ପୌର ନିର୍ବାଚନ ପରେ ମନ୍ତ୍ରିମଣ୍ଡଳ ଅଦଳବଦଳ ଚର୍ଚ୍ଚା
ଭୁବନେଶ୍ୱର : ବିଧାନସଭାର ବଜେଟ୍ ଅଧିବେଶନ ଏବଂ ପଞ୍ଚାୟତ ଓ ପୌର ନିର୍ବାଚନର ଚୂଡାନ୍ତ ପର୍ଯ୍ୟାୟ ପରେ ରାଜ୍ୟ ମନ୍ତ୍ରିମଣ୍ଡଳରେ କିଛି ଅଦଳବଦଳ ହୋଇପାରେ ବୋଲି ଦଳୀୟ ନେତାଙ୍କ ମଧ୍ୟରେ ଜୋରଦାର ଚର୍ଚ୍ଚା ଚାଲିଛି । ତେବେ କିଏ ନୂଆ ମନ୍ତ୍ରୀ ହେବେ, କିଏ ବାଦ୍ ପଡିବେ ଓ ଆଉ କାହାର ବିଭାଗରେ ଅଦଳବଦଳ ହେବ କି ନାହିଁ ସେ ସଂକ୍ରାନ୍ତରେ ନିଷ୍ପତ୍ତି କେବଳ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କର । ଦଳୀୟ ଭିତ୍ତିରେ ହୋଇଥିବା ଜିଲ୍ଲା ପରିଷଦ ନିର୍ବାଚନରେ ବିଜେଡିର...
ମ୍ୟାଲେରିଆ ନିୟନ୍ତ୍ରଣ ପାଇଁ ଓଡିଶାକୁ ଅଧିକ ଅର୍ଥ
ଭୁବନେଶ୍ୱର : ମ୍ୟାଲେରିଆ ଓ ଡେଙ୍ଗୁ ଭଳି ରୋଗକୁ ରୋକିବାପାଇଁ ଜାତୀୟ ଭେକ୍ଟର ବାହିତ ରୋଗ ନିୟନ୍ତ୍ରଣ କାର୍ଯ୍ୟକ୍ରମରେ କେନ୍ଦ୍ର ସରକାର ଓଡିଶାକୁ ବିପୁଳ ପରିମାଣର ଅର୍ଥ ଯୋଗାଇ ଦେଉଛନ୍ତି । ୨୦୧୭-୧୮ ବର୍ଷରେ କେନ୍ଦ୍ର ସରକାର ଏହି ଯୋଜନାରେ ଓଡିଶାକୁ ୨୮୫.୨୯ କୋଟି ଟଙ୍କା ଯୋଗାଇ ଦେଇଥିଲେ ଯାହାକି ଦେଶର ଅନ୍ୟ କୌଣସି ରାଜ୍ୟ ତୁଳନାରେ ସର୍ବାଧିକ ରହିଥିଲା । ତେବେ ଏହା ପରବର୍ଷ ଠାରୁ ଓଡିଶାକୁ ଅନୁଦାନ ହ୍ରାସ ପାଉଥିଲେ ମଧ୍ୟ ମିଳିଥିବା ଅର୍ଥକୁ ଠିକଣା ଭାବେ ବ୍ୟୟ କରାଯାଇନଥିବା ଦେଖିବାକୁ...
GST Records 47% Growth
Bhubaneswar: The State GST (SGST) collection has recorded a 47 per cent growth during the month of February 2022 against the collection made during the same month of last year. The SGST collection was Rs 1152.37 crore in February against a collection of Rs 781.06 crore during February, 2021. The progressive gross SGST collection upto February of 2021-22 was Rs 11,391.76...
କକଲିୟର୍ ସର୍ଜରୀ ବଧିର ଶିଶୁଙ୍କ ପାଇଁ ଆଶାର କିରଣ
ଭୁବନେଶ୍ୱର : ଜନ୍ମରୁ ବଧିର ଥିବା ଲକ୍ଷ ଲକ୍ଷ ଶିଶୁଙ୍କ ପାଇଁ କକଲିୟର୍ ପ୍ରତ୍ୟାରୋପଣ ସର୍ଜରୀ ଏକ ଆଶାର କିରଣ ପାଲଟିଥିବା ବେଳେ ଏହା ବର୍ତମାନ ସମ୍ ଅଲ୍ଟିମେଟ୍ ମେଡିକେୟାରରେ ଉପଲବ୍ଧ । ନିକଟରେ ବରଗଡ ଅଂଚଳର ଗୋଟିଏ ୪ ବର୍ଷର ବାଳକର ଶରୀରରେ ଏହି ଜଟିଳ ଓ ସୂକ୍ଷ୍ମ ଇଏନ୍ଟି ସର୍ଜରୀ ସମ୍ମମ୍ରେ କରାଯାଇଛି । ଏହି ବାଳକଟି ଜନ୍ମରୁ ଶୁଣିପାରୁ ନଥିବା ବେଳେ କଥା କହିବା ମଧ୍ୟ ଶିଖି ନଥିଲା । ଶିଶୁଟିର ଏଭଳି ସ୍ୱାସ୍ଥ୍ୟାବସ୍ଥାକୁ ଦେଖି ତା’ର ବାପା-ମା ବ୍ୟତିବ୍ୟସ୍ତ...
ଜମି ଦେଉଥିବା ହିତାଧିକାରୀଙ୍କୁ ଖୁବ୍ଶୀଘ୍ର ପ୍ରାପ୍ୟ ପ୍ରଦାନ
ଭୁବନେଶ୍ୱର : ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁଙ୍କ ଅଧ୍ୟକ୍ଷତାରେ ରାଜ୍ୟ ମଧ୍ୟରେ ବିଭିନ୍ନ ଜାତୀୟ ରାଜପଥର ଜମି ଅଧିଗ୍ରହଣ କାର୍ଯ୍ୟ ତ୍ୱରାନ୍ୱିିତ କରିବା ପାଇଁ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ବିଭାଗର ବରିଷ୍ଠ ଅଧିକାରୀଗଣ ଏବଂ ଜାତୀୟ ରାଜପଥ ପ୍ରାଧିକରଣର ବରିଷ୍ଠ ଅଧିକାରୀମାନେ ଯୋଗଦାନ କରିଥିଲେ । ଜାତୀୟ ରାଜପଥ ପ୍ରାଧିକରଣର ବରିଷ୍ଠ ଅଧିକାରୀଗଣ ଗତ ଏକ ମାସ ଭିତରେ ବିଭିନ୍ନ ଜାତୀୟ ରାଜପଥ ପାଇଁ ଜମି ଅଧିଗ୍ରହଣ...
NH Land Acquisition On Fast Track
Bhubaneswar: The land acquisition process for construction of various national highway (NH) projects has been put on fast track mode in the State. Thanks to Revenue and Disaster Management, Additional Chief Secretary, Satyabrata Sahu, who is personally monitoring it on regular basis. Mr.Sahu on Wednesday held a meeting to review the progress made on the land acquisition process. During the...
SUMUM On Cochlear Implant Surgery
Bhubaneswar: Cochlear Implant surgery, which has brought a ray of hope for millions of children who are born deaf, is now available at the SUM Ultimate Medicare here. The most complex and delicate ENT surgery was done at the hospital recently on a 4- year-old boy from Bargarh who could not hear since birth and did not learn to speak. The...
Nomination Filing Begins For ULBs
Bhubaneswar: Filing of nomination papers for election of various posts in 109 Urban Local Bodies (ULBs) has started in the State on Wednesday. Candidates and their proposers have been seen buying nomination forms in the office of Electoral Officer (EO) in Bhubaneswar and other places. Special arrangements have been made in the offices for this purpose. The interested candidates can...
Maha Shivratri Celebrated
Bhubaneswar: The Shree Lingaraj Temple here was all decked up on Tuesday for the auspicious ‘Maha Shivratri’ festival. The Temple’s entrance was lit up with decorative lights. Also, trees in front of the temple premises were decorated with lights. Due to the pandemic devotees was not allowed inside the sanctum sanctorum of the temple. But they had darshan of Lord Lingaraj...
କେନ୍ଦ୍ରରୁ ମିଳୁନି ଏମଜିନରେଗା ଟଙ୍କା
ଭୁବନେଶ୍ୱର : ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା (ଏମ୍ଜିନରେଗା) ପାଇଁ ଆବଶ୍ୟକ ପଡୁଥିବା ପାଣ୍ଠି କେନ୍ଦ୍ରରୁ ମିଳୁନଥିବା ଯୋଗୁଁ ଚଳିତବର୍ଷ ୨୫କୋଟି ଶ୍ରମ ଦିବସ ସୃଷ୍ଟି ପାଇଁ ରାଜ୍ୟ ସରକାର ଯେଉଁ ଆଶା ରଖିଥିଲେ ତାହା ପୂରଣ ହେବାନେଇ ଆଶଙ୍କା ଉପୁଜିଛି । ଏଠାରେ ଉଲ୍ଲେଖ କରାଯାଇପାରେ ଯେ କେନ୍ଦ୍ର ସରକାର ଓଡିଶା ପାଇଁ ୨୦କୋଟି ୨୪ଲକ୍ଷ ଶ୍ରମ ଦିବସ ସୃଷ୍ଟିରୁ ମଞ୍ଜୁରୀ ଦେଇଥିବାବେଳେ ବର୍ତ୍ତମାନ ସୁଦ୍ଧା ୧୮କୋଟି ୭୬ଲକ୍ଷ ଶ୍ରମଦିବସ ସୃଷ୍ଟି କରାଯାଇ ସାରିଲାଣି । ରାଜ୍ୟର ଗ୍ରାମାଞ୍ଚଳରେ...










