୧୯.୭୯ କୋଟି ରାଶନ କାର୍ଡ ଡିଜିଟାଇଜ୍
ନୂଆଦିଲ୍ଲୀ : କେନ୍ଦ୍ର ଖାଦ୍ୟ ଯୋଗାଣ ଓ ଖାଉଟି ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ସୁଶ୍ରୀ ସ୍ୱାଧ୍ୱୀ ନିରଞ୍ଜନ ଜ୍ୟୋତି ଆଜି ରାଜ୍ୟ ସଭାରେ ଏକ ପ୍ରଶ୍ନର ଲିଖିତ ଉତ୍ତରରେ କହିଛନ୍ତି ଯେ ଏଯାବତ୍ ଦେଶରେ ଜାତୀୟ ଖାଦ୍ୟ ନିରାପତ୍ତା ଆଇନ (ଏନ୍ଏଫଏସ୍ଏ) ଅଧୀନରେ ଲୋକଙ୍କୁ ଯୋଗାଇ ଦିଆଯାଉଥିବା ସମସ୍ତ ୧୯କୋଟି ୭୯ଲକ୍ଷ ରାଶନ କାର୍ଡ ସାଧାରଣ ବଣ୍ଟନ ବ୍ୟବସ୍ଥାରେ ସଂସ୍କାର ବଳରେ ଡିଜିଟାଇଜ ହୋଇଛି । ଏହା ସହିତ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ନିଜ ନିଜର ସ୍ୱଚ୍ଛତା ପୋର୍ଟାଲ /ପିଡିଏସ୍ ପୋର୍ଟାଲ...
ସମ୍ମମ୍ରେ ଜନ୍ମଗତ ତ୍ରୁଟିର ସଫଳ ଅସ୍ତ୍ରୋପଚାର
ଭୁବନେଶ୍ୱର : ଏକ ବିରଳ ଘଟଣାରେ ଜନ୍ମଗତ ତ୍ରୁଟି ଯୋଗୁଁ ମୁହଁର ବିଭିନ୍ନ ଅଂଶରେ ଛିଦ୍ର ଓ ଫାଙ୍କ (ଟେସିୟର୍ କ୍ଲେଫ୍ଟ) ଥିବା ଗୋଟିଏ ୧୫ ମାସର ଶିଶୁ କନ୍ୟାର ସଫଳ ଅସ୍ତ୍ରୋପଚାର କରିଛନ୍ତି ସମ୍ ଅଲ୍ଟିମେଟ୍ ମେଡିକେୟାରର ସର୍ଜନ । ଶିଶୁ କନ୍ୟା ସ୍ମୃତିର ଆଖି ଏବଂ ନାକରେ ଅନେକ ତ୍ରୁଟି ଥିବା ବେଳେ ତା’ର ଚିକିତ୍ସା ନିମନ୍ତେ ତା’ର ବାପା-ମା ବିଭିନ୍ନ ହସ୍ପିଟାଲ୍ ବୁଲି ନିରାଶ ହୋଇଯାଇଥିଲେ । ପରେ ସେମାନେ ଶିଶୁଟିକୁ ସମ୍ମମ୍କୁ ଆଣିଥିଲେ । ଏହା ଏକ ବିପଦପୂର୍ଣ୍ଣ...
ପୁଲିସ ଉପରେ ମିଛ ମାମଲା ବୋଝ
ଭୁବନେଶ୍ୱର : ମିଛ ମାମଲାର ବୋଝ ଏବେ ପୋଲିସ ପାଇଁ ବଡ ଆହ୍ୱାନ ହୋଇଛି । ବର୍ଷକୁ ଶହେ କି ଦୁଇଶହ ନୁହେଁ ରାଜ୍ୟର ବିଭିନ୍ନ ଥାନା, ଫାଣ୍ଡିରେ ୧୦ହଜାରରୁ ଅଧିକ ଅସତ୍ୟ ମାମଲା ଦାଏର ହେଉଛି । ଅଭିଯୋଗ ସତ କି ମିଛ ତାହା ଜାଣିବା ପାଇଁ ଅନୁସନ୍ଧାନକାରୀ ପୋଲିସ ଅଫିସରମାନଙ୍କର ବହୁ ସମୟ ବରବାଦ୍ ହେଉଥିବାରୁ ଗୁରୁତ୍ୱପର୍ଣ୍ଣ ସତ ମାମଲା ଗୁଡିକର ଅଭିଯୋଗ ଫର୍ଦ୍ଦ ଦାଖଲରେ ବିଳମ୍ବ ଘଟୁଥିବା କୁହାଯାଉଛି । ୨୦୨୨ ବର୍ଷରେ ରାଜ୍ୟରେ ୧,୭୮,୧୯୦ଟି ଧର୍ତ୍ତବ୍ୟ ଅପରାଧ ମାମଲା...
ସଡକ ଦୁର୍ଘଟଣାରେ ବର୍ଷକୁ ୫ହଜାର ମୃତ୍ୟୁ
ଭୁବନେଶ୍ୱର : ସଡକ ଦୁର୍ଘଟଣା କମାଇବା ଉଦ୍ଦେଶ୍ୟରେ ସଚେତନତା ସୃଷ୍ଟି ଲାଗି ବର୍ଷକୁ କୋଟିଏ ଟଙ୍କାରୁ ଅଧିକ ଖର୍ଚ୍ଚ ହେଉଥିବା ସଡକ ଦୁର୍ଘଟଣାରେ ବର୍ଷକୁ ୫ହଜାରରୁ ଅଧିକ ଲୋକଙ୍କ ଜୀବନ ଯାଉଛି । ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଟୁକୁନି ସାହୁ ଆଜି ବିଜେଡି ବିଧାୟକ ପଦ୍ମିନୀ ଦିଆନଙ୍କ ଏକ ପ୍ରଶ୍ନରେ ଦେଇଥିବା ଉତ୍ତରରୁ ଏହି ସୂଚନା ମିଳିଛି । ମନ୍ତ୍ରୀ ତାଙ୍କ ଉତ୍ତରରେ ଦର୍ଶାଇଛନ୍ତି ଯେ ଗତ ୫ବର୍ଷ ଭିତରେ ରାଜ୍ୟରେ ରାସ୍ତା ଦୁର୍ଘଟଣାରେ ୨୫,୯୩୪ ଜଣ ମୃତ୍ୟୁବରଣ କରିଛନ୍ତି ଏବଂ ୫୧,୮୭୩...
ବିଜୁ ଯୁବ ବାହିନୀର କିଛି କାର୍ଯ୍ୟକ୍ରମ ନାହିଁ
ଭୁବନେଶ୍ୱର : ବିଗତ ତିନିଟି ଆର୍ଥିକ ବର୍ଷରେ ବିଜୁ ଯୁବ ବାହିନୀ ପାଇଁ କୌଣସି ଆର୍ଥିକ ବ୍ୟବସ୍ଥା ହୋଇନାହିଁ । ଫଳରେ ଯୁବ ବାହିନୀ କୌଣସି ନୂତନ କାର୍ଯ୍ୟକ୍ରମ ଗ୍ରହଣ କରିନାହିଁ । କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନିପତିଙ୍କ ଏକ ପ୍ରଶ୍ନର ଉତ୍ତରରେ ଏହି ସୂଚନା ଦେଇଛନ୍ତି ରାଜ୍ୟ କ୍ରୀଡା ଓ ଯୁବସେବା ବ୍ୟାପାର ମନ୍ତ୍ରୀ ତୁଷାର କାନ୍ତି ବେହେରା । ମନ୍ତ୍ରୀ ଦର୍ଶାଇଛନ୍ତି ଯେ ବିଜୁ ଯୁବ ବାହିନୀ ଏକ ସ୍ୱେଚ୍ଛାସେବୀ ବାହିନୀ ଭାବେ କାର୍ଯ୍ୟରତ ଥାଏ । ଏହାର ସ୍ୱେଚ୍ଛାସେବୀମାନେ...
ସବୁ ଉଚ୍ଚ ବିଦ୍ୟାଳୟରେ ‘ସ୍କୁଲ୍ କ୍ଲବ୍’
ଭୁବନେଶ୍ୱର : ରାଜ୍ୟର ସମସ୍ତ ସରକାରୀ ଉଚ୍ଚ ବିଦ୍ୟାଳୟରେ ପ୍ରଚଳିତ ହେବ ‘ସ୍କୁଲ କ୍ଲବ୍’ । ସ୍କୁଲ ଛାତ୍ରଛାତ୍ରୀଙ୍କ ପ୍ରତିଭା ଓ ସାମର୍ଥ୍ୟକୁ ବିକଶିତ କରିବା ଉଦ୍ଦେଶ୍ୟରେ ଆସନ୍ତା ୨୦୨୩-୨୪ ଶିକ୍ଷାବର୍ଷଠାରୁ ପ୍ରାରମ୍ଭିକ ପର୍ଯ୍ୟାୟରେ ରୂପାନ୍ତରିତ ବିଦ୍ୟାଳୟମାନଙ୍କରେ ‘ସ୍କୁଲ କ୍ଲବ୍’ର ପ୍ରଚଳନ କରାଯିବ । ଏହି କ୍ଲବ୍ଗୁଡ଼ିକର ନାମ ଯଥାକ୍ରମେ ସାହିତ୍ୟ ସୃଜନୀ, ଜିଜ୍ଞାସା, କୌଶଳୀ ଏବଂ କ୍ରିଡାଙ୍ଗନ ରଖିବାକୁ ପରାମର୍ଶ ଦିଆଯାଇଛି । ରାଜ୍ୟ ସରକାରଙ୍କ ଦ୍ୱାରା ନୂତନ ଭାବେ ପ୍ରବର୍ତ୍ତିତ ଆକାଂକ୍ଷୀ ପାଠ୍ୟକ୍ରମକୁ ଅଧିକ ପ୍ରୋତ୍ସାହନ ଯୋଗାଇବା ସହ ସେମାନଙ୍କ ବ୍ୟକ୍ତିଗତ...
Global Meet On Tourism Investors
New Delhi: Ministry of Tourism organised a roundtable interaction with heads of mission in New Delhi today as a run up to first Global Tourism Investor’s Summit. As an initiative under India’s G20 Presidency, the Ministry of Tourism, Government of India shall be organizing the country's first Global Tourism Investors’ Summit (GTIS) in New Delhi from 17-19 May 2023. The Roundtable Interaction...
ନବୀନଙ୍କୁ ଭେଟିଲେ ମମତା
ଭୁଵନେଶ୍ବର : ପଶ୍ଚିମ ବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆଜି ଅପରାହ୍ନରେ ନବୀନ ନିବାସ ଠାରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଙ୍କୁ ସାକ୍ଷାତ କରିଛନ୍ତି। ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ତାଙ୍କୁ ମହା ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଅଙ୍ଗ ବସ୍ତ୍ର ଦେଇ ସ୍ବାଗତ କରିବା ସହିତ ତିନି ରଥର କାଠ ତିଆରି ପ୍ରତିକୃତି ଉପହାର ପ୍ରଦାନ କରିଥଲେ। ମୁଖ୍ୟମନ୍ତ୍ରୀ ଏହା ସହିତ ରୂପା ତାରକସିର କାରୁକାର୍ଯ୍ୟ ଓ ଛେନାପୋଡ଼ ମଧ୍ଯ ଉପହାର ଦେଇଥିଲେ। ଏହି ଅବସରରେ ପଶ୍ଚିମ ବଙ୍ଗ ଜନସାଧାରଣ ଙ୍କ ପ୍ରତି ସଦିଚ୍ଛା ସ୍ଵରୂପ ...
Mamata Thanks Naveen
Bhubaneswar: West Bengal Chief Minister Mamata Banerjee has all praise for her Odisha counterpart Naveen Patnaik for the gesture and hospitality provided by the Odisha Government during her three-day stay in Odisha. Mamata, who was in Odisha on a three-day trip, met Shri Patnaik here at Naveen Niwas before leaving for Kolkata. “It is a good gesture from Naveenji,...
Samal New BJP Prez
Bhubaneswar: Eying the very crucial 2024 General and Assembly polls, the Bharatiya Janata Party (BJP) has appointed former Minister and an able Organiser Manmohan Samal as Odisha BJP President. BJP National President JP Nadda has appointed Shri Samal as the State BJP Chief. The BJP has first appointed senior leader and ace organiser Sunil Bansal as in-charge of the State unit....










