ତାଳଚେର-ବିମଳାଗଡ ରେଳପଥ ସରିବ କେବେ?

ଭୁବନେଶ୍ୱର : ତାଳଚେର-ବିମଳାଗଡ ରେଳପଥ ନିର୍ମାଣ ପାଇଁ ପ୍ରଧାନମନ୍ତ୍ରୀ ଥିବା ସମୟରେ ଅଟଳ ବିହାରୀ ବାଜପେୟୀ ୨୦୦୩-୦୪ ବର୍ଷରେ ଘୋଷଣା କରିବା ସହ ଏଥିଲାଗି ମଞ୍ଜୁରୀ ମଧ୍ୟ ମିଳିଥିଲା । ତେବେ ଇତିମଧ୍ୟରେ ପ୍ରାୟ ୧୯ବର୍ଷ ଅତିବାହିତ ହୋଇଥିଲେ ମଧ୍ୟ ଏହି ରେଳପଥ ନିର୍ମାଣ କାର୍ଯ୍ୟ କେବେ ସରିବ ତାହା କେହି ନିର୍ଦ୍ଦିଷ୍ଟ ଭାବେ କହିପାରୁ ନାହାନ୍ତି । ପ୍ରାୟ ଦେଢ଼ ଶହ କିଲୋମିଟର ଦୈର୍ଘ୍ୟର ତାଳଚେର-ବିମଳାଗଡ ରେଳପଥ କାର୍ଯ୍ୟକାରୀ ହେଲେ ଭୁବନେଶ୍ୱରରୁ ରାଉରକେଲା ମଧ୍ୟରେ ଦୂରତା ୧୦୦ କିଲୋମିଟରରୁ ଅଧିକ କମିବ ।...

SEC Sets Ball Rolling For Urban Poll

Bhubaneswar: The State Election Commission (SEC) has set the ball rolling for the much awaited Urban election in the State. The elections to the Urban Local Bodies (ULBs) have not been conducted since 2018 even as their tenures expired three years ago. Now, Administrators are looking after development and daily affairs of the civic bodies. The delimitation and reservation of seats...

Satyabrata Jagannath Bhajan Hits Music Industry

0

Bhubaneswar: For the first time top mandarin, Satyabrata Sahu has sung famous Odia Bhajan Jagannatha Ho Kichhi Magunahin Tate…..in a wonderful and enchanting voice, has created sensation in Odisha Music Industry. After listening to the song, no one can say that one can sing it so beautifully, being an amateur singer. Mr.Sahu sang the Bhajan like a professional playback singer. The...

ଚାକିରିରୁ ବରଖାସ୍ତ ହେଲେ ଆଇଏଏସ୍‍ ବିନୋଦ କୁମାର

ଭୁବନେଶ୍ୱର : ଦୁର୍ନୀତି ଅଭିଯୋଗ ପ୍ରମାଣିତ ହେବା ପରେ ରାଜ୍ୟ ସରକାର ବରିଷ୍ଠ ଆଇ.ଏ.ଏସ୍ ଅଫିସର ତଥା ଓଡିଶା ଗ୍ରାମ୍ୟ ଗୃହ ନିର୍ମାଣ ନିଗମର ପୂର୍ବତନ ପରିଚାଳନା ନିର୍ଦ୍ଦେଶକ ଶ୍ରୀ ବିନୋଦ କୁମାରଙ୍କୁ ଚାକିରିରୁ ବରଖାସ୍ତ କରିଛନ୍ତି । ଶ୍ରୀ କୁମାର ଙ୍କୁ ଚାକିରିରୁ ବରଖାସ୍ତ କରିବା ପାଇଁ ରାଜ୍ୟ ସରକାରଙ୍କ ପ୍ରସ୍ତାବରେ କେନ୍ଦ୍ର ସରକାର ମଧ୍ୟ ସମ୍ମତି ପ୍ରଦାନ କରିଛନ୍ତି। ସୂଚନାଯୋଗ୍ୟ ଯେ ଶ୍ରୀ କୁମାର ଓଡିଶା ଗ୍ରାମ୍ୟ ଗୃହ ନିର୍ମାଣ ନିଗମର   ପରିଚାଳନା ନିର୍ଦ୍ଦେଶକ ଥିବା ସମୟରେ ମହାବାତ୍ୟା ପରେ ପରେ...

ଦୃଷ୍ଟି ଆକର୍ଷଣ କଲା ନିର୍ମଳାଙ୍କ ଓଡିଶା ପାଟଶାଢୀ

0

ଭୁବନେଶ୍ୱର : କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ସଂସଦରେ ଚତୁର୍ଥଥର ପାଇଁ କେନ୍ଦ୍ର ବଜେଟ୍‍ ଉପସ୍ଥାପନ କରିଥିବାବେଳେ ସେ ପିନ୍ଧିଥିବା ଓଡିଶା ପ୍ରସ୍ତୁତ ହାଲକା ଧଳା ପାହାଡି ଥିବା ବାଇଗିଣି ରଙ୍ଗର ବୋମକେଇ ପାଟ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି । ମୁଣ୍ଡ ଉପରେ ଉତ୍ତରପ୍ରଦେଶ ନିର୍ବାଚନ ଥିଲେ ମଧ୍ୟ ନିର୍ମଳା ବନାରସୀ ଶାଢୀ ବଦଳରେ ବୋମକେଇ ପାଟକୁ ପସନ୍ଦ କରିଛନ୍ତି । ଏଥିରୁ କେନ୍ଦ୍ର ଅର୍ଥମନ୍ତ୍ରୀଙ୍କର ଓଡିଶା ପ୍ରତି ଥିବା ଭଲ ପାଇବା ପ୍ରଦର୍ଶିତ ହୋଇଛି । ନିର୍ମଳା ପିନ୍ଧିଥିବା ବୋମକେଇ...

ନିର୍ବାଚନ ଖର୍ଚ୍ଚ ସୀମା ଧର୍ମକୁ ଆଖିଠାର

0

ଭୁବନେଶ୍ୱର : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରାର୍ଥୀମାନଙ୍କ ନିର୍ବାଚନ ଖର୍ଚ୍ଚ ସୀମା ଯାହା ଧାର୍ଯ୍ୟ କରାଯାଇଛି ବାସ୍ତବରେ ସଂଖ୍ୟାଧିକ ପ୍ରାର୍ଥୀ ତାହାଠାରୁ ଢ଼େର ଅଧିକ ଅର୍ଥ ଖର୍ଚ୍ଚ କରୁଛନ୍ତି । ଅଥଚ କାଗଜପତ୍ରରେ ନିର୍ବାଚନୀ ଖର୍ଚ୍ଚ ହିସାବ କମିଶନଙ୍କ ଧାର୍ଯ୍ୟସୀମା ମଧ୍ୟରେ ରଖାଯାଉଥିବାରୁ ଏ କ୍ଷେତ୍ରରେ କରାଯାଉଥିବା ଜାଲିଆତି ଘେନି ସେମିତି କିଛି ଦୃଢ଼ କାର୍ଯ୍ୟାନୁଷ୍ଠାନ ହେଉନାହିଁ । ଜିଲ୍ଲା ପରିଷଦ ସଦସ୍ୟ ପଦବୀ ପାଇଁ ନିର୍ବାଚନ ଲଢ଼ୁଥିବା ପ୍ରାର୍ଥୀ ସର୍ବାଧିକ ୫ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ କରିପାରିବେ ଏବଂ ତାରି ଭିତରେ...

Budget, Bomkai, Odisha Connect….

0

Bhubaneswar: For her fourth budget presentation, Union Finance Minister Nirmala Sitharaman kept her look simple and elegant, sporting a crisp rusty brown coloured Bomkai saree with off-white border detailing that spread throughout the sides. There was a buzz that Shrimati Sitharaman may opt for a Banarasi saree, considering the UP assembly elections are just around the corner. However, she once...

ଗରିବଙ୍କୁ ବାଧିବ ଏମ୍‍ଜିଏନ୍‍ଆରଇଜିଏସ୍‍ ହ୍ରାସ

0

ଭୁବନେଶ୍ୱର: ମହାମାରୀ ସମୟରେ ଏମ୍‍ଜିଏନ୍‍ଆରଇଜିଏସ୍‍ ହ୍ରାସ ଗରିବ ଲୋକଙ୍କୁ ସାହାଯ୍ୟ କରିବ ନାହିଁ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି । ପୂର୍ବରୁ, ଏଫସିଆଇ ଦ୍ୱାରା ଚାଉଳ ସଂଗ୍ରହ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ସମସ୍ୟା ରହିଛି । ଅଧିକନ୍ତୁ, ଏନ୍‍ଏଫ୍‍ଏସ୍‍ଏ ଅଧୀନରେ ଖାଦ୍ୟ ସବସିଡି ହ୍ରାସ କୃଷକମାନଙ୍କୁ ଗୁରୁତର ଅସୁବିଧାରେ ପକାଇବ । ଏହାର ପୁନର୍ବିଚାର କରାଯିବା ଆବଶ୍ୟକ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ ମୂଲ୍ୟ ବୃଦ୍ଧି ଏବଂ ମୁଦ୍ରାସ୍ଫୀତି ଦ୍ୱାରା ମଧ୍ୟବିତ୍ତ ଏବଂ ଗରିବ ଲୋକ ଅଧିକ ପ୍ରଭାବିତ ହେଉଛନ୍ତି...

ବିପର୍ଯ୍ୟୟ ଭିତରେ ବଜେଟ୍‍ ନୂଆ ଆତ୍ମବିଶ୍ୱାସ ଆଣିଛି

0

ନୂଆଦିଲ୍ଲୀ : ଏହି ବଜେଟ୍ ୧୦୦ ବର୍ଷର ଭୟଙ୍କର ବିପର୍ଯ୍ୟୟ ମଧ୍ୟରେ ବିକାଶର ଏକ ନୂତନ ଆତ୍ମବିଶ୍ୱାସ ଆଣିଥିବା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ୨୦୨୨-୨୩ ବଜେଟ୍‍ ଉପରେ ନିଜର ମତ ରଖି ଶ୍ରୀ ମୋଦି କହିଛନ୍ତି ଯେ ଏହି ବଜେଟ୍ ଅର୍ଥନୀତିକୁ ମଜବୁତ କରିବା ସହିତ ସାଧାରଣ ଲୋକଙ୍କ ପାଇଁ ଅନେକ ନୂତନ ସୁଯୋଗ ସୃଷ୍ଟି କରିବ । ଏହି ବଜେଟ୍ ଅଧିକ ଭିତ୍ତିଭୂମି, ଅଧିକ ବିନିଯୋଗ, ଅଧିକ ଅଭିବୃଦ୍ଧି ଏବଂ ଅଧିକ ନିଯୁକ୍ତିର ନୂତନ ସମ୍ଭାବନାରେ ପରିପୂର୍ଣ୍ଣ ଏବଂ...

1L Cr to Assist States

0

New Delhi: Union Finance Minister Nirmala Sitharaman on Monday announced in her Budget Speech that Rs. 1 lakh crore has been allocated to assist the States in catalyzing overall investments in the economy for the year 2022-23. The outlay for the ‘Scheme for Financial Assistance to States for Capital Investment’ is being enhanced from Rs 10,000 crore in Budget Estimates...