State To Boost Jackfruit Cultivation
Bhubaneswar: Odisha was the second largest producer of jackfruit next to Tripura. Jackfruit trees were found distributed in all most all districts of Odisha. However, around 15 districts contributed major portion of the jackfruit production in the State. APC & ACS Agriculture Sanjeev Chopra has informed the State Level Meeting chaired by Chief Secretary Suresh Chandra Mahapatra held here. Mr.Chopra added...
National Mourning For Lataji
New Delhi: Union Government has decided to give a state funeral and observe two-days long National Mourning on the death of Bharat Ratna Lata Mangeshkar. Ministry of Home Affairs announced here on 6 February that the Union Government has also decided that as a mark of respect, two days of state mourning will be observed from Sunday and Monday. "During State...
PM Grieves For Sur Samragi
New Delhi: Prime Minister, Narendra Modi has expressed deep grief over the passing away of legendary singer Lata Mangeshkar. The Prime Minister has spoken to her family and expressed his condolences. He also said that the coming generations will remember her as a stalwart of Indian culture, whose melodious voice had an unparalleled ability to mesmerise people. In a series...
ଦୁଇ ହଜାର ନିକଟକୁ ଖସିଲା କରୋନା
ଭୁବନେଶ୍ୱର : ରାଜ୍ୟରେ କରୋନା ସଂକ୍ରମଣ ଗ୍ରାଫ ଦ୍ରୁତ ବେଗରେ ହ୍ରାସ ପାଇବା ସହିତ ଦୁଇ ହଜାର ନିକଟରେ ପହଞ୍ଚିଛି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୨୧୦୬ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଏମାନଙ୍କ ମଧ୍ୟରେ ୩୨୪ଜଣ ଶିଶୁ ରହିଛନ୍ତି । ଚିହ୍ନଟ ହୋଇଥିବା ନୂଆ ୨୧୦୬ ସଂକ୍ରମିତଙ୍କୁ ମିଶାଇ ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୨,୬୮,୮୧୧ ରେ ପହଞ୍ଚିଛି । ତେବେ ଏମାନଙ୍କ ମଧ୍ୟରୁ ୧୨,୩୪,୩୫୨ ଜଣ ସୁସ୍ଥ ହେବା ସହିତ ରାଜ୍ୟରେ ସକ୍ରିୟ ରୋଗୀଙ୍କ ସଂଖ୍ୟା ହ୍ରାସ...
ଆର ପାରିରେ ସ୍ୱର ସମ୍ରାଜ୍ଞୀ
ଭୁବନେଶ୍ୱର : ସ୍ୱର ସମ୍ରାଜ୍ଞୀ ଲତା ମଙ୍ଗେସକର ଆଜି ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ମୁମ୍ବାଇର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଯାଇଛି । ମୃତ୍ୟୁବେଳକୁ ଲତାଙ୍କୁ ୯୨ ବର୍ଷ ବୟସ ହୋଇଥିଲା । କିଛି ଦିନ ଧରି ସେ ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡିତ ଥିଲେ । ଗତ କାଲି ଠାରୁ ସେ ଭେଣ୍ଟିଲେଟରେ ଥିବାବେଳେ ତାଙ୍କ ସ୍ୱାସ୍ଥାବସ୍ଥାରେ ଅବନତି ପରିଲକ୍ଷିତ ହୋଇଥିଲା । ଭାରତର ନାଇଟେଙ୍ଗଲ ଭାବେ ପରିଚିତ ଲତା ଦିଦିଙ୍କର ଜନ୍ମ ୧୯୨୯ ମସିହା ସେପ୍ଟେମ୍ବର...
ପଞ୍ଚାୟତ ନିର୍ବାଚନରେ ଏସ୍ଏଚ୍ଜି ହେବେ ନିର୍ଣ୍ଣାୟକ
ଭୁବନେଶ୍ୱର : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରୁଥିବା ସମସ୍ତ ପ୍ରାର୍ଥୀଙ୍କ ନଜର ଏବେ ଗାଁ ଗହଳରେ ଥିବା ମହିଳା ସ୍ୱୟଂ ସହାୟିକା ଗୋଷ୍ଠି (ଏସ୍ଏଚ୍ଜି) ଉପରେ । କାରଣ ଏହି ଗୋଷ୍ଠିରେ ଥିବା ୭୦ଲକ୍ଷ ମହିଳାଙ୍କ ଭୋଟ ଆଗାମୀ ନିର୍ବାଚନରେ ନିର୍ଣ୍ଣାୟକ ହେବ । ରାଜ୍ୟରେ ଏବେ ୬ଲକ୍ଷ ସ୍ୱୟଂ ସହାୟକ ଗୋଷ୍ଠି ଥିବାବେଳେ ଏଥିରେ ପ୍ରାୟ ୭୦ଲକ୍ଷ ମହିଳା ସଦସ୍ୟା ରହିଛନ୍ତି । ଏମାନେ ପ୍ରାୟତଃ ସମସ୍ତେ ମତଦାତା । ଏଥି ସହିତ ସେମାନଙ୍କ ପରିବାରରେ ଅନ୍ୟ ସଦସ୍ୟମାନେ ବି ରହିଛନ୍ତି...
ଅଳକାଶ୍ରମ ଇତିହାସର ଅମ୍ଲାନ ସ୍ମୃତି
ଜଗତସିଂହପୁର : ସ୍ୱାଧୀନତା ସଂଗ୍ରାମର ସ୍ମାରକୀଗୁଡିକୁ ସଂରକ୍ଷିତ କରି ରଖାଗଲେ ତାହା ଆଗାମୀ ପିଢ଼ି ପାଇଁ ପ୍ରେରଣାର ଉତ୍ସ ହେବ । ଯେଉଁମାନେ ସ୍ୱାଧୀନତା ହାସଲ ପାଇଁ ସହିଦ ହୋଇଛନ୍ତି ଏବଂ ନିର୍ଯାତନା ଓ କାରାବରଣ କରିଛନ୍ତି ସେମାନଙ୍କ ବଳିଦାନ, ସଂଗ୍ରାମ, ସେବା ଓ ତ୍ୟାଗର ଇତିହାସକୁ କୃତଜ୍ଞତାର ସହ ଅନୁଶୀଳନ କଲେ ସେଥିରୁ ଜାତିକୁ ଆଗକୁ ବଢ଼ାଇବା ପାଇଁ ଦିଗ୍ଦର୍ଶନ ମିଳିବ । ଇତିହାସର ଏହିଭଳି ଏକ ବିରଳ ସ୍ମାରକୀ ହେଉଛି ଓଡ଼ିଶାର ସାବରମତୀ ବୋଲି କୁହାଯାଉଥିବା ଅଳକାଶ୍ରମ ବୋଲି ରାଜ୍ୟପାଳ...
Let’s Focus Social Sector
Bhubaneswar: There should be no doubt that the Union Budget, 2022-23 has focused on infrastructure development and capital expenditure whereas the social sector has not received so much attention from the Budget makers. This has been rightly pointed out by Chief Minister Naveen Patnaik in his budget reaction, though he welcomed some of the proposals presented by Union Finance...
Cold Wave Is Back
Bhubaneswar: After rains, the winter chill has returned to the State with the Bhubaneswar Meteorological Centre on Saturday issuing a cold wave warning for two days. The minimum temperature is set to dip by 2 to 3 degrees Celsius in Odisha during the next 24 hours. According to the midday bulletin, cold wave condition is very likely to prevail in Sundargarh,...
ଭର୍ଚୁଆଲ୍ ଟୁରରେ ଓଡ଼ିଶାର ଭୂମିଜ ଜନଜାତି
ଭୁବନେଶ୍ୱର : ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ଓ ପଛୁଆବର୍ଗ କଲ୍ୟାଣ ବିଭାଗ ପକ୍ଷରୁ ପ୍ରତ୍ୟେକ ରବିବାର ଦିନ ଦର୍ଶକମାନଙ୍କ ନିମନ୍ତେ ଭର୍ଚୁଆଲ୍ ଟୁର୍ର ବ୍ୟବସ୍ଥା କରାଯାଇଛି । ଦର୍ଶକମାନେ ଫେବୃଆରୀ ୬ ତାରିଖ ଦିନ ଫେସ୍ବୁକ୍ ଓ ଟୁଇଟର ପେଜ୍ @stscdev, @scstrti ଖୋଲି ଓଡ଼ିଶାର ଭୂମିଜ ଜନଜାତିଙ୍କ ସଂପର୍କରେ ଜାଣିପାରିବେ ବୋଲି ଏସ୍ସିଏସ୍ଟିଆର୍ଟିଆଇର ନିର୍ଦ୍ଦେଶକ ପ୍ରଫେସର (ଡ.) ଅଖିଳ ବିହାରୀ ଓତା ପ୍ରକାଶ କରିଛନ୍ତି । ଭୂମିଜ ଜନଜାତି ସଂପ୍ରଦାୟ ବିଶେଷତଃ ଆସାମ, ପଶ୍ଚିମବଙ୍ଗ, ଓଡ଼ିଶା ଓ...









