OMBADC To Boost spending

0

The slow pace of spending from the Odisha Mineral Bearing Areas Development Corporation (OMBADC) fund has raised concerns among officials. OMBADC is needed to boost spending, officials say. According to a latest report, nearly Rs.20,110 crore is available to undertake various developmental projects in the mining areas. However expenditure by November 30 was only Rs.5486.68 crore by various departments taking up...

ଖଣିଜ ଅଞ୍ଚଳ ବିକାଶ ପାଣ୍ଠି ଖର୍ଚ୍ଚ ଧିମା

0

ଭୁବନେଶ୍ୱର : ଓଡିଶା ଖଣିଜ ଅଞ୍ଚଳ ବିକାଶ ନିଗମ (ଓଏମବିଏଡିସି)ରେ ପର୍ଯ୍ୟାପ୍ତ ଅର୍ଥ ମହଜୁଦ ଥିବାବେଳେ ଏହାର ଖର୍ଚ୍ଚ ପରିମାଣ ଧିମା ରହିବା ଏବେ ରାଜ୍ୟ ସରକାରଙ୍କ ପାଇଁ ଚିନ୍ତାର କାରଣ ହୋଇଛି । ଓଏମ୍‍ବିଏଡିସିର ସର୍ବଶେଷ ରିପୋର୍ଟରୁ ଏହା ଜଣାପଡିଛି । ଏହି ରିପୋର୍ଟ ଅନୁଯାୟୀ ଖଣିଜ ଇଲାକାରେ ବିକାଶମୂଳକ କାର୍ଯ୍ୟ ପାଇଁ ଏହି ପାଣ୍ଠିରେ ଏବେ ପାଖାପାଖି ୨୦,୧୧୦ କୋଟି ଟଙ୍କା ରହିଛି । ତେବେ ନଭେମ୍ବର ଶେଷ ସୁଦ୍ଧା ମାତ୍ର ୫୪୮୬.୬୮ କୋଟି ଟଙ୍କା ବିଭିନ୍ନ ଉନ୍ନୟନ ପ୍ରକଳ୍ପରେ ବ୍ୟୟ...

ବିଜୁ ଚଳାଉଥିଲେ ୧୪ଟି ଡାକୋଟା

0

ଭୁବନେଶ୍ୱର : ଗୋଟିଏ ନୁହେଁ, ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ଏକଦା ଗଢିଥିବା କଳିଙ୍ଗ ଏୟାରୱେଜ୍‍ ୧୪ଟି ବିମାନ ଚଳାଉଥିଲା । ଏଥିରୁ ୪ଟିର ମାଲିକାନା ବିଜୁ ବାବୁଙ୍କ ନାମରେ ଥିବାବେଳେ ଆଉ ୧୦ଟି ବିଭିନ୍ନ ସ୍ଥାନରୁ ଭଡାରେ ଆଣି ଉଡାଯାଉଥିଲା । କଳିଙ୍ଗ ଏୟାର୍‍ୱେଜ୍‍ର ବିମାନଗୁଡିକ ଯାତ୍ରୀ ପରିବହନ ସହ ସାମରିକ କାର୍ଯ୍ୟରେ ମଧ୍ୟ ସହଯୋଗ ଦେଉଥିଲେ । କୋଲକାତାର ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଆନ୍ତର୍ଜାତିକ ବିମାନବନ୍ଦର ପରିସରରେ ବର୍ଷ ବର୍ଷ ଧରି ପରିତ୍ୟକ୍ତ ଅବସ୍ଥାରେ ପଡିଥିବା ବିଜୁବାବୁଙ୍କ ବ୍ୟବହୃତ ଏକ...

୧୯ ଜିଲ୍ଲାପାଳଙ୍କୁ ମିଳିବ ଜାତୀୟ ପୁରସ୍କାର

ଭୁବନେଶ୍ୱର : ରାଜ୍ୟରେ ଜମିଜମା ରେକର୍ଡ କମ୍ପୁଟରୀକରଣ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ନିମନ୍ତେ ଓଡ଼ିଶାର ୧୯ ଟି ଜିଲ୍ଲା ଜାତୀୟ ପୁରଷ୍କାର ପାଇବା ପାଇଁ ମନୋନୀତ ହୋଇଛନ୍ତି । ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଓଡିଶା ଲ୍ୟାଣ୍ଡ ରେକର୍ଡ୍ସ ମର୍ଡନାଇଜେସନ ସୋସାଇଟି (ଓଏଲଆରଏମଏସ)ର ଗଭର୍ଣ୍ଣିଂ ବଡି ବୈଠକରେ  ରାଜସ୍ୱ ଓ ବିପର୍ଯୟ ପରିଚାଳନା ବିଭାଗ ପକ୍ଷରୁ ଏ ସଂପର୍କରେ ସୂଚନା ଦିଆଯାଇଛି । ଅନୁଷ୍ଠିତ ବୈଠକ ପ୍ରାରମ୍ଭରେ  ରାଜସ୍ୱ ଓ ବିପର୍ଯୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ...

ଏନ୍‌ଜିଟିଙ୍କ ରହିତାଦେଶ ଉପରେ ହାଇକୋର୍ଟଙ୍କ ରୋକ

0

ଭୁବନେଶ୍ୱର : ଭୁବନେଶ୍ୱର ଉପକଣ୍ଠ  ଫୁଲନଖରାଠାରେ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର କ୍ୟାମ୍ପସ-୨ ନିର୍ମାଣ ପ୍ରସଙ୍ଗରେ ଜାତୀୟ ଗ୍ରୀନ୍ ଟ୍ରିବ୍ୟୁନାଲ୍ (ଏନ୍‌ଜିଟି) ଡିସେମ୍ବର ୧୨, ୨୦୨୨ରେ ପ୍ରଦାନ କରିଥିବା ନିର୍ଦ୍ଦେଶ ଉପରେ ପରବର୍ତୀ ଶୁଣାଣି ପର୍ଯ୍ୟନ୍ତ ଓଡ଼ିଶା ହାଇକୋର୍ଟ ଅନ୍ତରୀଣ ରହିତାଦେଶ ଜାରି କରିଛନ୍ତି । ସମ୍ ହସ୍ପିଟାଲ୍ ଦ୍ୱିତୀୟ କ୍ୟାମ୍ପସ୍ ନିର୍ମାଣ କ୍ଷେତ୍ରରେ ହାଇକୋର୍ଟ ହସ୍ତକ୍ଷେପ କରିବା ସହ ସମ୍ପୃକ୍ତ ଜମିରେ ସମସ୍ତ ନିର୍ମାଣ କାର୍ଯ୍ୟ କ୍ଷେତ୍ରରେ ଜାତୀୟ ଗ୍ରୀନ୍ ଟ୍ରିବ୍ୟୁନାଲ୍ (ଏନ୍‌ଜିଟି) ଲାଗୁ କରିଥିବା ରହିତାଦେଶ ଉପରେ...

ମିଲେଟ୍‌ ମିଶନକୁ ତାମିଲନାଡ଼ୁ ପ୍ରତିନିଧିଙ୍କ ପ୍ରଶଂସା

0

ଭୁବନେଶ୍ୱର : ତାମିଲନାଡ଼ୁ ସରକାରଙ୍କ ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତିରାଜ ବିଭାଗର ପ୍ରମୁଖ ଶାସନ ସଚିବ ଡ. ପି. ଅମୁଧାଙ୍କ ନେତୃତ୍ୱରେ ଏକ ଉଚ୍ଚସ୍ତରୀୟ ପ୍ରତିନିଧି ମଣ୍ଡଳୀ ଆଜି କୃଷି ଭବନ ଆସି ମାଣ୍ଡିଆ ଚାଷ ନିମନ୍ତେ ସହଭାଗିତାର ସମ୍ଭାବନା ସହିତ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀଙ୍କ ମାଧ୍ୟମରେ ବିଭିନ୍ନ ଯୋଜନାର ସଫଳ ରୂପାୟନ ସଂପର୍କରେ ଅନୁଧ୍ୟାନ କରିଥିଲେ ।ଏହି ପ୍ରତିନିଧି ମଣ୍ଡଳୀ କୃଷି ଭବନଠାରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀ,...

ପଣ୍ୟାଗାର ନିଗମକୁ ସ୍କଚ୍‌ ଆୱାର୍ଡ

0

ଭୁବନେଶ୍ୱର : ପଣ୍ୟାଗାରଗୁଡ଼ିକର ବିକାଶ ଓ ଆନୁଷଙ୍ଗିକ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଓଡ଼ିଶା ରାଜ୍ୟ ପଣ୍ୟାଗାର ନିଗମକୁ ସ୍କଚ୍‌ ଅର୍ଡର ଅଫ୍‌ ମେରିଟ୍‌-୨୦୨୨ରେ ସମ୍ମାନିତ କରାଯାଇଛି । ପଣ୍ୟାଗାରଗୁଡ଼ିକର ସୁପରିଚାଳନା ପାଇଁ ଓୟାରହାଉସ୍‌ ମ୍ୟାନେଜ୍‌ମେଣ୍ଟ ସଲ୍ୟୁସନକୁ କାର୍ଯ୍ୟକାରୀ କରିବା ପାଇଁ କମ୍ପ୍ୟୁଟରୀକରଣ ମାଧ୍ୟମରେ ଗ୍ରହଣ କରାଯାଇଥିବା ପଦକ୍ଷେପ ପ୍ରଶଂସନୀୟ ଅଟେ । ରାଜ୍ୟ ସରକାରଙ୍କ ୫-‘ଟି’ ପଦକ୍ଷେପ ଅନୁଯାୟୀ ନିଗମ ଏହାର କାର୍ଯ୍ୟଧାରାକୁ ଅଧିକ ସ୍ୱଚ୍ଛ ଓ କ୍ରିୟାଶୀଳ କରିବା ପାଇଁ ଡିଜିଟାଇଜେସନ୍‌ ପ୍ରକ୍ରିୟାରେ ଖାଦ୍ୟଶସ୍ୟ ତଥା କୃଷିଜାତ ସାମଗ୍ରୀର ସଂରକ୍ଷଣ ବ୍ୟବସ୍ଥାକୁ ସୁସଂଗଠିତ...

ସୋଆ ଛାତ୍ରଛାତ୍ରୀଙ୍କ ଦ୍ୱାରା ମହୁ ଉତ୍ପାଦିତ

0

ଭୁବନେଶ୍ୱର : ଶିକ୍ଷା ଓ ଅନୁସନ୍ଧାନ(ସୋଆ) ପରିଚାଳିତ ଫାକଲ୍ଟି ଅଫ୍ ଏଗ୍ରିକଲଚରାଲ ସାଇନସେସ୍ (ଆଇଏଏସ୍‌) କୃଷି ମହାବିଦ୍ୟାଳୟ ଅନ୍ତର୍ଗତ କୀଟତତ୍ୱ ବିଭାଗର ସ୍ନାତକ ଶ୍ରେଣୀର ଛାତ୍ରଛାତ୍ରୀମାନଙ୍କ ପ୍ରଚେଷ୍ଟାରେ ଉତ୍ପାଦିତ ମହୁକୁ ସର୍ବସାଧାରଣ ବ୍ୟବହାର ନିମନ୍ତେ ପ୍ରସ୍ତୁତ କରାଯାଇଛି । ସୋଆର କୁଳପତି ପ୍ରଫେସର ବିଜୟ କୁମାର ସାହୁ ଏହି ପରିପ୍ରେକ୍ଷୀରେ ଆୟୋଜିତ ଉତ୍ସବରେ ମୁଖ୍ୟଅତିଥି ଭାବେ ଯୋଗ ଦେଇ ସୋଆରୁ ଉତ୍ପାଦିତ ମହୁ ତା’ର ଉତ୍କୃଷ୍ଟ ଗୁଣବତା ପାଇଁ ଆଦୃତ ହେବ ବୋଲି ମତବ୍ୟକ୍ତ କରିଥିଲେ । କୀଟତତ୍ୱ ବିଭାଗର ମୁଖ୍ୟ ପ୍ରଫେସର ବିଜୟ କୁମାର...

Cyber Security For Banks

0

New Delhi: Department of Financial Services (DFS), Ministry of Finance, organised a half-day symposium on cyber security titled Financial Services Cyber Security (FINSCY) here today. Dr. Vivek Joshi, Secretary, DFS, inaugurated the symposium. The symposium provided an opportunity for senior officers from Government agencies and Departments, and financial services sector regulators, as also senior executives and CISOs of Banks,...

DGFT On EoDB

0

New Delhi: The Directorate General of Foreign Trade (DGFT) has notified the amended rules for calculation of Composition Fee for extending Export Obligation under Advance Authorization Scheme by amending Para 4.42 of  Handbook of Procedures (2015-20) vide Public Notice No.52/2015-20 dated 18th January,  2023. Santosh Sarangi, DGFT favors the simplification of calculations for Composition Fee helps in automation and faster service delivery by making...