Move For Aromatic Rice Export
Bhubaneswar: Odisha Government will create conducive environment for boosting up the export of Aromatic Non-Basmati Rice from the State. Considering the paddy production potential of Odishan agro-climatic zones, existence of huge genetic diversity of aromatic germplasm, traditional skill of the farmers, and availability of port facilities for foreign trading steps will be taken for creation of conducive eco-system for boosting...
No Covid Restrictions For Urban Poll
Bhubaneswar: As Covid-19 situation has improved a lot in Odisha, the State Election Commission (SEC) has decided to conduct the general election of Urban Local Bodies (ULBs) without Covid-19 restrictions. State Election Commissioner, Aditya Prasad Padhi said here today while talking to Media Persons that the daily Covid count has come down to below 200 and the test positivity rate...
ଫର୍ମରେ ଭିନ୍ନ ସୂଚନା ଯୋଗୁଁ ରକ୍ତ ପାଇଁ ହଇରାଣ
ଭୁବନେଶ୍ୱର : ରୋଗୀଙ୍କୁ ରକ୍ତ ଯୋଗାଣ ପାଇଁ ବିଭିନ୍ନ ସରକାରୀ ରକ୍ତଭଣ୍ଡାର ଓ ଡାକ୍ତରଖାନାରେ ବ୍ୟବହୃତ ଫର୍ମରେ ଭିନ୍ନ ଭିନ୍ନ ସୂଚନା ଥିବାରୁ ଜରୁରୀ ସମୟରେ ଜୀବନ ରକ୍ଷାକାରୀ ରକ୍ତ ପ୍ୟାକେଟଟିଏ ପାଇବାକୁ ଲୋକେ ହଇରାଣ ହରକତ ହେଉଛନ୍ତି । ବିଶେଷକରି ମେଡିକାଲ କଲେଜ ଓ ଅନ୍ୟ ରକ୍ତ ଭଣ୍ଡାର ଫର୍ମରେ ଚିକିତ୍ସକମାନଙ୍କ ଦସ୍ତଖତକୁ ନେଇ ଠିକଣା ସୂଚନା ରହୁନାହିଁ । କଟକ ଏସ୍.ସି.ବି ମେଡିକାଲ କଲେଜ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ରୋଗୀମାନେ ରକ୍ତ ଆବଶ୍ୟକ କଲେ ଚିକିତ୍ସା କରୁଥିବା ଡାକ୍ତର ଯେଉଁ ଫର୍ମରେ...
ଅସନ୍ତୁଷ୍ଟ ପ୍ରାର୍ଥୀ ପାଲଟିଲେଣି ପ୍ରମୁଖ ଦଳର ମୁଣ୍ଡବିନ୍ଧା
ଭୁବନେଶ୍ୱର : ଅସନ୍ତୁଷ୍ଟ ପ୍ରାର୍ଥୀମାନେ ଏବେ ପ୍ରମୁଖ ରାଜନୈତିକ ଦଳମାନଙ୍କ ପାଇଁ ପୌର ନିର୍ବାଚନ ପରିପ୍ରେକ୍ଷୀରେ ମୁଣ୍ଡବିନ୍ଧାର କାରଣ ହୋଇଛନ୍ତି । ମେୟର ପଦବୀ ପାଇଁ ବେଶି ଦାବିଦାର ନଥିବାବେଳେ ବିଭିନ୍ନ ମହାନଗର ନିଗମ, ମ୍ୟୁନିସିପାଲିଟି ଓ ବିଜ୍ଞାପିତ ଅଞ୍ଚଳଗୁଡିକରେ କର୍ପୋରେଟର ଓ କାଉନସିଲର ହେବାପାଇଁ ବିଭିନ୍ନ ଦଳର ବହୁ ଆଶାୟୀ ରହିଛନ୍ତି । ଏମାନଙ୍କୁ ମନାଇବାପାଇଁ ସ୍ଥାନୀୟ ବିଧାୟକଙ୍କ ଠାରୁ ଆରମ୍ଭକରି ଦଳୀୟ କର୍ମକର୍ତ୍ତାମାନେ ପ୍ରାଣମୂର୍ଚ୍ଛା ଉଦ୍ୟମ ଚଳାଇଛନ୍ତି । ପୌର ନିର୍ବାଚନ ଲାଗି ୭ତାରିଖ ପର୍ଯ୍ୟନ୍ତ ନାମାଙ୍କନପତ୍ର ଦାଖଲ କରିହେବ ଏବଂ...
Central Query On Council
Bhubaneswar: Odisha Legislative Assembly Speaker Surjya Narayan Patro on Sunday said the Union Government has sought certain clarifications from the State Government on the proposed creation of a State Legislative Council in the state. Mr.Patro also said that the Union Ministry of Law wrote to the State Government in reply to a letter sent by him. Department of Parliamentary Affairs would...
CM Seeks PM’s Intervention
Bhubaneswar: Chief Minister Naveen Patnaik on Sunday sought intervention of Prime Minister Narendra Modi for continuance of studies of medical students returned from Ukraine due to prevailing war situation. The Chief Minister has written a letter to the PM in this regard. In view of the situation in Ukraine, a large number of medical students from Odisha and other...
2107 Candidates File Nomination
Bhubaneswar: As many as 2,107 candidates have filed their nomination papers for election to various posts in the Urban Local Bodies (ULBs). According to the State Election Commission (SEC), 189 candidates have submitted their nominations for the post of Chairperson and Mayor while 1918 candidates have filed papers for the post of Councillor and Corporator in the civic bodies. On Sunday...
ଷ୍ଟ୍ରଙ୍ଗରୁମ୍ ସ୍ଥାପନ ବେଳେ ଏସ୍ଓପି ପ୍ରତି ଗୁରୁତ୍ୱ ଦିଅ
ଭୁବନେଶ୍ୱର : ରାଜ୍ୟର ପୌରସଂସ୍ଥାଗୁଡ଼ିକରେ ହେବାକୁ ଥିବା ସାଧାରଣ ନିର୍ବାଚନ ପରିପ୍ରେକ୍ଷୀରେ ଭୋଟଗ୍ରହଣ ପରେ ଇଭିଏମ୍ଗୁଡ଼ିକୁ ସୁରକ୍ଷିତ ଭାବେ ରଖିବା ନିମନ୍ତେ ଷ୍ଟ୍ରଙ୍ଗରୁମ୍ ସ୍ଥାପନ, ନିର୍ବାଚନ ସମୟରେ ଓ ଭୋଟଗ୍ରହଣ ପରେ ଗଣତି ପାଇଁ ନିର୍ବାଚନ ସାମଗ୍ରୀ ରଖିବା ପାଇଁ ଷ୍ଟ୍ରଙ୍ଗରୁମ୍ ଖୋଲିବା ଓ ବନ୍ଦ କରିବା ପାଇଁ ରାଜ୍ୟ ନିର୍ବାଚନ କମିଶନ କେତେକ ମାନକ କାର୍ଯ୍ୟପଦ୍ଧତି ବା ଏସ୍ଓପିସ୍ଥିର କରିଛନ୍ତି । ଏହାକୁ ସମସ୍ତ ନିର୍ବାଚନ ଅଧିକାରୀ ସଠିକ ଭାବେ ପାଳନ କରିବାକୁ ରାଜ୍ୟ ନିର୍ବାଚନ କମିଶନ ନିର୍ଦ୍ଦେଶ ଦେଇଛନ୍ତି । ରାଜ୍ୟ...
ଅସାବଧାନତାରୁ ରାସ୍ତାରେ ପାଇଖାନା ପାଣି
ଭୁବନେଶ୍ୱର : ନିର୍ମାଣକାରୀ ସଂସ୍ଥାମାନେ ସାବଧାନ ନ ରହି ସ୍ୱେରେଜ ଟାଙ୍କି ଭାଙ୍ଗି ଦେଉଥିବାରୁ ରାଜଧାନୀର ବହୁ ଅଞ୍ଚଳରେ ସାଂଘାତିକ ଅବସ୍ଥା ସୃଷ୍ଟି ହୋଇଛି । ଏବେ ଏଭଳି ଏକ ଘଟଣାରେ ନିଳାଦ୍ରୀ ବିହାର ଅଞ୍ଚଳର ବୁଦ୍ଧ ପାର୍କ କଡରେ ରାସ୍ତା ଉପରେ ପାଇଖାନା ପାଣିର ସୁଅ ଛୁଟୁଥିବାରୁ ଲୋକେ ନାହିଁନଥିବା ଦୁର୍ଦ୍ଦଶାର ସମ୍ମୁଖୀନ ହେଉଛନ୍ତି । ରାସ୍ତା କଡରେ ଟାଇଲ ବିଛାଇବା ପାଇଁ ମାଟି ତାଡିବା ବେଳେ କିଛିଦିନ ତଳେ ବୁଦ୍ଧପାର୍କ ରାସ୍ତା କଡରେ ଥିବା କେତେକ ସ୍ୱେରେଜ ଚ୍ୟାମ୍ବର ସରକାରୀ ଠିକାଦାରଙ୍କ...
ପାର୍କିଂ ଜୋରିମାନାଠୁ ଅଧିକ କ୍ରେନ ଭଡା
ଭୁବନେଶ୍ୱର : ରାସ୍ତାଘାଟରେ ବେଆଇନ୍ ଭାବେ ଗାଡିମୋଟର ରଖିଲେ ପୁଲିସ୍ ଯେତିକି ଜୋରିମାନା ଆଦାୟ କରୁଛି ତାହାଠାରୁ ଅଧିକ ଅର୍ଥ ନେଉଛନ୍ତି ଗାଡିକୁ ଟାଣିନେଉଥିବା ଘରୋଇ ସଂସ୍ଥା । ଏହା ଫଳରେ ରାସ୍ତାଘାଟରେ ବେଆଇନ୍ ପାର୍କିଂରୁ ପୁଲିସ୍ ବିଭାଗ ଯେତିକି ଅର୍ଥ ନେଉଛି ତାହାଠାରୁ ଅଧିକ ଅର୍ଥ ଘରୋଇ ସଂସ୍ଥା ପାଇ ମାଲେମାଲ ହେଉଛନ୍ତି । ଏଭଳି ଅଭିଯୋଗ ଆସିଛି ଖୋଦ୍ ରାଜଧାନୀରୁ । ରାଜଧାନୀର ରାସ୍ତାଘାଟରେ ଯଦି କୌଣସି ଗାଡି ବେଆଇନ୍ ଭାବେ ପାର୍କିଂ ହେଉଛି ତେବେ ତାହାକୁ ପୁଲିସ୍ ଉଠାଇ ନେଉଛି...










