Poor CD Ratio In 10 Dists
Bhubaneswar: As many as 10 out of 30 districts in Odisha have a Credit-Deposit (CD) ratio less than the Reserve Bank of India (RBI) stipulated norm of 60 per cent by the end of financial year 2021-22. The districts are—Angul (58.59 per cent), Cuttack (55.85 per cent), Deogarh (55.85 per cent), Gajapati (47.29 per cent), Jagatsinghpur (41.82 per cent), Keonjhar (40.16...
ଋଣ ଦେବାକୁ କୁନ୍ଥୁ କୁନ୍ଥୁ
ଭୁବନେଶ୍ୱର : ଓଡିଶାରେ ଥିବା ବ୍ୟାଙ୍କ୍ଗୁଡିକ ରାଜ୍ୟରୁ ଯେତିକି ପରିମାଣରେ ପୁଞ୍ଜି ସଂଗ୍ରହ କରୁଛନ୍ତି ସେହି ଅନୁପାତରେ ଏଠାରେ ୠଣ ପ୍ରଦାନ କରୁନାହାନ୍ତି । ରାଜ୍ୟ ସରକାରଙ୍କ ତାଗିଦା ପରେ ଯଦିଓ ସ୍ଥିତିରେ ସୁଧାର ଆସିଛି ତଥାପି ଅଧାରୁ ଅଧିକ ଜିଲ୍ଲାରେ ଜମା ସଂଗ୍ରହ ଅପେକ୍ଷା ଋଣ ଯୋଗାଣ କମ୍ ରହିଛି । ଶିଳ୍ପ ସମୃଦ୍ଧ ଝାରସୁଗୁଡା ସମେତ ବୌଦ, ରାୟଗଡା, ଯାଜପୁର, ସୋନପୁର ଜିଲ୍ଲାରେ ଜମା ସଂଗ୍ରହ ତୁଳନାରେ ଋଣ ଯୋଗାଣ ପରିମାଣ ଢେର ଅଧିକ ରହିଛି । ଝାରସୁଗୁଡା ଜିଲ୍ଲାରେ ଚଳିତବର୍ଷ...
ଓଡ଼ିଶାରେ ଉଧଉନି ସୂତାକଳ
ଭୁବନେଶ୍ୱର : ବାରମ୍ବାର ତାଗିଦା ସତ୍ତ୍ୱେ ଋଣ ପରିଶୋଧ କରିନଥିବାରୁ ଶ୍ରୀ ଶାରଳା ବୁଣାକାର ସମବାୟ ସୂତାକଳକୁ ବ୍ୟାଙ୍କ କର୍ତ୍ତୃପକ୍ଷ ସିଲ୍ କରିଥିବା ବେଳେ ଅଚଳ ଅବସ୍ଥାରେ ପଡିଥିବା ଅନ୍ୟ ସମବାୟ ସୂତାକଳ ଓ ଲୁଗାକଳଗୁଡିକୁ ଯେକୌଣସି ସମୟରେ ଋଣଦାତାମାନେ ଜବତ କରିବା ଆଶଙ୍କା ଉପୁଜିଛି । ଓଡ଼ିଶାରେ ସରକାରୀ ଓ ବେସରକାରୀ ଉଦ୍ୟମରେ ପ୍ରତିଷ୍ଠା କରାଯାଇଥିବା ୧୩ଟି ସୂତାକଳ ଓ ୧୩ଟି କଳତନ୍ତ ବୟନଶିଳ୍ପ ଦୀର୍ଘବର୍ଷ ଧରି ବନ୍ଦହୋଇ ପଡିଛି । ଏଗୁଡିକର ପୁନରୁଦ୍ଧାର କରାଯାଉନାହିଁ କିମ୍ବା ସମବାୟ ଭିତ୍ତିରେ ଆଉ ନୂଆ...
Modi Wins Hearts
Bhubaneswar: They call it Prime Minister Narendra Modi’s political masterstroke to nominate Droupadi Murmu, a lady from Santhal community for the ensuing Presidential elections. The political analysts also conclude that Mr.Modi named Smt.Murmu as the NDA’s nominee keeping an eye on the assembly elections in Gujarat, Rajasthan, Madhya Pradesh, Chhattisgarh and also the 2024 General Elections for Lok Sabha...
Odisha Attracting Investments; Deb
Bhubaneswar: With an aim to promote the Digital Transformation in the country, GEC Media Group and Global CIO Manufacturing Forum organised a six city mega event. With one of its leg being Future IT Summit Asia and ESG Summit 2022 Bhubaneswar edition being hosted at Welcome hotel By ITC Hotels in Bhubaneswar on 25 June 2022. Pratap Keshari Deb, Minister...
Gopalpur Port On Health Care
Gopalpur: The Gopalpur Ports Ltd (GPL) has launched mobile health check-up camp at Haripur village under Kalipali panchayat with an aim to provide quality healthcare to people living in the port periphery. The programme has been launched under the Corporate Social Responsibility (CSR) initiative of the Gopalpur Port. Vice president of Gopalpur Ports Ltd (HR/IR) Ajay Kumar Mishra, Assistant Vice...
Trinity Recover From Fever
Puri: After 12-day long rigorous herbal treatment during Anasara rituals, Lord Jagannath and siblings along with Sudarshan recovered completely from illness here at Srimandir. The final phase of secret rituals of deities during their stay at Anasara Ghar (sick chamber) ended yesterday. They were offered dasamula (herbal medicine) for a speedy recovery from illness and weakness developed due to fever...
ସମ୍ରେ ନର୍ସମାନଙ୍କୁ ପ୍ରଶିକ୍ଷଣ
ଭୁବନେଶ୍ୱର : ଗୁରୁତର ଥିବା ରୋଗୀମାନଙ୍କୁ ଉପଯୁକ୍ତ ଚିକିତ୍ସା, ସେବା ଏବଂ ଯତ୍ନ ପ୍ରଦାନ କ୍ଷେତ୍ରରେ ନର୍ସମାନଙ୍କୁ ଅଧିକ ପ୍ରଶିକ୍ଷିତ କରିବାର ଲକ୍ଷ୍ୟ ନେଇ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍ରେ ଶନିବାର ଏକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ସମ୍ ହସ୍ପିଟାଲ୍ର କ୍ରିଟିକାଲ୍ କେୟାର ମେଡିସିନ୍ ବିଭାଗ ପକ୍ଷରୁ ଆୟୋଜିତ “କ୍ରିଟିକାଲ୍ କେୟାର ନର୍ସିଂ ଅପ୍ଡେଟ୍-୨୦୨୨” ଶୀର୍ଷକ ଏକ କଂଟିନ୍ୟୁଇଙ୍ଗ୍ ମେଡିକାଲ୍ ଏଜୁକେସନ୍ (ସିଏମ୍ଇ) ରେ ଭୁବନେଶ୍ୱରର ବିଭିନ୍ନ ହସ୍ପିଟାଲ୍ର ୬୦ ଜଣ ନର୍ସଙ୍କ ସମେତ ପ୍ରାୟ ୧୨୦...
ଗୋପାଳପୁର ବନ୍ଦର ପକ୍ଷରୁ ଭ୍ରାମ୍ୟମାଣ ସ୍ୱାସ୍ଥ୍ୟ ସେବା
ଛତ୍ରପୁର : ଗୋପାଳପୁର ବନ୍ଦରର ଆଖପାଖ ଅଞ୍ଚଳର ଜନସାଧାରଣଙ୍କ ଉତ୍ତମ ସ୍ୱାସ୍ଥ୍ୟ ସେବା ଯୋଗାଇଦେବା ର ଲକ୍ଷ୍ୟରେ ଗୋପାଳପୁର ବନ୍ଦର ଏହାର ସାମାଜିକ ଦାୟିତ୍ୱବୋଧ କାର୍ଯକ୍ରମ ଅଧୀନରେ ନିକଟସ୍ଥ କାଲିପଲ୍ଲୀ ପଞ୍ଚାୟତ ହରିପୁର-ବନ୍ଦର ଗ୍ରାମରେ ଏକ ଭ୍ରାମ୍ୟମାଣ ସ୍ୱାସ୍ଥ୍ୟସେବା କେନ୍ଦ୍ର ଆୟୋଜିତ ହୋଇଯାଇଛି । ଏହି ସ୍ୱାସ୍ଥ୍ୟ ଶିବିରରେ ଗୋପାଳପୁର ବନ୍ଦରର ଉପସଭାପତି (ମାନବ ସମ୍ବଳ ଏବଂ ଶିଳ୍ପ ସମ୍ପର୍କ) ଶ୍ରୀ ଅଜୟ କୁମାର ମିଶ୍ର, ସହକାରୀ ଉପସଭାପତି (ମାନବ ସମ୍ବଳ ଏବଂ ଶିଳ୍ପ ସମ୍ପର୍କ) ଶ୍ରୀ ଚିତ୍ତରଞ୍ଜନ ବାହିନୀପତି, ସ୍ତ୍ରୀ ଓ ପ୍ରସୂତି,...
ରଥଯାତ୍ରାରେ ପ୍ଲାଷ୍ଟିକ ବ୍ୟବହାର ହ୍ରାସ ପାଇଁ ନିବେଦନ
ଭୁବନେଶ୍ୱର : ରଥଯାତ୍ରା ସମୟରେ ଶ୍ରୀକ୍ଷେତ୍ର ପୁରୀରେ ପ୍ଲାଷ୍ଟିକ ସମସ୍ୟା ଏକ ବଡ ଆହ୍ୱାନ ତିଆରି କରେ । ତେଣୁ ଏହି ପ୍ଲାଷ୍ଟିକ୍ ସମସ୍ୟାର ନିରାକରଣ ପାଇଁ ଚଳିତ ରଥଯାତ୍ରାରେ ସିଙ୍ଗଲ୍ ୟୁଜ୍ ପ୍ଲାଷ୍ଟିକର ବ୍ୟବହାରକୁ ହ୍ରାସ କରିବା ସହ ରି-ସାଇକେଲିଂ ପାଇଁ ସାମାଜିକ ସଂଗଠନ ଓ ଜନସାଧାରଣଙ୍କୁ ଏକ ଭିିଡିଓ ବାର୍ତା ମାଧ୍ୟମରେ ଅପିଲ୍ କରିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସେହିପରି ରଥଯାତ୍ରାରୁ ଶ୍ରୀଗୁଣ୍ଡିଚା ଯାତ୍ରା ପର୍ଯ୍ୟନ୍ତ ପୁରୀରେ ପ୍ଲାଷ୍ଟିକ ହ୍ରାସ କରିବା...










