କୋଭିଡ ପରିସ୍ଥିତିରେ ଭାରତର ଭୂମିକା ଅତୁଳନୀୟ

0

ଭୁବନେଶ୍ୱର : କୋଭିଡ-୧୯ର ବିଭୀଷିକା ପୃଥିବୀରେ ଅନେକ କିଛି ପରିବର୍ତନ ଆଣିଛି ମାତ୍ର ଏହି ସମୟରେ ଭାରତର ଆନ୍ତର୍ଜାତିକ ଭୂମିକା ନିଶ୍ଚିତ ଭାବେ ପ୍ରଶଂସନୀୟ ବୋଲି ପୋଲାଣ୍ଡରେ ଅବସ୍ଥାପିତ ଭାରତର ପୂର୍ବତନ ରାଷ୍ଟ୍ରଦୂତ ଡକ୍ଟର ଦୀପକ ଭୋରା କହିଛନ୍ତି । କୋଭିଡ୍‌ର ଆକ୍ରମଣ ଫଳରେ ଏହା ପରେ ପୃଥିବୀର ସମୟକୁ କୋଭିଡ୍ ପୂର୍ବ ଓ କୋଭିଡ ପର ଭାବେ ଜଣାଯିବ ବୋଲି ଶନିବାର ସୋଆ ବିଶ୍ୱବିଦ୍ୟାଳୟ ଦ୍ୱାରା ଭର୍ଚୁଆଲି ଆୟୋଜିତ ଫୋର୍ଟନାଇଟଲି ଏକାଡେମିକ ଲେକ୍‌ଚର ପ୍ରଦାନ କରି ଡ: ଭୋରା କହିଛନ୍ତି । ବର୍ତମାନ ପରିସ୍ଥିତିରେ...

ଜିଲ୍ଲା ପରିଷଦ ଓ ବ୍ଲକ୍‍ ଅଧ୍ୟକ୍ଷ ଚିନ୍ତାରେ ନେତା

0

ଭୁବନେଶ୍ୱର : ଓଡ଼ିଶାରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ମତ ଗ୍ରହଣର ୧୫ଦିନ ପରେ ଜିଲ୍ଲା ପରିଷଦ ଓ ପଞ୍ଚାୟତ ସମିତି ଅଧ୍ୟକ୍ଷ ଓ ଉପାଧ୍ୟକ୍ଷ ପଦବୀ ପାଇଁ ଯୋଗ୍ୟ ପ୍ରାର୍ଥୀ ବାଛିବାକୁ କାର୍ଯ୍ୟକ୍ରମ ରହିଛି । ଏହି ପଦବୀଗୁଡିକରୁ ପ୍ରାୟ ଅଧା ମହିଳାମାନଙ୍କ ପାଇଁ ସଂରକ୍ଷିତ ଅଛି । ଏଥିପାଇଁ ଆଶାୟୀ ପ୍ରାର୍ଥୀ ଓ ସେମାନଙ୍କ ଦଳୀୟ ନେତାମାନଙ୍କର ଏବେ ମୁଣ୍ଡବିନ୍ଧା ବଢ଼ି ଯାଇଛି । ବିକ୍ଷିପ୍ତ ହିଂସାକାଣ୍ଡ ମଧ୍ୟରେ ୫ଟି ପର୍ଯ୍ୟାୟରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଫେବୃୟାରୀ ୨୪ରେ ଶେଷ ହୋଇଥିବା...

ଅବକାରୀ ଧରପଗଡରେ ୫୮୮୬ ଗିରଫ

0

ଭୁବନେଶ୍ୱର : ପଞ୍ଚାୟତ ନିର୍ବାଚନ ସମୟରେ କୌଣସି ପ୍ରକାର ଅଘଟଣକୁ ରୋକିବାପାଇଁ ରାଜ୍ୟ ଅବକାରୀ ବିଭାଗ ଚଳାଇଥିବା ଧରପଗଡ ଅଭିଯାନରେ ୫୮୮୬ ଜଣ ବ୍ୟକ୍ତି ଗିରଫ ହୋଇଥିବାବେଳେ ପ୍ରାୟ ୧୭କୋଟି ଟଙ୍କାର ସାମଗ୍ରୀ ଜବତ ହୋଇଛି । ଅବକାରୀ ବିଭାଗ ପକ୍ଷରୁ ଏହି ସ୍ୱତନ୍ତ୍ର ଅଭିଯାନ ଗତ ଜାନୁୟାରୀ ୧୧ତାରିଖରୁ ଫେବୃୟାରୀ ୨୪ ତାରିଖ ପର୍ଯ୍ୟନ୍ତ ସମଗ୍ର ରାଜ୍ୟରେ ଚଳାଯାଇଥିଲା । ଅବକାରୀ ବିଭାଗ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ତ୍ରିସ୍ତରୀୟ ପଞ୍ଚାୟତିରାଜ ର୍ନିବାଚନ ସମୟରେ ଯେଭଳି ବେଆଇନ୍‍ ନିଶା କାରବାର ଓ ଏ...

Control Room For Odias In Ukraine

0

Bhubaneswar: In an aim to facilitate smooth and safe evacuation of Odisha people stranded in war torn Ukraine, the Odisha Government has opened a round the clock Control Room at the office of the Special Relief Commissioner (SRC). Senior OAS officer and Joint Relief Commissioner Padmanav Behera has been appointed as coordinator in the Special Relief Commissioner’s office for this...

ଆର ପାରିରେ ହେମାନନ୍ଦ

0

ଭୁବନେଶ୍ୱର : ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସର ବରିଷ୍ଠ ନେତା ହେମାନନ୍ଦ ବିଶ୍ୱାଳଙ୍କର ଆଜି ପରଲୋକ ହୋଇଯାଇଛି । ଶ୍ରୀ ବିଶ୍ୱାଳ ଚିକିତ୍ସାଧିନ ଅବସ୍ଥାରେ ଏକ ଘରୋଇ ଡାକ୍ତରଖାନାରେ ପରଲୋକ ହୋଇଥିବା ତାଙ୍କ ପରିବାର ସୂତ୍ରରୁ ଜଣାଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୮୨ ବର୍ଷ ବୟସ ହୋଇଥିଲା । ୧୯୩୯ ମସିହା ଡିସେମ୍ବର ପହିଲାରେ ଝରସୁଗୁଡା ଜିଲ୍ଲାରେ ସେ ଜନ୍ମଗ୍ରହଣ କରିଥିଲେ । ଶ୍ରୀ ବିଶ୍ୱାଳ ୧୯୮୯ ରୁ ୧୯୯୦ ପର୍ଯ୍ୟନ୍ତ ଏବଂ ୧୯୯୯ ରୁ ୨୦୦୦ ପର୍ଯ୍ୟନ୍ତ ଦୁଇଥର ଓଡିଶାର ମୁଖ୍ୟମନ୍ତ୍ରୀ ଭାବେ...

ଇସ୍ପାତ ଉତ୍ପାଦନରେ ପ୍ଲାଷ୍ଟିକ ବ୍ୟବହାର ହେବ

0

କୋଣାର୍କ : ଭାରତ ସରକାରଙ୍କ ଇସ୍ପାତ ମନ୍ତ୍ରଣାଳୟ ପକ୍ଷରୁ ବିଭିନ୍ନ ରାଜ୍ୟର ଖଣି ଏବଂ ଶିଳ୍ପ ମନ୍ତ୍ରୀମାନଙ୍କର ଏକ ସମ୍ମିଳନୀ ଆୟୋଜିତ ହୋଇଯାଇଛି । ଓଡ଼ିଶାରେ  ଆୟୋଜିତ ହେଉଥିବା ଏହି ଦୁଇଦିନିଆ ସମ୍ମିଳନୀରେ ଖଣି ସମୃଦ୍ଧ ରାଜ୍ୟମାନଙ୍କରେ ରହିଥିବା ସମ୍ଭାବନା ଉପରେ ବିଚାରବିମର୍ଶ କରାଯାଇଛି । ବିଶେଷ କରି ଖଣି ଲିଜ୍‌, ପରିବେଶ ମଞ୍ଜୁରି ଏବଂ ବର୍ତ୍ତମାନର ଏବଂ ନୂଆ ଖଣି ପ୍ରକଳ୍ପ ସମ୍ପର୍କରେ ସମ୍ମିଳନୀରେ ଆଲୋଚନା ହୋଇଛି । ଏହି ସମ୍ମିଳନୀକୁ ଇସ୍ପାତ ମନ୍ତ୍ରୀ ଶ୍ରୀ ରାମ ଚନ୍ଦ୍ର ପ୍ରସାଦ ସିଂ ଉଦଘାଟନ...

State Excise Seizes 16.85 Cr Materials

0

Cuttack: State Excise has seized liquor, ganja and other excise materials of Rs 16.85 crore during the special drive against all types of crimes under Excise & NDPS Act conducted during the Panchayat Poll. Thanks to the overdrive of Excise Commissioner Ashish Kumar Singh, the massive drive was launched from January 11 to February 24, 2022 keeping in view the...

Jena On Rescue Operation

0

Bhubaneswar: The State Government has given a crucial and sensitive responsibility of bringing back Odisha citizens from Ukraine on the shoulders of veteran Mandarin Pradeep Jena. Re-imposing his faith on Mr.Jena for his ability and effectiveness to successfully manage several natural disasters including Covid-19 pandemic, Chief Minister Naveen Patnaik has given this responsibility to him. Mr.Jena, serving as Development Commissioner and...

Urban Poll on 24 March

0

Bhubaneswar: Just a day after completion of the Panchayat Election, the State Election Commission (SEC) on Friday presented a surprise by announcing General Election to 109 Urban Local Bodies (ULBs) will be held in the State on 24 March, 2022. While entire political parties are engaged in Rural Poll, SEC Aditya Prasad Padhi has announced the details of Urban Poll,...

Plastic Waste To Steel; Minister

0

Konark: Ram Chandra Prasad Singh, Union Minister of Steel has said that research is going on to use plastic waste in steel-making. This is being explored by various Corporate Houses on the line of Vision of Prime minister Narendra Modi of creating wealth from waste. Union Minister Mr.singh inaugurated the “Conference of Ministers of Mines and Industries from States” being...