CM Gets Lifetime Achievement Award
New Delhi: Chief Minister Shri Naveen Patnaik today received the lifetime achievement award by Capital Foundation in a glittering function at New Delhi. Former Chief Justice of India Justice N V Ramana presented the award to CM. Many dignitaries including former Supreme Court Justice Anang Patnaik was present. Accepting the award, Chief Minister Shri Patnaik dedicated the award to the...
ମୁକ୍ତାରେ ଦୁର୍ନୀତି ହେଲେ କଡା କାର୍ଯ୍ୟାନୁଷ୍ଠାନ
ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ କର୍ମ ତତ୍ପର ଅଭିଯାନ ବା ‘ମୁକ୍ତା’ଯୋଜନାର କାର୍ଯ୍ୟକାରିତାରେ ସାମାନ୍ୟତାମ ଦୁର୍ନୀତି ବିରୁଦ୍ଧରେ ମଧ୍ୟ ସରକାରଙ୍କ ଶୂନ୍ୟ ସହନଶୀଳତା ନୀତିର ଅନୁପାଳନ କରାଯିବ ବୋଲି ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି। ସହରାଞ୍ଚଳରେ ବସବାସ କରୁଥିବା ଆର୍ଥିକ ଅନଗ୍ରସର ବର୍ଗଙ୍କୁ ଜୀବିକା ସୁରକ୍ଷା ଯୋଗାଇଦେବା ସହ ଗୋଷ୍ଠୀ ନେତୃତ୍ଵରେ ସଂଚାଳିତ ସାମୂହିକ ଭିତ୍ତି ନିର୍ମାଣ ତ୍ୱରାନ୍ୱିତ କରିବା ପାଇଁ ଓଡ଼ିଶା ସରକାରଙ୍କ ପକ୍ଷରୁ ମୁକ୍ତା ଯୋଜନାର ଶୁଭାରମ୍ଭ ୨୦୨୦ ମସିହାରେ କରା ଯାଇଥିଲା। ଆରମ୍ଭରୁ ହିଁ ସମ୍ପୂର୍ଣ୍ଣ...
ଘେରିବ ବିଜେପି ମହିଳାମୋର୍ଚ୍ଚା
ଭୁବନେଶ୍ୱର : ନିରୁଙ୍କଶ ଶାସନ ପରେ ମଧ୍ୟ ଓଡିଶାର ମା ଓ ଭଉଣୀମାନେ ନ୍ୟାୟ ପାଇବା ସାତ ସ୍ୱପ୍ନ । ଏନସିଆରବି ରିପୋର୍ଟ-୨୦୨୧ରେ ଏହା ସ୍ପଷ୍ଟ ଉଲ୍ଳେଖ ରହିଛି । ରାଜ୍ୟରେ ମହିଳା ବିରୋଧୀ ହିଂସା, ମହିଳା ଅପହରଣ, ମହିଳା ଅସଦାଚରଣ, ବଳାତ୍କାର, ନାବାଳିକା ଯୈାନ ନିଯ୍ୟାତନା, ମହିଳା ଉତ୍ପୀଡନ ପୂର୍ବ ବର୍ଷ ଅପେକ୍ଷା ବୃଦ୍ଧି ପାଇବା ଅତ୍ୟନ୍ତ ଚିନ୍ତା ଓ ଲଜ୍ଜାଜନକ ବୋଲି କହିଛନ୍ତି ବିଜେପି ମହିଳାମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ ଶ୍ରୀମତୀ ସ୍ମୃତି ପଟ୍ଟନାୟକ କହିଛନ୍ତି । ନାରୀ ସଶକ୍ତିକରଣର କଥା କହି...
ଚିକିତ୍ସା ପର୍ଯ୍ୟଟନକୁ ଆଗକୁ ନେଉଛି ସମ ଅଲ୍ଟିମେଟ୍
ଭୁବନେଶ୍ୱର : ଚିକିତ୍ସା ପର୍ଯ୍ୟଟନକୁ ନେଇ ଓଡ଼ିଶାରେ ନୂତନ ଦିଗ ଉନ୍ମୁକ୍ତ କରିବା ଧାରାରେ ସମ୍ ଅଲ୍ଟିମେଟ ମେଡିକେୟାରରେ ପୁଣି ଜଣେ ୬୫ ବର୍ଷ ବୟସ୍କ ଇରାକୀ ନାଗରିକଙ୍କ ସଫଳ ଚିକିତ୍ସା ସମ୍ପନ୍ନ ହୋଇଛି । ସଂପୃକ୍ତ ରୋଗୀ ଜଣକ ସେଂଟ୍ରାଲ୍ ସ୍କଲ ବେସ୍ ଓଷ୍ଟିଓମାଇଲିଟିଜ୍ ସମସ୍ୟାରେ ପୀଡ଼ିତ ଥିବା ବେଳେ ସମ୍ମମ୍ରେ ତାଙ୍କର ସଫଳ ଅସ୍ତ୍ରେପଚାର କରାଯାଇଛି । ଇରାକୀ ନାଗରିକ ଅବ୍ଦୁଲ୍ ଖାଲେକ ଆବେଦ ଇମ୍ରାନ୍ ଅଲ୍ କନନ୍ ଏହି ଜଟିଳ ରୋଗରେ ପୀଡ଼ିତ ହେବା ପରେ ତାଙ୍କ ପରିବାରବର୍ଗ ବିବ୍ରତ...
ଆଇନ୍ଶୃଙ୍ଖଳା ପାଇଁ ତେଲ ନିଅଣ୍ଟ
ଭୁବନେଶ୍ୱର : ରାଜଧାନୀରେ ଆଇନ୍ଶୃଙ୍ଖଳା ରକ୍ଷା ପୁଲିସ୍ ପାଇଁ ଏକ ଆହ୍ୱାନ ହୋଇଥିବାବେଳେ ଏହାକୁ ମୁକାବିଲାରେ ନିୟୋଜିତ ଥିବା ଗାଡି ଓ କର୍ମଚାରୀଙ୍କ ପାଇଁ ଅତି ସ୍ୱଳ୍ପ ପରିମାଣର ତେଲ ବ୍ୟବସ୍ଥା ହେଉଛି । ଏତିକି ତେଲରେ ଚୋର ତସ୍କରଙ୍କୁ ଧରିବା ଓ ସେମାନଙ୍କ ସଂକ୍ରାନ୍ତରେ ସୂଚନା ସଂଗ୍ରହ କରିବା ସମ୍ଭବପର ହେଉନାହିଁ । କମିଶନରେ ପୁଲିସ୍ ଭୁବନେଶ୍ୱର ସହରର ଆଇନ୍ଶୃଙ୍ଖଳା ପାଇଁ ଚାରି ଚକିଆ ପିସିଆର ଯାନ ମୁତୟନ କରିଛି । ସାଧାରଣ ଲୋକଙ୍କ ଅଭିଯୋଗ ପାଇଲା ମାତ୍ରେ ପିସିଆର ଯାଉଥିବାବେଳେ ବିଭିନ୍ନ...
ପଞ୍ଚାୟତରେ ଷ୍ଟ୍ରିଟ୍ ଲାଇଟ୍ ପାଇଁ ଠିକାଦାର ଅମଙ୍ଗ
ଭୁବନେଶ୍ୱର : ପଞ୍ଚାୟତରେ ଷ୍ଟ୍ରିଟ ଲାଇଟ୍ ଲାଗିବାପାଇଁ ଅର୍ଥ ବରାଦ ପରେ ଟେଣ୍ଡର ହୋଇଥିଲା । ଟେଣ୍ଡର ପ୍ରକ୍ରିୟାରେ ଭାଗ ନେଇ ସଫଳ ହୋଇଥିବା ସଂସ୍ଥା କିନ୍ତୁ ରାଜ୍ୟ ସରକାରଙ୍କ ସହିତ ଚୁକ୍ତି କରିବାକୁ ମଙ୍ଗୁ ନାହାନ୍ତି । ଫଳରେ ରାଜ୍ୟର ୯ଟି ଜିଲ୍ଲାରେ ପଞ୍ଚାୟତରେ ଷ୍ଟ୍ରିଟ୍ ଲାଇଟ୍ କାମ ଆରମ୍ଭ ହୋଇପାରି ନଥିବା ଜଣାଯାଇଛି । ମିଳିଥିବା ସୂଚନା ଅନୁଯାୟୀ ରାଜ୍ୟର ସମସ୍ତ ପଞ୍ଚାୟତରେ ଷ୍ଟ୍ରିଟ ଲାଇଟ୍ ଲଗାଇବା ନିମନ୍ତେ ରାଜ୍ୟ ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗ ପକ୍ଷରୁ ୨୦୧୮-୧୯ ବର୍ଷରୁ ଅର୍ଥ...
Women Top BJD Agenda
Bhubaneswar: Ahead of the 2024 general elections for Lok Sabha and Odisha Assembly, it’s time for setting the houses in order and sprucing up the images of leaders of all the major political parties in the state. Governing BJD headed by Chief Minister Naveen Patnaik which is in the habit of preparing for the next elections immediately after winning...
ଆଇଆଇଟି ଗୁଡିକ ଦେଶର ଗର୍ବ
ନୂଆଦିଲ୍ଲୀ : ଭାରତୀୟ ପ୍ରଯୁକ୍ତି ପ୍ରତିଷ୍ଠାନ (ଆଇଆଇଟି) ଦେଶର ଗର୍ବ ବୋଲି ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ କହିଛନ୍ତି । ଆଜି (ସେପ୍ଟେମ୍ବର୩, ୨୦୨୨) ନୂଆଦିଲ୍ଲୀଠାରେ ଆଇଆଇଟି ଦିଲ୍ଲୀର ହୀରକ ଜୟନ୍ତୀ ଉଦ୍ଯାପନ ସମାରୋହରେ ସେ ଏହା ପ୍ରକାଶ କରିଛନ୍ତି । ରାଷ୍ଟ୍ରପତି କହିଛନ୍ତି ଯେ ବିଶ୍ୱରେ ଆଇଆଇଟିଗୁଡିକ ଶିକ୍ଷା ଓ ପ୍ରଯୁକ୍ତି ବିଦ୍ୟା କ୍ଷେତ୍ରରେ ପାରଦର୍ଶିତାର ପ୍ରମାଣ ଦେଇଛନ୍ତି । ଅନ୍ୟପକ୍ଷରେ କହିବାକୁ ଗଲେ ଆଇଆଇଟି ଗୁଡିକର କାହାଣୀ ସ୍ୱାଧୀନ ଭାରତର କାହାଣୀ ପରି । ଆଇଆଇଟିଗୁଡିକର ଦେଶ ବିକାଶ ଦିଗରେ ଯଥେଷ୍ଟ...
ତ୍ୱରିତ ଜମି ଅଧିଗ୍ରହଣ ଉପରେ ଗୁରୁତ୍ୱ
ଭୁବନେଶ୍ୱର : ଭାରତ ସରକାରଙ୍କର ସଡକ ପରିବହନ ଓ ରାଜମାର୍ଗ ମନ୍ତ୍ରାଳୟ ତରଫରୁ ଓଡ଼ିଶାରେ ପୂର୍ତ୍ତ ବିଭାଗ ଦ୍ୱାରା କାର୍ଯ୍ୟକ୍ଷମ ହେଉଥିବା ସମସ୍ତ ଜାତୀୟ ରାଜପଥର ଜମି ଅଧିଗ୍ରହଣ ସଂପର୍କିତ ସମୀକ୍ଷା ବୈଠକ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଭାରତ ସରକାରଙ୍କର ସଡକ ପରିବହନ ଓ ରାଜମାର୍ଗ ମନ୍ତ୍ରାଳୟ, ପୂର୍ତ୍ତ ବିଭାଗ, ରାଜସ୍ୱ ବିଭାଗର ବରିଷ୍ଠ ଅଧିକାରୀଙ୍କ ସମେତ ସମସ୍ତ କ୍ଷେତ୍ରାଧିକାରୀମାନେ ଯୋଗ ଦେଇଥିଲେ...
Odisha Vigilance Tops In Action
Cuttack: With one of the efficient Top Cop Yeshwant Kumar Jethwa as Director General Odisha Vigilance, the Anti Corruption Organization has scripted huge success in detection and registration of Disproportionate Assets Cases. Known for his tough and determined approach of Mr.Jethwa not to allow corrupted officials to scot-free, Odisha Vigilance added another plume to its fledging cap. 1994 Batch IPS Mr.Jethwa...










