ନୈରାଶ୍ୟଜନକ ପ୍ରଦର୍ଶନ ପାଇଁ ଯନ୍ତ୍ରୀଙ୍କୁ କୈଫତ
ଭୁବନେଶ୍ୱର : ପ୍ରଶାସନିକ ଅର୍ଥ ବ୍ୟୟ କ୍ଷେତ୍ରରେ ନୈରାଶ୍ୟଜନକ ପ୍ରଦର୍ଶନ କରିଥିବା ଗ୍ରାମ୍ୟ ଉନ୍ନୟନ ବିଭାଗର ୨୧ଟି ଡିଭିଜନର କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଓ ନିର୍ବାହୀ ଯନ୍ତ୍ରୀମାନଙ୍କୁ କୈଫତ ମଗାଯାଇଛି । ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଏହି କୈଫତ ତଲବ କରିଥିବା ଜଣାଯାଇଛି । ଦୁର୍ବଳ ପ୍ରଦର୍ଶନ ପାଇଁ କୈଫତ ତଲବର ସମ୍ମୁଖୀନ ହୋଇଥିବା ଡିଭିଜନଗୁଡିକ ହେଲା ପୁରୀ, ଜଗତ୍ସିଂହପୁର, ଯାଜପୁର, ଗଜପତି, ମୋହନା, ମାଲକାନଗିରି-୧, ମାଲକାନଗିରି-୩, ନବରଙ୍ଗପୁର-୨, ଅନୁଗୁଳ, ଢେଙ୍କାନାଳ-୨, ସମ୍ବଲପୁର, କୁଚିଣ୍ଡା, ବରଗଡ, ଦେବଗଡ, ସୁନ୍ଦରଗଡ, ସୁନ୍ଦରଗଡ-୨, କେନ୍ଦୁଝର-୨, ବାରିପଦା, ରାଇରଙ୍ଗପୁର ଏବଂ...
ପନି ପରିବା ବିହନ ପାଇଁ ଏବେ ବି ନିର୍ଭରଶୀଳ
ଭୁବନେଶ୍ୱର : ପନି ପରିବା ବିହନ ମଞ୍ଜି ପାଇଁ ଓଡିଶା ଏବେ ବି ଅନ୍ୟ ରାଜ୍ୟ ଉପରେ ନିର୍ଭରଶୀଳ । ପଡୋଶୀ ରାଜ୍ୟରୁ ମଞ୍ଜି ନଆସିଲେ ଓଡିଶାରେ ପନି ପରିବା ତ ଦୂରକଥା କୋଶଳାଶାଗ ବିଡାଏ ବି ଅମଳ ହୋଇପାରିବ ନାହିଁ । ରାଜ୍ୟର ଚାଷୀମାନଙ୍କୁ ସହଜ ଓ ସୁଲଭରେ ବିଭିନ୍ନ ପ୍ରକାର ମଞ୍ଜି ଯୋଗାଇବାପାଇଁ ରାଜ୍ୟ ସରକାର ଓଡିଶା ରାଜ୍ୟ ବିହନ ନିଗମ ଗଠନ କରିଛନ୍ତି । ହେଲେ ଏହି ନିଗମ ବର୍ତ୍ତମାନ ଧାନ, ବିରି, ମୁଗ ଭଳି ମାତ୍ର କେତୋଟି ବିହନରେ...
ନିରଞ୍ଜନ ସେଠୀଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା
ଭୁବନେଶ୍ୱର : ଆଜି ସୂଚନା ଓ ଲୋକସଂପର୍କ ବିଭାଗର ନିର୍ଦ୍ଦେଶକ(ବୈଷୟିକ) ନିରଞ୍ଜନ ସେଠୀ ସରକାରୀ ଚାକିରିରୁ ଅବସର ଗ୍ରହଣ କରିଛନ୍ତି । ଏହି ଉପଲକ୍ଷେ ବିଭାଗ ତରଫରୁ ଏକ ବିଦାୟକାଳୀନ ସମ୍ବର୍ଦ୍ଧନା ସଭା କର୍ମଚାରୀ କଲ୍ୟାଣ ସମିତି ଆନୁକୂଲ୍ୟରେ ଲୋକସଂପର୍କ ଭବନ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଥିଲା । ପ୍ରମୁଖ ଶାସନ ସଚିବ ଶ୍ରୀ ବିଷ୍ଣୁପଦ ସେଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ଉତ୍କଳ ପ୍ରସଙ୍ଗ ଏବଂ ଓଡ଼ିଶା ରିଭୁ୍ୟର ସଂପାଦକ ଡ. ଲେନିନ୍ ମହାନ୍ତି, ଅତିରିକ୍ତ ନିର୍ଦ୍ଦେଶକ ଶ୍ରୀ ସୁରେନ୍ଦ୍ରନାଥ ପରିଡ଼ା, ଉପନିର୍ଦ୍ଦେଶକ...
Restrictions On Holi Celebrations
Bhubaneswar: The State Government on Monday issued Covid-19 guidelines for the month of March, 2022 putting restrictions on celebration of Holi at public places and roads. “Holi' and their related rituals shall not be observed in public places throughout the State. People may celebrate 'Holi' with family members in their houses only and not in any public places including...
Beach Litter Pollution Book Released
Bhubaneswar: Chairman, State Pollution Control Board Suresh Chandra Mahapatra released a book titled "A Pilot Study on Beach Litter Pollution: Paradeep 2019. The book is authored by Dr. K. Murugesan, Member Secretary Odisha State Pollution Control Board, N. Mallick, S.S. Pati. S.D. Sharma, B.S. Panda, S. Mishra, S. Nayak, and B. Saran and it is findings of a pilot study. Learned...
Working Hard For Odias In Ukraine; CM
Bhubaneswar: Chief Minister Naveen Patnaik on Monday said his Government is working hard for the safe return of the students and other people stuck in war-hit Ukraine. The Chief Minister said this while virtually interacting with a few Odia students, who have been successfully evacuated from the Ukraine. At least seven students have landed in New Delhi from the Ukraine...
ଓଏସ୍ଏଲ୍କୁ ଶ୍ରେଷ୍ଠ ଲଜିଷ୍ଟିକ୍ କମ୍ପାନୀ ପୁରସ୍କାର
ଭୁବନେଶ୍ୱର : ଓଡ଼ିଶା ଷ୍ଟିଭେଡର୍ସ ଲିମିଟେଡ୍ (ଓଏସ୍ଏଲ୍)କୁ ‘ଇଷ୍ଟ କୋଷ୍ଟ ମାରିଟାଇମ୍ ଫୋରମ୍-୨୦୨୨’ର ସପ୍ତମ ସଂସ୍କରଣରେ ବିବିଧ ଲଜିଷ୍ଟିକ୍ କାର୍ଯ୍ୟଧାରାରେ ସଫଳତା ପାଇଁ ‘ବର୍ଷର ଶ୍ରେଷ୍ଟ ଲଜିଷ୍ଟିକ୍ କମ୍ପାନୀ’ ପୁରସ୍କାର ମିଳିଛି । ୨୦୨୨ ଫେବ୍ରୁଆରୀ ୨୪ ତାରିଖରେ କୋଲ୍କାତାରେ ଏହି କାର୍ଯ୍ୟକ୍ରମ ଇଏକ୍ସଆଇଏଏମ୍ ଇଣ୍ଡିଆ ସିପିଙ୍ଗ୍ ଟାଇମ୍ସ ଦ୍ୱାରା ଆୟୋଜିତ ହୋଇଥିଲା । ଓଏସ୍ଏଲ୍ ପକ୍ଷରୁ କମ୍ପାନୀର ଉପସଭାପତି (ମାର୍କେଟିଂ ଆଣ୍ଡ କୋର୍ଡ଼ିନେସନ୍) ଲିଙ୍ଗରାଜ ପାଣିଗ୍ରାହୀ ବରିଷ୍ଠ କାର୍ଯ୍ୟନିର୍ବାହୀ ଦିନେଶ ପରିଡ଼ାଙ୍କ ଉପସ୍ଥିତିରେ ପାରାଦୀପ ପୋର୍ଟ ଟ୍ରଷ୍ଟର ଡେପୁଟି ଚେୟାରମ୍ୟାନ୍ ଆଶିଷ କୁମାର...
Renubala Frontrunner For Kendrapara ULB Chief
Kendrapara: With State Election Commission notifed for election to Urban Local Bodies (ULBs) 2022, talks are round the corner for the post of Chairperson for Kendrapara Municipality, which was established on March 10 in 1869 and 1st and the oldest municipality of Odisha. The Kendrapara Urban Zone is divided into 21 wards where 67.91% Hindu and 31.64% are Muslim...
ଶତ ପ୍ରତିଶତ ସଠିକ ସଡକ ସଙ୍କେତ ବ୍ୟବସ୍ଥା
କଟକ: ମାନବୀୟ ତ୍ରୁଟି ହେତୁ ସଡ଼କ ଦୁର୍ଘଟଣା ଅତ୍ୟଧିକ ମାତ୍ରାରେ ଘଟିଥାଏ, ଅଥଚ ଅନେକ କ୍ଷେତ୍ରରେ ସଡକରେ ସଠିକ ସାଇନେଜ ନ ଥିବା ମଧ୍ୟ ଦୁର୍ଘଟଣାର କାରଣ ହୋଇଥାଏ | ଓଡିଶାରେ ୧୦୦% ସଡକ ସଙ୍କେତ ଅନୁକୂଳ କରିବା ପାଇଁ ପରିବହନ ବିଭାଗ ରାଜ୍ୟରେ ସଡକ ସଙ୍କେତ ଅଡିଟର ଏକ ନିଆରା ପଦକ୍ଷେପ ଆରମ୍ଭ କରୁଛି। ଉପଯୁକ୍ତ ସଡକ ଚିହ୍ନ ଏବଂ ଟ୍ରାଫିକ୍ ସଙ୍କେତ, ସରଳ ସଡ଼କ ଇଞ୍ଜିନିୟରିଂ ହସ୍ତକ୍ଷେପ, ସାମାନ୍ୟ ଲେଆଉଟ୍ ପରିବର୍ତ୍ତନ ସଡ଼କ ଦୁର୍ଘଟଣାର ମାତ୍ରାକୁ କମ କରେଇବା ସାହାଯ୍ୟ କରୁଛି...
ୟୁକ୍ରେନ୍ ଫେରନ୍ତା ଛାତ୍ରଛାତ୍ରୀଙ୍କୁ ସ୍ୱାଗତ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର : ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ୟୁକ୍ରେନରୁ ଫେରି ଆସି ନୂଆଦିଲ୍ଲୀରେ ଥିବା ଓଡିଆ ଛାତ୍ରଛାତ୍ରୀଙ୍କ ସହିତ ଆଲୋଚନା କରିଛନ୍ତି । ଛାତ୍ରଛାତ୍ରୀ ମାନଙ୍କୁ ସ୍ୱାଗତ କରି ୟୁକ୍ରେନରେ ରହିଯାଇଥିବା ଅନ୍ୟ ଛାତ୍ରଛାତ୍ରୀଙ୍କ ଫେରିବା ପାଇଁ ସବୁପ୍ରକାର ଉଦ୍ୟମ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଭରସା ଦେଇଛନ୍ତି । ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଓଡିଆ ଛାତ୍ରଛାତ୍ରୀ ମାନଙ୍କ ଫେରିବା ସଂପର୍କରେ ସେ କେନ୍ଦ୍ର ଗୃହମନ୍ତ୍ରୀ ଓ ବୈଦେଶିକ ମନ୍ତ୍ରୀଙ୍କ ସହିତ ଆଲୋଚନା କରିଛନ୍ତି ଏବଂ ସେ ଆଉଥରେ ମଧ୍ୟ ଏ ବିଷୟରେ...










