ଫଳକରେ ରହିଗଲା ରମାଦେବୀ ଫୁଟ୍ ଓଭରବ୍ରିଜ
ଭୁବନେଶ୍ୱର : ଠିକ୍ ୧୧ବର୍ଷ ତଳେ ଆଜିର ଦିନରେ ରାଜ୍ୟର ୫ଜଣ ମନ୍ତ୍ରୀ, ଜଣେ ସାଂସଦ, ଜଣେ ବିଧାୟକ ଏବଂ ମେୟର, ଡେପୁଟୀ ମେୟର ଓ କର୍ପୋରେଟରଙ୍କ ସମେତ ଅନ୍ୟୁନ ୧୨ଜଣ ଅତିଥିଙ୍କ ଦ୍ୱାରା ୨୦୧୧ର ସ୍ୱାୟତଶାସନ ଦିବସ ଅବସରରେ ରମାଦେବୀ ମହିଳା ମହାବିଦ୍ୟାଳୟ ସମ୍ମୁଖରେ ଫୁଟ୍ ଓଭରବ୍ରିଜ ନିର୍ମାଣ ପାଇଁ ଯେଉଁ ଶିଳାନ୍ୟାସ କରାଯାଇଥିଲା ତାହା ଏବେ ବତା ଓ କୀଳା ଘେରରେ ରାସ୍ତା ମଝିରେ ରହିଛି । ଏହାର ସାତ ପଛରେ କଳିଙ୍ଗ ଷ୍ଟାଡିୟମ ନିକଟରେ ଦୁଇଟି ଓ ତାହା ପୂର୍ବରୁ...
ମହାକାଳପଡା ସିଏଚସିର ହେବ ନବକଳେବର
ଭୁବନେଶ୍ୱର : ମହାକାଳପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର (ସିଏଚସି)ର ନବକଳେବର ହେବାସହ ଏହାର ପରିବେଶ ବଦଳିବ । ଭିତିଭୂମି ବିକାଶ କରାଯିବ । ଲୋକମାନେ ଯେପରି ଭଲରେ ସ୍ୱାସ୍ଥ୍ୟସେବା ପାଇବେ ସେଥିପ୍ରତି ଧ୍ୟାନ ଦିଆଯିବ । ଡାକ୍ତରଖାନାକୁ ଆସୁଥିବା ରୋଗୀ ଓ ସେମାନଙ୍କ ସମ୍ପର୍କୀୟଙ୍କୁ ପାନୀୟଜଳ ଓ ଅନ୍ୟାନ୍ୟ ସୁବିଧା ଯୋଗାଇ ଦିଆଯିବ । ସେଥିପାଇଁ ଜାତୀୟ ଗ୍ରାମୀଣ ସ୍ୱାସ୍ଥ୍ୟମିଶନ ପ୍ରାୟ ୧୦ କୋଟି ଟଙ୍କା ମଞ୍ଜୁର କରଇଛି । ଏ ନେଇ ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ , ସମବାୟ ମନ୍ତ୍ରୀ ଅତନୁ ସବ୍ୟସାଚୀ...
ପକସୋ ପଞ୍ଜୀକରଣ ବଢ଼ିଛି ୪୫ପ୍ରତିଶତ
ଭୁବନେଶ୍ୱର : ଶିଶୁମାନଙ୍କୁ ଯୌନ ନିର୍ଯାତନାରୁ ରକ୍ଷା କରିବା ପାଇଁ ପ୍ରଚଳିତ ପକସୋ ଆଇନ କଡ଼ାକଡ଼ି କାର୍ଯ୍ୟକାରୀ କରାଯିବାର ସମୟ ଆସିଛି । ୨୦୧୭ରୁ ୨୦୨୦ ଭିତରେ ଜାତୀୟ ସ୍ତରରେ ପକସୋ ମାମଲା ପଞ୍ଜୀକରଣ ହାର ୪୫ଭାଗ ବଢ଼ିଛି । ଶିଶୁଙ୍କ ସୁରକ୍ଷା ପାଇଁ ଏବେ ବି ଅନେକ ଆହ୍ୱାନ ରହିଛି । ଏଥିପାଇଁ ଜନସାଧାରଣଙ୍କ ଭିତରେ ସଚେତନତା ବୃଦ୍ଧି ନିହାତି ଜରୁରୀ ବୋଲି ବହୁ ବିଶିଷ୍ଟ ବ୍ୟକ୍ତି ମତପୋଷଣ କରିଛନ୍ତି । ପକସୋ ଆଇନ କାର୍ଯ୍ୟକାରୀ ହେବାର ଦଶ ବର୍ଷ ପୂର୍ତ୍ତି ଅବସରରେ...
Center Care For Pensioners
New Delhi: V Srinivas, Secretary, Department of Pension and Pensioners’ Welfare (DoPPW) stressed on providing seamless experience to pensioners for which the Department is working on an AI/ML enabled Integrated Pensioners Portal, linking the Department of Pension & Pensioners Welfare portal Bhavishya and Pension Portals of various Banks, creation of Chat bot to ensure seamless interaction between pensioners, Government...
Intelligence System For EV
New Delhi: A new complete vehicle intelligence system and health monitoring solution for electric vehicles (EV) can ensure safe and high EV performance, which will occupy a major part of the next-generation transportation system. The system can help in estimating the accurate state of health and state of charge of the battery pack, help fleet operators in their control...
Odisha Turns High Performer
Bhubaneswar: The Supreme Court Committee on Road Safety (SCCRS) has initiated a detailed study to assess the implementation status of the road safety directions issued to the States. In this regard, a team of consultants engaged by the Committee visited Odisha for 15 days in the month of June. The team assessed the extent and quality of actions taken by...
ସଡକ ସୁରକ୍ଷା କ୍ଷେତ୍ରରେ ଓଡିଶାର ସଫଳତା ୬୬ ପ୍ରତିଶତ
କଟକ: ସଡକ ସୁରକ୍ଷା କ୍ଷେତ୍ରରେ ଓଡିଶା ଗ୍ରହଣ କରିଥିବା ପଦକ୍ଷେପକୁ ୬୬ ପ୍ରତିଶତ ସ୍କୋର ମିଳିଛି । ସଡକ ସୁରକ୍ଷା ଉପରେ ସୁପ୍ରିମକୋର୍ଟ କମିଟି (ଏସସିସିଆରଏସ) ରାଜ୍ୟମାନଙ୍କୁ ଦିଆଯାଇଥିବା ସଡକ ସୁରକ୍ଷା ନିର୍ଦ୍ଦେଶଗୁଡ଼ିକର କାର୍ଯ୍ୟକାରିତା ସ୍ଥିତିକୁ ଆକଳନ କରିବା ପାଇଁ ଏକ ବିସ୍ତୃତ ଅଧ୍ୟୟନ ଆରମ୍ଭ କରିଛି । ଏହି ପରିପ୍ରେକ୍ଷୀରେ, ଏସସିସିଆରଏସ ଦ୍ୱାରା ନିୟୋଜିତ ଏକ ପରାମର୍ଶଦାତା ଦଳ ଜୁନ୍ ମାସରେ ୧୫ ଦିନ ପାଇଁ ଓଡିଶା ଗସ୍ତ କରିଥିଲେ। ଏହି ଟିମ୍ ରାଜ୍ୟ ସରକାରଙ୍କ ଦ୍ୱାରା ନିଆଯାଇଥିବା କାର୍ଯ୍ୟର...
ବର୍ଷକୁ ବାହାରୁଛି ୨ଲକ୍ଷ ଟନ୍ ପ୍ଲାଷ୍ଟିକ ବର୍ଜ୍ୟ
ଭୁବନେଶ୍ୱର : ରାଜ୍ୟରୁ ବର୍ଷକୁ ପ୍ରାୟ ୨ଲକ୍ଷ ମେଟ୍ରିକ ଟନ୍ ପ୍ଲାଷ୍ଟିକ ବର୍ଜ୍ୟ ବାହାରୁଛି । ଏହି ବିପୁଳ ପରିମାଣର ପ୍ଲାଷ୍ଟିକ ବର୍ଜ୍ୟକୁ କିଭଳି ବିଘଟନ କରାଯିବ ତାହା କର୍ତ୍ତୃପକ୍ଷ ପାଇଁ ଚିନ୍ତାର କାରଣ ପାଲଟିଲାଣି । ସରକାରୀ ଆକଳନ ଅନୁଯାୟୀ ଓଡିଶାରୁ ଦୈନିକ ପ୍ରାୟ ୫୩୦ ଟନ୍ ପ୍ଲାଷ୍ଟିକ ବର୍ଜ୍ୟ ବାହାରୁଛି । ଜାତୀୟ ସ୍ତରରେ ଏହା ଦୈନିକ ୧୦ହଜାର ଟନ୍ ରହୁଛି । ଓଡିଶାରୁ ଏତେ ବିପୁଳ ପରିମାଣର ପ୍ଲାଷ୍ଟିକ ବର୍ଜ୍ୟ ବାହାରୁଥିବାବେଳେ ମାତ୍ର ୯ଟି ପ୍ଲାଷ୍ଟିକ ବର୍ଜ୍ୟ ବିଘଟନ କେନ୍ଦ୍ର...
ବେଆଇନ ଆପାର୍ଟମେଣ୍ଟ ଭାଙ୍ଗିବ କେବେ?
ଭୁବନେଶ୍ୱର : ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଦିଲ୍ଲୀ ସୀମାନ୍ତବର୍ତ୍ତୀ ଉତ୍ତର ପ୍ରଦେଶର ନୋଏଡାରେ ୫ଶହ କୋଟି ଟଙ୍କାରୁ ଊର୍ଦ୍ଧ୍ୱ ମୂଲ୍ୟର ଦୁଇଟି ବହୁତଳ ବିଶିଷ୍ଟ ବେଆଇନ ଅଟ୍ଟାଳିକାକୁ ଭାଙ୍ଗି ଦିଆଯାଇଥିବା ବେଳେ ଖୋଦ୍ ରାଜଧାନୀ ଭୁବନେଶ୍ୱର ଓ ତାହାର ଆଖପାଖ ଅଞ୍ଚଳରେ ଏଭଳି ଅନେକ ବେଆଇନ ନିର୍ମାଣ ଥିବାବେଳେ ଏଗୁଡିକୁ ଭାଙ୍ଗିବା ପାଇଁ ବିଡିଏ, ବିଏମସି ସମେତ ନଗରଉନ୍ନୟନ ବିଭାଗ ଭୟ କରୁଛି । ଅନ୍ୟପକ୍ଷରେ ବାରମ୍ବାର ସର୍ବକ୍ଷମା ଯୋଜନା ଘୋଷଣା କରାଯାଇ ବହୁ ବେଆଇନ ନିର୍ମାଣକୁ ଆଇନସିଦ୍ଧ କରାଯିବା ଫଳରେ ରାଜଧାନୀରେ...
Plastic Waste For Road Use
Bhubaneswar: In order to protect the environment from plastic waste, the State Government has decided to use such waste in road construction. Officials say that a Road Map for use of plastic waste for construction of roads and highways is being prepared. Susanta Nanda, Director Environment, Odisha is coordinating the efforts of the State Government for plastic waste management on elimination...










