ଅନୁକରଣୀୟ ହୋଇପାରିବ ସୌନ୍ଦର୍ଯ୍ୟକରଣ

0

ଭୁବନେଶ୍ୱର : ବିଶ୍ୱକପ୍‍ ପାଇଁ ରାଜଧାନୀ ସମେତ କଟକ, ରାଉରକେଲା ଆଦି ବିଭିନ୍ନ ସହରକୁ ଯେଭଳି ସଜେଇ ଦିଆଯାଇଛି ତାହାର ଠିକଣା ରକ୍ଷଣାବେକ୍ଷଣ କରାଯାଇ ପାରିଲେ ଏହି ସହରଗୁଡିକ ଅନ୍ୟ ରାଜ୍ୟପାଇଁ ଅନୁକରଣୀୟ ହୋଇପାରିବ । ଏଠାରେ ଉଲ୍ଲେଖନୀୟ ଯେ ହକି ବିଶ୍ୱକପ୍‍ ଲାଗି ରାଜ୍ୟ ସରକାର ୧୧୦୦ କୋଟି ଟଙ୍କାରୁ ଉର୍ଦ୍ଧ୍ୱ ବ୍ୟୟ କରୁଛନ୍ତି । ଏହାଛଡା ବିଭିନ୍ନ ବିଭାଗ ମଧ୍ୟ ହକି ମ୍ୟାଚ୍‍ ହେଉଥିବା ସହରଗୁଡିକର ସୌନ୍ଦର୍ଯ୍ୟକରଣ ବୃଦ୍ଧି କ୍ଷେତ୍ରରେ କାର୍ଯ୍ୟ କରୁଛନ୍ତି । ଇତି ମଧ୍ୟରେ ରାଜଧାନୀର ଅନେକ ଗୁରୁତ୍ୱପୂର୍ଣ୍ଣ...

Behera Lauds Fiscal Management

0

Bhubaneswar: Former Development Commissioner U N Behera has said that Odisha has done a commendable job in prudent fiscal management. Participating in the Pre Budget Consultations held here on 6 January, Mr.Behera, who was one of the longest serving Principal Secretary Finance has said that the State has meticulously met all the stipulations of FRBM Act and Finance Commission...

Pre Budget Talk Held

0

Bhubaneswar: State Government consulted the former Finance Ministers, Ex Finance Secretaries, financial experts, representatives of  Industry, Trade and farmers on Friday, before formulating Annual Budget. It was an well attended the pre-budget consultation meeting, which was convened by Finance Minister Niranjan Pujari here. Development Commissioner Pradeep Jena, Principal Secretary Finance, Vishal Dev and other senior officers attended the meeting. Wide ranging consultations...

BJD Demands PMGKAY Rice

0

Bhubaneswar: With the launching of free rice distribution scheme by the Modi Government, political atmosphere in Odisha hots up as it has put a full stop on the one-rupee rice scheme of the BJD Government.   The Governing BJD on Friday demanded for continuation of distribution of 5 kg rice per head under Pradhan Mantri Garib Kalyan Anna Yojana (PMGKAY)...

Hockey Fever Grips State

0

Bhubaneswar: The entire State is gripped under hockey fever as the FIH Odisha Hockey Men's World Cup, 2023 trophy has toured all most all district of Odisha and many foreign teams have started arriving in the two cities and also doing practices in the stadiums for the FIH Odisha Hockey Men's World Cup, 2023.   To create a buzz and...

Plea For Hepatitis Vax

0

Bhubaneswar: To protect children from Hepatitis-B disease, Health and Family Welfare Secretary Shalini Pandit has asked District Collectors and health officials to strengthen vaccination of Hepatitis-B birth doses. Writing a letter to all Collectors, Municipal Commissioners and Chief District Medical Officers (CDMOs), Shrimati Pandit said Hepatitis-B birth dose vaccination under routine Immunization programme is important to prevent transmission of Hepatitis-B...

ବିଏସକେୱାଇରେ ୨୯ ନୂଆ ହସ୍ପିଟାଲ୍

0

ଭୁବନେଶ୍ୱର : ଓଡିଶା ସରକାରଙ୍କ ବିଏସକେୱାଇ ଯୋଜନା ଉଲ୍ଲେଖନୀୟ ଅଗ୍ରଗତି ହାସଲ କରିଛି। ଯୋଜନାର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଡାକ୍ତର ବୃନ୍ଦା ଡି.ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମୀକ୍ଷା ବୈଠକରୁ ଏହା ଜଣାପଡ଼ିଛି। ବୈଠକରେ ବିଭାଗୀୟ ଅତିରିକ୍ତ ଶାସନ ସଚିବ ଶୁଭାନନ୍ଦ ମହାପାତ୍ର ବିଭିନ୍ନ ଯୋଜନାର କାର୍ଯ୍ୟାୟନ ସମ୍ବନ୍ଧିତ ସଦ୍ୟତମ ତଥ୍ୟ ଆଲୋଚନା ପାଇଁ ଉପସ୍ଥାପନ କରିଥିଲେ।  ବିଲ ଗୁଡ଼ିକୁ ଅନୁମୋଦନ ଦେବାନ ପୁର୍ବରୁ ସମସ୍ତ ଦରକାରୀ ତଥ୍ୟ ଓ ନିର୍ଦ୍ଧାରିତ ଦର ତାଲିକା କୁ ସଠିକ୍ ଭାବେ ତନଖି କରି ବିଲ ପୈଠ ପ୍ରକ୍ରିୟା ତ୍ୱରାନ୍ୱିତ...

ତୁରନ୍ତ ପିଏମଜିକେଏୱାଇରେ ଚାଉଳ ଦିଅ

0

ଭୁବନେଶ୍ୱର : ପ୍ରଧାନ ମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା (ପିଏମଜିକେଏୱାଇ) ରେ ତୁରନ୍ତ ପୂର୍ବଭଳି ଚାଉଳ ଦେବାକୁ ଦାବି କରିଛି ବିଜେଡି । କୋଭିଡ ମହାମାରୀ ପ୍ରଭାବରେ ପ୍ରଭାବିତ ଗରିବ ଲୋକଙ୍କ ପାଇଁ ଏହି ଚାଉଳର ଆବଶ୍ୟକତା ଥିବା କହିଛନ୍ତି ବିଜେଡି ସାଂସଦ ତଥା ରାଷ୍ଟ୍ରୀୟ ମୁଖପାତ୍ର ଡକ୍ଟର ସସ୍ମିତ ପାତ୍ର । ଆଜି ଏଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଡକ୍ଟର ପାତ୍ର କହିଛନ୍ତି ଯେ ଓଡିଶାର ୩.୨୫ କୋଟି ଲୋକଙ୍କୁ ପ୍ରତି ମାସରେ ମୁଣ୍ଡ ପିଛା ୧୦ କିଲୋ ଚାଉଳ...

ଜୋର ଧରିଲାଣି ଭୁବନେଶ୍ୱରକୁ ଜିଲ୍ଲା ଦାବି

0

ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରକୁ ଜିଲ୍ଲାର ମାନ୍ୟତା ଦେବାପାଇଁ ଏବେ ଦାବି ଜୋର ଧରିଛି । ଏଥିଲାଗ ଭୁବନେଶ୍ୱରର ତିନିଟି ବିଧାନସଭା କ୍ଷେତ୍ର ସମେତ ଜଟଣୀ ଓ ଜୟଦେବ ବିଧାନସଭା ନିର୍ବାଚନମଣ୍ଡଳୀରେ ବିଭିନ୍ନ ସ୍ଥାନରେ ବୈଠକମାନ ଅନୁଷ୍ଠିତ ହେଉଛି । ଏଥିରେ ବହୁ ଶିକ୍ଷାବିତ୍‍, ପ୍ରାକ୍ତନ ପ୍ରଶାସକ, ଆଇନ୍‍ଜୀବୀ ଓ ସମାଜସେବୀଙ୍କ ସମେତ ବିଭିନ୍ନ ବର୍ଗର ଲୋକେ ଯୋଡି ହେଉଛନ୍ତି । ଭୁବନେଶ୍ୱରରେ ରାଜ୍ୟର ରାଜଧାନୀ ଥିବା ପରିପ୍ରେକ୍ଷୀରେ ଜିଲ୍ଲାର ସଦର ମହୁକୁମା ଭୁବନେଶ୍ୱରରେ ରଖାଯିବା ଉପରେ ଗୁରୁତ୍ୱ ଦିଆଯାଉଛି । ଅତୀତରେ ବିଧାନସଭା...

ଜଳ କର ବ୍ୟବସ୍ଥାରେ ବିଭ୍ରାଟ

0

ଭୁବନେଶ୍ୱର : ସହରାଞ୍ଚଳରେ ଜଳକର ଆଦାୟ ବ୍ୟବସ୍ଥା ବିପର୍ଯ୍ୟସ୍ତ । ରାଜ୍ୟ ସରକାର ଏହାର ପରିଚାଳନା ଦାୟିତ୍ୱ ଟିସିଏସ୍‍ ହାତରୁ ଆଣି ପିଡବ୍ଲ୍ୟୁସିକୁ ଦେବାପରେ ଏଭଳି ବିଭ୍ରାଟ ଦେଖାଦେବା ସହିତ ସରକାର କୋଟି କୋଟି ଟଙ୍କାର ରାଜସ୍ୱ ହରାଉଛନ୍ତି । ସହରାଞ୍ଚଳରେ ପାନୀୟଜଳ ବାବଦୀୟ ବିଲ୍‍ ପ୍ରସ୍ତୁତି ଦାୟିତ୍ୱ ଥିଲା ଟିସିଏସ୍‍ ହାତରେ । ଏହା ସରକାରଙ୍କ ଇ-ମ୍ୟୁନିସିପାଲଟି ପ୍ଲାଟଫର୍ମରେ କାର୍ଯ୍ୟକାରୀ ହେଉଥିଲା । ହେଲେ ଗତବର୍ଷ ଅଗଷ୍ଟ ମାସରୁ ସରକାର ଟିସିଏସ୍‍ ବଦଳରେ ଏହି କାର୍ଯ୍ୟ ପ୍ରାଇସ୍‍ ୱାଟର କୁପର (ପିଡବ୍ଲ୍ୟୁସି)କୁ ଦେଇଛନ୍ତି...