କୋଭିଡ ଡାକ୍ତରଖାନାକୁ ଆସିଥିଲେ ୧୪.୬୧%

0

ଭୁବନେଶ୍ୱର : ରାଜ୍ୟ ସରକାର କୋଭିଡର ତୃତୀୟ ଲହର ମୁକାବିଲା ପାଇଁ ଡାକ୍ତରଖାନାଗୁଡିକୁ ନିର୍ଦ୍ଦେଶ ଦେଇଥିବାବେଳେ ଦ୍ୱିତୀୟ ଲହର ସମୟରେ ଶଯ୍ୟା ସଂଖ୍ୟା ତୁଳନାରେ ମାତ୍ର ୧୪.୬୧ ରୋଗୀ ଚିକିତ୍ସିତ ହୋଇଥିବା ଜଣାପଡିଛି । ଡାକ୍ତରଖାନା ଆସିଥିବା ରୋଗୀଙ୍କ ମଧ୍ୟରୁ ସର୍ବାଧିକ ଆଇସିୟୁ/ଏଚ୍‍ଡିୟୁ ଏବଂ ଭେଣ୍ଟିଲେଟର ଆବଶ୍ୟକ କରିଛନ୍ତି । ପ୍ରଥମ ଲହରର ଭୟାବହତାକୁ ଦେଖି ରାଜ୍ୟ ସରକାର ଦ୍ୱିତୀୟ ଲହର ମୁକାବିଲା ପାଇଁ ୯୬,୦୪୧ ଶଯ୍ୟାର ବ୍ୟବସ୍ଥା କରିଥିଲେ । ଏଥି ମଧ୍ୟରେ ଅସ୍ଥାୟୀ ମେଡିକାଲ ସେଣ୍ଟରରେ ସର୍ବାଧିକ ୫୧,୧୫୦ ଶଯ୍ୟା ଥିବାବେଳେ...

୧୧ରୁ ତିନି ଦିନ ବର୍ଷିବ

0

ଭୁବନେଶ୍ୱର : ଆସନ୍ତା ୧୧ତାରିଖ ଠାରୁ ତିନି ଦିନ ପର୍ଯ୍ୟନ୍ତ ରାଜ୍ୟରେ କୁଆପଥର ମାଡ ସହିତ ପ୍ରବଳ ବର୍ଷା ଓ ବଜ୍ରପାତର ଚେତାବନୀ ଦିଆଯାଇଛି । ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‍ଡି) ସତର୍କ ସୂଚନା ଜାରି କରି ଚାଷୀଙ୍କୁ ଫସଲ ଅମଳ ସହିତ ଏହାକୁ ଏକ ନିରାପଦ ସ୍ଥାନକୁ ସ୍ଥାନାନ୍ତର କରିବାକୁ କହିଛି । ପଶ୍ଚିମା ବାୟୁ ପ୍ରବାହ ଏବଂ ବଙ୍ଗୋପସାଗରରୁ ଆର୍ଦ୍ରତା ହେତୁ ଏଭଳି ବର୍ଷାର ଆଶା କରାଯାଉଥିବାରୁ କୃଷି ଉପରେ କିଛି ପ୍ରଭାବ ପଡ଼ିବ ବୋଲି ଆଇଏମଡି କହିଛି । ଭୁବନେଶ୍ୱର ପାଣିପାଗ...

ସ୍ୱଚ୍ଛ ନିର୍ବାଚନ ନେଇ ବିଜେପି ସନ୍ଦୀହାନ

0

ଭୂବନେଶ୍ୱର : ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ସ୍ୱଚ୍ଛତାକୁ ନେଇ ବିରାଟ ସନ୍ଦେହ ସୃଷ୍ଟି ହୋଇଛି । ନିର୍ବାଚନରେ କ୍ଷମତା, କଳ, ବଳକୁ ଅପବ୍ୟବହାର କରି ବ୍ୟାପକ ମାତ୍ରାରେ ହେରଫେର ଓ ଚଞ୍ଚକତା ଜରିଆରେ ଭୋଟ ହାତେଇବାର ହୀନ ପ୍ରୟାସ ଆରମ୍ଭ କରିସାରିଛି ଶାସକ ବିଜେଡି । ଭୋଟର ଲିଷ୍ଟ ପ୍ରସ୍ତୁତିରେ ବ୍ୟାପକ ଘୋଟାଲା କରାଯାଇଛି । ପ୍ରକୃତ ଭୋଟରଙ୍କ ନାମ ଭୋଟର ତାଲିକାରେ ପ୍ରକାଶ ପାଇନାହିଁ । ରାଜ୍ୟ ସରକାର ସର୍ବପ୍ରଥମେ ଗୋଟିଏ ଡ୍ରାଫ୍ଟ ଭୋଟର ଲିଷ୍ଟ ପ୍ରକାଶ କରି ସାଧାରଣ ଭୋଟରଙ୍କ...

IMD Issues Heavy Rain Alert

0

Bhubaneswar: It has been warned that heavy rain and thunderstorms, accompanied by hail, are likely to lash Odisha for three days since 11 January. IMD Bulletin has issued alert and asked farmers to shift their harvest to a safer place. There will be some impact on agriculture as it is expected during the period due to a western disturbance approaching towards...

State On Omicron Combat Mode

0

Bhubaneswar: Districts across the State are all set to combat the omicron situation and provide proper treatment to the infected people. The Collectors appraised the Chief Secretary Suresh Chandra Mahapatra at a review meeting about their ground level preparedness for the third wave of Covid-19. The Chief Secretary directed them to insulate the doctors, nurses and health workers detailed for covid...

Problem Of Plenty

0

Bhubaneswar: As the New Year has arrived, people talk about the challenges in store for Odisha. Severely hit by COVID-19 pandemic’s second wave all along 2021, people are apprehensive of the new year. How will the year fare for Odisha and its people? With natural calamities becoming a routine affair and the state developing resilience against disasters, nobody these...

ଆକାଶଛୁଆଁ ନେଟ୍‍ ଦରରେ ପାଠ ପଢା ଚିନ୍ତା

0

ଭୁବନେଶ୍ୱର : କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଶିକ୍ଷାନୁଷ୍ଠାନ, କୋଚିଂ ସେଣ୍ଟର ଆଦି ବନ୍ଦ ଘୋଷଣା ପରେ ଏବେ ଅନ୍‍ଲାଇନ୍‍ ପାଠପଢା ପାଇଁ ସମସ୍ତେ ପ୍ରସ୍ତୁତ ହେଉଛନ୍ତି । ହେଲେ କୋଭିଡର ଦ୍ୱିତୀୟ ଲହର ପରେ ପରେ ଘରୋଇ ଟେଲିକମ୍‍ ସଂସ୍ଥାମାନେ ଯେଭଳି ଭାବେ ଫୋନ୍‍ ଓ ଇଣ୍ଟରନେଟ୍‍ର ଦର ବୃଦ୍ଧି କରିଛନ୍ତି ତାହା ଅନ୍‍ଲାଇନ୍‍ ପାଠପଢା କ୍ଷେତ୍ରରେ ଅନ୍ତରାୟ ଉପୁଜାଇବ ବୋଲି କୁହାଯାଉଛି । ରାଷ୍ଟ୍ରାୟତ ସଂସ୍ଥା ବିଏସ୍‍ଏନ୍‍ଏଲ୍‍କୁ ବାଦ୍‍ ଦେଲେ ଅନ୍ୟ ଘରୋଇ ଟେଲିକମ୍‍ କମ୍ପାନୀମାନେ ସେମାନଙ୍କର ଦରବୃଦ୍ଧି କରିଛନ୍ତି ।...

କରୋନା ସଂକ୍ରମଣ ଦୈନିକ ୧୫ହଜାର ଛୁଇଁବ

0
Covid report

ଭୁବନେଶ୍ୱର : ଆଠ ଦିନ ଭିତରେ ଓଡିଶାରେ କରୋନା ସଂକ୍ରମଣ ଅନ୍ୟୁନ ୧୨ଗୁଣ ବଢିଛି । ଏହି ହାର ଅବ୍ୟାହତ ରହିଲେ ମାସକ ଭିତରେ ଦୈନିକ ସଂକ୍ରମଣ ସଂଖ୍ୟା ୧୫ହଜାର ଛୁଇଁପାରେ ବୋଲି ବିଶେଷଜ୍ଞମାନେ ଆଶଙ୍କା କରୁଛନ୍ତି । କୋଭିଡ କଟକଣା କଡାକଡି ଭାବେ ଅନୁପାଳନ କରାନଗଲେ ପରିସ୍ଥିତି ଏତେ ଜଟିଳ ହୋଇପାରେ ଯେ ଡାକ୍ତରଖାନାରେ କରୋନା ରୋଗୀଙ୍କ ପାଇଁ ଶଯ୍ୟା ମିଳିବା ବି ମୁସ୍କିତ ହୋଇପଡିବ । ନୂଆବର୍ଷର ପ୍ରଥମ ଦିନରେ ରାଜ୍ୟରେ ୨୯୮ଜଣ ନୂଆ କରୋନା ସଂକ୍ରମିତ ଚିହ୍ନିତ ହୋଇଥିବାବେଳେ ଆଜିର...

ନିରାପଦ ନିର୍ବାଚନ ଉପରେ ଗୁରୁତ୍ୱ

0

ଭୁବନେଶ୍ୱର: ବର୍ତ୍ତମାନର କୋଭିଡ -୧୯ ପରିସ୍ଥିତିକୁ ଦୃଷ୍ଟିରେ ରଖି ତ୍ରି-ସ୍ତରୀୟ ପଞ୍ଚାୟତ ର୍ନିବାଚନକୁ ସୁରୁଖୁରୁରେ କରିବା ପାଇଁ ରାଜ୍ୟ ର୍ନିବାଚନ ଆୟୋଗ (ଏସ୍‍ଇସି) ଶନିବାର ଦିନ ରାଜ୍ୟ ସରକାରଙ୍କ ସହ ଆଲୋଚନା କରିଛନ୍ତି । ରାଜ୍ୟ ର୍ନିବାଚନ କମିଶନର ଆଦିତ୍ୟ ପ୍ରସାଦ ପାଢୀଙ୍କ ଅଧ୍ୟକ୍ଷତାରେ ଏହି ଉଚ୍ଚସ୍ତରୀୟ ବୈଠକରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ସ୍ୱତନ୍ତ୍ର ରିଲିଫ୍ କମିଶନର (ଏସଆରସି) ପି.କେ ଜେନା, ଅତିରିକ୍ତ ମୁଖ୍ୟ ଶାସନ ସଚିବ (ସ୍ୱାସ୍ଥ୍ୟ) ଆର.କେ ଶର୍ମା ଏବଂ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ...

Bonanza For Mission Shakti

0

Bhubaneswar: At the urging of the Mission Shakti movement and at the request of group support staff, Chief Minister Naveen Patnaik Saturday announced a financial package for 50,000 group support workers in various panchayats in the state. All group support staff will receive an annual clothing allowance of Rs 1,000, a release from the chief Minister’s Office said. It said that...