BJD BJP Support For Murmu
Bhubaneswar: NDA Presidential candidate Droupadi Murmu on Friday met Biju Janata Dal (BJD) and Bharatiya Janata Party (BJP) MLAs and MPs to gain their support for her election on July 18. Murmu, who hails from Odisha, held a discussion with the BJD MLAs and MPs in the conference hall of the Odisha Assembly here. Chief Minister Naveen Patnaik also attended...
ଫଇସଲା ଅପେକ୍ଷାରେ ୧୬ ଲକ୍ଷ ମାମଲା
ଭୁବନେଶ୍ୱର : ଓଡ଼ିଶାର ବିଭିନ୍ନ ଆଇନ ଅଦାଲତଗୁଡିକରେ ପାଖାପାଖି ୧୩ ଲକ୍ଷ ଫୌଜଦାରୀ ମାମଲା ସମେତ ପ୍ରାୟ ୧୬ ଲକ୍ଷ ମାମଲା ବିଚାର ପ୍ରତୀକ୍ଷାରେ ରହିଛି । ଗୋଟିଏପଟେ ମାମଲା ସଂଖ୍ୟା ବଢ଼ି ଚାଲୁଥିବା ବେଳେ ଅନ୍ୟପଟେ ସରକାର ନୂଆ ଅଦାଲତ ପ୍ରତିଷ୍ଠା କରୁଥିଲେ ମଧ୍ୟ ପରିସ୍ଥିତିରେ ଆଶାନୁରୂପ ସୁଧାର ଆସୁନାହିଁ । ଯେଉଁ ହାରରେ ମାମଲା ସଂଖ୍ୟା ବଢ଼ୁଛି ଓ ଫଇସଲା ହେଉଛି ତାହା ଅବ୍ୟାହତ ରହିଲେ ଏବେ ବିଚାରାଧୀନ ଥିବା ସମସ୍ତ ମାମଲା ଫଇସଲା ହେବାକୁ ଅତିକମରେ ୩୦ରୁ ୪୦ବର୍ଷ ସମୟ...
ଟ୍ରାକକୁ ଫେରୁଛି ମଦ କାରବାର
ଭୁବନେଶ୍ୱର : କରୋନା କାଳରେ ମାନ୍ଦା ପଡିଯାଇଥିବା ମଦ ବେପାର ପୁଣିଥରେ ଟ୍ରାକ୍କୁ ଫେରିଛି । ଭାରତ ତିଆରି ବିଦେଶୀ ମଦ, ବିୟର ଓ ଦେଶୀ ମଦର କାରବାର ପୁଣି ଥରେ ବଢିବାରେ ଲାଗିଛି । ୨୦୨୦-୨୧ ମସିହାରେ ରାଜ୍ୟରେ ବିଦେଶୀ ମଦ କାରବାରରୁ ୨୧୩୬ କୋଟି ଟଙ୍କାର ଶୁଳ୍କ ମିଳିଥିଲା । ଏହା ପୂର୍ବବର୍ଷ ତୁଳନାରେ ପାଖାପାଖି ୨୨ ପ୍ରତିଶତ କମି ଯାଇଥିଲା । ତେବେ କରୋନା କମିବା ପରେ ୨୦୨୧-୨୧ରେ ବିଦେଶୀ ମଦ କାରବାର ବଢ଼ିବା ସହିତ ଆଦାୟ ଶୁଳ୍କ ପରିମାଣ...
ଆଉ ତିନି ଟ୍ରେନରେ ରାଜଧାନୀ ଭଳି କୋଚ
ଭୁବନେଶ୍ୱର : ପୂର୍ବ ତଟ ରେଳପଥ ପରିସୀମା ମଧ୍ୟରୁ ଉତ୍ପନ୍ନ ତିନୋଟି ଟ୍ରେନରେ ରାଜଧାନୀ ଏକ୍ସପ୍ରେସ ରେ ଯାତ୍ରା ସୁବିଧା ପରି କୋଚ୍ ଉପଲବ୍ଧ କରାଇବାପାଇଁ ନିଷ୍ପତ୍ତି ନିଆଯାଇଅଛି | ମାନ୍ୟବର ରେଳ, ଯୋଗାଯୋଗ ଏବଂ ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ ତାଙ୍କର ଓଡ଼ିଶା ଗସ୍ତ ସମୟରେ ଭୁବନେଶ୍ୱର-କେଏସଆର ବେଙ୍ଗାଲୁରୁ ପ୍ରଶାନ୍ତି ସ୍ପେଶାଲକୁ ରାଜଧାନୀ କୋଚ ଭଳି ଯାତ୍ରା ସୁବିଧାକୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ ଏବଂ ଆହୁରି ଦୁଇଟି ଟ୍ରେନରେ ଏହି ସୁବିଧା ଯୋଗାଇବାକୁ...
ନବଜାତକକୁ ନୂଆ ଜୀବନ ଦେଲେ ସମ୍ମମ୍ ଡାକ୍ତର
ଭୁବନେଶ୍ୱର : ସମ୍ ଅଲ୍ଟିମେଟ ମେଡିକେୟାରର ଶିଶୁରୋଗ ବିଶେଷଜ୍ଞ ମାତ୍ର ୭୫୦ ଗ୍ରାମ୍ ଓଜନର ନବଜାତ ଶିଶୁକନ୍ୟାର ଜୀବନ ବଂଚାଇବାରେ ସଫଳ ହୋଇଛନ୍ତି । ମାତ୍ର ୨୬ ସପ୍ତାହ ଗର୍ଭଧାରଣ ପରେ ଜଣେ ମହିଳାଙ୍କର ସିଜରିଆନ୍ ସେକ୍ସନ୍ ଦ୍ୱାରା ଏକ ଶିଶୁ କନ୍ୟା ସମ୍ମମ୍ରେ ଜନ୍ମଲାଭ କରିଥିବା ବେଳେ ଜନ୍ମ ପରେ ପରେ ହିଁ ଶିଶୁଟିର ନିଃଶ୍ୱାସ ନେବାରେ ସମସ୍ୟା ସୃଷ୍ଟି ହୋଇଥିଲା ଏବଂ ତାକୁ ଏନ୍ଆଇଭି ସପୋର୍ଟରେ ରଖାଯାଇଥିଲା ବୋଲି ସମ୍ମମ୍ର ଶିଶୁରୋଗ ବିଭାଗର ମୁଖ୍ୟ ଡାକ୍ତର ପ୍ରଦୀପ କୁମାର ଦେ ସୂଚନା...
Murmu On Odisha Visit
Bhubaneswar: NDA Presidential candidate Droupadi Murmu is scheduled to arrive here on Friday to campaign for her election on July 18. After her arrival at Biju Patnaik International Airport, a grand welcome will be given to Murmu, who is daughter of Odisha soil. Ms.Murmu would separately meet the Biju Janata Dal (BJD) and the Bharatiya Janata Party (BJP) MLAs and MPs...
State Asks CSS View
Bhubaneswar: The Union Government has proposed a new procedure for release of its fund to States under various Centrally Sponsored Schemes (CSS). After receiving the draft procedure, Department of Finance has sought views from concerned Departments. After receiving the draft procedure from the Government of India, Principal Secretary Finance, Vishal Dev has sought comments on the two options from various...
Drive For Kisan Card
New Delhi: Union Minister for Finance and Corporate Affairs Nirmala Sitharaman chaired a meeting with heads of Public Sector Banks and Regional Rural Banks (RRBs). She reviewed to review Operational & Governance reforms in RRBs and performance of Kisan Credit Card (KCC) scheme for Animal Husbandry, Dairying and Fisheries.Finance Minister underlined the important role being played by RRBs in financial...
Rush Begins For Darshan
Puri: A large number of devotees started arriving at the pilgrim town of Puri to get a glimpse of Lord Jagannath and his sibling deities Lord Balabhadra and Devi Subhadra during Sandhya Darshan on 8 July. Before boarding at the chariots for Bahuda Jatra, Trinity will give their last darshan to the devotees in the Adapa Mandapa of the Shree...
୨୩ ଜିଲ୍ଲାରେ କରୋନା
ଭୁବନେଶ୍ୱର : ରାଜ୍ୟରେ ଦୈନିକ ବୃଦ୍ଧି ପାଉଥିବା କରୋନା ୨୩ ଜିଲ୍ଲାକୁ ମାଡିଗଲାଣି । ଗତ ୨୪ଘଣ୍ଟା ମଧ୍ୟରେ ରାଜ୍ୟରେ ୪୨୮ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ଏମାନଙ୍କ ମଧ୍ୟରେ ପିଲାଙ୍କ ସଂଖ୍ୟା ରହିଛି ୫୬ । ସେହିଭଳି କ୍ୱାରେଣ୍ଟାଇନ୍ରୁ ସର୍ବାଧିକ ୨୫୧ ଜଣ ଚିହ୍ନଟ ହୋଇଥିବାବେଳେ ୧୭୭ ଲୋକାଲ କେଶ୍ ରହିଛି । ନୂଆ ସଂକ୍ରମିତଙ୍କୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୨ଲକ୍ଷ ୯୧ହଜାର ଟପିଥିବାବେଳେ ୨୨୩୫ ଜଣ ସକ୍ରିୟ କରୋନା ସଂକ୍ରମିତ ରହିଛନ୍ତି । ଚିହ୍ନଟ ନୂଆ ସଂକ୍ରମିତଙ୍କ...










