ମାନସ ସ୍ୱାଇଁ ହତ୍ୟା ଘଟଣାରେ ବନ୍ଧାହେଲେ ନିରଞ୍ଜନ
ଭୁବନେଶ୍ୱର : ବହୁ ଚର୍ଚ୍ଚିତ ଫଟୋ ସାମ୍ବାଦିକ ମାନସ ସ୍ୱାଇଁ ହତ୍ୟା ଘଟଣାରେ ଆଜି ସୂଚନା ଓ ଲୋକସମ୍ପର୍କ ବିଭାଗର ପୂର୍ବତନ ଅଧିକାରୀ ନିରଞ୍ଜନ ସେଠୀ ଗିରଫ ହୋଇଛନ୍ତି । ତାଙ୍କ ସହିତ ଭୁବନେଶ୍ୱର ଜାଗମରା ଅଞ୍ଚଳରେ ଥିବା ରାଜ କମ୍ୟୁନିକେସନର ମାଲିକ ରଞ୍ଜନ ନାୟକଙ୍କୁ ମଧ୍ୟ ପୁଲିସ୍ ଗିରଫ କରିଛି । ଆଜି ଏ ସଂକ୍ରାନ୍ତରେ ଭଦ୍ରକର ଅତିରିକ୍ତ ଏସ୍ପି ଯତୀନ ପଣ୍ଡା ସେଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ଦୁଇ ଅଭିଯୁକ୍ତଙ୍କର ଡାକ୍ତରୀ ଓ କୋଭିଡ ପରୀକ୍ଷା ସରିଥିବାବେଳେ...
No Decision On NALCO Disinvestment
Bhubaneswar: The Union Government has not taken any decision for disinvestment of National Aluminium Company (NALCO). Union Minister of Mines and Coal, Pralhad Joshi informed this in Rajya Sabha while replying to a query of BJD Member Prasanna Acharya on Monday. “Bharat Aluminium Company Limited (BALCO) and Hindustan Zinc Limited (HZL) are the two CPSEs under Ministry of Mines which have...
ସମଲେଇ ପ୍ରକଳ୍ପର ସମୀକ୍ଷା
ସମ୍ବଲପୁର : ମାନ୍ୟବର ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଏବଂ ମୁଖ୍ୟମନ୍ତ୍ରୀଙ୍କ ସଚିବ (5-ଟି ) ଭି. କେ. ପାଣ୍ଡିଆନ ସମ୍ବଲପୁର ଗସ୍ତରେ ଆସି ସମଲେଇ ପ୍ରକଳ୍ପର ସମୀକ୍ଷା କରିଛନ୍ତି । ଏହି ଉଚ୍ଚ ସଚିବ ସ୍ତରୀୟ ଟିମରେ ପୂର୍ତ୍ତ ବିଭାଗର ପ୍ରମୁଖ ସଚିବ ଭି. ଭି ଯାଦବ ଏବଂ ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ ଆର. ଭିନିଲକ୍ରିଷ୍ଣା ସମ୍ବଲପୁର ଆସିଥିଲେ । ଏହି ଉଚ୍ଚ ସଚିବ ସ୍ତରୀୟ ଟିମ ସମ୍ବଲପୁରରେ ପହଂଚି ପ୍ରଥମେ ମା ସମଲେଇ ଙ୍କ ଦର୍ଶନ ସହିତ ପ୍ରକଳ୍ପପାଇଁ...
ମୋବାଇଲ୍ ଅପହଞ୍ଚ ଗାଁ ଓଡିଶାରେ ସର୍ବାଧିକ
ଭୁବନେଶ୍ୱର : ରାଜ୍ୟର ୬ହଜାରରୁ ଅଧିକ ଗାଁରେ ଏବେ ବି ମୋବାଇଲ୍ ସେବା ପହଞ୍ଚି ପାରିନାହିଁ, ଯାହା ସମଗ୍ର ଦେଶରେ ସର୍ବାଧିକ । ରାଜ୍ୟରେ ବ୍ରଡବ୍ୟାଣ୍ଡ୍ ଇଣ୍ଟରନେଟ୍ ସଂଯୋଗ ନେଇଥିବା ଗ୍ରାହକଙ୍କ ସଂଖ୍ୟା ୨କୋଟିରୁ ଅଧିକ ଥିବାବେଳେ ୬ହଜାରରୁ ଅଧିକ ଗାଁ କିନ୍ତୁ ମୋବାଇଲ୍ ସଂଯୋଗ ନଥିବା ଜଣାଯାଇଛି । ସମଗ୍ର ଦେଶରେ ମୋବାଇଲ୍ ସଂଯୋଗ ଅପହଞ୍ଚ ଥିବା ଗ୍ରାମ ସଂକ୍ରାନ୍ତରେ କେନ୍ଦ୍ର ଯୋଗାଯୋଗ ରାଷ୍ଟ୍ରମନ୍ତ୍ରୀ ଦେବୁସିଂ ଚୌହାନ ଲୋକସଭାରେ ଦେଇଥିବା ସୂଚନାରୁ ଏହା ଜଣାଯାଇଛି । ଏହି ସୂଚନା ଅନୁଯାୟୀ ସମଗ୍ର ଦେଶରେ...
ଦୁଇ ଜିଲ୍ଲାବାସୀଙ୍କ ଦୁଃଖ ପାଲିଟିଛି ରେଳ ଫାଟକ
ଭୁବନେଶ୍ୱର : ଜଗତ୍ସିଂହପୁର ଜିଲ୍ଲାରେ ଗୋରଖନାଥ ଷ୍ଟେସନ ଓ କଟକ ଜିଲ୍ଲାର କନ୍ଦରପୁର ଷ୍ଟେସନ ନିକଟରେ ଥିବା ଦୁଇଟି ରେଳଫାଟକ ଏବେ ଦୁଇ ଜିଲ୍ଳାବାସୀଙ୍କ ଦୁଃଖ ପାଲଟିଛି । ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି ଗୁରୁତର ରୋଗୀଙ୍କ ପର୍ଯ୍ୟନ୍ତ ସମସ୍ତେ ଏହି ଫାଟକ ଯୋଗୁଁ ପ୍ରତିଦିନ ହଇରାଣ ହରକତ ହେଉଥିବାବେଳେ ବର୍ତ୍ତମାନ ସୁଦ୍ଧା ଏଠାରେ ରେଳ ଓଭରବ୍ରିଜ ହୋଇପାରିଲା ନାହିଁ । କଟକ କିମ୍ବା ରାଜଧାନୀକୁ ଯା’ ଆସ ପାଇଁ ଜଗତ୍ସିଂହପୁର ଜିଲ୍ଲାବାସୀଙ୍କୁ ଏହି ଦୁଇଟି ମଧ୍ୟରୁ ଗୋଟିଏ ସ୍ଥାନରେ ରେଳଫାଟକ ପାରିହୋଇ...
ଜବରଦସ୍ତ ଚାଇନା ମିଟର ଲଗାଉଛି ଟାଟା ପାୱାର
ଭୁବନେଶ୍ୱର : ଟାଟା ପାୱାର ଜବରଦସ୍ତି ଚାଇନା ମିଟର ବସାଉଛି । ଜୋର ଜବରଦସ୍ତି ଚାଇନା ମିଟର ଲଗାଇ ଘରେ ଚାଲୁ ଅବସ୍ଥାରେ ଥିବା ମିଟରକୁ ବଦଳାଇ ଦେଉଛନ୍ତି । କେବଳ ମିଟର ବଦଳ ନୁହେଁ, ବାକିଆ ବିଲ୍ ଆଦାୟ ନାଁରେ ଟାଟା ପାୱାର ତା’ର ମନମାନି ଅବ୍ୟାହତ ରଖିଛି । ବିନା ନୋଟିସ୍ରେ ମାର୍ଚ୍ଚ ମାସ ଆଳ ଦେଖାଇ ସ୍କୁଲ୍, କଲେଜ, ସରକାରୀ ଦପ୍ତର ଓ ଘରୋଇ ଉପଭୋକ୍ତାମାନଙ୍କର ଲାଇନ୍ କାଟିଦେଉଛି । ପ୍ରତିବାଦ କଲେ, ଶୁଣିବାକୁ କେହି ନାହିଁ । ଏଭଳିକି,...
ପାଞ୍ଚ ସହରର ତାପମାତ୍ରା ୪୦ଡିଗ୍ରୀ ଉପରେ
ଭୁବନେଶ୍ୱର : ରାଜ୍ୟର ୫ଟି ସହରରେ ଆଜି ତାପମାତ୍ରା ୪୦ଡିଗ୍ରୀ ଟପିଥିବାବେଳେ ଟିଟିଲାଗଡ ୪୧.୪ ଡିଗ୍ରୀ ସହିତ ସବୁଠାରୁ ଉତ୍ତପ୍ତ ସହର ଭାବେ ରେକର୍ଡ ହୋଇଛି । ଅନ୍ୟ ୪ଟି ସହର ମଧ୍ୟରେ ଅନୁଗୁଳ ବାରିପଦା, ବଲାଙ୍ଗିର ଓ ବୌଦ ରହିଛି । ବଲାଙ୍ଗିରରେ ଆଜି ତାପମାତ୍ରା ୪୧ଡିଗ୍ରୀ ସେଲସିୟସ ଥିବାବେଳେ ବାରିପଦା ଓ ବୌଦରେ ୪୦ ଡିଗ୍ରୀ କରି ଏବଂ ଅନୁଗୁଳରେ ଏହା ୪୦.୧ ଡିଗ୍ରୀ ରେକର୍ଡ କରାଯାଇଛି । ସେହିଭଳି ସୋନପୁରରେ ତାପମତ୍ରା ୩୯.୫ ଡିଗ୍ରୀ, ତାଳଚେରରେ ୩୯ ଡିଗ୍ରୀ ତାପମାତ୍ରା...
State Celebrates Pakhala Dibasa
Bhubaneswar, March 20: Odia people across the globe celebrated the Pakhala Divas, which is being observed on March 20 every year. This day is celebrated to enjoy the popular dish of Odia people, ‘Pakhaḷa’. As the date comes on a Sunday this year, the celebration has doubled. Social media platforms flooded with pictures, video and greetings. Pakhala is the Odia term...
12 Drowned During Holi
Bhubaneswar: At least a dozen people have died due to drowning in different districts following Holi celebrations since Dola Purnima. According to a report from Jajpur district, six youths drowned in Kharasrota river while taking bath after the Dola Jatra on Friday. Fire service personnel reached the spot and launched a rescue operation. One person was rescued alive while bodies of...
EOW Arrests Fake Officer
Bhubaneswar: The Economic Offences Wing (EOW) of Crime Branch has arrested one accused, Himanshu Bhandarion from Noida, Uttar Pradesh for cheating Rs 2.35 crore from a businessman. On being arrested, he was produced before the ACJM First, Surajpur Court, Greater Noida, UP on March 16 and was brought to Bhubaneswar on the strength of transit remand. He was produced before...
            









