Odisha Economy Rebounds

0

Bhubaneswar: Vishal Dev, Principal Secretary Finance has observed that the state’s economy has seen a rebound in the year 2021-22 despite the second wave of Covid-19 hitting the state. While taking stock of State Economy Mr.Dev found out that the real Gross State Domestic Product (GSDP) has grown at a rate of 10.1% as per advanced estimate which is much...

14.27 Cr Litres Ethanol

0

Bhubaneswar: Odisha has been able to produce 14.27 Crore Litres of Ethanol during last three years, while massive program to produce Ethanol is under way, which will be helpful for the country. First Generation (1G) Ethanol production is taken up in the State of Odisha by the public Sector Oil Marketing companies. However, the Second Generation (2G) Ethanol production plant...

ଉଜ୍ୱଳା ୦.୨ରେ ୫.୮୭ଲକ୍ଷ ହିତାଧିକାରୀ

0

ଭୁବନେଶ୍ୱର : ଉଜ୍ୱଳାର ଦ୍ୱିତୀୟ ପର୍ଯ୍ୟାୟରେ ତୈଳ କମ୍ପାନୀଗୁଡିକ ସମଗ୍ର ଦେଶରେ ଦେଢ କୋଟିରୁ ଅଧିକ ରନ୍ଧନଗ୍ୟାସ ସଂଯୋଗ ଦେଇଥିବାବେଳେ ଓଡିଶାରେ ଏହା ୫.୮୭ଲକ୍ଷରୁ ଅଧିକ ରହିଛି । ଏହି ସଂଯୋଗ ପରିବାରର ଜଣେ ମହିଳା ସଦସ୍ୟଙ୍କ ନାମରେ ଦିଆଯାଉଛି । ପ୍ରଧାନ ମନ୍ତ୍ରୀ ଉଜ୍ୱଳା ଯୋଜନା (ପିଏମୟୁୱାଇ)ର ଦ୍ୱିତୀୟ ପର୍ଯ୍ୟାୟରେ ତୈଳ ବିପ୍ପଣନ କମ୍ପାନୀଗୁଡିକ ସମଗ୍ର ଦେଶରେ ଗରିବ ଲୋକମାନଙ୍କୁ ରନ୍ଧନଗ୍ୟାସ ସଂଯୋଗ ଯୋଗାଇ ଦେଉଛନ୍ତି । ପରିବାରର ବୟସ୍କ ମହିଳାଙ୍କ ନାମରେ ଏହି ସଂଯୋଗ ଦିଆଯାଉଥିବାବେଳେ ଏହି ସୁବିଧା ପାଇବାକୁ ଥିବା...

୧୪ କୋଟି ଲିଟର ଇଥାନେଲ ଉତ୍ପାଦନ

0

ଭୁବନେଶ୍ୱର : ଗତ ତିନି ବର୍ଷ ମଧ୍ୟରେ ଓଡିଶାରେ ୧୪.୨୭ କୋଟି ଲିଟର ଇଥାନେଲ ଉତ୍ପାଦନ ହୋଇଥିବାବେଳେ ଅଧିକରୁ ଅଧିକ ଉତ୍ପାଦନ ପାଇଁ ଉଦ୍ୟମ ଜାରି ରହିଛି; ଯାହା କି ଦେଶକୁ ବେଶ୍‍ ସହାୟକ ହେବ । ରାଷ୍ଟ୍ରାୟତ ତୈଳ କମ୍ପାନୀମାନେ ଓଡିଶାରେ ପ୍ରଥମ ପୀଢିର ଇଥାନେଲ ଉତ୍ପାଦନ କରୁଛନ୍ତି । ତେବେ ଦ୍ୱିତୀୟ ପୀଢିର ଇଥାନେଲ କାରଖାନା ଓଡିଶାରେ ପ୍ରତିଷ୍ଠା ହେବାକୁ ଯାଉଛି । ବରଗଡ ଠାରେ ଭାରତ ପେଟ୍ରୋଲିୟମ ପକ୍ଷରୁ ପ୍ରଥମ ଓ ଦ୍ୱିତୀୟ ପୀଢିର ଇଥାନେଲ କାରଖାନା ପ୍ରତିଷ୍ଠା କରାଯାଉଛି...

State Seeks Vaccine Support

0

Bhubaneswar: With the resurge in Covid-19 cases in some foreign countries, the State Government has sought precaution dose vaccine for 1.93 crore left out people of Odisha from the Government of India.   In a letter to Union Health Minister Mansukh Mandaviya, State Health Minister Naba Kishore Das said the State wants to recommence of COVID-19 precaution dose vaccination of...

ଏନସିଡିସିକୁ ମିଳିଲା ଜମି

0

ଭୁବନେଶ୍ୱର : ଭୁବନେଶ୍ୱରରେ ଜାତୀୟ ରୋଗ ନିୟନ୍ତ୍ରଣ କେନ୍ଦ୍ର  (ନେସ୍ନାଲ ସେଣ୍ଟର ଫର ଡ଼ିଜିଜ୍ କଣ୍ଟ୍ରାଲ-ଏନ୍.ସି.ଡି.ସି) ପ୍ରତିଷ୍ଠା ପ୍ରକ୍ରିୟାକୁ ତ୍ୱରାନ୍ୱିତ କରାଯାଇଛି ।  ଏଥି ପାଇଁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ  ଶାସନ ସଚିବ ଶ୍ରୀମତୀ ଶାଳିନୀ ପଣ୍ଡିତଙ୍କ  ଅଧ୍ୟକ୍ଷତାରେ ଆଜି ଏକ ପଞ୍ଜିକୃତ-ଜମି ହସ୍ତାନ୍ତର ସଭା ଅନୁଷ୍ଠିତ  ହୋଇଥିଲା ।  ଆୟୋଜିତ ଏହି ବୈଠକରେ ଶ୍ରୀମତୀ ପଣ୍ଡିତ୍ କହିଥିଲେ ଯେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ  ନେତୃତ୍ୱରେ  ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଏକ ବଡ ଧରଣର  ରୂପାନ୍ତରଣ ପ୍ରକ୍ରିୟା ଚାଲୁରହିଛି । ଏନ୍.ସି.ଡ଼ି.ସି.ର ପ୍ରତିଷ୍ଠା...

ନିଜ ସ୍ଥାନରେ ଭୋଟ ଦେଇପାରିବେ ପ୍ରବାସୀ

0

ଭୁବନେଶ୍ୱର : ନିର୍ବାଚନ ସମୟର ଘରୋଇ ପ୍ରବାସୀ ଭୋଟରମାନଙ୍କ ମତଦାନ ନିମନ୍ତେ ଭାରତ ନିର୍ବାଚନ ଆୟୋଗ ଏକ ସୁବ୍ୟବସ୍ଥିତ ଯୋଜନା ପ୍ରଣୟନ କରିବାକୁ ଯାଉଛନ୍ତି । ଘରୋଇ ପ୍ରବାସୀ ଭୋଟରମାନେ ଶିକ୍ଷା, ରୋଜଗାର ଏବଂ ଅନ୍ୟାନ୍ୟ କାରଣରୁ ନିଜ ନିର୍ବାଚନ ମଣ୍ଡଳୀ ବାହାରେ ରହୁଥିବାରୁ ସାଧାରଣ ନିର୍ବାଚନ କିମ୍ବା ଉପନିର୍ବାଚନ ସମୟରେ ନିଜ ସାମ୍ବିଧାନିକ ଅଧିକାର ମତଦାନ କାର୍ଯ୍ୟରୁ ବିଭିନ୍ନ କାରଣରୁ ବିରତ ରହୁଛନ୍ତି । ଏହା ଫଳରେ ସାରା ଦେଶରେ ମତଦାନ ହାର କ୍ରମଶଃ ହ୍ରାସ ପାଉଛି । ଏହାକୁ ବିଚାରକୁ ନେଇ ନିର୍ବାଚନ...

ଦୁଇ ବର୍ଷରେ ସରିବ ରେଳ ଷ୍ଟେସନ କାର୍ଯ୍ୟ

0

ଭୁବନେଶ୍ୱର : ମାନ୍ୟବର କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ଏବଂ ଉଦ୍ୟୋଗୀ ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ, ମାନ୍ୟବର କୋଇଲା, ଖଣି ଏବଂ ସଂସଦୀୟ ବ୍ୟାପାର ମନ୍ତ୍ରୀ ଶ୍ରୀ ପ୍ରହଲ୍ଲାଦ ଜୋଶୀ ଏବଂ ମାନ୍ୟବର ରେଳ, ଯୋଗାଯୋଗ ଏବଂ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ ବହୁ ପ୍ରତୀକ୍ଷିତ ଜନସାଧାରଣ କେନ୍ଦ୍ରିକ ଗୁରୁତ୍ୱପୂର୍ଣ୍ଣ ରେଳ ପ୍ରକଳ୍ପ “ଭୁବନେଶ୍ୱର ରେଳ ଷ୍ଟେସନର ପୁନଃବିକାଶ” ସହିତ ବିଶ୍ୱସ୍ତରୀୟ ଢାଞ୍ଚାରେ ନିର୍ମାଣ ପାଇଁ ଭୁବନେଶ୍ୱର ରେଳ ଷ୍ଟେସନରେ ଭିତ୍ତିପ୍ରସ୍ତର ଦେବା ସହିତ...

ସୋଆ ପ୍ରତିଷ୍ଠାତାଙ୍କୁ ଆଲମ୍ନସ୍ ସମ୍ମାନ

0

ଭୁବନେଶ୍ୱର : ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟ (ସୋଆ) ର ପ୍ରତିଷ୍ଠାତା  ସଭାପତି ତଥା ଆଇଆଇଟି ଖଡଗପୁରର ପୂର୍ବତନ ଛାତ୍ର ପ୍ରଫେସର (ଡକ୍ଟର) ମନୋଜରଞ୍ଜନ ନାୟକଙ୍କୁ ଆଇଆଇଟି ଖଡଗପୁର ପକ୍ଷରୁ ଏଠାରେ ବୁଧବାର ଡିଷ୍ଟିଙ୍ଗୁଇସ୍‌ଡ ଆଲମ୍ନସ୍ ସମ୍ମାନ ପ୍ରଦାନ କରାଯାଇଛି । ଗତ ଡିସେମ୍ବର ୨୪ ତାରିଖ ଦିନ ଆଇଆଇଟି,  ଖଡ଼ଗପୁରର ୬୮ ତମ ସମାବର୍ତନ ଉତ୍ସବରେ ତାଙ୍କ ଅନୁପସ୍ଥିତିରେ ପ୍ରଫେସର ନାୟକଙ୍କୁ ଏହି ସମ୍ମାନଜନକ ସମ୍ମାନ ପ୍ରଦାନ କରାଯାଇଥିଲା । ବୁଧବାର ଭୁବନେଶ୍ୱର ଗସ୍ତରେ ଆସିଥିବା ଆଇଆଇଟି ଖଡଗପୁରର ନିର୍ଦ୍ଦେଶକ ପ୍ରଫେସର ଭି.କେ.ତିୱାରୀ  ପ୍ରଫେସର...

Land For NCDC

0

Bhubaneswar: The State Government on Thursday handed over 3.125 acres of land for establishment of a branch of National Centre for Disease Control (NCDC) here at Andharua, in the outskirt of Bhubaneswar. Khurda chief district medical officer has handed over the land to Atul Goel, DGHS & Director NCDC here at Sub Registrar’s Office in presence of Health and Family...