ନିର୍ବାଚନ ସମୟରେ ଅଧିକ ସତର୍କ ପାଇଁ ପରାମର୍ଶ

ଭୁବନେଶ୍ୱର : ପୌର ର୍ନିବାଚନ ସମୟରେ ବେଆଇନ୍‍ ନିଶା କାରବାର ବିରୁଦ୍ଧରେ ଚାଲିଥିବା ଅଭିଯାନର ସମୀକ୍ଷା ଆଜି ଅବକାରୀ କମିଶନର ଆଶିଷ କୁମାର ସିଂହ କରିଛନ୍ତି । ଶ୍ରୀ ସିଂହଙ୍କ ଅଧ୍ୟକ୍ଷତାରେ ଭର୍ଚୁଆଲ ମୋଡ୍‍ରେ ବସିଥିବା ସମୀକ୍ଷା ବୈଠକରେ ଅବାକରୀ ବିଭାଗର ଉପ କମିଶନର, ସୁପରିଟେଣ୍ଡଣ୍ଟ, ଏନ୍‍ଫୋର୍ସମେଣ୍ଟ ସେଲ୍‍ର ଅଧିକାରୀମାନେ ଯୋଗ ଦେଇଥିଲେ । ସମଗ୍ର ରାଜ୍ୟରେ ଚାଲିଥିବା କାର୍ଯ୍ୟାନୁଷ୍ଠାନ ସଂକ୍ରାନ୍ତରେ ଅବକାରୀ କମିଶନରଙ୍କୁ ଅବଗତ କରାଯାଇଥିଲା । ସମୀକ୍ଷାରୁ ଜଣାପଡିଛି ଯେ ଚଳିତମାସର ଗତ ୧୩ଦିନ ମଧ୍ୟୋର ଅବକାରୀ ବିଭାଗର ପକ୍ଷରୁ ୧୧୯୮ ଜଣଙ୍କୁ...

୧୫ରେ ସର୍ବଦଳୀୟ ବୈଠକ

0

ଭୁବନେଶ୍ୱର : ଚଳିତ ମାସ ୨୫ ତାରିଖରୁ ଆରମ୍ଭ ହେବାକୁ ଯାଉଥିବା ଷୋଡ଼ଶ ବିଧାନସଭାର ଛଅ ଦିନିଆ ଅଧିବେଶନ କିପରି ସୁଚାରୁ ରୂପେ ସବୁଦଳର ନେତୃବୃନ୍ଦଙ୍କ ସହଯୋଗ ଓ ସହଭାଗିତାରେ ସଂପାଦିତ ହେବ ସେ ସଂପର୍କରେ ବିଶଦ ଆଲୋଚନା ପାଇଁ ବିଧାନସଭାର ବାଚସ୍ପତି ଡ. ସୂର୍ଯ୍ୟନାରାୟଣ ପାତ୍ର ଏକ ସର୍ବଦଳୀୟ ବୈଠକ ନିମନ୍ତେ ଆହ୍ୱାନ ଦେଇଛନ୍ତି । ଏହି ବୈଠକ ଆସନ୍ତାକାଲି ଦିନ ୧୧.୩୦ ସମୟରେ ବିଧାନସଭା ସଚିବାଳୟର ୫୯ ନମ୍ବର ପ୍ରକୋଷ୍ଠରେ ଅନୁଷ୍ଠିତ ହେବ । ପ୍ରାୟତଃ ବିଧାନସଭା ଆରମ୍ଭ ହେବାର ଦୁଇଦିନ...

High Rise Complex For Lawmakers

Bhubaneswar: The proposed multi-storeyed apartments to accommodate the Members of Legislative Assembly (MLAs) in the State Capital will be ready in the coming two and a half years, Speaker Surya Narayan Patro said on Monday. Mr.Patro convened a review meeting today to hold discussions with the concerned officials about the construction. After the review, he told reporters that March 30 is...

SOA Student Bags Trophy

0

Bhubaneswar: Amrit Mohanty of SOA Deemed to be University won the individual men’s badminton event in the first Odisha Inter University Competition (Games and Sports) held at Baripada on Sunday. Mohanty, a first year student of Computer Science in SOA, defeated his rival from Fakir Mohan University 21-15, 21-16 in the final. He had earlier demolished his other opponents in...

Restrictions On Bus Plying

0

Bhubaneswar: As temperature starts soaring in the State, the Transport Department has issued an SOP to tackle the heatwave this year.   As per the SOP, the public transport services will be rescheduled so that plying of buses during peak heat wave hours (11 AM to 3 PM) is restricted. Provisions of safe drinking water, ice packs, ORS will be made...

Timeline For Poll Campaign

Bhubaneswar: State Election Commission (SEC) on Monday asked the District Magistrates to ensure that the ongoing campaigning for Urban Poll in the State will end at 5 PM of  March 22.   After receiving queries from different districts, SEC Secretary RN Sahu has clarified the District Magistrates about this in a letter. As per Odisha Municipal Rules  and Odisha Municipal Corporation...

ବାର୍‌ରେ ବାଉନ୍‌ସର ନିଯୁକ୍ତିକୁ ବାରଣ

ଭୁବନେଶ୍ୱର : ଦେ୍ୱðତନଗରୀ ଭୁବନେଶ୍ୱର-କଟକ କମିଶନରେଟ୍‌ ପୋଲିସ୍‌ ଅଞ୍ଚଳରେ ଥିବା ମଦବାର୍‌ଗୁଡ଼ିକ ସୁରକ୍ଷା କାର୍ଯ୍ୟ ପାଇଁ ପ୍ରାଇଭେଟ୍‌ ସୁରକ୍ଷାକର୍ମୀ/ବାଉନ୍‌ସରମାନଙ୍କୁ ନିୟୋଜିତ କରୁଥିବା ସରକାରଙ୍କ ଦୃଷ୍ଟିରୁ ଆସିଛି । ଏହି ପ୍ରକାର ସୁରକ୍ଷାକର୍ମୀମାନଙ୍କ ନାମରେ ବହୁ ଅପରାଧ ମାମଲା ମଧ୍ୟ ନିକଟ ଅତୀତରେ ରୁଜୁ ହୋଇଛି । ବାଉନ୍‌ସରମାନଙ୍କଠାରୁ ସାଧାରଣ ଗ୍ରାହକଙ୍କ ଜୀବନ ପ୍ରତି ବିପଦ ତଥା ସାମାଜିକ ଶାନ୍ତି ବ୍ୟାହତ ହେବାର ମଧ୍ୟ ଆଶଙ୍କା ରହିଛି । ଏହି ପରିପ୍ରେକ୍ଷୀରେ ଉଭୟ ଭୁବନେଶ୍ୱର ଏବଂ କଟକ ଅଞ୍ଚଳର ବାର୍‌ମାଲିକମାନଙ୍କ ପାଇଁ ପୋଲିସ କମିଶନର ଆସନ୍ତା...

ସମ୍ କୋଭିଡ୍ ଯୋଦ୍ଧା ସମ୍ବର୍ଦ୍ଧିତ

0

ଭୁବନେଶ୍ୱର : ସମ୍ କୋଭିଡ୍ ହସ୍ପିଟାଲ୍‌ର କୋଭିଡ୍ ଯୋଦ୍ଧା ଶ୍ରୀମତି କମଳିନୀ ମଲ୍ଲିକଙ୍କୁ “କଳିଙ୍ଗ ବିରାଙ୍ଗନା” ସମ୍ମାନରେ ସମ୍ମାନିତ କରାଯାଇଛି । ସେବା ପ୍ରୟାସ ଫାଉଣ୍ଡେସନ୍ ପକ୍ଷରୁ ବିଭିନ୍ନ କ୍ଷେତ୍ରରେ ପ୍ରସିଦ୍ଧି ଲାଭ କରିଥିବା ଓ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ମହିଳାମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିବା ବେଳେ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ନିଃସ୍ୱାର୍ଥପର କାର୍ଯ୍ୟ ନିମନ୍ତେ ସମ୍ କୋଭିଡ୍‌ର ନର୍ସିଂ ଇନ୍‌ଚାର୍ଜ ଶ୍ରୀମତି ମଲ୍ଲିକଙ୍କୁ ରବିବାର ପୁରୀ ୱଣ୍ଡର ୱାର୍ଲ୍ଡ ୱାଟର ପାର୍କ ଠାରେ ଆୟୋଜିତ ଏକ ସ୍ୱତନ୍ତ୍ର ଉତ୍ସବରେ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି...

ବାଗ୍‌ଚୀ ଶ୍ରୀ ଶଙ୍କର କ୍ୟାନ୍‌ସର ହସ୍‌ପିଟାଲ୍‌ ନିର୍ମାଣରେ ଅଗ୍ରଗତି

0

ଭୁବନେଶ୍ୱର : ଓଡ଼ିଶାରେ କ୍ୟାନ୍‌ସର ଚିକିତ୍ସା କ୍ଷେତ୍ରରେ ଅନ୍ୟଏକ ମାଇଲ୍‌ଖୁଣ୍ଟ ଭାବେ ଗଢ଼ିଉଠୁଥିବା ବାଗ୍‌ଚୀ-ଶଙ୍କର କ୍ୟାନ୍‌ସର୍‌ ହସ୍‌ପିଟାଲ୍‌ ଓ ଗବେଷଣା କେନ୍ଦ୍ରର ନିର୍ମାଣ କାର୍ଯ୍ୟରେ ଉଲ୍ଲେଖନୀୟ ଅଗ୍ରଗତି ହୋଇଛି । ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର ଓ ଓଡ଼ିଶା କୌଶଳ ବିକାଶ କର୍ତ୍ତୁପକ୍ଷ ଅଧ୍ୟକ୍ଷ ତଥା ହସ୍‌ପିଟାଲ ଓ କରୁଣାଶ୍ରୟର ଡଃ ସୁବ୍ରତୋ ବାଗ୍‌ଚୀଙ୍କ କ୍ଷେତ୍ରପରିଦର୍ଶନ ଏବଂ ସମୀକ୍ଷାରୁ ଏହା ଜଣାପଡ଼ିଛି । ଏହି ହସ୍‌ପିଟାଲ୍ ପାଇଁ ରାଜ୍ୟ ସରକାର ଇନ୍‌ଫୋଭ୍ୟାଲି-୨ ରେ ଯୋଗାଇ ଦେଇଥିବା ୨୦ ଏକର...

BJD Forms ZP In 30 Districts

0

Bhubaneswar: For the first time in the history of Odisha, a single party has formed Zilla Parishad (ZP) in all 30 districts in the State. This is an unprecedented victory for the Biju Janata Dal and the result of immense faith of the voters in the strong leadership of Chief Minister Naveen Patnaik, A BJD leader said here on Sunday. In...