Moquim Gets Jail Term

0

 Bhubaneswar: The Special Vigilance Court here on Thursday convicted Congress Lawmaker and Metro Builders’ MD Mohammed Moquim, ex-IAS officer and former Odisha Rural Housing Development Corporation (ORHDC) Managing Director Vinod Kumar and sentenced them to three years in jail in connection with the Rs 1.50 crore ORHDC scam. Apart from the duo, Swasti Ranjan Mohapatra, ex-company secretary, ORHDC and Peeyusdhari...

ଉତ୍କଳ ହସ୍ପିଟାଲରେ ହୃଦୟ ଦିବସ ପାଳିତ

0

ଭୁବନେଶ୍ୱର : ଉତ୍କଳ ହସ୍ପିଟାଲରେ ବିଶ୍ୱ ହୃଦୟ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ହସ୍ପିଟାଲର ପରିଚାଳନା ନିର୍ଦ୍ଦେଶକ ଡକ୍ଟର ପ୍ରଜ୍ଞାନ ରଞ୍ଜନ ଘଡାଇ ଡାକ୍ତରଖାନା ପରିସରରେ କେକ୍‍ କାଟି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ଉତ୍କଳ ହସ୍ପିଟାଲର କାର୍ଡିଓଲୋଜି ଓ କାର୍ଡିଓଥେରାସିସ ଆଣ୍ଡ ଭାସ୍କୁଲାର ସର୍ଜରୀ ବିଭାଗର ଡାକ୍ତର ସନତ କୁମାର ସାହୁ, ଡାକ୍ତର ସୁମନ୍ତ ପ୍ରଧାନ, ଡାକ୍ତର ନିମାଇଁ ଚରଣ ବେହେରା, ଡାକ୍ତର ଶୌମ୍ୟ ଗୁହା ଓ ବରିଷ୍ଠ ଡାକ୍ତର ଓ କର୍ମଚାରୀମାନେ ଉପସ୍ଥିତ ଥିଲେ । ଏହି ଅବସରରେ ଉପସ୍ଥିତ...

ଲୋକଙ୍କ ପାଖରେ ପହଞ୍ଚାଅ ସରକାରଙ୍କ ବାର୍ତ୍ତା

0

ଭୁବନେଶ୍ୱର : ଆମ ଦଳ ଲୋକଙ୍କ ସାଥୀରେ ଅଛି, ଲୋକଙ୍କ ପାଇଁ କାମ କରୁଛି। ତେଣୁ ଆମ ସରକାରର ବିଭିନ୍ନ ଜନକଲ୍ୟାଣ କାର୍ଯ୍ୟକ୍ରମର ବାର୍ତ୍ତା କିପରି ଲୋକଙ୍କ ପାଖରେ ପହଞ୍ଚିପାରିବ, ତାହା ଉପରେ ଧ୍ୟାନ ଦିଅ। ବାଙ୍ଗାଲୋରରୁ ଏମିତି ବାର୍ତ୍ତା ଦେଇ ବିଜୁ ଜନତା ଦଳର ସଭାପତି ତଥା ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗାନ୍ଧୀ ଜୟନ୍ତୀଠାରୁ ସାରା ରାଜ୍ୟରେ ଆରମ୍ଭ ହେଉଥିବା  ବିଜୁ ଜନତା ଦଳର ଏକ ମାସ ବ୍ୟାପି ଜନସମ୍ପର୍କ ପଦଯାତ୍ରାକୁ ସଫଳ କରିବାକୁ ଆହ୍ଵାନ ଦେଇଛନ୍ତି। କେବଳ ସେତିକି ନୁହେଁ,...

ସମ୍‌ରେ ଜାତୀୟ ପୋଷଣ ଦିବସ

0

ଭୁବନେଶ୍ୱର : ସ୍ଥାନୀୟ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ରେ ଜାତୀୟ ପୋଷଣ ଦିବସ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ସୋଆର କୁଳପତି ପ୍ରଫେସର ଡାକ୍ତର ଅଶୋକ କୁମାର ମହାପାତ୍ର ମୁଖ୍ୟବକ୍ତା ଭାବରେ ଯୋଗ ଦେଇଥିଲେ । ମେଡିସିନ୍ ବିଭାଗର ମୁଖ୍ୟ ପ୍ରଫେସର ସମୀର ସାହୁ, ଗ୍ୟାଷ୍ଟ୍ରୋଏନ୍‌ଟେରୋଲୋଜି ବିଭାଗର ମୁଖ୍ୟ ପ୍ରଫେସର ଗିରିଶ୍ କୁମାର ପତି ଏବଂ ଡକ୍ଟର ମନ୍‌ଜିତ୍ କାନୁନ୍‌ଗୋ, କ୍ରିଟିକାଲ୍ କେୟାର ମେଡିସିନ୍ ବିଭାଗର ମୁଖ୍ୟ ପ୍ରଫେସର ଶକ୍ତି ବେଦାନ୍ତ ମିଶ୍ର , ଶିଶୁ ରୋଗ ବିଭାଗର...

ଜଙ୍ଗଲ ଅନୁମତି ପାଇଁ ବାଟ ଫିଟିଲା

0

ଭୁବନେଶ୍ୱର : ଖୋରଧାରୋଡ-ବଲାଙ୍ଗିର ରେଳପଥ ଲାଗି ଜଙ୍ଗଲ ମଞ୍ଜୁରୀ ପାଇଁ ଉପୁଜିଥିବା ଅନ୍ତରାୟ ଦୂର ହେବାର ସମ୍ଭାବନା ଉଜ୍ୱଳ ହୋଇଛି । ଆଜି ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରୁ ଏହି ସୂଚନା ମିଳିଛି । ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ କେନ୍ଦ୍ର ସରକାର, ରେଳବାଇ, ଜଙ୍ଗଲ ଓ ପରିବେଶ ଏବଂ ରାଜସ୍ୱ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ । ରାଜ୍ୟ ପିସିସିଏଫ୍‍ ସୁଶାନ୍ତ ନନ୍ଦ ବୈଠକ ସଂକ୍ରାନ୍ତରେ...

ସମସ୍ତେ ବାନ୍ଧିବେ ସିଟ୍‍ ବେଲ୍ଟ

0

ଭୁବନେଶ୍ୱର : ଖୁବ୍‍ଶୀଘ୍ର ରାଜ୍ୟରେ ଚାରିଚକିଆ ଯାନରେ ଯାଉଥିବା ସମସ୍ତ ଯାତ୍ରୀଙ୍କ ପାଇଁ ସିଟ୍‍ବେଲ୍ଟ ପିନ୍ଧିବା ବାଧ୍ୟତାମୂଳକ ହେବ । ଦେଶର ବିଶିଷ୍ଟ ଶିଳ୍ପପତି ସାଇରସ ମିସ୍ତ୍ରୀଙ୍କର ସଡକ ଦୁର୍ଘଟଣାରେ ମୃତ୍ୟୁପରେ ସୁରକ୍ଷା ଦୃଷ୍ଟିରୁ ରାଜ୍ୟ ସରକାର ଏଭଳି ନିଷ୍ପତ୍ତି ନେବାକୁ ଯାଉଥିବା ସୂଚନା ମିଳିଛି । କେନ୍ଦ୍ର ସଡକ ପରିବହନ ଓ ରାଜପଥ ମନ୍ତ୍ରାଳୟର ଏକ ନିର୍ଦ୍ଦେଶନାମାକୁ ଅନୁସରଣ କରି ରାଜ୍ୟ ପରିବହନ ବିଭାଗ ପକ୍ଷରୁ କେନ୍ଦ୍ରୀୟ ମୋଟରଯାନ ଆଇନ୍‍ ୧୯୮୯ ଆଧାରରେ ସିଲ୍ଟ ବେଲ୍ଟ ବାନ୍ଧିବାପାଇଁ ନିର୍ଦ୍ଦେଶନାମା ଜାରି ଲାଗି ପଦକ୍ଷେପ...

Forest Nod For KRB Rail

0

Bhubaneswar: The issues related to diversion of forest land for execution of the much-awaited Khurda Road-Bolangir new line project is being cleared at a high-level meeting held on Wednesday. The meeting was held under the chairmanship of Satyabrata Sahu, Additional Chief Secretary (ACS), Forest, Environment & Climate Change and Revenue & Disaster Management. Senior officials from Government of India,...

Demand For HC Bench

0

Bhubaneswar: After a gap of few years in the wake of Covid-19 pandemic, the lawyers of Western Odisha again hit the street over their decades old demand for establishment of a permanent bench of Orissa High Court in their region. To press their demand, hundreds of lawyers from Western Odisha under the banner of the Central Action Committee staged demonstrations...

Demand For MCH At Kendrapara

0

Bhubaneswar: There is a growing demand for setting up of a Medical College & Hospital (MCH) at Kendrapara . So a large number of people from Kendrapara on Wednesday staged a sit-in dharna near the Raj Bhavan here demanding establishment of a Medical College and Hospital in their district.Citizens including students, senior citizens, women and activists of about 100 different...

Seat Belt Made Mandatory

0

Bhubaneswar: In the wake of the fatal accident of former Tata Sons chairman Cyrus Mistry near Mumbai, Odisha Government is going to make wearing seat belts mandatory for all passengers in a car. Following a instruction from Ministry of Road Transport & Highways (MoRT&H), State Transport Department has asked the Transport Commissioner (TC) to issue necessary instructions regarding use of...