed...
Swarga Dwar Shut For Outsiders
Puri: In view of the prevailing Covid-19 pandemic situation in the State, Puri District Administration has imposed restrictions on cremation of bodies from outside the district at the Swarga Dwara crematorium here. Puri Collector Samarth Verma has issued an order imposing the restriction on carrying out funeral rites of bodies at the Swarga Dwara from January 10. In April last year,...








