ଏୟାର ବ୍ୟାଗ ଲାଗିବା ବାଧ୍ୟତାମୂଳକ ହେଲା

0

ନୂଆଦିଲ୍ଲୀ : ମୋଟର ଯାନରେ ବସିଥିବା ଯାତ୍ରୀମାନଙ୍କୁ ପାର୍ଶ୍ୱବର୍ତ୍ତୀ ଧକ୍କା ବା ଦୁର୍ଘଟଣା ପ୍ରଭାବରୁ ସୁରକ୍ଷିତ ରଖିବା ଲାଗି ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟ ପକ୍ଷରୁ କେନ୍ଦ୍ରୀୟ ମୋଟର ଯାନ ନିୟମାବଳୀ (ସିଏମଭିଆର) ୧୯୮୯ରେ ସଂଶୋଧନ ଅଣାଯାଇ ସୁରକ୍ଷା ବୈଶିଷ୍ଟ୍ୟରେ ବୃଦ୍ଧି କରିବା ଲାଗି ନିଷ୍ପତ୍ତି ନିଆଯାଇଛି। ତଦନୁଯାୟୀ, ଅକ୍ଟୋବର ପହିଲା ୨୦୨୨ ପରେ ନିର୍ମିତ ଏମ୧ ବର୍ଗର ବାହାନଗୁଡ଼ିକରେ ଦୁଇ ପାର୍ଶ୍ୱ / ସାଇଡ ଟର୍ସୋ ଏୟାର ବ୍ୟାଗ ଏବଂ ଦୁଇ ପାର୍ଶ୍ୱ ପରଦା/ଟ୍ୟୁବ ଏୟାର ବ୍ୟାଗ ଲଗାଇବା ବାଧ୍ୟତାମୂଳକ ହେବ।...

BPSPA Bags National Award

0

Bhubaneswar: The Biju Patnaik State Police Academy (BPSPA) here has won the Union Home Minister’s trophy for the best police training institution at national level for 2020-21 in the Gazetted officers’ category. The Academy was adjudged the best Gazetted officers’ training institute across the country in the State/UT category. Biju Patnaik State Police Academy will receive a grant-in-aid of Rs 20...

କରୋନା ମୁକାବିଲାରେ ଶିଳ୍ପସଂସ୍ଥାଙ୍କ କାର୍ପଣ୍ୟତା

0

ଭୁବନେଶ୍ୱର : କୋଭିଡର ତୃତୀୟ ଲହର ମୁକାବିଲା ପାଇଁ ରାଜ୍ୟ ସରକାର ପ୍ରସ୍ତୁତି ଚଳାଇଥିବାବେଳେ ରାଜ୍ୟରେ ଥିବା ଶିଳ୍ପସଂସ୍ଥାମାନେ ଅଧିକ ସଂଖ୍ୟାରେ ଆଗକୁ ଆସୁଥିବା ଲକ୍ଷ୍ୟ କରାଯାଉ ନାହିଁ । ଦ୍ୱିତୀୟ ଲହର ସମୟରେ ବି ହାତଗଣତି କେତୋଟି ଶିଳ୍ପସଂସ୍ଥା ସହାୟତାର ହାତ ବଢାଇଥିଲେ । ରାଜ୍ୟରେ ଏବେ କରୋନା ହୁ ହୁ ହୋଇ ବଢୁଥିବାରୁ ଡାକ୍ତରଖାନା ସମେତ ଅକ୍ସିଜେନ୍‍ ଯୁକ୍ତ ଶଯ୍ୟା ପ୍ରସ୍ତୁତ ପାଇଁ କେନ୍ଦ୍ର ସରକାର କହିଛନ୍ତି । ରାଜ୍ୟ ସରକାର ମଧ୍ୟ ନିଜ ଆଡୁ ପଦକ୍ଷେପ ଗ୍ରହଣ କରିବାରେ ଲାଗିଛନ୍ତି...

ନିର୍ବାଚନ ବେଳେ ଲକ୍ଷେ କର୍ମଚାରୀଙ୍କ ସ୍ୱାସ୍ଥ୍ୟ ଚିନ୍ତା

0

ଭୁବନେଶ୍ୱର : ନିର୍ବାଚନ କାର୍ଯ୍ୟରେ ମୁତୟନ ହେବାକୁ ଥିବା ପ୍ରାୟ ଲକ୍ଷେ ସରକାରୀ କର୍ମଚାରୀଙ୍କ ସ୍ୱାସ୍ଥ୍ୟକୁ ନେଇ ଏବେ ଚିନ୍ତା । କରୋନା ସଂକ୍ରମିତ ହେଲେ କେବଳ ଏମାନଙ୍କ ସ୍ୱାସ୍ଥ୍ୟ ବିଗିଡିବ ନାହିଁ ବହୁ କ୍ଷେତ୍ରରେ ନିର୍ବାଚନ ଅଟକି ଯିବାର ବି ସମ୍ଭାବନା ରହିଛି । ଆସନ୍ତା ମାସରେ ୫ ପର୍ଯ୍ୟାୟରେ ହେବାକୁ ଥିବା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ପ୍ରାୟ ଲକ୍ଷେ ସରକାରୀ କର୍ମଚାରୀ ନିୟୋଜିତ ହେବେ । ଏମାନେ ୮୫୩ ଜିଲ୍ଲାପରିଷଦ, ୬୭୯୪ ସରପଞ୍ଚ ଓ ୯୧,୯୧୩ ୱାର୍ଡ ମେମ୍ବର ପଦବୀପାଇଁ ହେବାକୁ...

One Year Left For Hockey World Cup

0

Bhubaneswar: With exactly a year left for the FIH Odisha Hockey Men’s World Cup 2023 which will be held at Bhubaneswar and Rourkela, the Indian Men's Hockey Team Captain Manpreet Singh said that the event would be an exciting one The mega sporting event is scheduled to be held from January 13, 2023 to January 19, 2023. The 15th edition of...

Covid Contiues Cross 10K Mark

0

Bhubaneswar: For the second consecutive day, the State witnessed over 10,000 Covid cases. On Friday, the State recorded 10,273 Covid-19 cases taking the active caseload to 53,171. Information and Public Relation department says, out of the 10,273 fresh cases, 1,065 cases from 0 to 18 years age group. The State had yesterday recorded 10,059 cases. Similarly, 5,962 were detected in quarantine...

ଓଡ଼ିଶା ପର୍ଯ୍ୟବେକ୍ଷକଙ୍କୁ ଭର୍ଚୁଆଲ ତାଲିମ

0

ଭୁବନେଶ୍ୱର : ଭାରତ ନିର୍ବାଚନ ଆୟୋଗଙ୍କ ତରଫରୁ ୫ ଗୋଟି ରାଜ୍ୟ ଗୋଆ, ମଣିପୁର, ପଞ୍ଜାବ, ଉତ୍ତରପ୍ରଦେଶ ଓ ଉତ୍ତରାଖଣ୍ଡରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପରିଚାଳନା ନିମନ୍ତେ ଓଡ଼ିଶାରୁ ଭାରତୀୟ ପ୍ରଶାସନିକ ସେବା, ଭାରତୀୟ ପୁଲିସ ସେବା ଓ ଭାରତୀୟ ରାଜସ୍ୱ ସେବା ବର୍ଗରୁ ମୋଟରେ ୭୩ ଜଣ ବରିଷ୍ଠ ଅଧିକାରୀଙ୍କୁ ନିର୍ବାଚନ ଆୟୋଗ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତ କରି ସେମାନଙ୍କୁ ଆଜି ଲୋକସେବା ଭବନ ସମ୍ମିଳନୀ କକ୍ଷରେ ଭର୍ଚୁଆଲ ମାଧ୍ୟମରେ ତାଲିମ ପ୍ରଦାନ କରାଯାଇଛି । ରାଜ୍ୟ ମୁଖ୍ୟ ନିର୍ବାଚନ...

ILPF Opens SATHI Odisha Center

0

Bhubaneswar: ILPF plans to provide subsidized medicine of reputed brand, affordable investigation in additional free yoga, physiotherapy as well as dietary consultation to bring the health at an affordable price yet with quality . This is not only medicine but complete basket of holistic health at door step. Accordingly, Umakanta Pani ,Trustee of ILPF and Project In-Charge for SATHI organized a...

ECI Conducts Training For Observers

Bhubaneswar: A total 73 Odisha Cadre IAS and IPS Officers as well as IRS Officers posted in the state have been roped in for Central Observers for the five poll bound states of Goa, Manipur, Punjab, Uttar Pradesh, and Uttarakhand. A Training in virtual mode was conducted by the Election Commission of India (ECI) for these Central Observers, who attended...

ଢିଙ୍କିଆରେ ପୁଲିସ୍‍ ଆକ୍ରମଣକୁ ନିନ୍ଦା

0

ଭୁବନେଶ୍ୱର : ଜଗତସିଂହପୁର ଜିଲ୍ଲା ଅନ୍ତର୍ଗତ ଢ଼ିଙ୍କିଆର ନିରସ୍ତ୍ର ଗ୍ରାମବାସୀଙ୍କ ଉପରେ ପୋଲିସର ବର୍ବରୋଚିତ ଆକ୍ରମଣକୁ କଂଗ୍ରେସ ପକ୍ଷରୁ ତୀବ୍ର ନିନ୍ଦା କରାଯାଇଛି । ଏ ସଂପର୍କରେ ଆଜି କଂଗ୍ରେସ ଭବନଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ ବିଧାୟକ ତଥା ପ୍ରଦେଶ କଂଗ୍ରେସ ସାଧାରଣ ସଂପାଦକ ଡା. ଲଲାଟେନ୍ଦୁ ମହାପାତ୍ର କହିଛନ୍ତି ଯେ ଢ଼ିଙ୍କିଆ ଚାରିଦେଶ ତଥା ଢ଼ିଙ୍କିଆ, ନୂଆଗାଁ, ଗଡ଼କୁଜଙ୍ଗ ପଂଚାୟତ ଏକ ଭାଇଚାରାର ଅଂଚଳ । ଏଠାକାର ଜନସାଧାରଣ ଧାନ, ପାନ ଓ ମୀନ ଉପରେ ସଂପୂର୍ଣ୍ଣ ଜୀବିକା ନିର୍ଭର କରି...