Center Yet To Receive Parishad Proposal
New Delhi: Making a very surprising statement, Union Minister of Law and Justice, Kiren Rijiju on Thursday informed Parliament that the Centre yet to receive any resolution adopted for formation of Legislative Council or Vidhan Parishad in Odisha. Minister Mr.Rijiju made this statement in Rajya Sabha while replying to a question of BJD MP Prasanna Acharya. Mr.Acharya has asked, “Whether Odisha...
Maoists Target Civilains
Bhubaneswar: Maoists are now targeting civilians and it seems ahead of the three-tier Panchayat Elections, the Left Wing Extremists (LWE)s are now active. They have triggered violence as the cases are reported in Kalahandi and Kandhamal, which were experiencing peaceful period during earlier days. Within a week, two innocent civilians have been killed in two landmine blasts, which were planted by...
କେନ୍ଦ୍ର ପାଇନି ବିଧାନ ପରିଷଦ ପ୍ରସ୍ତାବ
ଭୁବନେଶ୍ୱର : ଓଡ଼ିଶାରେ ବିଧାନ ପରିଷଦ ଗଠନ ପାଇଁ ରାଜ୍ୟ ବିଧାନସଭା ଗ୍ରହଣ କରିଥିବା ପ୍ରସ୍ତାବ ଏଯାବତ କେନ୍ଦ୍ର ସରକାର ପାଇନାହାନ୍ତି । ଆଇନ ଓ ନ୍ୟାୟ ବିଭାଗ କେନ୍ଦ୍ରମନ୍ତ୍ରୀ କିରଣ ରିଜିଜୁ ସଂସଦରେ ଏହି ସୂଚନା ଦେଇଛନ୍ତି । ଏଠାରେ ଉଲ୍ଲେଖନୀୟ ଯେ ୨୦୧୮ ସେପ୍ଟେମ୍ବର ୬ ତାରିଖରେ ରାଜ୍ୟ ବିଧାନସଭାରେ ବିଧାନ ପରିଷଦ ଗଠନ ଘେନି ବିଧିବଦ୍ଧ ସଂକଳ୍ପ ପାରିତ ହୋଇଥିଲା । ୧୪୭ ସଦସ୍ୟ ବିଶିଷ୍ଟ ରାଜ୍ୟ ବିଧାନସଭାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ୧୦୪ ଜଣ ସଦସ୍ୟ ଏହି...
ପଞ୍ଚାୟତ ନିର୍ବାଚନ ବେଳେ ମାଓବାଦୀଙ୍କ ହିଂସା
ଭୁବନେଶ୍ୱର : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଚାଲୁଥିବା ବେଳେ କେତେକ ଅଞ୍ଚଳରେ ବାମପନ୍ଥୀ ଉଗ୍ରବାଦୀଙ୍କ ହିଂସାକାଣ୍ଡରେ ସାଧାରଣ ଲୋକେ ବଳି ପଡୁଛନ୍ତି । ବିଶେଷକରି ଅବିଭକ୍ତ କଳାହାଣ୍ଡି, କନ୍ଧମାଳ ଓ ବଲାଙ୍ଗୀର ଜିଲ୍ଲାରେ ଏମାନଙ୍କ କାର୍ଯ୍ୟକଳାପ ବୃଦ୍ଧି ପାଇବାରେ ଲାଗିଛି । ସପ୍ତାହକ ମଧ୍ୟରେ ମାଓବାଦୀଙ୍କ ଭୂତଳ ବୋମା ବିସ୍ଫୋରଣରେ ଜଣେ କାର୍ଯ୍ୟରତ ସାମ୍ବାଦିକ ଓ ଜଣେ ସାଧାରଣ ଲୋକଙ୍କ ପ୍ରାଣହାନୀ ଘଟିବା ପରେ ରାଜ୍ୟ ପୋଲିସ ଓ କେନ୍ଦ୍ରୀୟ ସୁରକ୍ଷା ବଳର ଯବାନମାନେ ଘଟଣାକୁ ଗମ୍ଭୀରତାର ସହ ନେଇଛନ୍ତି । ତେଣୁ ଯେକୌଣସି...
Class I-VII Resumes From 28 Feb
Bhubaneswar: After reviewing the situation, the Principal Secretary to Government, School & Mass Education Department, Bishnupada Sethi has directed concerned officials to resume physical classes for Class I to VII students from February 28 instead of February 14. Sethi has issued fresh instructions to the SPDs of OSEPA, OAVS, directors of Higher Secondary Education, Secondary Education, Elementary Education, the...
ପିଲାମାନେ ସ୍କୁଲ ଆସିବେ ୨୮ରୁ
ଭୁବନେଶ୍ୱର : ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଚଳିତ ଫେବୃଆରୀ ୧୪ ତାରିଖରୁ ପ୍ରଥମରୁ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ପିଲାମାନଙ୍କର ପାଠପଢ଼ା ବିଦ୍ୟାଳୟରେ ହେବାକୁ ଥିବାବେଳେ ତାହାକୁ ଆଜି ଫେବୃଆରୀ ୨୮ ତାରିଖକୁ ଘୁଞ୍ଚାଇ ଦିଆଯାଇଛି । ବିଭିନ୍ନ ଜିଲ୍ଲାପାଳମାନଙ୍କଠାରୁ ମିଳିଥିବା ରିପୋର୍ଟ ଆଧାରରେ ବିଭାଗ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି । ପୂର୍ବରୁ ରାଜ୍ୟ ସରକାର ପ୍ରଥମରୁ ସପ୍ତମ ଶ୍ରେଣୀ ପିଲାଙ୍କ ନିମନ୍ତେ ବିଦ୍ୟାଳୟରେ ପାଠପଢ଼ା ନିଷ୍ପତ୍ତି ନେଇଥିଲେ ମଧ୍ୟ ଦୀର୍ଘ ଦୁଇ ବର୍ଷ ଧରି ବିଦ୍ୟାଳୟଗୁଡ଼ିକ ବନ୍ଦ ଥିବା ଯୋଗୁଁ...
ପରୀକ୍ଷା ପ୍ରସ୍ତୁତି ନେଇ ଆଲୋଚନା
ଭୁବନେଶ୍ୱର : ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀ କହିଛନ୍ତି ଯେ କୋଭିଡ୍-୧୯ ଶିକ୍ଷା କ୍ଷେତ୍ର ପାଇଁ ଏକ କଠିନ ସମୟ ସୃଷ୍ଟି କରିଛି ଏବଂ ଏହି ଆହ୍ୱାନଗୁଡ଼ିକୁ ଯଥା ସମ୍ଭବ ସମାଧାନ କରାଯିବ । ଶିକ୍ଷାଦାନର ପୁନରାରମ୍ଭ, ଛାତ୍ରଛାତ୍ରୀଙ୍କ ଉପସ୍ଥାନ ବୃଦ୍ଧି ଏବଂ ଶିକ୍ଷଣ ପ୍ରକ୍ରିୟାରେ ଥିବା ବ୍ୟବଧାନକୁ ଦୂର କରିବା ଉପରେ ଆମେ ପ୍ରଧାନତଃ ଗୁରୁତ୍ୱାରୋପ କରିଛୁ ବୋଲି ପ୍ରମୁଖ ଶାସନ ସଚିବକହିଛନ୍ତି । ରାଜ୍ୟରେ ଚଳିତ ଫେବୃଆରୀ ୭ ତାରିଖଠାରୁ ଅଷ୍ଟମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ...
ତହସିଲଦାର ଦେବେ ପ୍ରଚାର ଅନୁମତି
ଭୁବନେଶ୍ୱର : ପଞ୍ଚାୟତ ନିର୍ବାଚନ ସୁପରିଚାଳନା ନିମନ୍ତେ ସ୍ଥାନୀୟ ତହସିଲଦାରମାନଙ୍କୁ ନିର୍ବାଚନରେ ବ୍ୟବହୃତ ହେବାକୁ ଥିବା ଗାଡ଼ି ଓ ଡାକବାଜି ଯନ୍ତ୍ରର ଅନୁମତି ପତ୍ର ପ୍ରଦାନ କରିବା ନିମନ୍ତେ ପ୍ରାଧିକୃତ କରିବା ପାଇଁ ସମସ୍ତ ଜିଲ୍ଲାପାଳମାନଙ୍କୁ ରାଜ୍ୟ ନିର୍ବାଚନ କମିଶନ ନିର୍ଦ୍ଦେଶ ଦେଇଛନ୍ତି । ଫଳରେ ସବୁ ରାଜନୈତିକ ଦଳମାନେ ସହଜରେ ଅନୁମତି ପତ୍ର ପାଇପାରିବେ । ବର୍ତ୍ତମାନ ରାଜ୍ୟରେ ପଞ୍ଚାୟତ ନିର୍ବାଚନ ପାଇଁ ବିିଭିନ୍ନ ରାଜନୈତିକ ଦଳମାନେ ନିର୍ବାଚନରେ ଡାକବାଜି ଯନ୍ତ୍ର ଓ ଗାଡ଼ିର ବ୍ୟବହାର ନିମନ୍ତେ ସଂପୃକ୍ତ ଅଧିକାରୀଙ୍କଠାରୁ ଅନୁମତି ପତ୍ର...
ରକ୍ତଦାନ କାର୍ଯ୍ୟରେ ଯୋଡି ହେଲା ସମ୍ମମ
ଭୁବନେଶ୍ୱର : ସମ୍ ଅଲ୍ଟିମେଟ୍ ମେଡିକେୟାର (ସମ୍ମମ୍) ପକ୍ଷରୁ ଗୁରୁବାର ଆୟୋଜିତ ଏକ ରକ୍ତଦାନ ଶିବିରରେ ୬୧ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଛି । ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍ର ସହଯୋଗରେ ଆୟୋଜିତ ଏହି ଶିବିରରେ ସମ୍ମମ୍ର ଡାକ୍ତର ଓ କର୍ମଚାରୀ ରକ୍ତଦାନ କରିଥିଲେ । ପ୍ରାୟ ୩ ଘଣ୍ଟା ଧରି ଜାରି ରହିଥିବା ରକ୍ତଦାନ ଶିବିର - “ବଣ୍ଡେଡ୍ ବାଏ ବ୍ଲଡ” ଅଭିଯାନକୁ ଆଇଏମ୍ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍ର ପିଜି ଡିପାର୍ଟମେଂଟ୍ ଅଫ୍ ଟ୍ରାନ୍ସଫ୍ୟୁସନ୍ ମେଡିସିନ୍ ର ଡାକ୍ତର,...
SEC Held Talks For Urban Poll
Bhubaneswar: State Election Commissioner (SEC) Aditya Prasad Padhi and his team on Thursday held a meeting with representatives of various political parties of the State for smooth conduct of the upcoming urban election. Representatives from Governing BJD, Opposition BJP and Congress along with leaders from other political outfits have attended the meeting which was held here at Gita Govinda...








