ପ୍ଲାଷ୍ଟିକ ବର୍ଜ୍ୟ ସ୍ଥିତି ଉତ୍କଟ

0

ଭୁବନେଶ୍ୱର : ରାଜ୍ୟରେ ପ୍ଲାଷ୍ଟିକ ବର୍ଜ୍ୟ ଏବେ ଚିନ୍ତା ବଢାଇଲାଣି । ଏ ନେଇଥିବା ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଲାଗୁ କରିଥିବା ବିଭିନ୍ନ କଟକଣା ଠିକଣା ଭାବେ ପାଳନ ହେଉନଥିବାରୁ ଉତ୍ପନ୍ନ ପ୍ଲାଷ୍ଟିକ ବର୍ଜ୍ୟର ଠିକଣା ଭାବେ ବିଘଟନ ହୋଇପାରୁ ନାହିଁ । ସହରାଞ୍ଚଳରେ ଏହି ସମସ୍ୟା ଉତ୍କଟ ହେବାରେ ଲାଗିଛି । ରାଜ୍ୟର ସହରାଞ୍ଚଳକୁ ବାହାରୁଥିବା ପ୍ଲାଷ୍ଟିକ ବର୍ଜ୍ୟ ଓ ଏହାର ବିଘଟନକୁ ନେଇ ସିଏଜି ମଧ୍ୟ ତାଙ୍କ ରିପୋର୍ଟରେ ଉଦ୍‍ବେଗ ପ୍ରକାଶ କରିଛନ୍ତି । ସିଏଜି ତାଙ୍କ ରିପୋର୍ଟରେ...

ଟଙ୍କା ଶୀଘ୍ର ଖର୍ଚ୍ଚ କର

0

ଭୁବନେଶ୍ୱର : କୃଷି ବିଭାଗର ବିଭିନ୍ନ ଯୋଜନାରେ ବ୍ୟୟବରାଦି ଅର୍ଥକୁ ଆର୍ଥିକ ବର୍ଷ ଶେଷ ପୂର୍ବରୁ ଠିକଣା ଭାବରେ ଖର୍ଚ୍ଚ କରି ଯୋଜନାର ସୁଫଳ ଚାଷୀମାନଙ୍କ ନିକଟରେ ପହଞ୍ଚାଇବାକୁ କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ନିର୍ଦ୍ଦେଶ ଦେଇଛନ୍ତି । ଆଜି କୃଷି ଭବନଠାରେ ଆୟୋଜିତ ବୈଠକରେ ମନ୍ତ୍ରୀ ଶ୍ରୀ ସ୍ୱାଇଁ ବିଭିନ୍ନ ଯୋଜନାର ଅଗ୍ରଗତି ଏବଂ ବଜେଟ୍‌ରେ ହୋଇଥିବା ଅର୍ଥ ବ୍ୟବସ୍ଥାର ଖର୍ଚ୍ଚ ସଂପର୍କରେ ସମୀକ୍ଷା କରିବା ଅବସରରେ କହିଥିଲେ ଯେ...

ଖୁବଶୀଘ୍ର ପେନସନ୍ ଓ ପ୍ରମୋଶନ ଅଦାଲତ

0

ଭୁବନେଶ୍ୱର : ସରକାରୀ ଚାକିରିଆ ମାନଙ୍କ ନିମନ୍ତେ ଖୁସି ଖବର । ବିଭିନ୍ନ ପଦବୀରେ ସରକାରୀ ଚାକିରିଆ ଭାବେ କାର୍ଯ୍ୟରତ ଅଧିକାରୀ ଓ କର୍ମଚାରୀମାନଙ୍କ ନୀୟମାନୁଯାୟୀ ସମୟ ଭିତ୍ତିକ ପଦୋନ୍ନତି ଏବଂ ଚାକିରୀରୁ ଅବସର ଗ୍ରହଣ ପରେ ସହଜରେ ସେମାନଙ୍କୁ ପେନ୍ସନ୍ ପ୍ରଦାନ ନିମନ୍ତେ ବର୍ତ୍ତମାନ ରାଜ୍ୟ ସରକାର ପଦକ୍ଷେପ ଗ୍ରହଣ କରିଛନ୍ତି । ଚାକିରିରୁ ଅବସର ଗ୍ରହଣ ପରେ ଦୀର୍ଘ୍ୟ ଦିନଧରି ପେନସନ୍ ପାଇନଥିବା କର୍ମଚାରୀମାନେ ଏଣିକି ଜିଲ୍ଲାସ୍ତରୀୟ କାର୍ଯ୍ୟାଳୟରେ ପେନସନ୍ ନିମନ୍ତେ ଆବେଦନ କରିପାରିବେ । ଏଥି ନିମନ୍ତେ ସମସ୍ତ ସହଯୋଗ...

ଅବକାରୀ ବିଭାଗର ରେକର୍ଡ ମାମଲା ରୁଜୁ

0

ଭୁବନେଶ୍ୱର : ରାଜ୍ୟ ଅବକାରୀ ବିଭାଗ ପକ୍ଷରୁ ଚଳିତ ଡିସେମ୍ବର ୬ ତାରିଖଠାରୁ ୧୨ତାରିଖ ପର୍ଯ୍ୟନ୍ତ ନକଲିମଦ, ଗଞ୍ଜେଇ, ହେରୋଇନ ଚୋରା କାରବାର ବିରୋଧରେ ଚଳାଯାଇଥିବା ଏକ ସ୍ୱତନ୍ତ୍ର ଚଢାଉ ଅଭିଯାନରେ ରେକର୍ଡ ସଂଖ୍ୟକ ମାମଲା ରୁଜୁ କରାଯାଇଅଛି । ଏହି ଚଢଉରେ ସମୁଦାୟ ୨୨୨ଗୋଟି ମାମଲା ରୁଜୁ କରାଯାଇଥିବାବେଳେ ୨୩୦ଜଣଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଅଛି । ଅବକାରୀ କମିଶନର ଶ୍ରୀ ଆଶିଷ କୁମାର ସିଂହଙ୍କ ନିର୍ଦ୍ଦେଶରେ ଚଳାଯାଇଥିବା ଏହି ସ୍ୱତନ୍ତ୍ର ଅଭିଯାନରେ ୮୦ଲିଟର ନକଲି ଦେଶୀ ମଦ, ୩୧୧ଲିଟର ଅପମିଶ୍ରିତ...

ସୋଆ ପକ୍ଷରୁ ଟ୍ରାଫିକ୍ ସଚେତନତା ଅଭିଯାନ

0

ଭୁବନେଶ୍ୱର : ଶିକ୍ଷା ଓ ଅନୁସନ୍ଧାନ (ସୋଆ)ପକ୍ଷରୁ ମଙ୍ଗଳବାର ଏକ ସପ୍ତାହ ବ୍ୟାପୀ ଟ୍ରାଫିକ ସଚେତନତା ଅଭିଯାନ ଆରମ୍ଭ ହୋଇଛି । ସୋଆ ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର୍‌) କ୍ୟାମ୍ପସ୍ ସମ୍ମୁଖରେ ଏହି ଟ୍ରାଫିକ୍ ସଚେତନତା କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ପ୍ରତ୍ୟେକ ଜୀବନ ମୂଲ୍ୟବାନ । ତେଣୁ ଦୁର୍ଘଟଣାରେ ଘଟୁଥିବା ଅଘଟଣକୁ ରୋକିବା ଦିଗରେ ପ୍ରୟାସ କରି ସିଟ୍‌ବେଲ୍ଟ ଓ ହେଲ୍‌ମେଟର ବ୍ୟବହାର ଦିଗରେ ଛାତ୍ରଛାତ୍ରୀ ଓ ଅଧ୍ୟାପକ-ଅଧ୍ୟାପିକା ଓ କର୍ମଚାରୀମାନଙ୍କୁ ସଚେତନ କରାଇଛନ୍ତି ସୋଆ କର୍ତୃପକ୍ଷ...

State Relaxes NOC Norms

0

Bhubaneswar: To encourage private sector investment in opening of the new high quality healthcare education institutions, the State Government has relaxed the process for obtaining no objection certificate for different medical courses. Courses like nursing, D. Pharm, B. Pharm, M. Pharm, DMLT, DMRT, Physiotherapy, Occupational therapy and allied medical sciences are included. Robust guidelines have also been formulated for ensuring minimum...

Spike In Excise Detection

0

Cuttack: With hyperactive Top Cop Ashish Kumar Singh handling State Excise, Team Excise has been able to detect 145 Percent more number of cases. In a special drive against illicit trafficking of Duplicate Liquor, Ganja and Heroin fixed from December 6 to December 12 by Mr.Singh, Excise Commissioner, Odisha, record number of 222 cases have been detected with the arrest...

Lawyers Face Action

0

Sambalpur: The lawyers of Sambalpur, who are on a protest path demanding establishment of a bench of Orissa High Court in this Western Odisha town are facing Police Action. As many as 16 lawyers were arrested, section 144 CrPc promulgated near the court and 17 platoons of police forces were deployed here. The District Judge was dragged from his court chamber...

ମେଗା ପାନୀୟ ଜଳ ପ୍ରକଳ୍ପ ପାଇଁ ୩୬୦୮ କୋଟି

0

ଭୁବନେଶ୍ୱର : ଜଳ ଜୀବନ ମିଶନ ଯୋଜନାରେ ରାଜ୍ୟରେ ପ୍ରତିଷ୍ଠା ହେଉଥିବା ସମସ୍ତ ବୃହତ୍‍ ପାନୀୟଜଳ ଯୋଗାଣ ପ୍ରକଳ୍ପ ଆସନ୍ତା ମାର୍ଚ୍ଚ ୨୩ ପରେ ସଂପର୍ଣ୍ଣ ହେବାର ଲକ୍ଷ୍ୟ ରହିଛି । ୨୦୨୨-୨୩ ବର୍ଷରେ କେନ୍ଦ୍ର ସରକାର ଓଡ଼ିଶାକୁ ଏହି ଯୋଜନା କାର୍ଯ୍ୟକାରୀ ଲାଗି ୩୬୦୮.୬୨ କୋଟି ଟଙ୍କା ଯୋଗାଇ ଦେଇଛନ୍ତି । ବିଜେଡି ସାଂସଦ ଅମର ପଟ୍ଟନାୟକଙ୍କ ଏକ ପ୍ରଶ୍ନର ଉତ୍ତରରେ କେନ୍ଦ୍ର ଜଳ ଶକ୍ତି ରାଷ୍ଟ୍ରମନ୍ତ୍ରୀ ପ୍ରହ୍ଲାଦ ସିଂ ପଟେଲ ରାଜ୍ୟସଭାରେ ଏହି ସୂଚନା ଦେଇଛନ୍ତି । ମନ୍ତ୍ରୀ ଦର୍ଶାଇଛନ୍ତି ଯେ...

ଓଡ଼ିଶାରୁ କିଣିଛନ୍ତି ୧୪ କୋଟି ଲିଟର ଇଥାନେଲ

0

ଭୁବନେଶ୍ୱର : ଗତ ତିନିବର୍ଷ ମଧ୍ୟରେ ରାଷ୍ଟ୍ରାୟତ ତୈଳ କମ୍ପାନୀମାନେ ଓଡ଼ିଶାରୁ ୧୪ କୋଟି ଲିଟରରୁ ଅଧିକ ପରିମାଣର ଇଥାନେଲ ଖରିଦ କରିଛନ୍ତି । ଇଥାନେଲ ଉତ୍ପାଦନ ବର୍ଷକୁ ବର୍ଷ ବଢ଼ୁଥିବା ବେଳେ ଅନ୍ୟ ବହୁ ରାଜ୍ୟ ତୁଳନାରେ ଏହା କମ୍‍ ରହିଛି । ଗତ ୫ ବର୍ଷ ମଧ୍ୟରେ ତୈଳ କମ୍ପାନୀମାନେ ଓଡ଼ିଶାରୁ ୧୪ କୋଟି ଲିଟରରୁ ଅଧିକ ପ୍ରଥମ ପିଢ଼ିର ଇଥାନେଲ ସଂଗ୍ରହ କରିଛନ୍ତି । ୨୦୧୯-୨୦ ବର୍ଷରେ ସମଗ୍ର ଦେଶରୁ ରାଷ୍ଟ୍ରାୟତ ତୈଳ କମ୍ପାନୀମାନେ ୧୭୩ କୋଟି ଲିଟର ଇଥାନେଲ...