ସୋଆ ରେଡିଓ ପକ୍ଷରୁ ଜଳବାୟୁ ପରିବର୍ତନ ନ୍ୟାରୋକାଷ୍ଟିଂ
ଭୁବନେଶ୍ୱର : ଜଳବାୟୁ ପରିବର୍ତନର ପ୍ରଭାବ ନେଇ ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର କମ୍ୟୁନିଟି ରେଡିଓ ଭଏସ୍ ଅଫ୍ ସୋଆ କମ୍ୟୁନିଟି ୯୦.୪ ପକ୍ଷରୁ ବିଶ୍ୱବିଦ୍ୟାଳୟ କ୍ୟାମ୍ପସ୍ରେ ନିକଟରେ ନ୍ୟାରୋକାଷ୍ଟିଂ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ନ୍ୟାରୋକାଷ୍ଟିଂ ହେଉଛି ରେଡିଓ କାର୍ଯ୍ୟକ୍ରମର ଏକ ପ୍ରସାରଣ ଯାହାକି ବିଶେଷ ଭାବେ ଏକ ନିର୍ଦ୍ଧିଷ୍ଟ ଦର୍ଶକଗୋଷ୍ଠୀ ନିମେନ୍ତ ପ୍ରସାରଣ କରାଯାଇଥାଏ । ଏହି କାର୍ଯ୍ୟକ୍ରମରେ ପ୍ରାୟ ୮୦୦ ଜଣ ଛାତ୍ରଛାତ୍ରୀ ଭାଗ ନେଇଥିବା ବେଳେ କାହିଁକି ଓ କିଭଳି ଜଳବାୟୁ ପରିବର୍ତନ ହେଉଛି ସେ ନେଇ ଆଲୋଚନା କରାଯାଇଥିଲା...
ହକି ବିଶ୍ୱକପ୍ ପୂର୍ବରୁ ସ୍ୱତନ୍ତ୍ର ଖେଳକୁଦ ପ୍ରତିଯୋଗିତା
ଭୁବନେଶ୍ୱର : ଚଳିତ ବର୍ଷ ଓଡ଼ିଶାରେ ପୁରୁଷ ହକି ବିଶ୍ୱକପ୍-୨୦୨୩ ଆସନ୍ତା ଜାନୁୟାରୀ ତା୧୩.୦୧.୨୦୨୩ ଠାରୁ ୨୯.୦୧.୨୦୨୩ରିଖ ପର୍ଯ୍ୟନ୍ତ ଉଭୟ ଭୁବନେଶ୍ୱର ଓ ରାଉରକେଲାଠାରେ ଆୟୋଜିତ ହେଉଥିବାରୁ ବିଭିନ୍ନ ମହଲରେ ହକି ତଥା ଅନ୍ୟାନ୍ୟ ଖେଳକୁଦ ସମ୍ପର୍କରେ ସଚେତନତା ତଥା ଉତ୍ସାହ ସୃଷ୍ଟି କରିବା ନିମନ୍ତେ ସରକାର ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ କରିଛନ୍ତି । ସବୁ ବର୍ଷ ଭଳି ଏ ବର୍ଷ ମଧ୍ୟ ବିଦ୍ୟାଳୟଠାରୁ ଆରମ୍ଭ କରି ରାଜ୍ୟ ପର୍ଯ୍ୟନ୍ତ ବିଭିନ୍ନ ଖେଳକୁଦ ପ୍ରତିଯୋଗିତା ତା.୦୮.୧୨.୨୨ରିଖ ଠାରୁ ଆରମ୍ଭ ହୋଇ ଜିଲ୍ଲା ସ୍ତରରେ ତା.୧୦.୦୧.୨୦୨୩ରିଖରେ...
115 KM KBR Rail Open
New Delhi: A total of 115.66 km of 289 km length Khurda-Bolangir railway line project has been commissioned so far, Railways Minister Ashwini Vaishnaw told Lok Sabha on Wednesday. In a written statement to a question of BJD MP Achyutananda Samanta, the Railways Minister said the project is of 289 km length and divided into two parts. First part is...
All Set For Counting
Bhubaneswar: Chief Electoral Officer (CEO) Susil Kumar Lohani has made elaborate arrangements for the counting of votes of the crucial Padampur by-poll. Briefing media persons here, Mr. Lohani said counting will be held tomorrow. The counting will start at 8 AM at RMC Godown, Padampur. Initially, counting of postal ballots will be taken up at 8 AM. All the postal...
ଓଡିଶା ଚାଷୀଙ୍କୁ ୬୯୫୬ କୋଟି
ଭୁବନେଶ୍ୱର : ପ୍ରଧାନ ମନ୍ତ୍ରୀ କିଷାନ ସମ୍ମାନ ନିଧି (ପିଏମ୍ କିଷାନ) ଯୋଜନାରେ କେନ୍ଦ୍ର ସରକାର ଓଡିଶାର ଚାଷୀମାନଙ୍କୁ ୬୯୫୬.୬୮ କୋଟି ଟଙ୍କା ଯୋଗାଇ ଦେଇଛନ୍ତି । ଏହି ଯୋଜନାରେ ଯୋଗ୍ୟ ହିତାଧିକାରୀ ଚାଷୀ ପରିବାରକୁ ବାର୍ଷିକ ୬୦୦୦ ଟଙ୍କା ମିଳୁଥିବାବେଳେ ଏହି ଅର୍ଥ ସିଧାସଳଖ ସେମାନଙ୍କ ବ୍ୟାଙ୍କ୍ ଆକାଉଣ୍ଟକୁ ପ୍ରତି ଚାରିମାସରେ ଥରେ ୨୦୦୦ ଟଙ୍କା କରି ପଠାଯାଉଛି । ମିଳିଥିବା ସୂଚନା ଅନୁଯାୟୀ ୨୦୧୯-୨୦ ବର୍ଷରେ ରାଜ୍ୟର କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ପିଏମ୍-କିଷାନ ଯୋଜନାରେ ୧୯୧୨.୯୪ କୋଟି ଟଙ୍କା ପ୍ରଦାନ...
ମଶା ନିୟନ୍ତ୍ରଣରେ ୧୦୦ ଗ୍ରାମ ତେଲ
ଭୁବନେଶ୍ୱର : ମଶା ନିୟନ୍ତ୍ରଣ ପାଇଁ କର୍ମଚାରୀ ନିଯୁକ୍ତି ହେଉଛନ୍ତି । ରାତି ପାହିଲେ ଏହି କାମରେ ଲାଗି ପଡୁଛନ୍ତି । ହେଲେ ମଶା ନିୟନ୍ତ୍ରଣ ସକାଶେ ଜଣେ କର୍ମଚାରୀଙ୍କୁ ମିଳୁଛି ୧୦୦ ଗ୍ରାମ ମଶାମରା ତେଲ ଯାହାକୁ ନେଇ ସେମାନେ ବିଭିନ୍ନ ଅଞ୍ଚଳରେ ମଶା ଲାର୍ଭା ମାରିବାପାଇଁ ସିଞ୍ଚନ କରୁଛନ୍ତି । ଏଭଳି ମଶା ନିୟନ୍ତ୍ରଣ ବ୍ୟବସ୍ଥା ରାଜ୍ୟର ଅନ୍ୟ କୌଣସି ସ୍ଥାନରେ ନୁହେଁ, ମଶା କାମୁଡାରେ କଲବଲ ହେଉଥିବା ଖୋଦ ରାଜଧାନୀରେ । ରାଜଧାନୀରେ ମଶାମାନଙ୍କୁ ନିୟନ୍ତ୍ରଣ ପାଇଁ କର୍ମଚାରୀଙ୍କୁ ମିଳୁଛି...
ଦମନ୍ ଅଭିନେତାଙ୍କୁ ସୋଆ ପକ୍ଷରୁ ସମ୍ବର୍ଦ୍ଧନା
ଭୁବନେଶ୍ୱର : ବର୍ତମାନ ଚଳଚ୍ଚିତ୍ର ଜଗତରେ ଚହଳ ପକାଇଥିବା ଓଡ଼ିଆ ଚଳଚ୍ଚିତ୍ର “ଦମନ୍”ର ସହଅଭିନେତା ତଥା ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ପୂର୍ବତନ ଛାତ୍ର ଦୀପନ୍ୱିତ ଦାଶମହାପାତ୍ରଙ୍କୁ ସାମାଜିକ ବାର୍ତା ପ୍ରଦାନ କରୁଥିବା ଏହି ଚଳଚ୍ଚିତ୍ରରେ ତାଙ୍କର ନିଖୁଣ ଅଭିନୟ ପାଇଁ ବିଶ୍ୱବିଦ୍ୟାଳୟ ପକ୍ଷରୁ ମଙ୍ଗଳବାର ସମ୍ବର୍ଦ୍ଧିତ କରିଯାଇଛି । ଓଡ଼ିଶାର ଦୁର୍ଗମ ଅଂଚଳରେ ମ୍ୟାଲେରିଆ ନିରାକରଣ ସହିତ ଅନ୍ଧବିଶ୍ୱାସକୁ ଦୂର କରିବା ଦିଗରେ ଜଣେ ଡାକ୍ତର ଏବଂ ତାଙ୍କର ସହଯୋଗୀ ଫାର୍ମାସିଷ୍ଟଙ୍କ ଆପ୍ରାଣ ଉଦ୍ୟମ ଓ ନିରବଚ୍ଛିନ୍ନ୍ ସଂଘର୍ଷର କାହାଣୀକୁ ନେଇ ଏହି...
ଶିଶୁ ଅପପୁଷ୍ଟି ଦୂର ପାଇଁ କ୍ଷେତ୍ର ପ୍ରସ୍ତୁତ
ଭୁବନେଶ୍ୱର : ଓଡ଼ିଶାରେ ଶିଶୁ ଅପପୁଷ୍ଟି ଓ ଗେଡାପଣ କମାଯାଇ ପାରିବ ଏବଂ ଏଥି ପାଇଁ ପୂର୍ଣ୍ଣ କ୍ଷେତ୍ର ପ୍ରସ୍ତୁତ କରାଯାଉଛି ବୋଲି ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର କହିଛନ୍ତି । ଆଜି ହୋଟେଲ ମେ ଫେୟାରଠାରେ ଅନୁଷ୍ଠିତ ଭାରତରେ ଶିଶୁ ଅପପୁଷ୍ଟି ଓ ଗେଡାପଣ ନିରାକରଣ ଶୀର୍ଷକ ଜାତୀୟ ଆଲୋଚନା ଚକ୍ରରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସେ ଏହା କହିଛନ୍ତି । ମହାପାତ୍ର ଆହୁରି ମଧ୍ୟ କହିଥିଲେ ଯେ ପୃଷ୍ଟି-ବଜେଟ୍ ପ୍ରସ୍ତୁତିରେ ଓଡ଼ିଶା ପ୍ରଥମ ରାଜ୍ୟ ...
7K CR From PM-KISAN
Bhubaneswar: The Union Government has distributed a whopping Rs 6956.68 crore to Odisha farmers under the Pradhan Mantri Kisan Samman Nidhi (PM-KISAN) scheme, so far. Under the PM-KISAN scheme, an annual financial benefit of Rs 6,000 is provided to eligible beneficiary farmer families, payable in three equal four-monthly installments of Rs 2000 each. According to official sources, a sum of Rs...
More Funds For Social Sector
Bhubaneswar: “Malnutrition and Stunting in Odisha can be contained in the near future” said Chief Secretary Suresh Chandra Mahapatra. Addressing the national level conclave on “Childhood Stunting in India” here on Tuesday, Mr.Mahapatra said that Odisha is the first State to introduce a separate nutrition budget. “The State Government is now spending on the social sector targeting health, education, nutrition...










