ଇସ୍ପାତ ମନ୍ତ୍ରଣାଳୟ ପକ୍ଷରୁ ଦୁଇ ଦିନିଆ ମନ୍ତ୍ରୀସ୍ତରୀୟ ସମ୍ମିଳନୀ
ଭୁବନେଶ୍ୱର : ବିଭିନ୍ନ ରାଜ୍ୟର ଖଣି ଓ ଇସ୍ପାତ ମନ୍ତ୍ରୀମାନଙ୍କର ଏକ ମନ୍ତ୍ରୀସ୍ତରୀୟ ସମ୍ମିଳନୀ କୋଣାର୍କ ଓ ଭୁବନେଶ୍ୱର ଠାରେ ଆୟୋଜନ ହେବ । ଭାରତ ସରକାରଙ୍କ ଇସ୍ପାତ ମନ୍ତ୍ରଣାଳୟ ପକ୍ଷରୁ ୨୫ରୁ ୨୬ ଫେବୃଆରୀ, ୨୦୨୨ରେ ଏହି ସମ୍ମିଳନୀ ଆୟୋଜନ କରାଯାଉଛି । ଆସନ୍ତା ୨୫ ତାରିଖ ଶୁକ୍ରବାର ଦିନ କୋଣାର୍କ ଠାରେ ମନ୍ତ୍ରୀସ୍ତରୀୟ ସମ୍ମିଳନୀ ଅନୁଷ୍ଠିତ ହେବ । ଏଥିରେ କେନ୍ଦ୍ର ଇସ୍ପାତ ମନ୍ତ୍ରୀ ଶ୍ରୀ ରାମଚନ୍ଦ୍ର ପ୍ରସାଦ ସିଂ ଏବଂ ଇସ୍ପାତ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ଫଗନ ସିଂ କୁଲସ୍ତେ ଯୋଗଦେବେ...
ନାଗରିକ ହିଁ ପ୍ରଶାସନର କେନ୍ଦ୍ରବିନ୍ଦୁ
ଭୁବନେଶ୍ୱର : ନ୍ୟାୟିକ ସେବା ଶିକ୍ଷାନବିଶମାନଙ୍କର ପ୍ରଶାସନିକ ବ୍ୟବସ୍ଥା ସହ ସିଧାସଳଖ ପରିଚୟ ନିମନ୍ତେ ରାଜ୍ୟ ଲୋକସେବା ଭବନକୁ ଦିନିକିଆ ପରିଦର୍ଶନ କାର୍ଯ୍ୟକ୍ରମ ଆଜି ଅନୁଷ୍ଠିତ ହୋଇଯାଇଛି । ଏହି ପରୀପ୍ରେକ୍ଷୀରେ ଲୋକସେବା ଭବନ କନ୍ଭେନ୍ସନ୍ ସେଣ୍ଟରଠାରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା । ଏହି ଆଲୋଚନା ଚକ୍ରକୁ ଉଦ୍ଘାଟନ କରି ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର କହିଥିଲେ ଯେ ଗଣତାନ୍ତ୍ରିକ ବ୍ୟବସ୍ଥାରେ ନାଗରିକ ହିଁ ପ୍ରଶାସନର କେନ୍ଦ୍ରବିନ୍ଦୁ ଏବଂ ସର୍ବଶ୍ରେଷ୍ଠ । ଗଣତନ୍ତ୍ରର ୪ଟି ସ୍ତମ୍ଭ ଲୋକମାନଙ୍କ...
ବଳଦ ଟଣ। ଲଘୁ ଦାନା ମଞ୍ଜିବୁଣା ଯନ୍ତ୍ରର କ୍ଷେତ୍ର ପ୍ରଦର୍ଶନ
ଭୁବନେଶ୍ୱର : ଓଡିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ, ଭୁବନେଶ୍ୱର ଅଧିନସ୍ଥ ପଶୁଶକ୍ତିର ସଦୁପଯୋଗ ସମ୍ବନ୍ଧୀୟ ସର୍ବ ଭାରତୀୟ ସଂଯୋଜିତ ଗବେଷଣା ପ୍ରକଳ୍ପ ତରଫରୁ ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ, କନ୍ଧମାଳ, ସହକାରୀ କୃଷି ଅଧିକାରୀ ରାଇକିଆ ଓ ବେସରକାରୀ ସଂସ୍ଥା ସ୍ଵାତି ତଥା ଓଡିଶା ମିଲେଟ ମିଶନ କନ୍ଧମାଳର ସହାୟତାରେ କନ୍ଧମାଳ ଜିଲ୍ଲାର ରାଇକିଆ ବ୍ଲକର କରଡ। ଗ୍ରାମଠାରେ ବଳଦ ଟଣ।ଚାରି ଧାଡ଼ିଆ ଲଘୁ ଦାନା ମଞ୍ଜିବୁଣା ଯନ୍ତ୍ରର କ୍ଷେତ୍ର ପ୍ରଦର୍ଶନ ଆୟୋଜନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ କନ୍ଧମାଳର ମୁଖ୍ୟ ଜିଲ୍ଲା...
ସୋଆରେ ଡ଼ିଜିଟାଲ ପରିବର୍ତନ କାର୍ଯ୍ୟକ୍ରମ
ଭୁବନେଶ୍ୱର : ଡ଼ିଜିଟାଲ ପରିବର୍ତନର ବିଭିନ୍ନ ଦିଗ ଏବଂ ବିଭିନ୍ନ କ୍ଷେତ୍ରରେ ଏହାର ପ୍ରୟୋଗକୁ ନେଇ ବୁଧବାର ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନଷ୍ଟିଚ୍ୟୁଟ୍ ଅଫ ବିଜନେସ ଆଣ୍ଡ କମ୍ପୁଟର ଷ୍ଟଡିଜ (ଆଇବିସିଏସ) ପକ୍ଷରୁ ଏକ ଫାକଲ୍ଟି ଡେଭେଲପମେଂଟ ପ୍ରୋଗ୍ରାମ ଆୟୋଜିତ ହୋଇଯାଇଛି । "ଡ଼ିଜିଟାଲ ଟ୍ରାନ୍ସଫର୍ମେସନ : ଇସ୍ୟୁଜ୍ ଆଣ୍ଡ ଚ୍ୟାଲେଞ୍ଜେସ" ଶୀର୍ଷକ ଏହି କାର୍ଯ୍ୟକ୍ରମରେ ଓଡ଼ିଶାର ବିଭିନ୍ନ ଅଂଚଳରୁ ପ୍ରାୟ ୧୦୦ ଜଣ ପ୍ରତିନିଧି ଭାଗ ନେଇଥିଲେ । ଲକ୍ଷ୍ନୌ ସ୍ଥିତ ଇଣ୍ଡିଆନ ଇନଷ୍ଟିଚ୍ୟୁଟ୍ ଅଫ ମ୍ୟାନେଜମେଂଟର ପ୍ରଫେସର ସତ୍ୟଭୂଷଣ...
SOA On Digital Transformation
Bhubaneswar: Different aspects of digital transformation and its application in various areas were discussed at a Faculty Development Program (FDP) held at the Institute of Business and Computer Studies (IBCS), faculty of management sciences of SOA, on Wednesday. Around 100 participants from different parts of Odisha participated in the FDP organized by SOA on the theme ‘Digital Transformation: Issues and...
Smooth Poll In Swabhiman Anchal
Malkangiri: Swabhiman Anchal (erstwhile cut-off area) in Malkangiri District, which is voting today after a gap of 10 years, has recorded 52 per cent polling till 12.30 PM. Speaking to media persons here about the fifth phase of Panchayat election, State Election Commission (SEC) Secretary RN Sahu said the voting was underway smoothly in the State and 55 per cent...
ଠିକାରେ ନିଯୁକ୍ତ ହେବେ ପ୍ରଫେସର
ଭୁବନେଶ୍ୱର : ଖୁବ୍ଶୀଘ୍ର ରାଜ୍ୟର ସରକାରୀ ମେଡିକାଲ କଲେଜଗୁଡିକରେ ଖାଲି ପଡିଥିବା ପ୍ରଫେସର ପଦବୀଗୁଡିକ ପୂରଣ ହେବାକୁ ଯାଉଛି । ଏଥିପାଇଁ ବିଭାଗୀୟ ପଦୋନ୍ନତି କମିଟି (ଡିପିସି)ର ସୁପାରିଶ୍ ଉପରେ ସରକାର ନିଷ୍ପତ୍ତି ନେଇ ସାରିଥିବାବେଳେ କେବଳ ବିଜ୍ଞପ୍ତି ପ୍ରକାଶ ବାକି ରହିଛି । ଏଥିରେ କଟକ, ବ୍ରହ୍ମପୁର, ସମ୍ବଲପୁର, ବଲାଙ୍ଗିର, ବାରିପଦା, ବାଲେଶ୍ୱର, କୋରାପୁଟ, ପୁରୀ, କଳାହାଣ୍ଡି ଆଦିରେ ଥିବା ମେଡିକାଲ କଲେଜଗୁଡିକର ବିଭିନ୍ନ ବିଭାଗର ପ୍ରଫେସର ଓ ସହଯୋଗୀ ପ୍ରଫେସର ପଦବୀ ସବୁ ପୂରଣ ହେବାକୁ ଯାଉଛି । ଏହାଛଡା ଭୁବନେଶ୍ୱରର...
ମିଳିବନି ବିହନ ପ୍ରୋତ୍ସାହନ ରାଶି
ଭୁବନେଶ୍ୱର : ଅଧିକ ଅମଳକ୍ଷମ ନୂଆ କିସମର ଧାନ ବିହନ ଉତ୍ପାଦନ କରୁଥିବା ଚାଷୀଙ୍କୁ କେନ୍ଦ୍ରରୁ ମିଳୁଥିବା ପ୍ରୋତ୍ସାହନ ରାଶି ବନ୍ଦ ହେବାର ସମ୍ଭାବନା ଉପୁଜିଛି । ଏହି ଚାଷୀମାନଙ୍କୁ ପ୍ରୋତ୍ସାହନ ଯୋଗାଇଦେବାର ପ୍ରସ୍ତାବ ରାଜ୍ୟ ସରକାରଙ୍କର ସକ୍ରିୟ ବିଚାରାଧିନ ରହିଛି । ରାଜ୍ୟରେ ପାରମ୍ପରିକ ଧାନ ବିହନ ବଦଳରେ ନୂତନ କିସମର ଅଧିକ ଅମଳକ୍ଷମ ଧାନ ବିହନ ଚାଷ ଉପରେ କେନ୍ଦ୍ର ସରକାର ଗୁରୁତ୍ୱ ଦେବା ସହିତ ଏହି ବିହନ ଉତ୍ପାଦନ କରୁଥିବା ବିହନ ଚାଷୀଙ୍କୁ କୁଇଣ୍ଟାଲ ପ୍ରତି ୨ହଜାର ଟଙ୍କାର ପ୍ରୋତ୍ସାହନ...
ସୁରକ୍ଷା ବ୍ୟବସ୍ଥା ସଂପର୍କରେ ସମୀକ୍ଷା
ଭୁବନେଶ୍ୱର : ରାଜ୍ୟ ନିର୍ବାଚନ କମିଶନର ଶ୍ରୀ ଆଦିତ୍ୟ ପ୍ରସାଦ ପାଢ଼ୀ, ପୁଲିସ ମହାନିର୍ଦ୍ଦେଶକ ଶ୍ରୀ ସୁନୀଲ ବଂଶଲ ଏବଂ ଅତିରିକ୍ତ ପୁଲିସ ମହାନିର୍ଦ୍ଦେଶକ ଆର୍.କେ. ଶର୍ମାଙ୍କ ସହ ଭୋଟଗଣନା କାର୍ଯ୍ୟ ଶେଷ ହେବା ପର୍ଯ୍ୟନ୍ତ ସମ୍ଭାବ୍ୟ ଆଇନଶୃଙ୍ଖଳା ପରିସ୍ଥିତିିର ନିୟନ୍ତ୍ରଣ ଏବଂ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିବାକୁ ସମୀକ୍ଷା ବୈଠକ କରିଥିଲେ । ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପରେ ଆସନ୍ତା ୨୬, ୨୭ ଏବଂ ୨୮ ତାରିଖରେ ସମସ୍ତ ବ୍ଲକ୍ ମୁଖ୍ୟାଳୟଠାରେ ତିନିଦିନଧରି ଭୋଟ ଗଣନା କାର୍ଯ୍ୟ କରାଯିବ । ଭୋଟଗଣତି...
Rapport Building For School Kids
Bhubaneswar: As the students from class I to VII are likely to attend physical classes after a gap of nearly two years on February 28, the State Government has decided to conduct a rapport building exercise of the students soon after reopening of the schools. Bishnupada Sethi, Principal Secretary, School and Mass Education held discussion with senior officials, experts in...









